• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

JACLLIN
ଦଶହରାରେ କର୍ମଚାରୀଙ୍କୁ କାର ଗିଫ୍ଟ ଦେଲେ ଏଇ ବଲିଉଡ୍‌ ଅଭିନେତ୍ରୀ

ମୁମ୍ବାଇ:ବଲିଉଡ ଆକ୍ଟ୍ରିସ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିସ୍‌  ଅଭି‌ନୟ ପାଇଁ ଯେତିକି ଚର୍ଚ୍ଚିତ ନିଜର ଦରିଆ ଦିଲ୍‌ ପାଇଁ ବି ସେତିକି ଚର୍ଚ୍ଚିତ।  ନିଜ ଖୁସି ନୁହେଁ, ବଲିଉଡ୍‌ର ସନ୍‌ସାଇନ୍‌ ଗର୍ଲ ଜ୍ୟାକ୍‌ଲିନ୍‌ ଅନ୍ୟ ଖୁସିର ବି ମୂଲ୍ୟ ବି ବୁଝି ପାରନ୍ତି। ନିକଟରେ ପୂଜା  ଅବସରରେ ଜ୍ୟାକ୍‌ଲିନ ତାଙ୍କ ଷ୍ଟାଫ ମେମ୍ବରଙ୍କୁ କାର ଗିଫ୍ଟ ଆକାରରେ ଦେଇଛନ୍ତି। ସୋଶାଲ ମିଡିଆରେ ଜ୍ୟାକ୍‌ଲିନ୍‌ଙ୍କର ଏହି କାମକୁ ନେଇ ବେଶ ପ୍ରଶଂସାର ସୁଅ ଛୁଟିଛି। ଏହାର ଫଟୋ ଏବଂ ଭିଡିଓ ସୋଶାଲ […]

  • Friday, 02 July 2021
bhui
ରାଜେଶ୍‌ଙ୍କ ସହ କାମ କରି ବେଶ୍‌ ଖୁସି ଭୂମିକା

ଭୁବନେଶ୍ୱର: ପ୍ରଶଂସକଙ୍କ ପାଇଁ ସରପ୍ରାଇଜ୍‌ ନେଇ ଆସିଛନ୍ତି ଓଲିଉଡ୍‌ ଅଭିନେତ୍ରୀ ଭୂମିକା ଦାସ। କୋଭିଡ୍‌ ପାଇଁ ଦୀର୍ଘ ଦିନ ହେବ ଶୁଟିଂ ବନ୍ଦ ଥିଲା। ଏହି ସମୟରେ ଭୂମିକା କୌଣସି ପ୍ରୋଜକ୍ଟରେ କାମ କରିନଥିବା ବେଳେ ଖୁବ୍‌ ଶୀଘ୍ର ସେ ଆପଣଙ୍କ ପାଇଁ ଏକ ସୁନ୍ଦର ଉପହାର ନେଇ ଆସିଛନ୍ତି। ଖୁବ୍‌ ଶୀଘ୍ର ଦର୍ଶକଙ୍କୁ ସେ ଏକ ଫିଲ୍ମ ଭେଟିଦେବେ। ଯାହାର ନାଁ ରହିଛି ଚକ୍ଷୁ ବନ୍ଧନ। ଅନିଶ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ନିର୍ମାଣ ହେଉଥିବା ଏହି ଫିଲ୍ମର […]

  • Friday, 02 July 2021
କୁଆଡ଼େ ଗଲେ ଦୀପିକାଙ୍କ ପୂର୍ବତନ ମ୍ୟାନେଜର ?

ମୁମ୍ବାଇ: କିଛି ଦିନର ବ୍ୟବଧାନ ପରେ ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌ ମାମଲାକୁ ନେଇ ପୁଣିଥରେ ଆକ୍ସନ ମୁଡ୍‌ରେ ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ(ଏନ୍‌ସିବି)। ଗତ ମାସରେ ଏନ୍‌ସିବି ଅଭିନେତ୍ରୀ ଦୀପିକା ପାଦୁକୋନ ଓ ତାଙ୍କର ପୂର୍ବତନ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ସମେତ ଆଉ କିଛି ସେଲିବ୍ରିଟିଙ୍କୁ ଜେରା କରିଥିଲେ। ତେବେ ପୁଣିଥରେ କରିସ୍ମାଙ୍କୁ ହାଜର ପାଇଁ ଏନ୍‌ସିବି ସମନ‌ ଜାରି କରିଛି। ହେଲେ ଏହି ସମନ ଜାରି ପରେ ତାଙ୍କର କୌଣସି ପତ୍ତା ମିଳୁନଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା […]

