ନୂଆ ରାଷ୍ଟ୍ରପତିଙ୍କ ଶପଥ ସମାରୋହକୁ ଦେଖିବା ପାଇଁ ୨ ଲକ୍ଷ ୨୦ ହଜାର ଟିକେଟ୍ ବିକ୍ରି ହୋଇସାରିଛି। ଟିକେଟ୍ ନଥିବା ଦର୍ଶକ ନ୍ୟାସନାଲ ମଲରୁ ଶପଥ ଉତ୍ସବ ଦେଖିପାରିବେ।
ମୋ ଶଙ୍ଖାଳି ତୁ କୁଆଡେ ଗଲୁ, ମୋ ପାଖକୁ ଫେରିଆରେ...। ଏପରି କହି ତଳେ ଲୋଟି ଯାଉଥିଲା ମା’। ବାପା ମଧ୍ୟ ପୁଅର ନିରବି ଯାଇଥିବା ଓଠକୁ ଚାହିଁ ରହିଥିଲେ, ଆଗ ଭଳି କାହିଁ ପୁଅ ବାପା ବାପା କହି ଅଝଟ କରୁନି ବୋଲି ମନେ ମନେ ଭାବି ହେଉଥିଲେ।
E-KYC ସରିବା ପରେ ନୂଆ ପୋର୍ଟାଲ ଖୋଲିଦେବୁ। ଯେଉଁମାନେ ରାସନ କାର୍ଡ ଆବେଦନ କରିବା କଥା କରିବେ। ୬ ଲକ୍ଷ ଲୋକ ରାସନ କାର୍ଡ ଆବେଦନ କରିଛନ୍ତି, ସେମାନଙ୍କର ମଧ୍ୟ ସର୍ଭେ କରାଯିବ, ତାହା ପରେ ରାସନ କାର୍ଡ ଦିଆଯିବ।
ଆଜି ବାନ୍ଦ୍ରା ପୁଲିସ ଅଟୋ ଡ୍ରାଇଭରଙ୍କୁ ପଚରାଉଚରା କରିଥିବା ଜଣାଯାଇଛି।
ମହିଳାଙ୍କ ଆଖି ଆଗରେ ଦୁର୍ଘଟଣାରେ ଚାଲିଗଲା ସ୍ୱାମୀ ଓ ଅଢ଼େଇ ବର୍ଷ ଝିଅର ଜୀବନ।
ହୋଲି, ଦୀପାବଳିରେ ମାଗଣାରେ ଗ୍ୟାସ୍ ସିଲିଣ୍ଡର ଦିଆଯିବ।
୨୦୨୪ ବର୍ଷ ପାଇଁ ସମସ୍ତେ ସଂପତ୍ତି ତାଲିକା ଦାଖଲ କରିବାକୁ ବାଧ୍ୟ। ନଚେତ୍ ଇନକ୍ରିମେଣ୍ଟ, ପଦୋନ୍ନତି, ପୁରସ୍କାର ବନ୍ଦ ରହିବ ବୋଲି ଜାରି ହୋଇଥିବା ପ୍ରେସ ରିଲିଜରେ ଉଲ୍ଲେଖ ରହିଛି।
୨ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀ KYC ଅପ୍ଡେଟ୍ କରିନାହାନ୍ତି। ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିବା ପୂର୍ବରୁ KYC ଅପ୍ଡେଟ୍ କରିଦିଅନ୍ତୁ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି।
ଆଜି ବୈକୁଣ୍ଠ ଧାମ ଆଶ୍ରମ ଭଙ୍ଗାଯିବ ବୋଲି ଗତକାଲି ବିଡିଏ ପକ୍ଷରୁ ମାଇକ ଯୋଗେ ପ୍ରଚାର କରାଯାଇଥିଲା। ଆଜି ଦିନ ୧୨ଟା ସୁଦ୍ଧା ଆଶ୍ରମରେ ଥିବା ଜିନିଷ ପତ୍ର ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲା BDA।
ବ୍ରଜ ଦାସ ଆୟକର ଫାଙ୍କିଛନ୍ତି ନା ଏହା ରୁଟିନ୍ ଚେକ୍ ପାଇଁ ରେଡ୍ ହୋଇଛି ତାହା ସ୍ପଷ୍ଟ ହୋଇ ନାହିଁ।
ଶିକ୍ଷକ ମାନଙ୍କର ମାସିକ ପାରିଶ୍ରମିକକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି।