• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Chinese girl singing hindi songs in Chinese accent
Viral Video: ବଲିଉଡ୍‌ ପ୍ରେମରେ ଚାଇନା ଝିଅ; ସୁନ୍ଦର କଣ୍ଠରେ ବୋଲିଲେ ଶାହରୁଖଙ୍କ ଗୀତ

ଚାଇନାର ଜଣେ ଗାୟିକାଙ୍କ ଏକ ଭିଡିଓ ଦିନକୁ ଦିନ ଭାଇରାଲ୍‌ ହେବାରେ ଲାଗିଛି, ଯେଉଁଥିରେ ସେ ଶାହରୁଖ ଖାନଙ୍କ ହିଟ୍ ଚଳଚ୍ଚିତ୍ରର ହିଟ୍ ଗୀତ ଗାଉଥିବାର ନଜର ଆସିଛନ୍ତି।

Parliament
ମହାଙ୍ଗା ପଡ଼ିପାରେ ଜୟ ପାଲେଷ୍ଟାଇନ୍‌ ନାରା ! ଓୱାସିଙ୍କ ନାଁରେ ମାମଲା ଦାଏର...

ଏହି ଆର୍ଟିକିଲ ଆଧାରରେ ଆଇନଜୀବୀ ଭିନୀତି ଜିନ୍ଦଲ କହିଛନ୍ତି ଯେ, ରାଷ୍ଟ୍ରପତି ଅସାଉଦ୍ଧିନ ଓୱାସିଙ୍କ ସାଂସଦ ପଦ ରଦ୍ଦ କରନ୍ତୁ । ଆର୍ଟିକିଲ ୧୦୨(୪)ରେ ଅନୁସାରେ ଜଣେ ଭାରତୀୟ ସାଂସଦ ଅନ୍ୟଦେଶ ପ୍ରତି ଆନୁଗତ୍ୟ ଦେଖାଇପାରିବେ ନାହିଁ ।

Firing
ଉତ୍ତର ଲସ୍‌ ବେଗାସ୍‌ ଓ କେନିଆରେ ଆଖିବୁଜା ଗୁଳିମାଡ଼

ଗୁଳିମାଡ଼ରେ ୫ ଜଣଙ୍କ ମୃତ୍ୟୁ, ନାବାଳିକା ଗୁରୁତର ସୂଚନା । ଗୁଳିମାଡ଼ ପରେ ଗୁଳି କରି ଜୀବନ ହାରିଲା ଦୁର୍ବୃତ୍ତ ।

SSC CGL Vacancy 2024 Post Vaccancy 17727
SSC CGL Vacancy: ଗ୍ରାଜୁଏସନ କରିଥିଲେ ସୁବର୍ଣ୍ଣ ସୁଯୋଗ; SSCରେ ପୂରଣ ହେବ ୧୭୭୦୦ରୁ ଅଧିକ ପଦବୀ

କର୍ମଚାରୀ ଚୟନ ଆୟୋଗ (SSC) ର ମିଳିତ ସ୍ନାତକ ସ୍ତର ପରୀକ୍ଷା (CGL) ମାଧ୍ୟମରେ ଅନେକଗୁଡିଏ ପଦବୀ ପୂରଣ ହେବ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ମଧ୍ୟ ସୋମବାର ଠାରୁ ଆରମ୍ଭ ହୋଇଯାଇଛି। ଆପଣ ଏହାର ସୁଯୋଗ ନେଇପାରିବେ।

Lok Sabha Speaker
ଦୀର୍ଘ ଦଶନ୍ଧି ପରେ ବାଚସ୍ପତି ନିର୍ବାଚନ; ମୁହାଁମୁହିଁ ହେବେ ଓମ୍‌ ବିର୍ଲା- କେ. ସୁରେଶ

ଏଥର ୫୪୩ ଆସନ ବିଶିଷ୍ଟ ଲୋକସଭାରେ ଏନଡିଏର ୨୯୩ ସାଂସଦ ଥିବା ବେଳେ ବିରୋଧୀ ଇଣ୍ଡି ମେଣ୍ଟର ୨୩୪ ଜଣ ସାଂସଦ ଅଛନ୍ତି। ଆଜି ବାଚସ୍ପତି ନିର୍ବାଚନ ପରେ ଆସନ୍ତାକାଲି ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

International Day Against Drug Abuse and Illicit Trafficking 2024
World Drug Day 2024:ସାରା ବିଶ୍ୱରେ ୩୫ ମିଲିୟନ୍ ଲୋକ ନିଶା ସେବନର ଶିକାର ହେଉଛନ୍ତି

ଡ୍ରଗ୍ ଅପବ୍ୟବହାର ଏବଂ ଅବୈଧ କାରବାର ବିରୋଧରେ ଅନ୍ତର୍ଜାତୀୟ ଦିବସ ଜୁନ୍ ୨୬ରେ ପାଳନ କରାଯାଏ। ନିଶା ସେବନ ଏବଂ ଅବୈଧ କାରବାରର ନକାରାତ୍ମକ ପରିଣାମ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଜାତୀୟ ଦିବସ କ୍ୟାଲେଣ୍ଡର ଏହି ଅନ୍ତର୍ଜାତୀୟ ଦିନକୁ ବ୍ୟବହାର କରେ।

Parliament Vote
କାଲି ବାଚସ୍ପତି ନିର୍ବାଚନ; ଏନଡିଏର ଓମ୍ ବିର୍ଲା ବନାମ ଇଣ୍ଡି ମେଣ୍ଟର କେ. ସୁରେଶ

ବାଚସ୍ପତି ପଦ ପାଇଁ ହେଲାନି ସହମତି। ଇତିହାସରେ ତୃତୀୟ ଥର ପାଇଁ ହେବ ନିର୍ବାଚନ। ଏନଡିଏର ଓମ୍ ବିର୍ଲା ବନାମ ଇଣ୍ଡି ମେଣ୍ଟର କେ. ସୁରେଶ।

Exam Answer Sheet
କୁନି ପ୍ରେମିକଙ୍କ ମଜାଦାର କାହାଣୀ, ପରୀକ୍ଷା ଖାତାରେ କହିଦେଲେ ନାଁ...

ପରୀକ୍ଷା ଖାତାରେ ଉତ୍ତର ଲେଖିବା ବଦଳରେ ପ୍ରେମିକାଙ୍କ ନାଁ ଲେଖିଛନ୍ତି କୁନି ଛାତ୍ର। ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି।

Rahul Gandhi
ରାହୁଲ ଗାନ୍ଧି ହେଲେ ଲୋକସଭାରେ ବିରୋଧୀ ଦଳ ନେତା

କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧିଙ୍କୁ ଲୋକସଭାରେ ବିରୋଧୀ ଦଳର ନେତା ଚୟନ କରାଯାଇଥିବା ସେ ଚିଠିରେ ଅବଗତ କରାଇଛନ୍ତି। 

Suicide
ଆତ୍ମହତ୍ୟା ପୂର୍ବରୁ କାହିଁକି ମହିଳା ବେଶ ଧାରଣ କଲେ ଏୟାରପୋର୍ଟ ଅଫିସର ?

ସକାଳେ କବାଟ ଖୋଲି ନଥିଲେ କି ବାହାରୁ ଡାକିଲେ ବି ଶୁଣିନଥିଲେ।

Sadiya bulukiya song giving competition to maroon color sadiya
ଚର୍ଚ୍ଚାରେ ଭୋଜପୁରୀ ଗୀତ; ‘ମରୁନ କଲର୍‌ ଶାଢୀୟା’କୁ ଟକ୍କର ଦେବାକୁ ଆସିଲା ‘ଶାଢୀୟା ବୁଲୁକିୟା’

ବର୍ତ୍ତମାନ ଦୀନେଶ ଲାଲ ଯାଦବ ନିରହୁଆ ଏବଂ ଅମ୍ରାପାଲି ଦୁବେଙ୍କ ‘ମରୁନ କଲର୍‌ ଶାଢିୟା’ ହଇଚଇ କରୁଛି। କିନ୍ତୁ ଏହାରି ଭିତରେ ଆଉ ଏକ ଭୋଜପୁରୀ ଫିଲ୍ମର ପାୱାର୍ ଷ୍ଟାର ପୱନ ସିଂହ ଏବଂ ଶିବାନୀ ସିଂହଙ୍କ ନୂଆ ଭୋଜପୁରୀ ଗୀତ ‘ଶାଢୀୟା ବୁଲୁକିୟା’ ମୁକ୍ତିଲାଭ କରିଛି।

Sonakshi sinha and zaheer iqbal shared romantic pics from wedding reception
ବିବାହ କରି ଖୁସି ହେଲେ ସୋନାକ୍ଷୀ, କହିଲେ ସତେ ଯେମିତି ଦୁଇ ପ୍ରେମୀଙ୍କ ପାଇଁ ଏ ବ୍ରହ୍ମାଣ୍ଡ ଏକତ୍ରିତ ହୋଇଯାଇଛି

ବିବାହ ଫଟୋ ପରେ ବର୍ତ୍ତମାନ ଅଭିନେତ୍ରୀ ଇନ୍‌ଷ୍ଟାଗ୍ରାମରେ ରିସେପସନ୍ ଲୁକରେ ରୋମାଣ୍ଟିକ୍ ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡିକ ଏତେ ସୁନ୍ଦର ହୋଇଛି ଯେ ଯାହାକୁ ଲୋକମାନେ ପ୍ରଶଂସା ନ କରି ରହିପାରୁ ନାହାନ୍ତି।

Stree 2 teaser released get ready to laugh and get scared again
Stree 2 Teaser: ରିଲିଜ୍ ହେଲା 'ସ୍ତ୍ରୀ ୨'ର ଟିଜର୍; କମେଡି ସହିତ ଭୟର ଏକ କମ୍ବୋ

୨୦୧୮ ରେ ମୁକ୍ତିଲାଭ କରିଥିବା ମ୍ୟାଡକ୍ ଫିଲ୍ମସ୍‌ର 'ସ୍ତ୍ରୀ' ବକ୍ସ ଅଫିସରେ ଖୁବ ହଙ୍ଗାମା ସୃଷ୍ଟି କରିଥିଲା। ଦର୍ଶକ ଏହି ଫିଲ୍ଲ୍ମକୁ ଏତେ ପସନ୍ଦ କରିଥିଲେ ଯେ ଏହା ରିଲିଜ୍ ହେବା ପରେ ପ୍ରେକ୍ଷାଳୟରେ ଲୋକପ୍ରିୟ ହୋଇଥିଲା। ବର୍ତ୍ତମାନ ଏହି ଫିଲ୍ମର ଦ୍ୱିତୀୟ ଭାଗ ୧୫ ଅଗଷ୍ଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି।

Lok Sabha
ସଂସଦରେ ଶୁଭିଲା ଓଡ଼ିଆ ଅସ୍ମିତାର ସ୍ୱର, ଓଡ଼ିଆରେ ଶପଥ ନେଲେ ଓଡ଼ିଶା ସାଂସଦ

ଶପଥ ନେଇଛନ୍ତି ଓଡ଼ିଆ ସାଂସଦ । ଲୋକସଭା ସଦସ୍ୟ ଭାବେ ଆଜି ଓଡ଼ିଶାର ୧୯ ଜଣ ସାଂସଦ ଶପଥ ନେଇଛନ୍ତି ।

 Chang'e-6 Mission
ଇତିହାସରେ ପ୍ରଥମ: ଚନ୍ଦ୍ରର ଅପହଞ୍ଚ ସ୍ଥାନରୁ ନମୂନା ନେଇ ପୃଥିବୀ ଫେରିଲା ଚାଙ୍ଗ୍ ଇ-୬..ଦେଖନ୍ତୁ ଭିଡିଓ

ଏହି ଯାନ ପୃଥିବୀଠାରୁ ଅନେକ ଦୂରରେ ଥିବା ସ୍ଥାନରୁ ମାଟି ଓ ପଥର ସଂଗ୍ରହ କରି ଏହାକୁ ପୃଥିବୀକୁ ଆଣିଛି। ବୈଜ୍ଞାନିକଙ୍କ କହିବା ଅନୁସାରେ, ଏପରି ସ୍ଥାନରୁ ପୂର୍ବରୁ ନମୂନା ସଂଗ୍ରହ କରାଯାଇନି। ଏହା ଗବେଷଣା କ୍ଷେତ୍ରରେ ସହାୟକ ହେବ।

Lok Sabha Speaker
ଓମ୍‌ ବିର୍ଲା ନା କେ ସୁରେଶ...କିଏ ହେବେ ବାଚସ୍ପତି ? ଲାଗି ରହିଛି ସସପେସନ୍ସ

୧୮ ତମ ଲୋକସଭା ଅଧିବେଶନ କାଲିଠାରୁ ଆରମ୍ଭ ହେବ। ତେବେ ଆଜି ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ଏନ୍‌ଡିଏ ପ୍ରାର୍ଥୀ ଓମ୍‌ ବିର୍ଲା ।

T20 World Cup
ବିଶ୍ୱକପ୍‌ରେ ବଡ଼ ବିପର୍ଯ୍ୟୟ ! ବାଦ ପଡ଼ିଲା ଅଷ୍ଟ୍ରେଲିଆ, ସେମିରେ ଅଫଗାନିସ୍ତାନ

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ବଡ଼ ବିପର୍ଯ୍ୟୟ । ବାଂଲାଦେଶକୁ ହରାଇ ସେମି ଫାଇନାଲରେ ପହଞ୍ଚିଲା ଆଫଗାନିସ୍ତାନ ।

Roof Leaking
ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠାର ୬ମାସ ହୋଇନି, ଛାତରୁ ଗଳୁଛି ପାଣି

ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିର ଗର୍ଭଗୃହରେ ଗଳୁଛି ପାଣି। ବର୍ଷା ହେବା ପରେ ମନ୍ଦିର ଛାତରୁ ପାଣି ଲିକ୍ ହେଉଛି।

 IND v ENG
ଅଷ୍ଟ୍ରେଲିଆକୁ ୨୪ ରନ୍‌ରେ ପରାସ୍ତ କଲା ଟିମ୍‌ ଇଣ୍ତିଆ; ସେମିରେ ଇଂଲଣ୍ଡ ସହ ସୁପର ଫାଇଟ୍

ବୋଲିଂରେ ଭାରତ ପକ୍ଷରୁ ଅର୍ଶଦୀପ ସିଂ ୩ଟି ଓ କୁଲଦୀପ ଯାଦବ ୨ଟି ଓ୍ଵିକେଟ୍ ନେଇଥିଲେ। ୪୧ ବଲରେ ରୋହିତ ଶର୍ମା ବିସ୍ଫୋରକ ୯୨ ରନ୍ କରି ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୨୭ ରନ୍ କରିଥିଲେ।

How to use handbrake during brake failures
Tips and Tricks: କାର୍ ବ୍ରେକ୍ ଫେଲ୍ ହେଲେ ଚିନ୍ତା କରନ୍ତୁ ନାହିଁ; ଏହି ଉପାୟରେ ରକ୍ଷା କରନ୍ତୁ ନିଜ ଗାଡିକୁ

କାର୍ ଚଳେଇବା ବେଳେ ବ୍ରେକ୍ ଫେଲ୍ ହେବା ଅସମ୍ଭବ ନୁହେଁ। ଏଭଳି ପରିସ୍ଥିତିରେ ଚାଳକ ବିଚଳିତ ହୋଇଯାଆନ୍ତି। କ’ଣ କରିବେ, କ’ଣ ନ କରିବେ କିଛି ବୁଦ୍ଧି ବାଟ ଦିଶେନି। ଯଦି ଆପଣ କେବେ ଏଭଳି ପରିସ୍ଥିତିର ସାମ୍ନା କରନ୍ତି ତେବେ ବିଚଳିତ ହେବା ଦରକାର ନାହିଁ। ଏଭଳି ସମୟରେ କ’ଣ କରିବା ଦରକାର ସେ ବିଷୟରେ ଆସନ୍ତୁ ଜାଣିନେବା।

Yellow Teeth Cleaning Tips
Health Tips: ଆପଣଙ୍କ ଦାନ୍ତ ହଳଦିଆ ପଡିଯାଉଛି କି… ଏହି ଘରୋଇ ଉପାୟରେ କରନ୍ତୁ ଚକ୍‌ଚକ୍

ଆଜିକାଲି ପ୍ରାୟ ଲୋକଙ୍କ ପାଖରେ କ୍ୟାଭିଟି ହେବା ଏକ ସାଧାରଣ କଥା। ଖାଇବା ଅଭ୍ୟାସ ଏବଂ ଅନ୍ୟାନ୍ୟ ଜୀବନଶୈଳୀ ଅଭ୍ୟାସ ହେତୁ ଦାନ୍ତ ହଳଦିଆ ହେବା ସାଧାରଣ ହୋଇଗଲାଣି। ଯଦି ଆପଣ ବି ଏମିତି ହଳଦିଆ ଦାନ୍ତକୁ ନେଇ ଚିନ୍ତାରେ ପଡିଛନ୍ତି ଏବଂ ଏଥିରୁ ରକ୍ଷା ପାଇବାକୁ ଚାହୁଛନ୍ତି ତେବେ ଏହାର ଉପାୟ ଆମେ କହିବୁ।

Encounter
ଆମଝର ଜଙ୍ଗଲରେ ଏନକାଉଣ୍ଟର; ଜଣେ ନକ୍ସଲ ନିହତ, ବିପୁଳ ମାଓସାମଗ୍ରୀ ଜବତ

ମାଲକାନଗିରି ସୀମାନ୍ତ ଛତିଶଗଡର ଧମତରୀ ଜିଲ୍ଲାରେ ପୋଲିସ ଏନକାଉଣ୍ଟରରେ ନକ୍ସଲ ନିହତ । ଖଲ୍ଲାରୀ ଥାନା ମୁହକୋଟ ଆମଝର ଜଂଗଲରେ ନକ୍ସଲ କ୍ୟାମ୍ପ ଚାଲିଥିବା ଖବର ପାଇ ଡିଆରଜି ଟିମ୍ ଚଢାଉ କରିଥିଲା ।

How to know your friendship is real or fake
Relationship Tips: ୭ଟି ଉପାୟରେ ଜାଣନ୍ତୁ ଆପଣଙ୍କ ସାଙ୍ଗ ସତ ନା ଫେକ୍

ଅନେକ ସାଙ୍ଗ ବହୁ ବିପଦ ହୋଇଥାନ୍ତି। ତେଣୁ ଏମାନଙ୍କୁ ଯଥା ସମ୍ଭବ ନିଜ ଜୀବରୁ ଦୂରେଇ ଦେବା ଉଚିତ। ଯଦି ଆପଣ ପ୍ରାରମ୍ଭିକ ଦିନରେ କିଛି ଜିନିଷ ପ୍ରତି ଧ୍ୟାନ ଦିଅନ୍ତି, ତେବେ ଆପଣ ସହଜରେ ପ୍ରକୃତ ଏବଂ ନକଲି ବନ୍ଧୁମାନଙ୍କୁ ଚିହ୍ନଟ କରିପାରିବେ ଏବଂ ପ୍ରତାରଣାରୁ ରକ୍ଷା ପାଇପାରିବେ।

Bhartruhari In Speaker Race
ବାଚସ୍ପତି ରେସ୍‌ରେ ୪ ହେଭିୱେଟ୍‌ ନେତା, କାହାକୁ ବାଛିବ NDA ?

ଆସନ୍ତାକାଲି ଏନଡିଏର ବାଚସ୍ପତି ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଆସନ୍ତୁ ସଂକ୍ଷେପରେ ଜାଣିବା ଚର୍ଚ୍ଚାରେ ଥିବା ଏହି ୪ ସମ୍ଭାବ୍ୟ ବାଚସ୍ପତି ପ୍ରାର୍ଥୀଙ୍କ ସଂପର୍କରେ।

Jackpot
ଭାଗ୍ୟ ନା ଦୁର୍ଭାଗ୍ୟ ! ଅତ୍ୟଧିକ ଖୁସି ଯୋଗୁଁ ହାର୍ଟ ଆଟାକ୍, ଦେଖନ୍ତୁ ଭିଡିଓ...

ଅତ୍ୟଧିକ ଉତ୍ସାହିତ ବା ଖୁସି କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ମଧ୍ୟ ରିପୋର୍ଟ ଦେଇଛନ୍ତି ।