  • Friday, 02 July 2021
neha
ବିବାହ ପରେ ଏକାଠି ଗୀତ ଗାଇଲେ ରୋହନ୍‌-ନେହା, ଭିଡିଓ ଭାଇରାଲ୍‌

ମୁମ୍ବାଇ: ନିକଟରେ ବଲିଉଡର ଲୋକପ୍ରିୟ ଗାୟିକା ନେହା କକ୍କର ଏବଂ ରାଇଜିଂ ଷ୍ଟାର ଫେମ୍‌ ରୋହନ ପ୍ରୀତ ସିଂଙ୍କର ବିବାହ ହୋଇଛି। ଦୁହିଁଙ୍କର ବିବାହ ସମୟ ଫଟୋ ମଧ୍ୟ ସୋଶାଲ୍‌ ମିଡିଆରେ ବେଶ୍ ଭାଇରାଲ୍‌ ହେଉଛି। ନେହା ଏବଂ ରୋହନଙ୍କ ଯୋଡିକୁ ଲୋକମାନେ ବେଶ୍‌ ପସନ୍ଦ କରିଛନ୍ତି। ବିବାହ ପରେ ଏବେ ନେହାଙ୍କର ରିସେପ୍‌ସନ୍‌ର ଭିଡିଓ ଭାଇରାଲ୍‌ ହେଉଛି। ନିକଟରେ ନେହାଙ୍କର ଏକ ଭିଡିଓରେ ସେ ପଞ୍ଜାବି ଗୀତ ଗାଉଥିବାର ନଜର ଆସିଛନ୍ତି। ଆଖପାଖରେ ଉପସ୍ଥିତ ଲୋକମାନେ […]

  • Friday, 02 July 2021
remo
କୋରିଓଗ୍ରାଫର୍‌ ରେମୋ ଏବଂ ତାଙ୍କ ପତ୍ନୀଙ୍କ ନାଁରେ ଠକେଇ ଅଭିଯୋଗ

ମୁମ୍ବାଇ: ଉତ୍ତରପ୍ରଦେଶର ଗାଜିଆବାଦର ଏକ କୋର୍ଟରେ କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡି’ସୁଜା ଏବଂ ତାଙ୍କ ପତ୍ନୀଙ୍କ ନାଁରେ ଢକେଇ ଅଭିଯୋଗ। ଦୁହେଁ ଫିଲ୍ମ ନିର୍ମାଣ ପାଇଁ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ଜିଲ୍ଲାର ସିହାନି ଗେଟ୍ ପୋଲିସ ରେମୋ ଏବଂ ଲିଜେଲଙ୍କ ବିରୋଧରେ ଏକ ଚାର୍ଜସିଟ୍ ଉପସ୍ଥାପନ କରିଛି। ରେମୋ ଗାଜିଆବାଦରେ ରହୁଥିବା ସତ୍ୟେନ୍ଦ୍ର ତ୍ୟାଗିଙ୍କ ପାଖରୁ ପାଞ୍ଚ କୋଟି ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଫିଲ୍ମ ନିର୍ମାଣ ପାଇଁ ରେମୋ ସତ୍ୟେନ୍ଦ୍ରଙ୍କ ନିକଟରୁ ଟଙ୍କା […]

  • Friday, 02 July 2021
sahrukh-khan
ସାଙ୍ଗଙ୍କ ସହ ଖାଇବାକୁ ଗଲେ ବିଲ୍‌ କିଏ ଦିଅନ୍ତି? ଶାହାରୁଖ ଦେଲେ ଏମିତି ଉତ୍ତର

ମୁମ୍ବାଇ: ମଙ୍ଗଳବାର ଦିନ ବଲିଉଡ ଅଭିନେତା ଶାହରୁଖ ଖାନ ସୋଶାଲ୍‌ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ଭାବର ଆଦାନପ୍ରଦାନ କରିଥିଲେ। ଟ୍ୱିଟ୍‌ ମାଧ୍ୟମରେ ସେ ତାଙ୍କ ପ୍ରଶଂସକଙ୍କ ସହ କଥା ହୋଇଥିଲେ। ଟ୍ୱିଟରରେ #AskSRK ମାଧ୍ୟମରେ ତାଙ୍କୁ ପ୍ରଶଂସକମାନେ କିଛି ପ୍ରଶ୍ନ କରୁଥିଲେ ଏବଂ ଯଥାସମ୍ଭବ ଶାହାରୁଖ୍‌ ସେସବୁ ପ୍ରଶ୍ନର ଉତ୍ତର ଦେଉଥିଲେ। ତବେ ଜଣେ ପ୍ରଶଂସକ ଶାହାରୁଖଙ୍କୁ ସାଙ୍ଗମାନଙ୍କ ସହିତ ରାତ୍ରି ଭୋଜନ କରିବାକୁ ଗଲେ ବିଲ୍‌ କିଏ ଦିଏ ବୋଲି ପଚାରିଥିଲେ। ଯାହାର ଉତ୍ତରରେ […]

  • Friday, 02 July 2021
neha
‘ଡ୍ରିମ୍‌’ ୱେଡିଂ ଲେହେଙ୍ଗାକୁ ନେଇ ମୁହଁ ଖୋଲିଲେ ନେହା, କହିଲେ କିଏ କରିଥିଲେ ଗିଫ୍ଟ...

ମୁମ୍ବାଇ: ୨୦୨୦ର ସବୁଠାରୁ ଚର୍ଚ୍ଚିତ ବିବାହ ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କରଙ୍କ ବିବାହ ବୋଲି କୁହାଯାଉଛି। ଅକ୍ଟୋବର ୨୪ରେ ନେହା ନିଜ ପ୍ରେମିକ ତଥା ସିଙ୍ଗର୍‌ ରୋହନ‌ପ୍ରୀତ୍‌ ସିଂଙ୍କୁ  ଦିଲ୍ଲୀର ଏକ ଗୁରୁଦ୍ୱାରରେ ବିବାହ କରିଥିଲେ। ଏହି ବିବାହରେ ଉଭୟଙ୍କ ପରିବାର ସଦସ୍ୟ ଓ ଅତି ଘନିଷ୍ଠ ବନ୍ଧୁ ଯୋଗ ଦେଇଥିଲେ। ବିବାହକୁ ନେଇ ଯେତିକି ଚର୍ଚ୍ଚା ବିବାହର ଫଟୋ ଓ ଭିଡିଓକୁ ନେଇ ମଧ୍ୟ ବେଶ୍‌ ଚର୍ଚ୍ଚା। ଯାହା ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ […]

laxmi bomb
ବିବାଦ ପରେ ବଦଳିଲା 'ଲକ୍ଷ୍ମୀ ବମ୍'ର ଟାଇଟଲ୍‌

ମୁମ୍ବାଇ: ଆଜିକାଲି ଅକ୍ଷୟ କୁମାରଙ୍କ ଆଗାମୀ ଚଳଚ୍ଚିତ୍ର ‘ଲକ୍ଷ୍ମୀ ବମ୍’ କୁ ନେଇ ଜବରଦସ୍ତ ଆଲୋଚନା ଚାଲିଛି। ରିଲିଜ୍ ପୂର୍ବରୁ ନାମକୁ ନେଇ  ବିବାଦ ଘେରକୁ ଆସିଥିଲା ଏହି ଫିଲ୍ମ । ଏହି ଚଳଚ୍ଚିତ୍ରଟି ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଥିଲା। ଲୋକଙ୍କ ଜବରଦସ୍ତ ବିରୋଧ ପରେ ନିର୍ମାତାମାନେ ଏହି ଫିଲ୍ମର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ‘ଲକ୍ଷ୍ମୀ ବମ୍’ର ନାମକୁ ପରିବର୍ତ୍ତନ କରାଯାଇ ‘ ଲକ୍ଷ୍ମୀ ‘ ରଖାଯାଇଛି। ଦୀର୍ଘ ଦିନ […]

  • Friday, 02 July 2021
kajol agrawal wedding pic
ବାହା ହେଲେ କାଜଲ; ଦୁଲ୍‌ହନ୍‌ ବେଶରେ ଫଟୋ ଶେଆର କରି ଲେଖିଲେ, ଝଡ଼ ପୂର୍ବରୁ...

ମୁମ୍ବାଇ: ଅଭିନେତ୍ରୀ କାଜଲ ଅଗ୍ରୱାଲ୍‌ ଶୁକ୍ରବାର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମୁମ୍ବାଇର ଏକ ହୋଟେଲରେ ବୟଫ୍ରେଣ୍ଡ୍‌ ଗୌତମ କିଚଲୁଙ୍କୁ ସେ ବିବାହ କରିଛନ୍ତି। କରୋନା ଯୋଗୁ ଏହି ବିବାହରେ ବହୁତ କମ୍‌ ଲୋକ ସାମିଲ ହୋଇଥିଲେ। କେବଳ ପରିବାର ଲୋକଙ୍କ ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଥିଲା। କାଜଲ ଓ ଗୌତମ ବରମାଳା ପିନ୍ଧିଥିବା ଫଟୋ ଏବେ ସାମ୍ନାକୁ ଆସିଛି। ଫଟୋରେ ଉଭୟ ବେଶ୍‌ ଖୁସିଥିବା ନଜର ଆସିଛି। ରିଲେସନ୍‌ଶିପ୍‌କୁ ନେଇ ଉଭୟ କିଛିଦିନ […]

ayusman
ପତ୍ନୀଙ୍କୁ ୱେଡିଂ ଆନିଭର୍ସାରୀ ବାର୍ତ୍ତା ଦେଇ ଆୟୁଷ୍କାନ କହିଲେ-‘ମୁଁ ତୁମ ସହ....

