Advertisment

ପୋଲିସ କରୁଛି ଗଂଜେଇ ଚାଷ !

ଜଣେ ଗଂଜେଇ ମାଫିଆଙ୍କ ସହିତ ବୌଦ୍ଧ ଡି.ଭି.ଏଫର କନଷ୍ଟେବଳ ହରିଶଚନ୍ଦ୍ର ସାହୁଙ୍କ ଡିଲ୍‌ । ଖାଲି ଡିଲ୍‌ ତ ନୁହେଁ, ଏମିତି ଗଞ୍ଜେଇ ଡିଲ୍‌କୁ ନେଇ ରହିଛି ପୁଳାପୁଳା ରେକର୍ଡିଂ । ତତକାଳୀନ ଏସ.ପି ନାଗରାଜ ଡେବରକୋଣ୍ଡାଙ୍କ ସମୟର ଏ ଘଟଣା । କଥାବାର୍ତ୍ତା ମାତ୍ର ଗୋଟିଏ ମାସ ତଲର ।

author-image
Tapaswini Nayak

Bolangir
Advertisment
Advertisment