ଚାଳିଶ କୋଟି ଟଙ୍କାର କବାଡ଼ି ସାମଗ୍ରୀ ବିକିଲା କେନ୍ଦ୍ର । ଅଯଥାରେ ପଡ଼ିଥିବା ସାମଗ୍ରୀ ବିକ୍ରି ହେବାରୁ ଜାଗା ଖାଲି ହେବା ସହ ଟଙ୍କା ମଧ୍ୟ ମିଳିଛି । ପ୍ରତ୍ୟେକ ଜିନିଷର ସଦୁପଯୋଗ କରି ମୋଦି ସରକାରଙ୍କୁ ଭଲଭାବେ ଜଣା । କରୋନାର ପ୍ରତିକୂଳ ପରିସ୍ଥିତିରେ ଏହା ପ୍ରମାଣିତ ହୋଇଛି ।
ସମୀର ୱାଙ୍ଖଡେ ପିନ୍ଧୁଥିବା ଜୋତାର ଦାମ୍ ୨ ଲକ୍ଷ ଓ ସାର୍ଟର ଦାମ୍ ୫୦ ହଜାର ଟଙ୍କା ବୋଲି ନୱାବ ମଲିକ ଅଭିଯୋଗ କରିଛନ୍ତି। ସମୀର ୱାଙ୍ଖଡେ ଯେଉଁ ଟ୍ରାଉଜର ପିନ୍ଧୁଛନ୍ତି, ତା’ର ଦାମ୍ ଲକ୍ଷାଧିକ ଟଙ୍କା। ସେହିପରି ସାର୍ଟର ଦାମ୍ ୭୦ ହଜାରରୁ ଅଧିକ ଟଙ୍କା
ପୋଷ୍ଟ ଅଫିସକୁ ଦେଶବାସୀ ବେଶ ଭରସା କରିଥାନ୍ତି। କେବଳ ଚିଠି ପାଇଁ ନୁହେଁ, ଟଙ୍କା ଜମା କରିବାକୁ ବେଶ ପସନ୍ଦ କରିଥାନ୍ତି। ହେଲେ ଏଠାରେ ମିଳୁଥିବା ସୁବିଧା ବିଷୟରେ ଅନେକ ଜାଣିନଥାନ୍ତି।
ମହାକାଶରେ ଲଙ୍କା ଚାଷ। ଫଳିଲା ସବୁଜ ଓ ନାଲି ଲଙ୍କା ଓ ଲଙ୍କା ତୋଳି ଚାଖିଲେ ମହାକାଶଚାରୀ। ଆଉ ପ୍ରସ୍ତୁତ କଲେ ସ୍ପେଶ୍ ଟାକୋ। ପୃଥିବୀ ପୃଷ୍ଠରୁ ୪ ଶହ କିଲୋମିଟର ଉପରେ ଫଳିଲା ଲଙ୍କା। ଆମେ ଆପଣଙ୍କୁ କହୁଛୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର କଥା।
ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଗିରଫଦାରୀ ପରେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କ ବିରୋଧରେ ଆକ୍ସନ। ଆୟକର ବିଭାଗ ଅଜିତ ପୱାରଙ୍କ ସହ ଜଡ଼ିତ ୫ଟି ସମ୍ପତ୍ତିକୁ ସିଜ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମ୍ପତ୍ତିର ମୂଲ୍ୟ ହଜାରେ କୋଟିରୁ ଅଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି।
ଜୀବନ ଯୁଦ୍ଧରେ ନିଜେ ହାରିଗଲେ, ହେଲେ ୬ ଜଣଙ୍କୁ ଦେଲେ ନୂଆ ଜୀବନ। ମୃତ୍ୟୁ ପରେ ୬ ଜଣଙ୍କୁ ଜୀବନ ଦେଇଗଲେ ୧୪ ବର୍ଷର ବାଳକ। ମୃତ୍ୟୁ ପରେ ଜୀବନ ସିନା ରୁହେନି। କିନ୍ତୁ ମୃତକ ଯେ କେତେ ଜଣକ ଜୀବନ ଦାନ ଦେଇପାରେ ଏଭଳି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗୁଜରାଟର ସୁରତରେ।
ଶାସ୍ତ୍ରରେ ପଶୁ ପକ୍ଷୀଙ୍କ ଶୁଭ ଅଶୁଭ ସଂକେତ ସମ୍ପର୍କରେ କୁହାଯାଇଛି । ବେଳେବେଳେ ଜୀବନରେ ହେବାକୁ ଥିବା ଭଲ ଖରାପ ଘଟଣା ଆଡକୁ ଏହି ପଶୁ ପକ୍ଷୀ ସଂକେତ ଦେଇଥାନ୍ତି । ଘରେ ବାଦୁଡ଼ି ଦେଖାଦେଲେ କିମ୍ବା ଘର ଭିତରକୁ ବାଦୁଡ଼ି ପ୍ରବେଶ କଲେ ଅଶୁଭ ବୋଲି ବିବେଚନା କରାଯାଏ ।
ଆର୍ଥିକ ହେରଫେର ମାମଲାରେ ଅନୀଲ ଦେଶମୁଖଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଗିରଫ କରିଛି। ଗତକାଲି ଦୀର୍ଘ ୧୨ ଘଣ୍ଟା ଧରି EDର ଅଧିକାରୀ ତାଙ୍କୁ ଜେରା କରିଥିଲେ। ଏହାପରେ ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରାଯାଇଥିବା ଦର୍ଶାଯାଇଛି।
ଆଜିକାଲି ଅତ୍ୟାଧୁନିକ ଜୀବନଶୈଳୀ ଅନେକ ଶାରୀରିକ ସମସ୍ୟାର କାରଣ ହେଉଛି। ଅତି କମ ବୟସର ଲୋକେ ବି ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ବିଭିନ୍ନ ଔଷଧ ସେବନ ଦ୍ୱାରା ବି ସେଭଳି ଫଳ ମିଳୁନି। ଲୋକେ ଧୀରେ ଧୀରେ ଯୋଗ ଆଡକୁ ମନ ବଳେଇଲେଣି। ଏହା ହିଁ ଏକମାତ୍ରା ଉପାୟ ଯାହା ଏକ ରୋଗମୁକ୍ତ ଜୀବନ ଦେଇପାରିବ।
ବାବ ମଲିକଙ୍କ ଅଣ୍ଡରଓ୍ୱାଲର୍ଡ ସହିତ ଲିଙ୍କ ଥିବା ଫଡନାଭିସ ଅଭିଯୋଗ କରିଛନ୍ତି ଯାହାର ପ୍ରମାଣ ସେ ଦୀପାବଳି ପରେ ଗଣମାଧ୍ୟମ ଏବଂ ଏନସିପି ସଭାପତି ଶରଦ ପାଓ୍ୱାରଙ୍କୁ ଦେବେ ବୋଲି କହିଛନ୍ତି।
ପାକିସ୍ତାନ ବ୍ୟତୀତ ନ୍ୟୁଜିଲ୍ୟାଣ୍ଡ ଟିମ୍ ମଧ୍ୟ ମଇଦାନରେ ଚମତ୍କାର ପ୍ରଦର୍ଶନ କରୁଛି । ଦଳର ଅଲ୍ରାଉଣ୍ଡ ପ୍ରଦର୍ଶନ ପାଇଁ ଦୁବାଇ ଇଣ୍ଟରନାସନାଲ ଷ୍ଟାଡୟମରେ ଖେଳାଯାଇଥିବା ଭାରତ ବିପକ୍ଷ ମ୍ୟାଚ୍ରେ ଦଳ ଜବରଦସ୍ତ ବିଜୟ ହାସଲ କରିଛି ।
ଅଖିଳେଶ ଯାଦବଙ୍କ ବଡ଼ ବୟାନ । କହିଲେ ଲଢ଼ିବିନି ବିଧାନସଭା ନିର୍ବାଚନ । ୟୁପିର ମୁଖ୍ୟ ବିରୋଧୀ ଦଳ ସପାର ମୁଖିଆ ଅଖିଳେଶ ଯାଦବଙ୍କ ଏଭଳି ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।
ତାଲିବାନୀ ଜାଣିଛନ୍ତି ଭାରତକୁ ଆଡ଼ ଆଖିରେ ଚାହିଁବା ମାନେ ହିଁ ବିପଦ । ତାଲିବାନୀ ଯଦି ଭାରତକୁ ଟିକେ ବି କ୍ଷତି ପହଞ୍ଚାଇବାକୁ ଚିନ୍ତା କରନ୍ତି, ସେମାନଙ୍କ ଉପରେ ଏୟାର ଷ୍ଟ୍ରାଇକ୍ ହେବା ଥୟ ।
ଲଗାତାର ୩ ଦିନ ହେବ ହ୍ରାସ ପାଇଛି ସୁନାର ଦାମ୍ । ଦୀପାବଳୀ ଓ ଧନତେରାସ ପୂର୍ବରୁ କମିଛି ସୁନା ଦର । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ୪୩,୯୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ୪୭,୯୮୦ ଟଙ୍କା ରହିଛି।
ଦିନ-ରାତି ମିଶି ୨୪ ଘଣ୍ଟା, ଏହା ସମସ୍ତେ ଜାଣନ୍ତି। ଏନେଇ ସାରା ବିଶ୍ୱରେ ଗୋଟିଏ ପ୍ରକାରର ଘଣ୍ଟା ବା ଘଡି ପ୍ରଚଳିତ ହୋଇଆସୁଛି। ସେ ହାତ ଘଣ୍ଟା ହେଉ କି କାନ୍ଥ ଘଣ୍ଟା ହେଉ ସବୁଥିରେ ୧୨ଟା ପର୍ଯ୍ୟନ୍ତ ସମୟ ଥାଏ। ଏହି ଅନୁସାରେ ଆମେ ଆମର ଦିନଚର୍ଯ୍ୟାକୁ ପାଳନ ମଧ୍ୟ କରୁ। ଯଦି ଆପଣଙ୍କୁ କୁହାଯାଏ ଯେ ଘଡିରୁ ସବୁଦିନ ପାଇଁ ୧ ଘଣ୍ଟା କାଟିଦିଆଯାଏ ତେବେ ଆପଣଙ୍କ ମନରେ ନିଶ୍ଚୟ ଏହା ଆସିବ ଯେ ଆମ ଦୈନନ୍ଦୀନ ଜୀବନରୁ ୧ ଘଣ୍ଟା କମିଗଲା।
ଦଳର ଲଗାତର ଦୁଇଟି ମ୍ୟାଚ୍ରେ ପରାଜୟ ସମସ୍ତଙ୍କୁ ସ୍ତବ୍ଧ କରିଛି । ଏବେ ଭାରତକୁ କିଏ ସମବେଦନା ଜଣାଉଛି ତ କିଏ କହୁଛି ଭଗବାନ ହିଁ ଏବେ ସାହାଭରସା । କାରଣ ପୂର୍ବରୁ ଭାରତକୁ ହିଁ ବିଶ୍ୱକପ୍ର ଏକମାତ୍ର ଦାବିଦାର ବୋଲି କୁହାଯାଉଥିଲା ।
ଭାରତୀୟ କ୍ରିକେଟ ଇତିହାସରେ ଭି.ଭି.ଏସ ଲକ୍ଷ୍ମଣ ଏପରି ଏକ ନାମ, ଯାହାଙ୍କର ପ୍ରଶଂସା କଲେ ସରିବ ନାହିଁ । ଆଜି ହେଉଛି ସେଇ ପ୍ରତିଭାଶାଳୀ କ୍ରିକେଟରଙ୍କ ୪୭ ତମ ଜନ୍ମଦିବସ । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ମାନଙ୍କରେ ତାଙ୍କ ବ୍ୟାଟିଂ ପ୍ରଦର୍ଶନକୁ ସାରା ବିଶ୍ୱ ମନେ ରଖିଛି ।
