/odishatv-khabar/media/post_attachments/uploadimage/library/16_9/16_9_0/IMAGE_1677212552.jpg)
Today Panchang
ସୈାର କୁମ୍ଭ ମାସ ଫାଲ୍ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୨୪ ତାରିଖ ଶୁକ୍ରବାର,ଚନ୍ଦ୍ର – ମେଷ ଅହୋରାତ୍ର,ତିଥି – ୫ମୀ ରାତ୍ରି ୧୨.୩୧ ଗତେ ୬ଷ୍ଠୀ ଘାତ ଚନ୍ଦ୍ର – ମେଷ ଅହୋରାତ୍ର,ଘାତ ବାର- ବିଛା , ଧନୁ ଓ ମୀନ । ପୁଷ୍କର ଦୋଷ – ନାସ୍ତି ।
Advertisment
ଶୁଭ ସମୟ:
- ପ୍ରାତଃ ୦୬.୧୩ ରୁ ୦୭.୦୦
- ପ୍ରାତଃ ୦୭.୪୬ ରୁ ୦୯.୦୬
- ଦିବା ୧୨.୨୩ ରୁ ୦୨.୪୨
- ସନ୍ଧ୍ୟା ୦୭.୨୫ ରୁ ୦୮.୫୨
- ରାତ୍ରି ୦୨.୫୪ ରୁ ୦୪.୩୩
ଅଧିକ ପଢ଼ନ୍ତୁ: ଆପଣଙ୍କ ଘର ତେର୍ଚ୍ଛା ଭୂମିରେ ହୋଇଛି କି? ଜାଣନ୍ତୁ ଏହାର ପ୍ରଭାବ
ଅଶୁଭ ସମୟ:
- ଋାହୁକାଳ – ଦିବା ୧୦.୩୩ ରୁ ୧୨.୦୦
- କାଳବେଳା – ଦିବା ୧୦.୩୩ ରୁ ୧୨.୦୦
- ବାରବେଳା – ଦିବା ୦୯.୦୬ ରୁ ୧୦.୩୩
- କାଳରାତ୍ରି – ରାତ୍ରି ୦୮.୫୨ ରୁ ୧୦.୨୬
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)