• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapaswini Nayak

Tapaswini Nayak

Editor

‘ସମ୍ବାଦ’ରୁ ସାମ୍ବାଦିକତା କ୍ୟାରିଅର ଆରମ୍ଭ କରିଥିଲେ। ପରେ ଖବରକାଗଜ ‘ସଞ୍ଚାର& ...more

‘ସମ୍ବାଦ’ରୁ ସାମ୍ବାଦିକତା କ୍ୟାରିଅର ଆରମ୍ଭ କରିଥିଲେ। ପରେ ଖବରକାଗଜ ‘ସଞ୍ଚାର’ରେ କିଛି ବର୍ଷ କାମ କରିବା ପରେ ୨୦୧୫ରେ ‘ଓଡ଼ିଶା ରିପୋର୍ଟର’ରେ ଯୋଗ ଦେଇଥିଲେ। କ୍ରାଇମ୍, ରାଜନୀତି, ସ୍ପେଶାଲ ଷ୍ଟୋରି, ଫିଚର ଓ ଡେଭଲପିଂ ବିଟ୍ ନ୍ୟୁଜରେ ତାଙ୍କର ସ୍ୱତନ୍ତ୍ର ରୁଚି ରହିଛି ।
 

less

Posts by Tapaswini Nayak

Gold Price Hike
Gold Price Hike: ୯୦ ହଜାର ଛୁଇଁଲା ସୁନା

ଆଜି ୪୪୦ ଟଙ୍କା ବଢ଼ି ୨୪ କ୍ୟାରେଟ୍ ସୁନା ଦର ୯୦ ହଜାର ଛୁଇଁଛି । ସେହିପରି ୨୨ କ୍ୟାରେଟ୍ ସୁନା ମୂଲ୍ୟ ୪୦୦ ଟଙ୍କା ବଢ଼ି ୮୨,୫୦୦ରେ ପହଞ୍ଚିଛି ।

Naba das
Naba Das Murder: ଖୋଲିବ କି ଗୁମର; ନବ ଦାସଙ୍କ ଘରେ ୨ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌

ନବ ଦାସ ମାମଲାର ସିବିଆଇ ତଦନ୍ତ ପାଇଁ ଲିଖିତ ଆବେଦନ କରିବାକୁ ଚାହୁଁଛନ୍ତି ନବ ଦାସଙ୍କ ପରିବାର । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଇ-ମେଲ୍ କରିଛନ୍ତି ନବଙ୍କ ପତ୍ନୀ ମିନତୀ ଦାସ ।

Sunita Williams
Sunita Williams: କାଲି ସୁନୀତାଙ୍କ ପୃଥିବୀ ବାହୁଡ଼ା; କାଉଣ୍ଟଡାଉନ ଆରମ୍ଭ

ଆସନ୍ତାକାଲି ଭାରତୀୟ ସମୟ ମାର୍ଚ୍ଚ ୧୯ ଭୋର୍ ୩ଟା ୨୭ରେ ଆମେରିକାର ଫ୍ଲୋରିଡ଼ା ତଟରେ ମହାକାଶରୁ ସମୁଦ୍ରରେ ଓହ୍ଲାଇବେ ସୁନୀତା। ଏହାର ୧୭ ଘଣ୍ଟା ପୂର୍ବରୁ ହେବ ଡ୍ରାଗନ୍ ସ୍ପେଶକ୍ରାଫ୍ଟର ଅନ୍-ଡକିଂ।

Debendra Pradhan
Debendra Pradhan Cremated: ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ

ଗତକାଲି ସ୍ୱର୍ଗତ ପ୍ରଧାନଙ୍କ ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା। ପରେ ସେଠାରେ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ପହଞ୍ଚିଥିଲେ ଦଳ ମତ ନିର୍ବିଶେଷରେ ବହୁ ରାଜନେତା ଓ ବିଶିଷ୍ଟ ବ୍ୟକ୍ତି। ସ୍ୱର୍ଗତ ପ୍ରଧାନଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା

Weather
Weather Update: ତାତିରୁ ମିଳିବ ଆଶ୍ୱସ୍ତି; କାଲିଠୁ ପାଗରେ ପରିବର୍ତ୍ତନ!

