ଆଜି ସୁନା ଦର ସାମାନ୍ୟ ପରିବର୍ତ୍ତନ ରହିଛି । ଗତକାଲି ଅପେକ୍ଷା ଆଜି ଟ୍ୱିନ୍ସିଟିରେ ସୁନା ଦର ପରିବର୍ତ୍ତନ ଅଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।
ଆଇନ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ପ୍ରଶ୍ନପତ୍ର ଲିକ୍ ମାମଲାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ୧୦ ବର୍ଷ ଜେଲ୍ ଏବଂ ୧କୋଟି ଟଙ୍କା ଜୋରିମାନା ହୋଇପାରେ।
ମା’ଟିଏ ନିଜ ପିଲାକୁ ସ୍ପର୍ଶ ଦେଇଥାଏ, ଛାତିରେ ଗଲେଇ ଶୋଇବାକୁ ଦେଇଥାଏ, ଯାହାଫଳରେ ପିଲାଟି ନିଜକୁ ସୁରକ୍ଷିତ ଅନୁଭବ କରିପାରିବ। ତଥାପି, ଶିଶୁକୁ ବାରମ୍ବାର ଚୁମ୍ବନ ଦେବାର ଅଭ୍ୟାସ କେତେ ସୁସ୍ଥ ତାହା ଜାଣିବା ମଧ୍ୟ ଜରୁରୀ।
ସୌର ବୃଷମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ଶନିବାର। ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଇମୋସନାଲ ଆଫେୟାର ପ୍ରକୃତରେ ଏକ ପ୍ରକାର ଅଣ-ଯୌନ ସମ୍ପର୍କ, ଯେଉଁଥିରେ ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କ ସହିତ ଭାବନାତ୍ମକ ଭାବରେ ଜଡିତ ହେବାର ଅନୁଭବ କରିବା ଆରମ୍ଭ କରେ, ଯାହା ବନ୍ଧୁତ୍ୱରୁ ଆରମ୍ଭ ହୁଏ। ଏହା ନିଜ ବୈବାହିକ ଜୀବନକୁ ପ୍ରଭାବିତ କରେ।
ଅନିବାର୍ଯ୍ୟ କାରଣ ବଶତଃ ଏବଂ ଲଜିଷ୍ଟିକ୍ କାରଣରୁ ପରୀକ୍ଷା ସ୍ଥଗିତ ସୂଚନା । ପରୀକ୍ଷା ସ୍ଥଗିତ ନେଇ ଏନଟିଏର ବିଜ୍ଞପ୍ତି ପରେ ଚିନ୍ତାରେ ଛାତ୍ରଛାତ୍ରୀ ।
ନିକଟରେ ବଲିଉଡ୍ର ଭେଟେରାନ୍ ଅଭିନେତା ଜ୍ୟାକି ଶ୍ରଫ୍ ମୁମ୍ବାଇରେ ପାପାରାଜିଙ୍କ ସାମ୍ନା ହୋଇଥିଲେ। ଏହି ସମୟରେ ସେ ସେମାନଙ୍କୁ କିଛି ପରାମର୍ଶ ଦେଉଥିବାର ଦେଖାଯାଏ।
ଗୁଜରାଟ ନିକୋଲଠାରେ ରହିଥିବା ଏକ ରେଷ୍ଟୁରାଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରେଷ୍ଟୁରାଣ୍ଟରେ ଖାଇବା ପାଇଁ ଯାଇଥିବା ଗୋଟିଏ ପରିବାରର ଅର୍ଡର କରିଥିବା ଶମ୍ବର ଖାଇବା ବେଳେ ମଲା ମୂଷା ବାହାରିଥିଲା।
