• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapaswini Nayak

Tapaswini Nayak

Editor

‘ସମ୍ବାଦ’ରୁ ସାମ୍ବାଦିକତା କ୍ୟାରିଅର ଆରମ୍ଭ କରିଥିଲେ। ପରେ ଖବରକାଗଜ ‘ସଞ୍ଚାର& ...more

‘ସମ୍ବାଦ’ରୁ ସାମ୍ବାଦିକତା କ୍ୟାରିଅର ଆରମ୍ଭ କରିଥିଲେ। ପରେ ଖବରକାଗଜ ‘ସଞ୍ଚାର’ରେ କିଛି ବର୍ଷ କାମ କରିବା ପରେ ୨୦୧୫ରେ ‘ଓଡ଼ିଶା ରିପୋର୍ଟର’ରେ ଯୋଗ ଦେଇଥିଲେ। କ୍ରାଇମ୍, ରାଜନୀତି, ସ୍ପେଶାଲ ଷ୍ଟୋରି, ଫିଚର ଓ ଡେଭଲପିଂ ବିଟ୍ ନ୍ୟୁଜରେ ତାଙ୍କର ସ୍ୱତନ୍ତ୍ର ରୁଚି ରହିଛି ।
 

less

Posts by Tapaswini Nayak

vastu tips
Vastu tips: ଭୁଲରେ ବି ପୂଜା ଘରେ ଏହି ଦିଗରେ ଲଗାନ୍ତୁ ନାହିଁ ଦୀପ; ନହେଲେ ...

ବାସ୍ତୁଶାସ୍ତ୍ର ଅନୁସାରେ ଭୁଲରେ ଦକ୍ଷିଣ ଦିଗକୁ ମୁହଁ କରି କେବେ ଦୀପ ଲଗାନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ। ଦକ୍ଷିଣ ଦିଗକୁ ମୁହଁ କରି ଦୀପ ଲଗାଇଲେ ଘରେ ଆର୍ଥିକ ସଙ୍କଟ ଦେଖାଯିବା ସହ କଳି ଝଗଡ଼ା ଲାଗି ରହିଥାଏ।

Loot
Female IIC Victim of Loot : ମହିଳା ଆଇଆଇସିଙ୍କ ଚିତ୍କାର; ନେଇଗଲେ ନେଇଗଲେ...

ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ମୋନାଲିସା କଚେରୀ ବଜାର ପରିବାର ମାର୍କେଟକୁ ପରିବା କିଣିବାକୁ ଆସିଥିଲେ। ମାର୍କେଟ ମଧ୍ୟ ଗହଳିଥିଲା। ଏହି ସମୟରେ ଦୁଇ ଜଣ ଲୁଟେରା ବାଇକ୍‌ରେ ଆସିଥିଲେ। ମୋନାଲିସାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇ ଚମ୍ପଟ ମାରିଥିଲେ।

Vigilance Raid
Vigilance Raid: ଜଳଛାୟା ପ୍ରକଳ୍ପ ଉପନିର୍ଦ୍ଦେଶକଙ୍କ ଘରେ ଟଙ୍କାର ପାହାଡ଼; ଦେଢ଼ କୋଟି ଜବତ

ଚଢ଼ାଉ ବେଳେ ଜୟପୁର ବାସଭବନରୁ ବିଡ଼ା ବିଡ଼ା ଟଙ୍କା ପାଇଛି ଭିଜିଲାନ୍ସ। ଠାବ ହୋଇଥିବା ଟଙ୍କା ପ୍ରାୟ ଦେଢ କୋଟି ହେବ ବୋଲି ସୂଚନା ମିଳିଛି। ଜବତ ହୋଇଥିବା ଟଙ୍କା ଦେଖି ଜଳକା ହୋଇଛନ୍ତି ଭିଜିଲାନ୍ସ ଅଧିକାରୀ।

Death person
Road Accident: ମୃତ୍ୟୁ ପରେ ବି ଅମର ମୁନି; ଆଉ କାହା ଆଖିରେ ବଞ୍ଚିବ ବାପାମାଆଙ୍କ ନିରିମାଖି

ଝିଅକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିଲେ ପରିବାର ଲୋକେ। ହେଲେ ଝିଅରମୃତ୍ୟୁ ପରେ  ଛାତିରେ ପଥର ଲଦି ନେଇଛନ୍ତି ଏକ ମହତ ନିଷ୍ପତ୍ତି। ଦୁର୍ଘଟଣାରେ ଝିଅର ମୃତ୍ୟୁ ପରେ ତାର ଚକ୍ଷୁଦାନ କରିଛନ୍ତି। ।