ଆଜି ପାଇଁ ଝାରସୁଗୁଡ଼ା ଓ ବୌଦ୍ଧକୁ ଅରେଞ୍ଜ ଏବଂ ୪ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଉପକୂଳ ଓଡ଼ିଶାରେ କାଲିଠୁ ପାଗରେ ପରିବର୍ତ୍ତନ ଦେଖାଦେବ। ୨୨ ତାରିଖ ଯାଏଁ କାଳବୈଶାଖୀ ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

HIV
HIV: ମନ୍ତ୍ରୀ କହିଲେ - ରାଜ୍ୟର ବଢୁଛି HIV ସଂକ୍ରମିତଙ୍କ ସଂଖ୍ୟା

ରାଜ୍ୟର ବଢୁଛି HIV ଆକ୍ରାନ୍ତ ସଂଖ୍ୟା। ଗୃହରେ ବିଧାୟକ ଓମ୍ ପ୍ରକାଶ ମିଶ୍ରଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୨୦୨୧ରେ ୨ ହଜାର ୩୪୧ HIV ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦୨୨ରେ ଏହି ସଂଖ୍ୟା...

Debendra pradhan
Debendra Pradhan last Rites: ଆଜି ପଞ୍ଚଭୂତରେ ବିଲୀନ ହେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ; ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ

ସ୍ୱର୍ଗତ ପ୍ରଧାନଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍ପତି ସୁରମା ପାଢ଼ୀ ଶେଷ ଦର୍ଶନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ପରେ ସେଠାରୁ ପାର୍ଥିବ ଶରୀରକୁ ରାଜ୍ୟ ବିଜେପି ମୁଖ୍ୟାଳୟକୁ ନିଆଯାଇଯାଇଥିଲା।

bjd
ଅରୁଣ ଉଠାଇଲେ ଆଙ୍ଗୁଠି, କୃଷ୍ଣ ସରିଦେଲେ ସବୁ

ଅରୁଣ କଲେ ଟାର୍ଗେଟ୍‌ । ପୋଲ୍‌ ଖୋଲିଦେଲେ କୃଷ୍ଣ । ଆଇନ ଶୃଙ୍ଖଳାକୁ ନେଇ ମୁହାଁମୁହିଁ ହେଲେ ଦୁଇ ନେତା । ଶନିବାର ହୋଲିରେ ପାଞ୍ଚ ପାଞ୍ଚଟି ହତ୍ୟା ହୋଇଛି । ଯେତେ ସବୁ ମହାନଗର ନିଗମ ଅଛି ସେଠି ହତ୍ୟା କରାଯାଇଛି । ଏ ସରକାରକୁ ହଜାର...

bjd
ଭାଙ୍ଗିବ କଳା ସାମ୍ରାଜ୍ୟ, ଫଶିବେ ବଡ଼ ବାବୁ

EOW ଚକ୍ରବ୍ୟୁହରେ ଫସିଗଲେ ରାଜା । ଏବେ ଭୁଶୁଡ଼ିବ କଳା ସାମ୍ରାଜ୍ୟ । EOWର ଜାଲରେ ଛନ୍ଦି ହେବେ ବିଜେଡି ନେତା । ଦଳ ପରାଜୟ ପରେ ଏବେ ଯେମିତି ବିଜେଡିକୁ କାଳ ସାଜିଛନ୍ତି ରାଜା ଚକ୍ର ।

dance
ବାଜିଲା ସମ୍ୱଲପୁରୀ, ନାଚିଲା ଆମେରିକା

ଆମେରିକାରେ ଜମିଲା ଓଡ଼ିଆ ପରମ୍ପରା। ସମ୍ୱଲପୁରୀ ଓ ଓଡ଼ିଶୀର ତାଳେ ତାଳେ ଝୁମିଲେ ଦର୍ଶକ। ବିଦେଶୀ କଳାକାର ମାନଙ୍କ ଦ୍ୱାରା ଭାରତୀୟ ଗୀତରେ ବେଲା ଡିଭା ନୃତ୍ୟ ପ୍ରଦର୍ଶନ କରାଯାଇଥିଲା ।

 Rose Garden
ଆମେ ଗୋଲାପ ବଣର ରାଣୀ

ପ୍ରେମର ପ୍ରତିକ ଏ ଗୋଲାପ, ଆଜି ଏମାନଙ୍କୁ ଜଣେ ଜଣେ ରାଣୀ କରିଦେଇଛି । ମୁହଁରେ ଫୁଟୁଛି ହସ । ସମସ୍ତେ ଯେମିତି ବହୁତ ଖୁସି । ଏମାନଙ୍କ ଦୃଢ ଇଚ୍ଛା ଶକ୍ତି ଆଜି ଏମାନଙ୍କୁ ଦେଇଛି ନୂଆ ପରିଚୟ ।

Sunita Williams
୧୯ରେ ଫେରିବେ ସୁନୀତା !