ପ୍ରତିବର୍ଷ ଜୁନ୍ ୨୧ରେ ପାଳନ କରାଯାଉଥିବା ସଂଗୀତ ଦିବସର ଲକ୍ଷ୍ୟ ହେଉଛି ସଂଗୀତର ବିବିଧତା ଏବଂ ଏହାର ସାଂସ୍କୃତିକ ଗୁରୁତ୍ୱକୁ ପାଳନ କରିବା ଏବଂ ଲୋକଙ୍କ ମଧ୍ୟରେ ସମସ୍ତ ପ୍ରକାର ସଂଗୀତକୁ ବିସ୍ତାର କରିବା।
UGC-NET ପ୍ରଶ୍ନପତ୍ର ଲିକ୍ ହେବା ପରେ ସରକାର ଏହି ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦେଇଛନ୍ତି । ଯାଞ୍ଚ ବେଳେ ସିବିଆଇ ଜାଣିବାକୁ ପାଇଛି କି UGC-NET ପ୍ରଶ୍ନପତ୍ର କେଉଁଠୁ ଲିକ୍ ହୋଇଛି ।
ଅମିତାଭ ଫିଲ୍ମ ‘କଳକୀ’ ର ପ୍ରଯୋଜକ ଅଶ୍ୱିନ ଦତ୍ତଙ୍କ ପାଦ ଧରୁଥିବା ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି।
ମହିଳା ନିଜ ସ୍ୱାମୀଙ୍କୁ ଭିଡିଓ କଲ କରି ଶେଷ ଥର ପାଇଁ ଝିଅର ମୁହଁ ଦେଖିବାକୁ କହିଥିଲେ ଏବଂ ପରେ ଝିଅ ସହିତ କୂଅ ଭିତରକୁ ଡେଇଁପଡିଥିଲେ। ମହିଳା ଜଣକ ଘର ନିକଟରେ ଖେଳୁଥିବା ପୁଅକୁ ମଧ୍ୟ ତାଙ୍କ ସହିତ ନେବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ଯାଇନଥିଲା ।
ଗତକାଲି କେଜ୍ରିୱାଲଙ୍କୁ ଜାମିନ ମଞ୍ଜୁର କରିଥିଲେ ଦିଲ୍ଲୀ କୋର୍ଟ। ଦିଲ୍ଲୀ କୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚାଲେଂଜ କରିଥିଲା ଇଡି।
ସୋସିଆଲ ମିଡିଆ ଏକ୍ସରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯୁବକ ଯୁବତୀ ବିପଦପୂର୍ଣ୍ଣ ରିଲ୍ସ କରୁଛନ୍ତି।
ସୋସିଆଲ ମିଡିଆରେ ଏହି ଚର୍ଚ୍ଚା ମଧ୍ୟରେ ସାନିଆ ମିର୍ଜାଙ୍କ ପିତା ଇମ୍ରାନ ମିର୍ଜା ଏହି ଗୁଜବ ଉପରେ ପ୍ରତିକ୍ରିୟା ରଖିଛନ୍ତି ।
ଲିଙ୍ଗ ପରିବର୍ତ୍ତନ ହେତୁ ମୁଜାହିଦଙ୍କୁ ତାଙ୍କ ସହ ରହିବାକୁ ହେବ। କାରଣ ପରିବାର ଲୋକ ଅଥବା ସମାଜ ଆଉ ତାଙ୍କୁ ଗ୍ରହଣ କରିବେ ନାହିଁ। ଏଥିସହ ସେ କୋର୍ଟ ମ୍ୟାରେଜ ପାଇଁ ଓକିଲଙ୍କ ସହ କଥା ହୋଇଥିବା ମଧ୍ୟ କହିଥିଲେ।
ଏହି ପ୍ରାସାଦଟି ବିଶାଖାପଟନମର ରୁଶିକୋଣ୍ଡା ପର୍ବତ ଉପରେ ପ୍ରାୟ ୧୦ ଏକର ଜମିରେ ତିଆରି କରାଯାଇଛି। ଏହି ବିଳାସପୂର୍ଣ୍ଣ ମହଲଟି ଜଗନମୋହନଙ୍କର ବୋଲି ଅଭିଯୋଗ କରିଛି ଶାସକ ଟିଡିପି ।
