• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapaswini Nayak

Tapaswini Nayak

Editor

‘ସମ୍ବାଦ’ରୁ ସାମ୍ବାଦିକତା କ୍ୟାରିଅର ଆରମ୍ଭ କରିଥିଲେ। ପରେ ଖବରକାଗଜ ‘ସଞ୍ଚାର& ...more

‘ସମ୍ବାଦ’ରୁ ସାମ୍ବାଦିକତା କ୍ୟାରିଅର ଆରମ୍ଭ କରିଥିଲେ। ପରେ ଖବରକାଗଜ ‘ସଞ୍ଚାର’ରେ କିଛି ବର୍ଷ କାମ କରିବା ପରେ ୨୦୧୫ରେ ‘ଓଡ଼ିଶା ରିପୋର୍ଟର’ରେ ଯୋଗ ଦେଇଥିଲେ। କ୍ରାଇମ୍, ରାଜନୀତି, ସ୍ପେଶାଲ ଷ୍ଟୋରି, ଫିଚର ଓ ଡେଭଲପିଂ ବିଟ୍ ନ୍ୟୁଜରେ ତାଙ୍କର ସ୍ୱତନ୍ତ୍ର ରୁଚି ରହିଛି ।
 

less

Posts by Tapaswini Nayak

/operation-sindoor
Indian Army Sindur Operation: ସିନ୍ଦୂରର ବଦଲା ନେଲା ଅପରେସନ ସିନ୍ଦୂର; ଥରିଲା ପାକିସ୍ତାନ

ପାକିସ୍ତାନ ଏବଂ ପିଓକରେ ହୋଇଛି ରାତି ଅଧିଆ ଏୟାରଷ୍ଟ୍ରାଇକ୍। ସିନ୍ଦୂରା ଫାଟିବା ପୂର୍ବରୁ ପାକିସ୍ତାନ ଛାତିରେ ଖସିଛି ମିସାଇଲ୍। ୯ଟି ଲୋକେସନରେ ହୋଇଛି ପ୍ରଚଣ୍ଡ ହମଲା।

Airstrike
India's Retaliation Against Pakistan Militants:‘ମୋ ସିନ୍ଦୂରର ବଦଲା ନେଇଛନ୍ତି ମୋଦି ସରକାର’

ପାକିସ୍ତାନ ଉପରେ ଭାରତର ଏୟାରଷ୍ଟ୍ରାଇକ ପରେ ସେ କହିଛନ୍ତି, ପହଲଗାମ ହମଲା ପରେ ଆମେ ଭାବୁଥିଲୁ ସରକାର କାହିଁକି ବଦଲା ନେଉନାହାନ୍ତି।

Modi
India Airstrike Pakistan: ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକ; ଅପରେସନ ଦେଖୁଥିଲେ ମୋଦି

ଗତକାଲି ମଧ୍ୟରାତ୍ରିରେ ପାକିସ୍ତାନ ଛାତିରେ ଭାରତ କରିଥିଲା ବଡ଼ ଏୟାରଷ୍ଟ୍ରାଇକ୍ । ପାକ୍ ଅଧିକୃତ କାଶ୍ମୀରରେ କରିଥିଲା ପ୍ରଚଣ୍ଡ ହମଲା । ଲଢୁଆ ଯୁଦ୍ଧ ବିମାନ ଓ ମିସାଇଲ ଯୋଗେ ଆତଙ୍କୀ ଶିବିରରେ ବଡ଼ ଆଟାକ୍‌ କରିଥିଲେ ଭାରତୀୟ ସେନା ।

NHRC
Nepali Student Tragic Death Incident: କିଟ୍‌ରେ ପୁଣି ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା; ଏପରି କହିଲେ NHRC

କିଟ୍ ବିଶ୍ୱବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା ବାବଦରେ ଅବଗତ ଥିବା ଜାତୀୟ ମାନବାଧିକାର କମିଶନ(NHRC) ସଦସ୍ୟ ପ୍ରିୟଙ୍କ କାନୁନଗୋ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି

Kitt
Mysterious Deaths at KIIT: ‘କିଟ୍‌ରେ ଅଛି ମୃତ୍ୟୁର ଅନ୍ଧାରୀ କୋଠରୀ; ଖାଲି ମରୁଛନ୍ତି ଛାତ୍ରୀ’

କିଟ୍‌ରେ ପୁଣି ନେପାଳୀ ଛାତ୍ରୀଙ୍କୁ ମୃତ୍ୟୁ ସାରା ଦେଶରେ ସୃଷ୍ଟି କରିଛି ହଇଚଇ। ପୁଣି ଅଶାନ୍ତ ହୋଇ ପଡ଼ିଛି କିଟ୍‌ କ୍ୟାମ୍ପସ। ପୀଡ଼ିତାଙ୍କୁ ନ୍ୟାୟ ଓ ନିରପେକ୍ଷ ତଦନ୍ତ ପାଇଁ କରାଯାଉଛି ପ୍ରତିବାଦ।

Gold
Gold Price Decrease in Bhubaneswar: ଦିନକୁ ଦିନ ଶସ୍ତା ହେଉଛି ସୁନା; ଆଜି ବି କମିଲା

ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୨୦୦ଟଙ୍କା ହ୍ରାସ ପାଇଛି । ୨୪ କ୍ୟାରେଟ୍ ସୁନା ୨୨୦ ଟଙ୍କା କମିଛି । ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୫,୭୩୦ଟଙ୍କା ରହିଥିଲା।

Death
Tragic Accident in Nahar Village Delhi: ନିର୍ଦ୍ଦୟ ଦଇବ; ସୁନାର ସଂସାରକୁ କରିଦେଲା ଚୁନା

ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁ ଦିଲ୍ଲୀରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତାଘାଟରେ ଗାଡ଼ିମୋଟର ଅଟକି ରହିବା ସହ ରାସ୍ତା ଉପରେ ଲହଡି ମାରୁଛି ପାଣି। ଏଥିସହ ଯାତାୟାତ ବାଧାପ୍ରାପ୍ତ ହୋଇଛି।

Kiit
Nepali Student's Death in KIIT: କିଟ୍‌ କାଣ୍ଡ; ନେପାଳ ବୈଦେଶିକ ମନ୍ତ୍ରୀ କହିଲେ, କୂଟନୈତିକ ପଦକ୍ଷେପ ଆରମ୍ଭ କରିଛୁ

ନେପାଳ ବୈଦେଶିକ ମନ୍ତ୍ରୀ ନିଜ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ଏହି ଘଟଣା ଆମକୁ ଗଭୀର ଦୁଃଖ ଦେଇଛି। କାହିଁକି ଛାତ୍ରୀ ଜଣଙ୍କର ମୃତ୍ୟୁ ଘଟିଲା, ତାର ସତ୍ୟାସତ୍ୟ ଯାଞ୍ଚ କରାଯାଉ।'

Rain
Heavy Rain Disrupts Delhi: ରାଜଧାନୀକୁ ରେଡ୍‌ ଆଲର୍ଟ; ଝଡ଼ବର୍ଷା ହେବ, ୭୦ରୁ ୮୦ କିମି ବେଗରେ ବୋହିବ ପବନ

ବର୍ଷା ଯୋଗୁ ଯୋଗୁ ବିମାନ ସେବା ପ୍ରଭାବିତ ହୋଇଛି। ୪୦ଟି ବିମାନର ଗତିପଥ ପରିବର୍ତ୍ତନ ହୋଇଥିବା ବେଳେ ୧୦୦ରୁ ଅଧିକ ବିମାନର ଚଳାଚଳରେ ବିଳମ୍ବ ହୋଇଛି।

paradeep
New Airport in Paradip: ପାରାଦୀପରୁ ଉଡ଼ିବ ବିମାନ; ଯୋଜନା କରୁଛନ୍ତି ରାଜ୍ୟ ସରକାର

