• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Autism centre employee repeatedly throws 3-year-old to the ground
ଓଃ କି ନିର୍ଦ୍ଦୟ! ଛାଡି ଯାଇଥିଲା ମା’, ନିର୍ଯାତନା ଦେଉଥିଲା ଆୟା..ଦେଖନ୍ତୁ ଭିଡିଓ

ଶିଶୁଟିର ମା’ ଫରହିୟା WCCOନିକଟରେ ଅଭିଯୋଗ ଦାଖଲ କରି କହିଛନ୍ତି, ନିଜ ପୁଅର ଏପରି ଭିଡିଓ ଦେଖି ସେ କାନ୍ଦିବା ସହ ଚିତ୍କାର କରି ଉଠିଥିଲେ। ଗତବର୍ଷ ପୁଅ ଅଟିଜିମ ରୋଗରେ ଆକ୍ରାନ୍ତ ହେବା ପରେ ତାକୁ ଏହି କେନ୍ଦ୍ରରେ ନାମ ଲେଖାଇଥିଲେ।

PM Modi
କଂଗ୍ରେସ ବିରୋଧରେ ଗର୍ଜିଲେ ମୋଦି, କହିଲେ 'ନୟା ଭାରତ... ଘର୍ ମେଁ ଘୁସ୍ କେ ମାରତା ହୈ'

ଗତ କିଛିଦିନ ଧରି ରାହୁଲ ଗାନ୍ଧି ଓ ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦିଙ୍କ ମଧ୍ୟରେ କଥା କଟାକଟି ଲାଗି ରହିଛି । ଉଭୟେ ପରସ୍ପରକୁ ଆକ୍ଷେପ କରିବାକୁ ପଠାଉ ନାହାନ୍ତି । ଗତକାଲି ଏକ ନିର୍ବାଚନ ସଭାରେ ରାହୁଲଙ୍କର ରାୟବରେଲିରୁ ନିର୍ବାଚନ ଲଢ଼ିବାକୁ ନେଇ ମଇଦାନରୁ ପଳାୟନ ନକରିବାକୁ କହିଥିଲେ ପ୍ରଧାନମନ୍ତ୍ରୀ ।

Assistant Communication officer vacancy in home ministry
MHA Recruitment 2024 : ଗ୍ରାଜୁଏସନ କରିଥିଲେ ଗୃହ ମନ୍ତ୍ରଣାଳୟରେ ଚାକିରି; ହେବେ ଅଫିସର୍

ଯେଉଁମାନେ ଗୃହ ମନ୍ତ୍ରଣାଳୟରେ ଚାକିରି କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର। ଏଥିପାଇଁ MHA ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଚୟନ ହେଲେ ପ୍ରାର୍ଥୀ ମାସକୁ ୧ ଲକ୍ଷରୁ ଅଧିକ ଦରମା ପାଇବେ।

Burnt Alive
ଗୁଣିଗାରେଡ଼ି ସନ୍ଦେହ; ଦୁଇ ମହିଳାଙ୍କୁ ଜୀଅନ୍ତା ଜାଳିଦେଲେ ସ୍ୱାମୀ ଓ ପୁଅ

ଉଭୟଙ୍କୁ ଗୁଣିଗାରେଡି ସନ୍ଦେହରେ ପଞ୍ଚାୟତରେ ହାଜର କରାଯାଇଥିଲା। ଏହାପରେ ୩ଘଣ୍ଟା ଧରି ସେମାନଙ୍କୁ ତଳେ ପକାଇ ମାଡ଼ ମାରିବା ସହ ନିର୍ଯାତନା ଦିଆଯାଇଥିଲା। ଯାହାଫଳରେ ତେଲାମିଙ୍କ ମୃତ୍ୟୁ ଘଟିଥିଲା। ।

Shahrukh khan spilled the beans about shooting for his next film
ଶାହରୁଖ୍ ଖାନ୍‌ଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର; ପୁଣି ଦେଖିବାକୁ ମିଳିବ କିଙ୍ଗ ଖାନଙ୍କ ଡନ୍‌ଗିରି