ସଫଳ ହେଲା ମିଶନ। ହସ ଖୁସିରେ ଫାଟି ପଡ଼ିଲା ମହାକାଶ। ଝୁମି ଉଠିଲେ ସୁନୀତା। ମହାକାଶରେ ୯ମାସ ଫଶି ରହିବା ପରେ ଘର ବାହୁଡିବେ ।

Ration Card
ଛୋଟିଆ ଭୁଲ୍‌ ପାଇଁ କଟିଯିବ ରାସନ କାର୍ଡ

Ekyc କରିନଥିଲେ କଟିଯିବ ରାସନ କାର୍ଡ ! ସରକାର କରିବେ ସର୍ଭେ । ୩୧ ମାର୍ଚ୍ଚ ପରେ ସାମ୍‌ନାକୁ ଆସିବ ପୂରା ତଥ୍ୟ । କେଉଁମାନଙ୍କର ରାସନ କାର୍ଡ କଟିବ ଓ କେଉଁ ମାନଙ୍କର ରହିବ ସେନେଇ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ।

Cuttack
କଳିଯୁଗର ଅଭିମନ୍ୟୁ ଖୁଆଇ ଦେଲେ ଲକ୍ଷ ଲକ୍ଷ

ହୋଲି ପାଇଁ ଚାରିଆଡ଼େ ବନ୍ଦ ଥିଲା ଦୋକାନ ବଜାର ଓ ଆହାର କେନ୍ଦ୍ର। ଖାଦ୍ୟ ଟିଏ ପାଇଁ ହନ୍ତସନ୍ତ ହେଉଥିଲେ ଲୋକେ। ହେଲେ ଦେବତା ଭଳି ଆସି ହଜାର ହଜାର ଲୋକଙ୍କୁ ଭାତ ଡାଲମା ବାଣ୍ଟିଲେ ଅଭିମନ୍ୟୁ ।

Ganja
ପୋଲିସ କରୁଛି ଗଂଜେଇ ଚାଷ !

ଜଣେ ଗଂଜେଇ ମାଫିଆଙ୍କ ସହିତ ବୌଦ୍ଧ ଡି.ଭି.ଏଫର କନଷ୍ଟେବଳ ହରିଶଚନ୍ଦ୍ର ସାହୁଙ୍କ ଡିଲ୍‌ । ଖାଲି ଡିଲ୍‌ ତ ନୁହେଁ, ଏମିତି ଗଞ୍ଜେଇ ଡିଲ୍‌କୁ ନେଇ ରହିଛି ପୁଳାପୁଳା ରେକର୍ଡିଂ । ତତକାଳୀନ ଏସ.ପି ନାଗରାଜ ଡେବରକୋଣ୍ଡାଙ୍କ ସମୟର ଏ ଘଟଣା । କଥାବାର୍ତ୍ତା ମାତ୍ର ଗୋଟିଏ ମାସ...

murder
ପେଟ ଚିରିଥିଲା, ବିଷ ଫଳ ଖାଇଲା

ପେଟ ଚିରି ଖେଳିଥିଲା ରକ୍ତର ହୋଲି। ସ୍ତ୍ରୀ ଆଗରେ ସ୍ୱାମୀକୁ କଲବଲ କରି ମାରିଥିଲା। ଆଜି ଘରେ ପସି ଘୋଷାଡ଼ି ଆଣିଲା ପୋଲିସ। ଡରରେ ଡିମିରି ଫଳ ଖାଇଲା ଅଭିଯୁକ୍ତ ।

Vastu tips
Vastu Tips: ଉତ୍ତର ନା ଦକ୍ଷିଣ, ଘରର କେଉଁ କୋଣରେ ଦୀପ ଜାଳିଲେ ମିଳିଥାଏ ଶୁଭ ଫଳ?

