• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deepak Acharya

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ଶନିବାର । ଚନ୍ଦ୍ର – ମେଷ ଅହୋରାତ୍ର,ତିଥି – ୬ଷ୍ଠୀ ରାତ୍ରି ୧୨.୨୦ ଗତେ ୭ମୀ ।ଘାତ ଚନ୍ଦ୍ର – ମେଷ ଅହୋରାତ୍ର,ଘାତ ବାର- ବୃଷ , ସିଂହ ଓ କନ୍ୟା,ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ରାତ୍ରି ୧୨.୨୦ ଗତେ ୨ ପାଦ

ଶୁଭ ସମୟ:

ଦିବା ୧୦.୩୩ ରୁ ୦୧.୦୯

ରାତ୍ରି ୦୮.୧୫ ରୁ ୧୦.୪୪

ରାତ୍ରି ୧୨.୨୪ ରୁ ୦୨.୦୩

ରାତ୍ରି ୦୨.୫୩ ରୁ ୦୪.୩୩

ଅଶୁଭ ସମୟ:

ଋାହୁକାଳ – ଦିବା ୦୯.୦୬ ରୁ ୧୦.୩୩

କାଳବେଳା – ପ୍ରାତଃ ୦୬.୧୩ ରୁ ୦୭.୩୯ ଓ ଦିବା ୦୪.୧୯ ରୁ ୦୫.୪୬

ବାରବେଳା – ଦିବା ୦୧.୨୬ ରୁ ୦୨.୫୩

କାଳରାତ୍ରି – ରାତ୍ରି ୦୫.୪୬ ରୁ ୦୭.୧୯