Barabati Match
Barabati Match: ବାରବାଟୀରେ ଇଣ୍ଡିଆ-ଇଂଲଣ୍ଡ ମ୍ୟାଚ୍; ଟିକେଟ୍ ପାଇଁ ରାତିରୁ ଲମ୍ବା ଲାଇନ

ଆସନ୍ତା ୯ ତାରିଖରେ ଖେଳାଯିବାକୁ ଥିବା ଇଣ୍ଡିଆ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଅନଲାଇନରେ ଟିକେଟ ବିକ୍ରି ସରିଥିବା ବେଳେ ଆଜିଠୁ ୨ ଦିନ ଯାଏଁ କାଉଣ୍ଟରରେ ବିକ୍ରି ହେବ ଟିକେଟ୍।

Delhi Elections
Delhi Assembly Elections: ଭୋଟ୍ ଦେଉଛି ଦିଲ୍ଲୀ; ୭୦ ସିଟ୍‌ରେ ଚାଲିଛି ମତଦାନ

୧୩ ହଜାର ୩୩ ପୋଲିଂ ବୁଥରେ ମତଦାନ କରିବେ ୧.୫୫ କୋଟି ଭୋଟର୍। ଏମାନଙ୍କ ମଧ୍ୟରେ ୮୩.୪୯ ଲକ୍ଷ ପୁରୁଷ ଭୋଟର ରହିଥିବା ବେଳେ ୭୧.୭୪ ଲକ୍ଷ ମହିଳା ଭୋଟର ରହିଛନ୍ତି।

CMO
Chief minister’s Grievance: ସିଏମଙ୍କ ତ୍ୱରିତ୍ୱ ଆକ୍ସନ; ରୋଗୀଙ୍କୁ ଦେଖୁ ଦେଖୁ ତୁରନ୍ତ ପଠାଇଲେ ହସ୍ପିଟାଲ

ଚିକିତ୍ସା ପାଇଁ ପୁଅକୁ ଧରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିଲେ ବାପା। ହେଲେ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିବା କ୍ଷଣି ମୁଖ୍ୟମନ୍ତ୍ରୀଙ୍କ ଆଖି ପଡ଼ିଥିଲା ଆଲୋକଙ୍କ ଉପରେ।

vastu tips
Vastu Tips: ଘରେ ଏହି ସ୍ଥାନରେ କଲିଂ ବେଲ୍‌ ଅଛି କି ? ତା’ହେଲେ ସାବଧାନ

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ କଲିଂ ବେଲ୍‌ ଲଗାଇଲେ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ତେବେ ଆସନ୍ତୁ ଜାଣିବା, ବାସ୍ତୁ ଶାସ୍ତ୍ର ଅନୁସାରେ ଘରର କଲିଂ ବେଲ୍‌ ଲଗାଇବା ବେଳେ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବେ।

Plane catches fire
Plane Catches Fire: ଉଡ଼ାଣ ବେଳେ ବିମାନରେ ଲାଗିଗଲା ନିଆଁ; ତା’ପରେ...

ରବିବାର ହ୍ୟୁଷ୍ଟନରୁ ୧୦୦ରୁ ଅଧିକ ଯାତ୍ରୀଙ୍କୁ ନେଇ ନ୍ୟୁୟର୍କ ଯାଉଥିଲା ୟୁନାଇଟେଡ ଏୟାରଲାଇନ୍ସ ଏକ ବିମାନ। ବିମାନଟି ଉଡ଼ାଣ ଭରିବା ବେଳେ ହଠାତ୍ ଇଞ୍ଜିନରେ ନିଆଁ ଲାଗି ଯାଇଥିଲା।

Road Accident
Road Accident: କ୍ଷଣିକ ଭିତରେ ସବୁ ଓଲଟପାଲଟ; ଚାଲିଗଲା ୫ ଜୀବନ; ୩୫ ଆହତ

ତୀର୍ଥଯାତ୍ରୀମାନେ ମହାରାଷ୍ଟ୍ରର ତ୍ରିମ୍ବକେଶ୍ୱରରୁ ଗୁଜରାଟର ଦ୍ୱାରିକା ଅଭିମୁଖେ ଯାଉଥିଲେ। ସାପୁତାରା ହିଲ୍‌ ଷ୍ଟେସନ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ଖାଲକୁ ଖସି ପଡ଼ିଥିଲା।