କେବେ ବି ଘରର ଦକ୍ଷିଣ କୋଣରେ ଜଳୁଥିବା ଦୀପକୁ ରଖନ୍ତୁ ନାହିଁ। ଏହା ବହୁ ସମସ୍ୟାର ଆରମ୍ଭ ବୋଲି ଜାଣି ରଖନ୍ତୁ। କାରଣ ହିନ୍ଦୁ ଶାସ୍ତ୍ର ଅନୁଯାୟୀ, ଦକ୍ଷିଣ ଦିଗର ସମ୍ପର୍କ ଯମ ରାଜଙ୍କ ସହ ରହିଛି। ତେଣୁ ଘରର ଦକ୍ଷିଣ କୋଣରେ କେବେ ବି ଜଳୁଥିବା ଦୀପ ରଖନ୍ତୁ...

 Pradeep Majhi
Pradeep Majhi Marriage ମହଙ୍ଗା ପଡ଼ିଲା ବିବାହ; ବାଛନ୍ଦ ହେଲେ ପ୍ରଦୀପ ମାଝୀ

ମାର୍ଚ୍ଚ ୧୨ ତାରିଖ। କେନ୍ଦ୍ରାପଡାର ସୁଶ୍ରୀ ସଙ୍ଗୀତା ସାହୁଙ୍କ ହାତ ଧରିଥିଲେ ପ୍ରଦୀପ। ଗୋଆରେ ପଡିଥିଲା ହାତଗଣ୍ଠି। ହୋଇଥିଲା ଡେଷ୍ଟିନେସନ ୱେଡିଂ। ତେବେ ବରିଷ୍ଠ ବିଜେଡି ନେତାଙ୍କ ଏହି ବିବାହକୁ ପସନ୍ଦ କରିନି ଭତ୍ରା ସମାଜ। କାରଣ ତାଙ୍କ ସ୍ତ୍ରୀ ସଂଗୀତା ସାହୁ ଅନ୍ୟ ଜାତିର।

internet
Internet: ଗାଁରୁ ସହର, ସହରରୁ ଗାଁ...ସବୁଠି ଘାଇଁ ଘାଇଁ ଚାଲିବ ଇଣ୍ଟରନେଟ୍

ଜିଓ ପ୍ଲାଟଫର୍ମସ ଲିମିଟେଡ୍ ଏବଂ ଭାରତୀ ଏୟାରଟେଲ୍, ଏଲନ୍ ମସ୍କଙ୍କ ସ୍ପେସ୍ଏକ୍ସ ଷ୍ଟାରଲିଙ୍କ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସେବା ସହ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେବା ପରେ ଭାରତର ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳ ସମେତ ସାରା ଦେଶରେ ସାଟେଲାଇଟ୍ ଆଧାରିତ ବ୍ରଡବ୍ୟାଣ୍ଡ...

Murder
Husband Killed Wife: ସ୍ତ୍ରୀକୁ ହତ୍ୟା କଲା; ମୃତଦେହ ପାଖରେ ବସି କାନ୍ଦିଲା

ଚରଣ ଭକ୍ତା ଓରଫ ଫତଲୁ ୬ବର୍ଷ ପୂର୍ବେ ସବିତାଙ୍କୁ ପ୍ରେମ ବିବାହ କରିଥିଲା। ଗତକାଲି କୌଣସି କଥାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ପରିବାର ଲୋକେ ଉଭୟଙ୍କୁ ବୁଝାସୁଝା କରିଥିଲେ। ପରିବାର  ଲୋକଙ୍କ କଥା ଶୁଣିଥିଲେ। ଆଉ କେହି କାହା ସହିତ ଝଗଡ଼ା...

‘ସମ୍ବାଦ’ରୁ ସାମ୍ବାଦିକତା କ୍ୟାରିଅର ଆରମ୍ଭ କରିଥିଲେ। ପରେ ଖବରକାଗଜ ‘ସଞ୍ଚାର’ରେ କିଛି ବର୍ଷ କାମ କରିବା ପରେ ୨୦୧୫ରେ ‘ଓଡ଼ିଶା ରିପୋର୍ଟର’ରେ ଯୋଗ ଦେଇଥିଲେ। କ୍ରାଇମ୍, ରାଜନୀତି, ସ୍ପେଶାଲ ଷ୍ଟୋରି, ଫିଚର ଓ ଡେଭଲପିଂ ବିଟ୍ ନ୍ୟୁଜରେ ତାଙ୍କର ସ୍ୱତନ୍ତ୍ର ରୁଚି ରହିଛି ।