ଘଟଣାସ୍ଥଳ ପରିଦର୍ଶନ କରିଥିଲେ ଜୁବଲ୍ ସବ-ଡିଭିଜିନାଲ୍ ମାଜିଷ୍ଟ୍ରେଟ୍ ରାଜୀବ ସାଂଖ୍ୟାନ। ତାଙ୍କ କହିବା ମୁତାବକ ବସରେ ୭ଜଣ ଯାତ୍ରୀ ଥିଲେ। ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଚିକିତ୍ସାଧିନ ଅବସ୍ଥାରେ ଜୀବନ ହରାଇଛନ୍ତି।
ଯୋଗ ଦିବସ ଅବସରରେ ସାରା ବିଶ୍ବ ଯୋଗମୟ ହୋଇଛି । ସିକିମରେ ସମୁଦ୍ର ପତ୍ତନରୁ ୧୫ହଜାର ଫୁଟ୍ ଉଚ୍ଚତାରେ ବରଫ ପାହାଡ଼ ଉପରେ ଯୋଗ ମୁଦ୍ରାରେ ନଜର ଆସିଛନ୍ତି ଆଇଟିବିପି ଯବାନ। ଇଷ୍ଟର୍ଣ୍ଣ ଲଦଖରେ ଭାରତୀୟ ସେନା ପକ୍ଷରୁ ଯୋଗ ଦିବସ ପାଳିତ ହୋଇଛି।
ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଯୋଗର ମହତ୍ତ୍ୱ ଏବଂ ଏହାର ସ୍ୱାସ୍ଥ୍ୟ ଉପକାରିତା ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଯୋଗ ହେଉଛି ନିଜ ପାଇଁ ଏବଂ ସମାଜ ପାଇଁ । ଯୋଗ ପ୍ରତି ସାରା ବିଶ୍ବ ଆକର୍ଷିତ ହୋଇଛି।
ପ୍ରତିବର୍ଷ ୨୧ ଜୁନ୍ରେ ପାଳନ ହୁଏ ‘ଅନ୍ତର୍ଜାତୀୟ ଯୋଗ ଦିବସ’। ଏହା ୨୦୧୫ ଠାରୁ ଆରମ୍ଭ ହୋଇଥିଲା। ଯୋଗ ହେଉଛି ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସର ଏକ ମିଶ୍ରଣ। ଯୋଗ ଆସନ କେବଳ ଶରୀରକୁ ଶକ୍ତି ଯୋଗାଏ ନାହିଁ ବରଂ ମାନସିକ ସ୍ତରରେ ମଧ୍ୟ ସୁସ୍ଥ ରଖେ।
ସୌର ବୃଷମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ଶୁକ୍ରବାର। ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଜାମିନ ବିରୋଧରେ ଇଡି ଜୋରଦାର ଯୁକ୍ତି ଉପସ୍ଥାପନ କରିଥିଲା। ଜାମିନ ନିର୍ଦ୍ଦେଶ ଉପରେ ୪୮ ଘଣ୍ଟାର ରୋକ ଲଗାଇବାକୁ ମଧ୍ୟ ତଦନ୍ତକାରୀ ସଂସ୍ଥା କହିଥିଲା।
ପାଟନା ପୋଲିସ୍ ଖୁବଶୀଘ୍ର ବିସ୍ତୃତ ରିପୋର୍ଟ ପଠାଇବ। ପ୍ରାଥମିକ ସୂଚନା ଅନୁସାରେ ତ୍ରୁଟି କେବଳ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ରହିଛି।’
ପରୀକ୍ଷା ବାତିଲ ପରେ ତାତିଲେ ଛାତ୍ର ସଂଗଠନ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଘର ଓ ମନ୍ତ୍ରାଳୟ ଆଗରେ ବିକ୍ଷୋଭ ।