ତଦନ୍ତ ପରେ ଡିଏନଏ ରିପୋର୍ଟରୁ ଏହା ସ୍ପଷ୍ଟ ହେଲା ଯେ ନାବାଳିକାର ବାପା ହିଁ ପିଲାର ଜନ୍ମକଲା ବାପା। ଏହାପରେ ସେ ଦୋଷୀ ସାବ୍ୟସ୍ତ ହେଲେ । ଜେଲ୍ ଯିବା ସହ ୧୫ଲକ୍ଷ ଟଙ୍କା କ୍ଷତିପୂରଣ ମଧ୍ୟ ଦେଲେ।
ସୋସିଆଲ୍ ମିଡିଆରେ ବେଳେବେଳେ ଧର୍ମେନ୍ଦ୍ରଙ୍କର ପୋଷ୍ଟ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଥାଏ। ଏମିତି କିଛି ତାଙ୍କର ଶେଷ ଟ୍ୱିଟର ପୋଷ୍ଟରେ ମଧ୍ୟ ହୋଇଛି, ଯାହା ସୁପରଷ୍ଟାର ନିଜେ ଡିଲିଟ୍ କରିଛନ୍ତି। ଏହା କରିବା ପରେ ସେ ତାଙ୍କ ପ୍ରଶଂସକ ଏବଂ ଟ୍ୱିଟର ପରିବାରକୁ ମଧ୍ୟ କ୍ଷମା ମାଗିଛନ୍ତି।
ଚତୁର୍ଥ ଶ୍ରେଣୀର ଛାତ୍ର ବଂଶୀବେନ ମନୀଷଭାଇ ଦୁଇଟି ବିଷୟରେ ଫୁଲ୍ ମାର୍କରୁ ଯଥେଷ୍ଟ ଅଧିକ ନମ୍ୱର ରଖିଥିବା ରେଜଲ୍ଟ ବାହାରିଥିଲା। ସେ ଗୁଜରାଟୀରେ ୨୦୦ ରୁ ୨୧୧ ସ୍କୋର କରିଥିବାବେଳେ ଗଣିତ ସ୍କୋର ୨୦୦ରୁ ୨୧୨ ଲେଖାଯାଇଥିଲା
ଭୋଟ୍ ପାଇଁ ସ୍ପେଶାଲ୍ ଟାଟୁ । ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ନିଜର ମତାଧିକାର ସାବ୍ୟସ୍ତ କରିବାକୁ ସଚେତନା ସୃଷ୍ଟି ଏହାର ଲକ୍ଷ୍ୟ । ହେଲେ ଉପାୟ ବେଶ୍ ନିଆରା ।
ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୦୭ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅହମ୍ମଦାବାଦର ନିଶାନ୍ ହାୟର ସେକେଣ୍ଡାରୀ ସ୍କୁଲ ବୁଥରେ ଭୋଟ୍ ଦେଇଛନ୍ତି ମୋଦି । ବୁଥକୁ ଚାଲି ଚାଲି ଆସିଥିଲେ ପ୍ରଧାନମନ୍ତ୍ରୀ ।
ଝାଡ଼ଖଣ୍ଡ ମନ୍ତ୍ରୀ ଆଲମଗିରଙ୍କ PSଙ୍କ ଘରୋଇ ସହାୟକ ଘରୁ ମିଳିଲା ମୋଟ ୩୫ କୋଟି ୨୩ ଲକ୍ଷ ଟଙ୍କା । ଷ୍ଟିଲ ଟ୍ରଙ୍କରେ ଭର୍ତ୍ତିକରି କଡ଼ା ସୁରକ୍ଷା ବଳୟରେ ନେଲା ଇଡି ।
ଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଛି ମତଦାନ । ୧୦ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୯୩ଟି ଲୋକସଭା ଆସନରେ ଭୋଟ ଗ୍ରହଣ ହେଉଛି । ମତାଧିକାର ମାଧ୍ୟମରେ ୧୩ଶହ ୫୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧୭ କୋଟିରୁ ଅଧିକ ଭୋଟର୍ ।
ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ତୟାରି। ଇଭିଏମ ସହ ଗନ୍ତବ୍ୟସ୍ଥଳରେ ପହଞ୍ଚିବାରେ ଲାଗିଛନ୍ତି ପୋଲିଂ ଅଧିକାରୀ। ତୃତୀୟ ପର୍ଯ୍ୟାୟରେ ଭୋଟିଂ ହେବାକୁ ଥିବା ସମସ୍ତ ବୁଥରେ ପହଞ୍ଚିସାରିଛନ୍ତି ପୋଲିଂ ଅଧିକାରୀ ଓ ଅନ୍ୟ କର୍ମଚାରୀ।
