Councilor makes living out of begging in Odisha’s Soro
ଝାଟିମାଟିର ନୁଆଁଣିଆ ଚାଳଘର । ଚାଳ ଉପରେ ଢଙ୍କା ହୋଇଛି କେଇଟା ପଲିଥିନ ଆଉ ସିମେଣ୍ଟ ବସ୍ତା । କାନ୍ଥର ଅବସ୍ଥା ବି ଭଲ ନାହିଁ । ମଣିଷର ଭାଗ୍ୟ ଭଳି ଏ ଘରର ଅବସ୍ଥା ବି ଫୁଟା । ତେଲ ଡବାରେ ତିଆରି ହୋଇଥିବା ତାଟି କବାଟକୁ ଦେଖନ୍ତୁ । ସେ ବି କହୁଛି ଘରେ ରହୁଥିବା ମଣିଷଟା କେତେ ଅସହାୟ ଆଉ କେତେ ଦୟନୀୟ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)