ପାଟନା ଗାନ୍ଧୀ ମଇଦାନରେ ୨୦୧୩ରେ ହୋଇଥିବା ସିରିଏଲ ବ୍ଲାଷ୍ଟ ଘଟଣାରେ ଏନ୍ଆଇଏର ସ୍ୱତନ୍ତ୍ର ଅଦାଲଦ ସୋମବାର ରାୟ ଶୁଣାଇଛନ୍ତି । ଏନ୍ଆଇଏ କୋର୍ଟ ଏହି ଘଟଣାରେ ୪ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ ଦେଇଛନ୍ତି ।
ଏହି ସପ୍ତାହରେ ମୋଟାମୋଟି ଭାବେ ମଧ୍ୟମ ଫଳାଫଳ ରହିବ । ବିଦେଶ ଯାତ୍ରା ପାଇଁ ଏକ ଅନୁକୂଳ ସମୟ ରହିବ । କର୍ମକ୍ଷେତ୍ରରେ ଉନ୍ନତି ଓ ପଦୋନ୍ନିତ ପାଇବେ । ପାରିବାରିକ ଜୀବନରେ ଅଳ୍ପ ସମସ୍ୟା ଦେଖାଦେବ । ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ମିଶ୍ରିତ ଫଳାଫଳ ପାଇବେ । ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତିତ ରହିବେ ।
ନିଆରେ ଅନେକ ଅଦ୍ଭୁତ ଲୋକ ଅଛନ୍ତି। ସେମାନଙ୍କ କାର୍ଯ୍ୟକଳାପ ଜାଣିଲେ ବେଳେବେଳେ ଆଶ୍ଚର୍ଯ୍ୟ ଲାଗିବା ସହିତ ଅବିଶ୍ୱାସ ବି ମନେହୁଏ। ଯାହା ସାଧାରଣ ଲୋକ ଚିନ୍ତା କରିପାରନ୍ତି ନାହିଁ ସେମାନେ ଏହା କରିକି ଦେଖେଇ ଦିଅନ୍ତି। ବର୍ତ୍ତମାନ ଏହିଭଳି ଜଣେ ରହସ୍ୟମୟ ଯୁବତୀ ଚର୍ଚ୍ଚାକୁ ଆସିଛନ୍ତି। ଏହି ଯୁବତୀଙ୍କୁ ଯେତେବେଳେ ୧୬ ବର୍ଷ ହୋଇଥିଲା ସେତେବେଳେ ତାଙ୍କୁ ଜଣେ ଜୋମ୍ବୀ କଣ୍ଢେଇ ପ୍ରତି ପ୍ରେମ ହୋଇଯାଇଥିଲା। ଏହା ପରେ ପରିବାର ଲୋକଙ୍କ ସାମ୍ନାରେ ସେ କଣ୍ଢେଇକୁ ମଧ୍ୟ ବିବାହ କରିଥିଲେ।
ବଡିଉଡର ପ୍ରସିଦ୍ଧ ଅଭିନେତ୍ରୀ ତଥା ପଙ୍ଗା ଗାର୍ଲ ଭାବେ ଜଣାଶୁଣା କଙ୍ଗନା ରାଣାୱତ କୌଣସି ଯୋଦ୍ଧା ଠାରୁ ବି କମ ନୁହନ୍ତି। ଗ୍ଲାମର ଦୁନିଆରେ ପାଦ ଦେବା ପୂର୍ବରୁ ତାଙ୍କୁ ବହୁତ ସଂଘର୍ଷର ସାମ୍ନା କରିବାକୁ ହୋଇଛି। ଏହା କହିବା ଭୁଲ୍ ହେବ ନାହିଁ ଯେ ତାଙ୍କ ବାସ୍ତବ ଜୀବନ କୌଣସି ଏକ ଫିଲ୍ମ ଠାରୁ ବି କମ ନୁହେଁ। ଏବେ ବି ତାଙ୍କ ଜୀବନ ଅନେକ ବାଦ ବିବାଦ ଭିତରେ ଗତି କରୁଥିବା ଦେଖାଯାଏ। କିନ୍ତୁ ଆପଣ ଯେତେବେଳେ ଜାଣିବେ ଯେ ଏହି ବିବାଦୀୟ ଅଭିନେତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଆପଣ ନିଶ୍ଚିତ ଚକିତ ହୋଇଯିବେ।