ଏବେ ପ୍ରଶଂସକମାନେ ଶାହରୁଖ୍ ଖାନ୍‌ଙ୍କ ନୂଆ ଫିଲ୍ମ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସେପଟେ ଶାହରୁଖ ଖାନ କହିଛନ୍ତି ଯେ ସେ କେଉଁ ମାସରୁ ଚଳିତ ବର୍ଷ ଶୁଟିଂ ଆରମ୍ଭ କରିବେ। ତେବେ କେଉଁ ଫିଲ୍ମ ପାଇଁ ସେ ବ୍ୟସ୍ତ ରହିବେ ତାହା କିଙ୍ଗ ଖାନ ପ୍ରକାଶ କରି ନାହାଁନ୍ତି।

Crime Politics
ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପୁଅ, ଗୃହ ସହାୟକଙ୍କ ମାଆଙ୍କୁ ଅପହରଣ କରି କରୁଥିଲେ ଦୁଷ୍କର୍ମ !

କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆମେ ବର୍ତ୍ତମାନ ଉଭୟ ଏଚ୍‌ଡି ରେଭାନ୍ନା ଏବଂ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ବିରୋଧରେ ଲୁକ୍ଆଉଟ୍ ନୋଟିସ୍ ଜାରି କରିଛୁ। କାରଣ ପ୍ରଜ୍ଜ୍ୱଳ ବିଦେଶରେ ଥିବା ବେଳେ ଏଚ୍‌ଡି ରେଭାନ୍ନା ମଧ୍ୟ ଦେଶ ଛାଡି ବିଦେଶକୁ ଯିବାକୁ ଯୋଜନା କରିପାରନ୍ତି।

AMU
୧୦୦ ବର୍ଷର ଇତିହାସରେ ପ୍ରଥମ ! ଓଡ଼ିଆ ଝିଅ ହେଲେ AMU କୁଳପତି

ନାଇମା ଖାତୁନ ଗୁଲରେଜ ଜଣେ ଓଡ଼ିଆ ଝିଅ । ତାଙ୍କ ଘର ଯାଜପୁର ଜିଲ୍ଲାରେ। ଆଲିଗଡ଼ ମୁସଲିମ୍ ୟୁନିଭର୍ସିଟିର ଶହେ ବର୍ଷ ଇତିହାସରେ ସେ ହୋଇଛନ୍ତି ପ୍ରଥମ ମହିଳା କୁଳପତି।

Dharmendra remarried hema malini on 44 wedding anniversary
ପୁଣି ବରଣମାଳା ପିନ୍ଧିଲେ; ଅଗ୍ନିକୁ ସାକ୍ଷୀ ରଖି ବିବାହ କଲେ ହେମା-ଧର୍ମେନ୍ଦ୍ର

ଭାଇରାଲ୍ ହେଉଛନ୍ତି ହେମା-ଧର୍ମେନ୍ଦ୍ର। ୪୪ ତମ ବିବାହ ବାର୍ଷିକୀରେ ଧର୍ମେନ୍ଦ୍ର ଏବଂ ହେମା ମାଳିନୀ ପୁଣି ଥରେ ବରଣମାଳ ପିନ୍ଧିଛନ୍ତି ଆଉ ବିବାହ କରିଛନ୍ତି। ଏନେଇ ଏହି ଗୋଲ୍ଡେନ୍ ଦମ୍ପତିଙ୍କ ଫଟୋ ଇଣ୍ଟରନେଟ୍‌ରେ ଭାଇରାଲ ହେଉଛି।

Principal, teacher attack each other
ଡେରିରେ ଆସିବାରୁ ଖଣ୍ଡଯୁଦ୍ଧ; ଶିକ୍ଷୟିତ୍ରୀ-ପ୍ରିନ୍ସପାଲ୍‌ ମାର୍‌ପିଟ୍‌..ଦେଖନ୍ତୁ ଭିଡିଓ