ମନ୍ତ୍ରୀଙ୍କ ପର୍ସନାଲ ସେକ୍ରେଟାରୀଙ୍କ ଘରୋଇ ସହାୟକଙ୍କ ଘରେ ନୋଟ୍ ର ପାହାଡ଼ । ଆଖି ତରାଟିଲା ଭଳି ପ୍ରାୟ ୩୦ କୋଟିର ନଗଦ ଟଙ୍କା।
ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ଟି -୨୦ ବିଶ୍ୱକପ୍ ମ୍ୟାଚ୍ ସମୟରେ ୱେଷ୍ଟଇଣ୍ଡିଜ୍ରେ ଆତଙ୍କବାଦୀ ଆକ୍ରମଣ ନେଇ ଉତ୍ତର ପାକିସ୍ତାନରୁ ଧମକ ମିଳିଛି ।
ଦୁନିଆକୁ ଭଲରେ ଦେଖିବା ଆଗରୁ ଆଖି ବୁଜିଦେଲା ୧୧ ବର୍ଷର କୁନି ପୁଅ। ସାଙ୍ଗଙ୍କ ସହ କ୍ରିକେଟ ଖେଳୁ ଖେଳୁ ଘଟିଲା ଅଘଟଣ।
ଦକ୍ଷିଣ ଭାରତର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରୁ ପ୍ରାୟତଃ ସାମୁଦ୍ରିକ ମାଛ ସାରା ଦେଶକୁ ପଠାଯାଏ। ବର୍ତ୍ତମାନ ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ମାଛର ଓଜନ ଅଧିକ କରିବା ପାଇଁ ତାଙ୍କୁ ବିଷାକ୍ତ ପଦାର୍ଥ ଦିଆଯାଉଛି।
ଏହି ଦୁର୍ଘଟଣାରେ ମହାରାଷ୍ଟ୍ରର ଗୋଟେ ପରିବାରର ଚାରିଜଣ ସଦସ୍ୟଙ୍କ ସମେତ ୧୧ ମାସର ଛୋଟଝିଅର ମଧ୍ୟ ମୃତ୍ୟୁ ଘଟିଛି । ପୂରା ପରିବାର ଜମ୍ମୁରେ ଅବସ୍ଥିତ ବୈଷ୍ଣୋଦେବୀ ମନ୍ଦିରରୁ ଫେରୁଥିବା ବେଳେ ଭୋର୍ ପ୍ରାୟ ୫.୩୦ ରେ ରାୟପୁର ରସୁଲପୁର ଗ୍ରାମରେ ଦୁର୍ଘଟଣା ଘଟିଥିଲା ।
ମହାକାଶ ଯିବେ ସୁନୀତା ୱିଲିୟମ୍ସ । ତୃତୀୟ ଥର ପାଇଁ ସୁନୀତାଙ୍କୁ ମହାକାଶ ପଠାଉଛି ନାସା । ସୂଚନାଯୋଗ୍ୟ ସୁନୀତା ୱିଲିୟମ୍ସ ହେଉଛନ୍ତି ଭାରତୀୟ ବଂଶୋଭବ । ତାଙ୍କର ଗୋଟେ ଅଜବ ଅଭ୍ୟାସ ରହିଛି ।
ରବି, ସାବିତ୍ରୀଙ୍କୁ ଦାୟୀ କରି ଆସୁଥିଲେ। ସେ କାହିଁକି ମୂକ ପୁଅକୁ ଜନ୍ମ ଦେଲେ ବୋଲି ରବି ସର୍ବଦା ସାବିତ୍ରୀଙ୍କ ସହ ଝଗଡ଼ା କରୁଥିଲେ।
ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୨,୦୫୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬,୦୫୦ ଟଙ୍କା ରହିଛି ।
ଝାଡ଼ଖଣ୍ତରୁ ଧରା ପଡ଼ିଲା ବିପୁଳ ପରିମାଣର ଟଙ୍କା । ଦେଶରେ ଜାରି ରହିଛି ନିର୍ବାଚନୀ ତାତି । ଭୋଟରଙ୍କୁ ହାତେଇବାକୁ ରାଜନୈତିକ ଦଳର ସମସ୍ତ ପ୍ରୟାସ ଜାରି ରହିଛି । ଏହି ସମୟରେ ବିଭିନ୍ନ ଜାଗାରୁ ପୁଳା ପୁଳା ଟଙ୍କା ଧରା ପଡ଼ିବା, ନିର୍ବାଚନରେ ସ୍ୱଚ୍ଛତାକୁ ନେଇ ଆଶଙ୍କାରେ ବଢ଼ାଇଛି ।
ବେଳେବେଳେ ଓଜନ କମାଇବା ଚକ୍କରରେ ଅନେକ ସମୟରେ ନିଜ ପ୍ରିୟ ଖାଦ୍ୟକୁ ବି ତ୍ୟାଗ କରିବାକୁ ବି ପଡ଼ିଥାଏ। ମାତ୍ର ଏପରି କେତେ ଦିନ ବା କରିହେବ। ଆପଣ ଯଦି ନିଜ ଓଜନ କମାଇବାକୁ ଚାହାନ୍ତି , ତେବେ ପ୍ରତିଦିନ ଖାଇବା ପୂର୍ବରୁ ପିଅନ୍ତୁ ଏହି ସୁପ୍...
ଆପଣ ଯଦି ITI ଘରେ ବସିଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ। ଆପଣ ମଧ୍ୟ ଭାରତୀୟ ପ୍ରତିରକ୍ଷା ଏବଂ ଅନୁସନ୍ଧାନ ସଂଗଠନ (DRDO)ରେ ଚାକିରି କରିପାରିବେ। ଏନେଇ DRDO ଏକ ବିଜ୍ଞପ୍ତି ପ୍ରକାଶ କରିଛି।
ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖିବା ପାଇଁ ଠିକ୍ ଭାବେ ଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଭଳି ପରିସ୍ଥିତିରେ ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ଫିଟ୍ ରହିବା ପାଇଁ ସେମାନଙ୍କର ଖାଦ୍ୟକୁ ନିୟନ୍ତ୍ରଣ କରନ୍ତି। ଏହା ବେଳେବେଳେ ସେମାନଙ୍କ ପାଇଁ କାଳ ହୋଇଥାଏ।
ଅନେକ ଲୋକ ଅଛନ୍ତି ଯେଉଁମାନେ କାର୍, ବସ୍, ଟ୍ରେନ୍, ଜାହାଜ କିମ୍ବା ଯେକୌଣସି ଯାନବାହନରେ ବସିବା ମାତ୍ରେ ବାନ୍ତି ଭଳି ଅସୁସ୍ଥତାର ସମସ୍ୟାରେ ଆକ୍ରାନ୍ତ ହୁଅନ୍ତି। ଆପଣ ଯଦି ଏହି ସମସ୍ୟା ସହିତ ସଂଘର୍ଷ କରୁଛନ୍ତି ତେବେ ଯୋଗ ଆପଣଙ୍କୁ ସାହାଯ୍ୟ କରିପାରିବ।
ଆଜି ଅଯୋଧ୍ୟା ପହଁଚି ରାମଲାଲାଙ୍କୁ ଦର୍ଶନ କରିବା ସହ ମନ୍ଦିରରେ ଆଳତୀ କରିଥିଲେ ପ୍ରଧାନମନ୍ତ୍ରୀ। ରାମଲାଲାଙ୍କୁ ଦଣ୍ଡବତ ପ୍ରଣାମ ଜଣାଇଥିଲେ।
ରାଜ୍ୟ କଂଗ୍ରେସରେ ଚାଲିଛି କଣ ? କିଏ ଯୋଗ୍ୟ ଆଉ କିଏ ଅଯୋଗ୍ୟ ? ୨୦୨୪ ନିର୍ବାଚନରେ ଦଳ ଲଢେଇ କରିବ ନା ନିଜ ଦଳ ଭିତରେ ଚାଲିଥିବା ତୀବ୍ର ଅସନ୍ତୋଷକୁ ମ୍ୟାନେଜ୍ କରିବ ?
ବିଜେପି ପକ୍ଷରୁ ଆଜି ଜାରି ହୋଇଥିବା ୨୧ ସଂକଳ୍ପ ମଧ୍ୟରେ ଶ୍ରୀମନ୍ଦିର ପ୍ରସଙ୍ଗକୁ ଦିଆଯାଇଛି ଗୁରୁତ୍ୱ ।