ବିଦେଶର ଏକ ପରମ୍ପରା ଅନୁସାରେ ବର୍ତ୍ତମାନ ଚାଲିଛି ହେଲୋୱିନ୍ ସପ୍ତାହ। ଏହି ସପ୍ତାହକୁ ନିଆରା ଢଙ୍ଗରେ ପାଳନ କରାଯାଇଥାଏ। ଲୋକେ ନିଜକୁ ବିଭିନ୍ନ ପ୍ରକାରର ଭୟଙ୍କର ରୂପରେ ସଜ୍ଜେଇବା ନେଇ ଚେଷ୍ଟା କରିଥାନ୍ତି। କିନ୍ତୁ ବଲିଉଡ୍ ସ୍ଲିମ୍ ଗାର୍ଲ ଶିଳ୍ପା ସେଟ୍ଟୀ ଭଲଭାବେ ଜାଣିଛନ୍ତି ଏହି ଉତ୍ସବକୁ କିପରି ପାଳନ କରାଯାଏ। ହେଲୋୱିନ୍କୁ ନେଇ ସୋସିଆଲ୍ ମିଡିଆରେ ଶିଳ୍ପା ସେଟ୍ଟୀଙ୍କ ଠାରୁ ଆରମ୍ଭ କରି ମାଧୁରୀ ଦୀକ୍ଷିତଙ୍କ ପର୍ଯ୍ୟନ୍ତ ନିଜ ନିଜ ଢଙ୍ଗରେ ଫଟୋ ଶେୟାର କରିଛନ୍ତି।
ଦୁନିଆରେ କେଉଁଠାରେ ସୁନ୍ଦର ସ୍ଥାନ ତ କେଉଁଠାରେ ରହିଛି ଅତି ଭୟଙ୍କର ସ୍ଥାନ, କେଉଁଠାରେ ତ ଏଭଳି ଜୀବନର ସନ୍ଧାନ ମିଳିଛି ଯେଉଁଠାରେ ବିଶ୍ୱାସ କରିପାରିବା ବି କଷ୍ଟକର । ଆଜି ଆମେ ଜାଣିବା ଏଭଳି ଏକ ସ୍ଥାନ ସମ୍ପର୍କରେ ଯେଉଁଠାରେ ମଣିଷ ରହିବା ବେଶ୍ କଷ୍ଟକର ତଥାପି ମଣିଷ ପ୍ରକୃତି ଦ୍ୱାରା ନିର୍ମିତ ପରିବେଶରେ ନିଜ ପାଇଁ ବାସସ୍ଥାନ ନିର୍ମାଣ କରିପାରିଛି । ଆଉ ସେହିଭଳି ସ୍ଥାନ ହେଉଛି ଗ୍ରୀସର 'ରାସାନୋଉ ମନେଷ୍ଟ୍ରୀ' ।
ସିଦ୍ଧାର୍ଥ ଶୁକ୍ଳା ଓ ପୁନିତ୍ ରାଜକୁମାରଙ୍କ ଅକାଳ ମୃତ୍ୟୁ ଦେଶର ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ବ୍ୟଥିତ କରିଛି କିନ୍ତୁ ସେମାନଙ୍କ ମୃତ୍ୟୁ ଦେଶର ଅନ୍ୟ ସେଲିବ୍ରିଟିଙ୍କୁ ଏକ ସୁସ୍ଥ ଜୀବନଯାପନ ଲାଗି ଅନେକ କିଛି ଶିକ୍ଷା ଦେଇଯାଇଛି।
ଦେଶବାସୀ ଭୋକରେ ଆଉଟୁ ପାଉଟୁ ହେଉଥିବା ବେଳେ ବିଶ୍ୱ ସମୁଦାୟକୁ ଧମକ୍ ଦେଲା ତାଲିବାନ୍ । କିଛି ଦିନ ପୂର୍ବରୁ ସାହାଯ୍ୟ କରିବାକୁ ଗୁହାରୀ କରୁଥିଲା,ଆଜି ଧମକ ଦେଉଛି । ଆମେରିକା ଓ ଅନ୍ୟ ବିଶ୍ୱସ୍ତରୀୟ ଶକ୍ତିମାନଙ୍କୁ ଆଫଗାନିସ୍ତାନରେ ସେମାନଙ୍କର ସରକାରକୁ ସ୍ୱୀକୃତି ଦେବାରେ ସମୟ ନଷ୍ଟ ନକରିବାକୁ ଆହ୍ୱାନ ଦେଇଛି ତାଲିବା