ଶିକ୍ଷୟିତ୍ରୀ ଜଣକ ପ୍ରିନ୍ସପାଲଙ୍କ ପୋଷାକ ଚିରିଦେଇଥିଲେ। ସେହିପରେ ଉଭୟ ଚୁଟି ଝିଙ୍କାଝିଙ୍କି ହୋଇଥିଲେ। ଏଥିରେ ଶିକ୍ଷୟିତ୍ରୀଙ୍କ ଆଖିରେ ଆଘାତ ଲାଗିଥିବା ଜଣାପଡିଛି।

Gold Price Today
Gold Price Today 4th May 2024: ଅକ୍ଷୟ ତୃତୀୟା ପୂର୍ବରୁ କମିଲା ସୁନା ଦର, ଜାଣନ୍ତୁ କେତେ ରହିଛି ଦାମ୍

ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୧,୭୨୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୫,୭୪୦ ଟଙ୍କା ରହିଛି ।

drumstick leaves benefits
Health Tips: ଶରୀର ପାଇଁ କେତେ ଉପକାରୀ ସଜନା ଶାଗ, ଜାଣନ୍ତି କି ?

ସଜନା ଶାଗରେ ଭିଟାମିନ୍ ଏ, ଭିଟାମିନ୍ ସି, କ୍ୟାଲସିୟମ୍, ପୋଟାସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ପରି ଭଲ ପରିମାଣର ପୋଷକ ତତ୍ତ୍ୱ ରହିଥାଏ। ଯାହା ଫଳରେ ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ଅନେକ ରୋଗର ମୁକାବିଲା କରିବାରେ ସାହାଯ୍ୟ କରିଥାଏ।

DL
ଭିନ୍ନକ୍ଷମଙ୍କୁ ମିଳିଲା ଡ୍ରାଇଭିଂ ଲାଇସେନ୍ସ; ହାତ ନାହିଁ, ପାଦରେ କରୁଛନ୍ତି ଡ୍ରାଇଭିଂ

ଡାକ୍ତରଖାନାର ନିର୍ଦ୍ଦେଶକ ଡା ପି ଥିରୁନାଭୁକ୍କାରାସୁ, ବରିଷ୍ଠ ଡାକ୍ତର ଡା ଏ ରାଜକୁମାର ଏବଂ ଡା ଚିତ୍ରାସୁ କୃଷ୍ଣଙ୍କ ନେତୃତ୍ୱରେ ଏକ ତିନିଜଣିଆ ଟିମ୍ ତାଙ୍କ ଦକ୍ଷତାର ମୂଲ୍ୟାଙ୍କନ କରିଥିଲେ। ଏହାପରେ ଡାକ୍ତରମାନେ ତାଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ।

Kejriwal
କେଜ୍ରିୱାଲଙ୍କୁ ମିଳିପାରେ ଅନ୍ତରୀଣ ଜାମିନ୍; ୭ତାରିଖରେ ସୁପ୍ରିମକୋର୍ଟରେ ଶୁଣାଣି

ଜଷ୍ଟିସ ସଞ୍ଜିବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଆସନ୍ତା ୭ ତାରିଖରେ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ବିଚାର କରାଯିବ।

To motivate your child for self-study
Parenting Tips: ଆପଣଙ୍କ ପିଲା ପଢିବାକୁ ମନ ଦେଉନି କି… ଆପଣାନ୍ତୁ ଏହି ୩ ଟିପ୍ସ, ଆପେ ଆପେ ପଢିବ

ସବୁ ବାପା-ମାଆ ଚାହାନ୍ତି ସେମାନଙ୍କ ପିଲା ଭଲ ପାଠ ପଢୁ। ଏହା ସତ୍ତ୍ୱେ ଅନେକ ପିଲା ଅଛନ୍ତି ଯେଉଁମାନେ ପାଠ ପଢିବାରେ ଆଗ୍ରହ ଦେଖାନ୍ତି ନାହିଁ। ଏଭଳି କ୍ଷେତ୍ରରେ କେଉଁ ବାପା-ମାଆ ଅବା ଚିନ୍ତାରେ ନ ପଡିବେ। ଆପଣ ଯଦି ଏଭଳି ପିଲାମାନଙ୍କର ବାପା-ମାଆ ତେବେ ଆପଣଙ୍କ ପାଇଁ କିଛି ଟିପ୍ସ।