Delhi Assembly Election
Delhi Assembly Elections: ମୋଦିଙ୍କ ଦମ୍ଭୋକ୍ତି; ବିଦା ହେବ ଆପ ; ଆସିବ ବିଜେପି

ଆଜି ଶେଷ ଦିନରେ ଜୋରଦାର ପ୍ରଚାର କରିବେ ସବୁ ଦଳ। ସକାଳୁ ସନ୍ଧ୍ୟା ଯାଏ ଜନସଭା, ରାଲି, ରୋଡ ଶୋ, ପଦଯାତ୍ରା, ଜନସଂପର୍କ ଯାତ୍ରାରେ ପ୍ରଚାର ରାଜନୀତି ସରଗରମ ରହିବ।

Mahakumbh
Maha Kumbh Mela: ଅମୃତ ସ୍ନାନ ପାଇଁ ଉଛୁଳୁଛି ପ୍ରୟାଗରାଜ; ସଂଗମରେ ବୁଡ଼ ପକାଇଲେଣି ଲକ୍ଷ ଲକ୍ଷ ସାଧୁ ସନ୍ଥ ଓ ଶ୍ରଦ୍ଧାଳୁ

ମୌନୀ ଅମାବାସ୍ୟାରେ ଦଳା ଚକଟା ପରେ ଅମୃତ ସ୍ନାନ ପାଇଁ ଉତ୍ତରପ୍ରଦେଶ ସରକାର ବ୍ୟାପକ ବନ୍ଦୋବସ୍ତ କରିଛନ୍ତି। ଯେଭଳି କୌଣସି ଦଳାଚକଟା ଭଳି ସ୍ଥିତି ନଉପୁଜିବ ସେଥିପାଇଁ ୱାନ୍ ୱେ ବ୍ୟବସ୍ଥା କରାଯାଇଛି।

Road Accident
Road Accident: ଘନ କୁହୁଡି ହେଲା କାଳ; କଣ୍ଟେନରକୁ ଧକ୍କା ଦେଲା କଣ୍ଟେନର

ଅଗ୍ନିଶମ ବାହିନୀ ପହଞ୍ଚି ପ୍ରାୟ ଦୁଇ ଘଣ୍ଟାର ପରିଶ୍ରମ ପରେ କ୍ୟାବିନ ଭିତରେ ଚାପି ହୋଇଥିବା କଣ୍ଟେନର ଡ୍ରାଇଭରକୁ ଉଦ୍ଧାର କରିଥିଲେ।

Road Accident
Road Accident: ନିର୍ଦ୍ଦୟ ଈଶ୍ୱର; ଏକା‌ଥରେ ଲିଭେଇ ଦେଲେ ଝିଅ ଓ ବୋହୂ ମଥାର ସିନ୍ଦୂର

ମାଡ଼ି ଆସିଲା କଳା ବାଦଲ। ଏକା ଥରକେ ଲିଭିଗଲା ଝିଅ ଓ ବୋହୂ ମଥାର ସିନ୍ଦୂର। ଆମ୍ବୁଲାନ୍ସରେ ମୃତଦେହ ଘରକୁ ନେଇ ଫେରୁଥିବା ବେଳେ ଚାଲିଗଲା ୩ ଜୀବନ।

Union Budget
Union Budget 2025: ଜାଣନ୍ତୁ, ଏଥର ବଜେଟରେ କ’ଣ ହେଲା ଶସ୍ତା ଓ କ’ଣ ହେଲା ମହଙ୍ଗା ?

୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାମରଣ। ବଜେଟରେ କ’ଣ ଶସ୍ତା ହେଲା ଏହି ଘୋଷଣାକୁ ଅପେକ୍ଷା କରିଥାନ୍ତି ସବୁ ବର୍ଗର ଲୋକେ। ଲୋକଙ୍କର ଏହି ଅପେକ୍ଷାକୁ ଭରଣା କରିଛନ୍ତି ସୀତାରମଣ।

Nitish kumar
Union Budget 2025: ବଜେଟ୍‌ ୨୦୨୫, ବିହାରକୁ ବଡ଼ ଭେଟି

ଏଥିସହ ବିହାରରେ ହେବ ମଖାନା ବୋର୍ଡ। ଏଥିରେ ନିୟୋଜିତ ଲୋକଙ୍କୁ FPOs ରେ ସଂଗଠିତ କରାଯିବ। ବୋର୍ଡ ମାକାନା ଚାଷୀମାନଙ୍କୁ ତାଲିମ ସହାୟତା ଯୋଗାଇବ ଏବଂ ସମସ୍ତ ସରକାରୀ ଯୋଜନାରେ ସାମିଲ୍ କରିବା ପାଇଁ ମଧ୍ୟ କାର୍ଯ୍ୟ କରିବ।

