• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Divyanka Tripathi

Bollywood Celebrities Spotted At  Mumbai Airport
Bollywood Celebrity: ମୁମ୍ବାଇ ଏୟାର୍‌ପୋର୍ଟରେ ବଲିଉଡ୍ ସେଲିବ୍ରେଟି

ସାଧାରଣତଃ ସେଲିବ୍ରେଟିମାନଙ୍କୁ ପବ୍ଲିକ୍‌ରେ ଦେଖିବା ସବୁବେଳେ ସମ୍ଭବ ହୁଏ ନାହିଁ। ଯେତେତେବେଳେ ବି ସେମାନେ କାଁ ଭାଁ କେଉଁଠି ନଜର ଆସନ୍ତି ସାଧାରଣ ଲୋକଙ୍କ ଆଖି ସେଇଠି ଅଟକି ଯାଏ। ବର୍ତ୍ତମାନ ବଲିଉଡ୍‌ର ଆଗଧାଡିର କିଛି ସେଲିବ୍ରେଟି ମୁମ୍ବାଇ ଏୟାର୍‌ପୋର୍ଟରେ ନଜର ଆସିଛନ୍ତି।

Arjun Bijlani
କାହିଁକି 'ଖତରୋଁ କେ ଖିଲାଡି ୧୧' ର ବିଜେତା ହେବାକୁ ଚାହୁଁଥିଲେ ଅର୍ଜୁନ ? କଲେ ଖୁଲାସା...

ଅଭିନେତା ଅର୍ଜୁନ ବିଜଲାନି ଷ୍ଟଣ୍ଟ ଆଧାରିତ ରିଅଲିଟି ଶୋ’ 'ଖତରୋଁ କେ ଖିଲାଡି ୧୧' ର ବିଜେତା ହୋଇଛନ୍ତି। ତେବେ କାହିଁକି ସେ ଶୋ’ର ବିଜେତା ହେବାକୁ ଚାହୁଁଥିଲେ, ତା’ର ଖୁଲାସା କରିଛନ୍ତି।

Divyanka and Vivek
'ବଡେ ଅଛେ ଲଗ୍‌ତେ ହେଁ ୨'କୁ ନା’ କଲେ ଦିବ୍ୟାଙ୍କା ତ୍ରିପାଠୀ

କୁହାଯାଉଥିଲା ଯେ ଟିଭି ଜଗତର ଅନ୍ୟତମ ପ୍ରସିଦ୍ଧ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀଙ୍କୁ 'ବଡେ ଅଛେ ଲଗ୍‌ତେ ହେଁ ୨'ରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। କିନ୍ତୁ, ବର୍ତ୍ତମାନ ଯେଉଁ ଖବର ଆସୁଛି ତାହା ନିଶ୍ଚିତ ଦିବ୍ୟାଙ୍କାଙ୍କ ପ୍ରଶଂସକଙ୍କୁ ନିରାଶ କରିବ। ସୂଚନା ମୁତାବକ ଦିବ୍ୟାଙ୍କା ତ୍ରିପାଠୀ ଶୋ’ 'ବଡେ ଅଛେ ଲଗ୍‌ତେ ହେଁ ୨' କରିବାକୁ ମନା କରି ଦେଇଛନ୍ତି।

divyanka
ସ୍ୱାମୀଙ୍କ ଦୁଷ୍ଟାମୀରେ ଅତିଷ୍ଠ ହୋଇ ତାଙ୍କୁ ଏମିତି ଶିକ୍ଷା ଦେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ସ୍ୱାମୀଙ୍କ ଦୁଷ୍ଟାମୀରେ ଅତିଷ୍ଠ ହୋଇ ତାଙ୍କୁ ଏମିତି ଶିକ୍ଷା ଦେଲେ ଯେ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ, ଫଳରେ ତାଙ୍କ ସ୍ୱାମୀ ବିବେକ ମୋବାଇଲ୍‌ ଫୋପାଡ଼ି ପଳାଇଥିଲେ। ଜାଣନ୍ତୁ ଘଟଣା କ’ଣ… ଆଦର୍ଶ ବୋହୂ ତଥା ସମସ୍ତଙ୍କ ଇଶି ମା’ଭାବେ ଜଣାଶୁଣା ‘ୟେ ହେ ମୋହବତେ’ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ ଘରେ ଘରେ ପରିଚିତ। ଟେଲିଭିଜନ ଦୁନିଆରେ ଅଭିନୟ କରୁଥିବା ଚର୍ଚ୍ଚିତ ବୋହୂଙ୍କ ମଧ୍ୟରେ ଅଧିକାଂଶ ଦର୍ଶକ ଦିବ୍ୟାଙ୍କାଙ୍କୁ ପସନ୍ଦ କରନ୍ତି। ସେ ଯାହା ବି କରନ୍ତି ତାହା […]

divyanka
ବିବାହ ପରେ କମିନି କ୍ରେଜ୍‌, ଏବେ ବି ସୋସିଆଲ ମିଡ଼ିଆରେ ଲକ୍ଷ ଲକ୍ଷ ଫଲୋଅର୍ସ

ମୁମ୍ବାଇ: ବିବାହ ପରେ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀଙ୍କ କ୍ୟାରିୟର ଶେଷ ହୋଇଯାଏ ବୋଲି ଆମେ ଭାବିଥାଉ। ମାତ୍ର ଏଭଳି ଧାରଣାକୁ କିଛି ଅଭିନେତ୍ରୀ ବଦଳାଇବା ସହ ନୂଆ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି। ଟେଲିଭିଜନ୍‌ ଦୁନିଆର ଛୋଟ ପରଦାରେ ଅଭିନୟ କରୁଥିବା ଏହି ଅଭିନେତ୍ରୀମାନେ ବିବାହ ପରେ ମଧ୍ୟ ଇଣ୍ଡଷ୍ଟ୍ରିରେ ସେମାନଙ୍କ ରେକର୍ଡ ବଜାୟ ରଖିଛନ୍ତି। ଏବେବି ସେମାନଙ୍କୁ ନେଇ ଚର୍ଚ୍ଚା କିଛି କମ୍‌ ନୁହେଁ। ସେମାନଙ୍କୁ ସୋସିଆଲ ମିଡ଼ିଆରେ ଲକ୍ଷ ଲକ୍ଷ ପ୍ରଶଂସକ ଫଲୋ କରୁଥିବା ସହ […]