ନୂଆଦିଲ୍ଲୀ: ବଲିଉଡ ଆକ୍ଟର ଆୟୁଷ୍ମାନ ଖୁରାନା ଇଣ୍ଡଷ୍ଟ୍ରିର କେବଳ ଜଣେ ଭଲ ଆକ୍ଟର ନୁହଁନ୍ତି, ଜଣେ ଭଲ ସିଙ୍ଗର ମଧ୍ୟ। ଦର୍ଶକ ତାଙ୍କର ଅଭିନୟକୁ ଯେତିକି ପସନ୍ଦ କରନ୍ତି, ତାଙ୍କ ଗୀତର ସେତିକି ଫ୍ୟାନ୍ସ ମଧ୍ୟ ଅଛନ୍ତି। ଏବେ ତାଙ୍କର ଆଉ ଏକ ଭଲ ଗୁଣ ସାମ୍ନାକୁ ଆସିଛି। ଜଣେ ଭଲ ଅଭିନେତା, ଗାୟକ ହେବା ସହ ଆୟୁଷ୍ମାନ ଜଣେ ଭଲ ସ୍ୱାମୀ ମଧ୍ୟ। ଅବଶ୍ୟ ପୂର୍ବରୁ ଅନେକ ଥର ଭଲ ସ୍ୱାମୀ ବୋଲି ସେ ନିଜକୁ […]

  • Thursday, 01 July 2021
salman
ରାତି ୩ଟାରେ ଐଶ୍ୱର୍ଯ୍ୟାଙ୍କ ଘର ବାହାରେ ଆତ୍ମହତ୍ୟା କରିବେ କହୁଥିଲେ ସଲମାନ୍‌

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ସଲମାନ ଖାନଙ୍କ ପ୍ରେମ କାହାଣୀ ବିଷୟରେ ପ୍ରାୟ ଲୋକ ଜାଣନ୍ତି। ଏକଦା ଦୁହିଁଙ୍କ ପ୍ରେମ କାହାଣୀକୁ ନେଇ ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚା ହେଇଥିଲା। ଦୁହିଁଙ୍କ ଯୋଡିକୁ ଲୋକମାନେ ପସନ୍ଦ କରୁଥିଲେ। କିନ୍ତୁ ଏହି ଯୋଡି କମ୍‌ ଦିନ ମଧ୍ୟରେ ଭାଙ୍ଗିଯାଇଥିଲା। ୧୯୯୯ରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ସଲମାନ ଖାନ ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମ ‘ହମ୍‌ ଦିଲ୍ଲ ଦେ ଚୁକେ ସନମ’ ପାଇଁ ଶୁଟିଂ କରୁଥିଲେ। ଏହି ଫିଲ୍ମର […]

  • Thursday, 01 July 2021
amitabh-bachan
ବାଘ ସହ ଲଢିଥିଲେ ବିଗ୍‌ ବି

ମୁମ୍ବାଇ: ହିନ୍ଦୀ ସିନେମାରେ ଦୀର୍ଘ ୫୦ ବର୍ଷ ପୂରଣ କରିଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ। ଅନେକ ସମୟରେ ଏହି ଦୀର୍ଘ ଦିନର ଅଭିନୟର ଯାତ୍ରା ମଧ୍ୟରେ ଘଟିଥିବା ଖଟା ମିଠା ଅନୁଭୂତିକୁ ବାଣ୍ଟନ୍ତି ବିଗ୍‌ ବି। ପ୍ରଶଂସକଙ୍କୁ ପୁରୁଣା କାହାଣୀ ଶୁଣାଇବାକୁ ସେ ଭଲ ପାଆନ୍ତି। ନିକଟରେ ଅମିତାଭ ୧୯୭୭ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଖୁନ୍‌ ପସିନା’ର ଶୁଟିଂ ସମୟରେ ଏକ ଫଟୋ ଶେଆର କରିଥିଲେ। ଫଟୋରେ ଅମିତାଭ ବଚ୍ଚନ ଏକ ଜ୍ୟାକେଟ ପିନ୍ଧିଥିବାର ଦେଖିବାକୁ […]

  • Thursday, 01 July 2021
ankita-lokhande
ବୟଫ୍ରେଣ୍ଡ ବିକିଙ୍କୁ କ୍ଷମା ମାଗିଲେ ଅଙ୍କିତା

ମୁମ୍ବାଇ: ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି ବଲିଉଡ୍‌ ତଥା ଟେଲି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ପୂର୍ବତନ ପ୍ରେମିକ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଅଙ୍କିତା ସୋଶାଲ୍‌ ମିଡିଆରେ ସୁଶାନ୍ତଙ୍କୁ ନ୍ୟାୟ ଦାବିରେ ଅନେକ ପୋଷ୍ଟ କରିଛନ୍ତି। କେତେବେଳେ ସୁଶାନ୍ତଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଇ ତ କେତେବେଳେ ସୁଶାନ୍ତଙ୍କ ଇଚ୍ଛା ପୁରଣ କରିବାକୁ ଯାଇ ଅଙ୍କିତା ଗଛ ଲଗାଇ ଖବର ପରିସରକୁ ଆସିଛନ୍ତି। ଏବେ ଅଙ୍କିତା ତାଙ୍କ ଇନ୍‌ଷ୍ଟାଗ୍ରାମ ପୋଷ୍ଟକୁ ନେଇ ଚର୍ଚ୍ଚାରେ […]

  • Thursday, 01 July 2021
sonu-sood
ବୁର୍ଜ ଖଲିଫାରେ ଜନ୍ମଦିନ ମନାଇବାକୁ ସୋନୁଙ୍କୁ ଅନୁରୋଧ କଲେ ବ୍ୟକ୍ତି, ମିଳିଲା ଏମିତି ଉତ୍ତର

ମୁମ୍ବାଇ: ଲକ୍‌ଡାଉନ୍‌ରେ ଲୋକଙ୍କ ପାଇଁ ପ୍ରକୃତରେ ହିରୋ ପାଲଟି ଯାଇଥିଲେ ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌। ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରକୁ ପହଞ୍ଚାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏମିତି କି ସୋନୁ କେମିତି ଗରିବ ଲୋକ ରୋଜଗାର କରିବ ପିଲା ପାଠ ପଢିବ ସେଥିପ୍ରତି ଧ୍ୟାନ ଦେଇଥିଲେ। କିଛି ଲୋକଙ୍କୁ ସେ ଚାଷ ପାଇଁ ଗାଡି ଉପହାର କରିଥିଲେ ଏବଂ ଅନ୍‌ଲାଇନ୍‌ କ୍ସାସ୍‌ ପାଇଁ ପିଲାଙ୍କୁ ମୋବାଇଲ୍‌ ଫୋନ୍‌ ଉପହାର କରିଥିଲେ। ସାହାଯ୍ୟ କରିବାପାଇଁ […]

  • Thursday, 01 July 2021
poonam
ପୁନମ୍‌ଙ୍କ ଅଶ୍ଲୀଳ ଭିଡିଓ ଶୁଟ୍‌ କରୁଥିଲେ ବ୍ୟକ୍ତି, ଥାନାରେ ପହଞ୍ଚିଲେ ଅଭିନେତ୍ରୀ

ମୁମ୍ବାଇ: ସେନ୍‌ସେନାଲ୍ ଭିଡ଼ିଓ ଶେଆର କରି ସର୍ବଦା ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ପୁନମ୍‌ ପାଣ୍ଡେ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଗୋଆର କୋଙ୍କଣ ପୋଲିସ୍‌ ଷ୍ଟେସନ୍‌ର ଏକ ଅଜଣା ବ୍ୟକ୍ତିଙ୍କ ନାଁରେ ପୁନମ୍‌ ମାମଲା ରୁଜୁ କରିଛନ୍ତି। ଏହି ବ୍ୟକ୍ତି ଜଣଙ୍କ ପୁନମ୍‌ଙ୍କର ଅଶ୍ଲାଳ ଭିଡିଓ ଶୁଟ୍‌ କରୁଥିଲେ ବୋଲି ଅଭିଯୋଗ ହୋଇଛି। ଅନ୍ୟପଟେ ଗୋଆ ଫରୱାର୍ଡ ପାର୍ଟିର ମହିଳା ଅଧ୍ୟକ୍ଷ ପୁନମ୍‌ଙ୍କ ନାଁରେ ପାଲଟା ଅଭିଯୋଗ ଆଣିଛନ୍ତି। ପୁନମ୍‌ ଚପୋଲି ଡ୍ୟାମ୍‌ରେ ଏକ ଅଶ୍ଲୀଳ […]

  • Thursday, 01 July 2021
faraaz khan 1
୫୦ ବର୍ଷରେ ଆଖି ବୁଜିଲେ ଅଭିନେତା ଫରାଜ ଖାନ୍‌

ବେଙ୍ଗାଲୁରୁ: ବଲିଉଡ୍‌ ଅଭିନେତା ଫରାଜ ଖାନ୍‌ଙ୍କ ପରଲୋକ ହୋଇଯାଇଛି। ଅକ୍ଟୋବର ୮ରେ ବେଙ୍ଗାଲୁରୁର ଏକ ହସ୍ପିଟାଲ୍‌ରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ବୟସ ହୋଇଥିଲା। ଫରାଜଙ୍କ ପରଲୋକ ସମ୍ପର୍କରେ ଅଭିନେତ୍ରୀ ପୂଜା ଭଟ୍ଟ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଫରାଜଙ୍କ ଦେହାନ୍ତରେ ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ଦୀର୍ଘଦିନ ଧରି ଫରାଜଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିଲା। ଫଳରେ […]

  • Thursday, 01 July 2021
poojqq
ବଲିଉଡ୍‌ ଅଭିନେତ୍ରୀ ଆମେରିକାରେ ଦେଲେ ଭୋଟ୍‌, ଲୋକେ ଦେଲେ ଏମିତି ପ୍ରତିକ୍ରିୟା

ମୁମ୍ବାଇ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନ ପରେ ଭୋଟ୍ ଗଣନା ଚାଲିଛି। ଅନେକ ରାଜ୍ୟରୁ ଫଳାଫଳ ଆସିଥିବାବେଳେ ଅନେକ ରାଜ୍ୟ ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏବଂ ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବିଡେନଙ୍କ ମଧ୍ୟରେ କଡ଼ା ସଂଘର୍ଷ କରୁଛନ୍ତି। ଏଥି ସହିତ ବଲିଉଡ ଅଭିନେତ୍ରୀ ପୂଜା ବତ୍ରା ମଧ୍ୟ ଆମେରିକା ନିର୍ବାଚନରେ ​​ନିଜର ଭୋଟ୍ ଦେଇଛନ୍ତି। ଅଭିନେତ୍ରୀ ଏ ସମ୍ପର୍କରେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ପୂଜା ବତ୍ରା ତାଙ୍କ ଫଟୋ […]

  • Thursday, 01 July 2021
sushant-rhea-1
ସୁଶାନ୍ତଙ୍କ ଘର ଛାଡି ରିୟା କାହିଁକି ଚାଲି ଆସିଲେ ? ରିୟାଙ୍କ ଓକିଲ କଲେ ବଡ଼ ଖୁଲାସା

ମୁମ୍ବାଇ:ବଲିଉଡ ଅଭିନେତା ସୁଶାନ୍ତ ସଂହ ରାଜପୁତ୍‌ ମୃତ୍ୟୁ ଘଟଣା ଉପରୁ ଏବେ ବି ରହସ୍ୟ ଉଠିନି। ଇତିମଧ୍ୟରେ ସିବିଆଇ ତଦନ୍ତ ସାରି ଫେରିଥିବାବେଳେ ମୁମ୍ବାଇ ପୋଲିସ ଦିନକୁ ଦିନ ପ୍ରତିଶୋଧ ପରାୟଣ ହୋଇପଡ଼ୁଛି। ତେବେ ସୁଶାନ୍ତଙ୍କ ମୃତ୍ୟୁର ମୁଖ୍ୟ ଅଭିଯୁକ୍ତ ତାଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ଏକ ବଡ ଖୁଲାସା ସାମ୍ନାକୁ ଆସିଛି। ରିୟାଙ୍କ ଓକିଲ ଏହି ରହସ୍ୟର ଉନ୍ମୋଚନ କରିଛନ୍ତି। ସୁଶାନ୍ତଙ୍କ ଫ୍ଲାଟ୍‌ରେ ରହୁଥିବା ରିୟା କାହିଁକି ଜୁନ୍‌ ୮ରେ ତାଙ୍କ ଘର ଛାଡ଼ି […]

  • Thursday, 01 July 2021
ibrahim
ବଲିଉଡ୍‌ରେ ଡେବ୍ୟୁ କରିବେ ସୈଫ୍‌ଙ୍କ ପୁଅ ଇବ୍ରାହିମ୍‌!

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୁଅ ଇବ୍ରାହିମ୍‌ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଝିଅ ସାରା ଅଲ୍ଲୀ ଖାନ୍‌ କେଦାରନାଥ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିବା ପରେ ଏବେ ସାନ ଭାଇ ବଲିଉଡ୍‌ରେ ପାଦ ଥାପିବା ନେଇ ଚର୍ଚ୍ଚା ହେଉଛି। ନିକଟରେ ସ୍ପଟ୍‌ ବୟକୁ ଦେଇଥିବା ଏକ ସାକ୍ଷାତକାରରେ ସୈଫ୍‌ ଅଲ୍ଲୀ ଖାନ୍‌ ଇବ୍ରାହିମ୍‌ ଏବେ ପୁରା ବଲିଉଡ୍‌ ପାଇଁ ଫିଟ୍‌ ଅଛନ୍ତି। ସେ ଏବଂ ସାରା ଦୁହେଁ ଫିଲ୍ମ ଜଗତରେ କାମ […]

  • Thursday, 01 July 2021
ajay
ତବୁଙ୍କ ସହ କଥା ହେଉଥିବା ପୁଅକୁ ମାରୁଥିଲେ ଅଜୟ

ମୁମ୍ବାଇ: ବଲିଉଡ୍‌ର ଦକ୍ଷ ଅଭିନେତ୍ରୀ ତବୁ। ଦୀର୍ଘ ୪୦ବର୍ଷ ଧରି ହିନ୍ଦୀ ସିନେମା ଜଗତରେ କାମ କରି ଆସିଛନ୍ତି। ପ୍ରେମ୍, ଫିତୁର, ଭାରତ, ବିର୍ସାତ୍‌, ବିଜୟ ପଥ ଆଜି ଫିଲ୍ମରେ କାମ କରିଥିବା ତବୁ ଆଜି ଯାଏ ଅବିବାହିତ ଅଛନ୍ତି। ବ୍ୟକ୍ତିଗତ ଜୀବନକୁ ନେଇ କମ୍‌ ଆଲୋଚନା କରୁଥିବା ତବୁ କିନ୍ତୁ ତାଙ୍କ ବିବାହ ନକରିବା ପାଇଁ ବଲିଉଡ୍‌ ଅଭିନେତା ଅଜୟ ଦେବଗନକୁ ଦାୟୀ କରନ୍ତି। ଥରେ ଏକ ସାକ୍ଷାତକାରରେ ତବୁ କହିଥିଲେ, ଅଜୟ ଓ ସେ […]

  • Thursday, 01 July 2021
poonam
ଅଭିନେତ୍ରୀ ପୁନମ୍‌ ପାଣ୍ଡେ ଓ ତାଙ୍କ ସ୍ୱାମୀ ଗିରଫ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ମଡେଲ୍‌ ପୁନମ୍‌ ପାଣ୍ଡେ ଓ ତାଙ୍କ ସ୍ୱାମୀ ସାମ୍‌ ବମ୍ବେଙ୍କୁ ପୋଲିସ୍‌ ଗିରଫ କରିଛି।ଦକ୍ଷିଣ ଗୋଆ ଚାପୋଲି ଡ୍ୟାମ୍‌ର ନିଷିଦ୍ଧ ଅଞ୍ଚଳରେ ଅଶ୍ଲୀଳ ଭିଡିଓ ଶୁଟ୍‌ କରି ବିବାଦ ଘେରକୁ ଆସିଥିଲେ ପୁନମ୍‌। ଏହି ଘଟଣାରେ ଗୋଆ ପୋଲିସ୍‌ ପୁନମ୍‌ ଓ ତାଙ୍କ ସ୍ୱାମୀଙ୍କୁ ଗତକାଲି ଗିରଫ କରିଛି। ସ୍ୱାମୀଙ୍କ ସହ ଉତ୍ତର ଗୋଆର ଏକ ବିଚ୍‌ ରିସର୍ଟରେ ରହୁଥିବା ପୁନମ୍‌ଙ୍କ ବିରୋଧରେ ମାମଲା ରୁଜୁ ହେବାପରେ କାନାକୋନା ପୋଲିସ୍‌ ପ୍ରଥମେ […]

  • Thursday, 01 July 2021
ସୋନୁ ଅନୁଷ୍କା ଓ ବିରାଟଙ୍କ ପରିବାରର ସଦସ୍ୟ ଭଳି ତାଙ୍କର ସୁରକ୍ଷା ଦେଇ ଆସୁଛନ୍ତି
ଅନୁଷ୍କାଙ୍କ ବଡିଗାର୍ଡ କିଏ ? ବିରୁଷ୍କାଙ୍କୁ ପ୍ରୋଟେକ୍ସନ୍ ଦେଉଛନ୍ତି ସୋନୁ