Finance Minister Nirmala Sitharaman
Union Budget 2025: କେନ୍ଦ୍ର ବଜେଟ୍‌ରେ ଚାଷୀଙ୍କ ପାଇଁ ବଡ଼ ଘୋଷଣା; ବଢିଲା କିସାନ୍ କ୍ରେଡିଟ୍ କାର୍ଡର ଲିମିଟ୍

ବଜେଟରେ ପ୍ରଧାନମନ୍ତ୍ରୀ କୃଷି ଧନ ଜନ ଯୋଜନାକୁ ଗୁରୁତ୍ୱ ଦେବା ସହ ଅର୍ଥମନ୍ତ୍ରୀ କିସାନ୍ କ୍ରେଡିଟ୍ କାର୍ଡର ଲିମିଟ୍ କେନ୍ଦ୍ର ସରକାର ବୃଦ୍ଧି କରିଥିବା ନେଇ ଘୋଷଣା କରିଛନ୍ତି ।

Finance Minister Nirmala Sitharaman
Union Budget 2025:କେନ୍ଦ୍ର ବଜେଟ୍: ପ୍ରଧାନମନ୍ତ୍ରୀ କୃଷି ଧନ ଜନ ଯୋଜନାକୁ ଗୁରୁତ୍ୱ, ଉପକୃତ ହେବେ୧.୭ କୋଟି କୃଷକ

ଏଥର ବଜେଟ୍‌ରେ ୧୦ଟି କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି। ମଧ୍ୟମ ଶ୍ରେଣୀ ଲୋକଙ୍କ ବିକାଶକୁ ବେଶୀ ଗୁରୁତ୍ୱ ଦିଆଯାଇଛି। ପ୍ରଧାନମନ୍ତ୍ରୀ କୃଷି ଧନ ଜନ ଯୋଜନାକୁ ପ୍ରାଥମିକତା ଦିଆଯାଇଛି। ଏହାଦ୍ୱାରା ୧.୭ କୋଟି କୃଷକ ଉପକୃତ ହେବେ।

Union Budget
Union Budget 2025: ଉପସ୍ଥାପିତ ହେଲା କେନ୍ଦ୍ର ବଜେଟ୍

ଲୋକସଭାରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍‌। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ବଜେଟ ଅଭିଭାଷଣ ଆରମ୍ଭ କରିଛନ୍ତି। ଖୋଲିଛି ନିର୍ମଳାଙ୍କ ବଜେଟ୍‌ ପେଢ଼ି। ସଂସଦରେ ପେପର୍‌ ଲେସ୍‌ ବଜେଟ୍‌ ଉପସ୍ଥାପନ ହୋଇଛି।

President of india
Union Budget: ଅର୍ଥମନ୍ତ୍ରୀଙ୍କୁ ଦହି ଚିନି ଖୁଆଇଲେ ରାଷ୍ଟ୍ରପତି

ବଜେଟ ଉପସ୍ଥାପନ କରିବାକୁ ଅର୍ଥମନ୍ତ୍ରୀ ରାଷ୍ଟ୍ରପତିଙ୍କଠାରୁ ଅନୁମୋଦନ ନେଇଥିଲେ। ଏହି ସମୟରେ ରାଷ୍ଟ୍ରପତି ମୁର୍ମୁ ନିର୍ମଳା ସୀତାରମଣଙ୍କୁ ବଜେଟ ଉପସ୍ଥାପନ ପୂର୍ବରୁ ଆଶୀର୍ବାଦ କରିଥିଲେ।

‘ସମ୍ବାଦ’ରୁ ସାମ୍ବାଦିକତା କ୍ୟାରିଅର ଆରମ୍ଭ କରିଥିଲେ। ପରେ ଖବରକାଗଜ ‘ସଞ୍ଚାର’ରେ କିଛି ବର୍ଷ କାମ କରିବା ପରେ ୨୦୧୫ରେ ‘ଓଡ଼ିଶା ରିପୋର୍ଟର’ରେ ଯୋଗ ଦେଇଥିଲେ। କ୍ରାଇମ୍, ରାଜନୀତି, ସ୍ପେଶାଲ ଷ୍ଟୋରି, ଫିଚର ଓ ଡେଭଲପିଂ ବିଟ୍ ନ୍ୟୁଜରେ ତାଙ୍କର ସ୍ୱତନ୍ତ୍ର ରୁଚି ରହିଛି ।