Panchang Today
Panchang Today 4th May 2024: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ନୂତନ ଦ୍ରବ୍ୟ କ୍ରୟ କରନ୍ତୁ

ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୦୪ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Raw mango reduces risk of heat and diabetes will also control
Health Tips: କଞ୍ଚା ଆମ୍ବ ପେଟ ରୋଗ ପାଇଁ ରାମବାଣ; ଜାଣନ୍ତୁ କେମିତି ଖାଇବେ

କଞ୍ଚା ଆମ୍ବ ଅନେକ ଔଷଧୀୟ ଗୁଣରେ ଭରପୂର। ଯେଉଁଥିପାଇଁ ଅନେକ ଲୋକ ଗ୍ରୀଷ୍ମ ସମୟରେ କଞ୍ଚା ଆମ୍ବ ଖାଇବାକୁ ପସନ୍ଦ କରନ୍ତି। ଏଥିରେ ଅନେକ ପୋଷକ ତତ୍ତ୍ୱ ମିଳିଥାଏ, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ତେବେ ଆସନ୍ତୁ ଗ୍ରୀଷ୍ମରେ କଞ୍ଚା ଆମ୍ଭ ଖାଇବା ଦ୍ୱାରା ସ୍ୱାସ୍ଥ୍ୟଜନୀତ କେଉଁ ଉପକାର ମିଳେ ଜାଣିବା।

Narendra Modi On Rahul
ରାୟବରେଲିରୁ ରାହୁଲ କଲେ ନାମାଙ୍କନ ଦାଖଲ...କଟାକ୍ଷ କଲେ ମୋଦି, କହିଲେ...

ଜାତୀୟ ରାଜନୀତିକୁ ସରଗରମ କରିଛି କଂଗ୍ରେସର ରାହୁଲ ମୁଭ୍ । ଏଥର ୱାଏନାଡ଼ ସହ ଅମେଠି ନୁହେଁ, ମାଆ ସୋନିଆଙ୍କ ଆସନ ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି ।

Indian Army Recruitment apply for 15 posts
Indian Army Recruitment: ଭାରତୀୟ ସେନାରେ ପୂରଣ ହେବ ଅଫିସର ପଦବୀ; ଦରମା ୬୧ ହଜାର ପରେ

ଦେଶର ଲକ୍ଷ ଲକ୍ଷ ଯୁବକ ଭାରତୀୟ ସେନାରେ ଅଧିକାରୀ ହେବାର ସ୍ୱପ୍ନ ଦେଖନ୍ତି। ଯଦି ଆପଣ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ ଆଉ ଭାରତୀୟ ସେନାରେ କ୍ୟାପ୍ଟେନ ହେବାର ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ଖବର କେବଳ ଆପଣଙ୍କ ପାଇଁ।

PM Modi
ରାହୁଲ-ସୋନିଆଙ୍କୁ ମୋଦିଙ୍କ ସିଧା ନିଶାନା; କହିଲେ, କାହିଁକି ଡରୁଛନ୍ତି ସେହଜାଦା?

ଅମେଠୀରୁ ରାହୁଲ ନିର୍ବାଚନ ନଲଢ଼ିବା ପରେ ଏବେ ଏହାକୁ ନେଇ ସିଧା ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ।

Helicopter Crash
ଲ୍ୟାଣ୍ତିଂ ବେଳେ ହେଲିକପ୍ଟର ଦୁର୍ଘଟଣାଗସ୍ତ; ଡେଇଁପଡ଼ିଲେ ପାଇଲଟ..ଦେଖନ୍ତୁ ଭିଡିଓ

ଗୋଟିଏ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଶିବସେନା(ଉଦ୍ଧବ ଠାକରେ) ନେତ୍ରୀ ସୁଷମା ଅନ୍ଧାରେ। ଆଜି ତାଙ୍କୁ ଆଣିବାକୁ ଯାଇଥିବା ହେଲିକପ୍ଟରଟି ଲ୍ୟାଣ୍ଡିଂ ସମୟରେ କ୍ରାସ୍‌ କରିଯାଇଛି।

Crime
ମା’ କାଳୀଙ୍କ ଅଭିନୟ କରୁ କରୁ ସତ ସତିକା ବେକ କାଟିଦେଲା କୁନି ପୁଅ !

ଏହି ହତ୍ୟା ଘଟଣା ଘଟିବା ପରେ ପରେ ସ୍ଥାନୀୟ ଲୋକେ ଗୁରୁତର ବାଳକକୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Aamir khan sunny deol rajkumar santoshi film set to hit the theatre in 26 january
ଆସିଲା ଅପ୍‌ଡେଟ୍; ଏହିଦିନ ରିଲିଜ୍ ହେବ ସନ୍ନିଙ୍କ 'ଲାହୋର ୧୯୪୭'

'ଗଦର ୨'ର ଅପାର ସଫଳତା ପରେ ସନ୍ନି ଦେଓଲ ଆଉ ଏକ ଦମଦାର ଚଳଚ୍ଚିତ୍ର 'ଲାହୋର ୧୯୪୭'ସହିତ ପୁଣି ଥରେ ଆଲୋଡ଼ନ ସୃଷ୍ଟି କରିବାକୁ ଯାଉଛନ୍ତି। ଏହା ସଂପୂର୍ଣ୍ଣ ଭାବେ ଏକ ଆକ୍ସନ୍ ଡ୍ରାମା ଫିଲ୍ମ ହେବ। ଏହି ଚଳଚ୍ଚିତ୍ରରେ VFX ବହୁତ କମ୍ ବ୍ୟବହୃତ ହେବ।

Boney janhvi kapoor will earn huge amount from late sridevi bungalow
ଚେନ୍ନାଇରେ ଥିବା ଦିବଂଗତ ଶ୍ରୀଦେବୀଙ୍କ ଘରୁ ଏବେ ଲକ୍ଷ ଲକ୍ଷ କମେଇବେ ବୋନି-ଜାହ୍ନବୀ

ଚେନ୍ନାଇରେ ଥିବା ଦିବଂଗତ ଶ୍ରୀଦେବୀଙ୍କ ଘରେ ବର୍ତ୍ତମାନ ଯିଏ ଚାହିଁବ ସିଏ ରହିପାରିବ। ଭାରତ ଏବଂ ବିଦେଶରୁ ଚେନ୍ନାଇ ଆସୁଥିବା ଯେକେହି ବି ଏହି ବଙ୍ଗଳାରେ ଅତିଥି ଭାବରେ ରହିପାରିବେ। ସେମାନେ ଏଠାରେ ହୋମ୍-ଷ୍ଟେ କରିପାରିବେ।

Gold Price Today
Gold Price Today 3rd May 2024: ସୁନା ପ୍ରେମୀଙ୍କ ପାଇଁ ଖୁସି ଖବର, କମିଲା ସୁନା ଦର

ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୧,୭୩୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୫,୭୫୦ ଟଙ୍କା ରହିଛି ।

skin care in summer
Skin Care Tips: ଖରାଦିନେ କିପରି ନେବେ ତ୍ୱଚାର ଯତ୍ନ, ଜାଣନ୍ତୁ କିଛି ଟିପ୍ସ୍ 

ଖରାଦିନେ ଚର୍ମକୁ କୋମଳ ଏବଂ ସତେଜ ରଖିବା ପାଇଁ ଏହାର ଯତ୍ନ ନେବା ଅତ୍ୟନ୍ତ ଜରୁରୀ, କିନ୍ତୁ ବ୍ୟସ୍ତବହୁଳ ଜୀବନରେ ସମସ୍ତେ ଏହାର ଯତ୍ନ ନେବା ଏବଂ ଚର୍ମ ପାଇଁ ପାର୍ଲରରେ ଘଣ୍ଟା ଘଣ୍ଟା ବିତାଇବା ସମ୍ଭବ ନୁହେଁ। ତେବେ ଆସନ୍ତୁ ଜାଣିବା ଖରାଦିନେ ଚର୍ମ ବା ତ୍ୱଚାର କିପରି ଯତ୍ନ ନେବା ଉଚିତ।