ବିରୁଷ୍କାଙ୍କୁ ପ୍ରୋଟେକସନ୍ ଦେଉଛନ୍ତି ସୋନୁ,ସୋନୁଙ୍କ ପୁରା ନା ପ୍ରକାଶ ସିଂ। ନିଜ ପରିବାରର ସଦସ୍ୟ ପରି ସୁରକ୍ଷା ଦେଉଛନ୍ତି ସୋନୁ

  • Thursday, 01 July 2021
ଫିଲ୍ମ ଧାକଡର ସୁଟିଂରୁ ଫେରିଲା ବେଳେ କଙ୍ଗନା ନଜର ଆସିଥିଲେ ପିଙ୍କ୍ ଲୁକରେ
ପିଙ୍କ୍‌ ଲୁକ୍‌ରେ ବଲିଉଡ୍‌ କୁଇନ୍‌ କଙ୍ଗନା

ପିଙ୍କ୍‌ ଲୁକ୍‌ରେ ବଲିଉଡ୍‌ କୁଇନ୍‌ କଙ୍ଗନା.

ncb
ଡ୍ରଗ୍ସ କାରବାର ଯାଞ୍ଚରେ ଖ୍ୟାତନାମା ବଲିଉଡ୍‌ ପ୍ରଯୋଜକଙ୍କ ଘରେ ରେଡ୍ କଲା ଏନ୍‌ସିବି

ମୁମ୍ବାଇ: ଡ୍ରଗ୍ସ କାରବାର ଯାଞ୍ଚରେ ଖ୍ୟାତନାମା ବଲିଉଡ୍‌ ପ୍ରଯୋଜକ ପିରୋଜ୍‌ ଏ. ନାଦିୱାଦ୍‌ୱାଲାଙ୍କ ଘରେ ରେଡ୍ କରିଛି ନାର୍କିଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା NCB । ମୁମ୍ବାଇର ପୋସ୍ ଅଞ୍ଚଳରେ ଥିବା ତାଙ୍କ ବାସଭବନରେ ତଲାସି ଅଭିଯାନ ଚାଲିଥିବା ସୂଚନା ମିଳିଛି। ଡ୍ରଗ୍ସ କାରବାର ମାମଲାରେ ଯାଞ୍ଚ ଚାଲିଥିବା ବେଳେ ଅଟକ ଥିବା ଅଭିଯୁକ୍ତଙ୍କ ପାଖରୁ ପ୍ରଯୋଜକଙ୍କ ନାଁ କୁହାଯାଇଥିଲା। ଯାହାପରେ ପ୍ରଯୋଜକଙ୍କ ଘରେ ରେଡ୍ କରିଛି ଏନ୍‌ସିବି। ପିରୋଜ୍‌ ଏ. ନାଦିୱାଦ୍‌ୱାଲା ବଲିଉଡ୍‌ରେ ଜଣେ ଖ୍ୟାତନାମା […]

  • Thursday, 01 July 2021
ncb
ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌: ଗିରଫ ହେଲେ ପ୍ରଡ୍ୟୁସର୍‌ଙ୍କ ପତ୍ନୀ

ମୁମ୍ବାଇ: କିଛି ଦିନରେ ବ୍ୟବଧାନ ପରେ ପୁଣି ଆକ୍ସନ ମୁଡ୍‌ରେ ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ(NCB)। ଗତକାଲି ବଲିଉଡ୍‌ ପ୍ରଡ୍ୟୁସର୍‌ (ପ୍ରଯୋଜକ) ଫିରୋଜ ନାଦିଆଦୱାଲାଙ୍କ ପତ୍ନୀଙ୍କୁ ଏନ୍‌ସିବି ଗିରଫ କରିଛି। ରେଡ୍‌ ସମୟରେ ଫିରୋଜଙ୍କ ମୁମ୍ବାଇ ସ୍ଥିତ ଘରୁ ୧୦ ଗ୍ରାମ marijuana ଗଞ୍ଜେଇ ଜବତ କରାଯାଇଛି। NDPS ଆକ୍ଟ ଅଧିନରେ ଫିରୋଜଙ୍କ ପତ୍ନୀଙ୍କୁ ଗିରଫ କରାଯାଇ ତଦନ୍ତ ଚାଲିଛି। କିଛି ଦିନ ତଳେ ଅନ୍ୟ ଏକ ଡ୍ରଗ୍ ବେପାରୀଙ୍କୁ ଗିରଫ ପରେ କିଛି ବଲିଉଡ୍ ସେଲିବ୍ରିଟିଙ୍କ ନାଁ ପୁଣି […]

  • Thursday, 01 July 2021