ଢେଙ୍କାନାଳର ବିରାଶୋଳ ସ୍ଥିତ ଏୟାରଷ୍ଟ୍ରିପରେ ବିଜୁ ପଟ୍ଟନାୟକ ବିମାନ ଚଳାଚଳ କେନ୍ଦ୍ରର ବିକାଶ ସଂପର୍କରେ ମଧ୍ୟ ଆଲୋଚନା ହୋଇଛି । ନୋଡାଲ ଏଜେନ୍ସି ଭାବରେ ଏହି ବିକାଶ କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ପୂର୍ତ୍ତ ବିଭାଗକୁ ଦାୟିତ୍ୱ ଦିଆଯାଇଛି।

Kedarnath Temple
Kedarnath Temple Reopening Rituals: ଅପେକ୍ଷାର ଘଟିଲା ଅନ୍ତ; ଖୋଲିଲା କେଦାରନାଥ ଧାମ..ଏକାଠି ହେଲେ ଭକ୍ତ ଓ ଭଗବାନ

ଅପେକ୍ଷାର ଅନ୍ତ ଘଟିଲା। ସାଧାରଣ ଭକ୍ତଙ୍କ ପାଇଁ ଖୋଲିଲା ବିଶ୍ୱପ୍ରସିଦ୍ଧ କେଦାରନାଥ ମନ୍ଦିରର ଦ୍ୱାର। ନିର୍ଦ୍ଧାରିତ ସମୟ ୭ଟାରେ କେଦାର ଧାମ ଖୋଲିଛି। ପୂଜାର୍ଚ୍ଚନା ଓ ମନ୍ତ୍ରଧ୍ୱନୀରେ କମ୍ପିଲା ପରିବେଶ। ଏଥିପାଇଁ ଗତକାଲିଠୁ ହିଁ ଧାମରେ ପହଞ୍ଚିସାରିଛି ପ୍ରଭୁ କେଦାରନାଥଙ୍କ ପ୍ରତିମା।

SCB ଯାଏଁ ଗଡ଼ିବ ମେଟ୍ରୋ
Bhubaneswar Cuttack Metro Extension: ମନ୍ତ୍ରୀ ଦେଲେ ବଡ଼ ଅପଡେଟ୍‌: SCB ଯାଏଁ ଗଡ଼ିବ ମେଟ୍ରୋ

ମେଟ୍ରୋ ପ୍ରକଳ୍ପ ନେଇ ମିଳିଲା ବଡ଼ ଅପଡେଟ୍‌ । କଟକ ବଡ଼ ମେଡିକାଲ ଯାଏଁ ସଂପ୍ରସାରଣ ହେବ ମେଟ୍ରୋ ପ୍ରକଳ୍ପ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି।

Jump
Train Accident at Lingaraj Station: କଲେଜରୁ ଫେରିଲେ; ଟ୍ରେନ ଆଗକୁ ଡେଇଁପଡ଼ିଲେ

ଗୋତଣ୍ଡା ଗ୍ରାମ ମହାବୀର ନଗରର ବାସିନ୍ଦା ଅଜୟ ଆଚାର୍ଯ୍ୟଙ୍କ ଏକ ମାତ୍ର ପୁଅ ଥିଲେ ତପନ। ସେ ସିଭିରମଣ କଲେଜରେ ପଢ଼ୁଥିଲେ। ହେଲେ ତପନ ନିଜ ଇନଷ୍ଟ୍ରାଗ୍ରାମରେ କଲେଜର ଅନେକ ଝିଅକୁ ଅଶ୍ଲୀଳ ମେସେଜ ଦେଉଥିଲେ।

Gold
Gold Price Drop: ଅକ୍ଷୟତୃତୀୟା ପରେ ଶସ୍ତା ହେଲା ସୁନା; ଆଜି ଏତିକି କମିଲା ଦର

ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୨୦୦୦ଟଙ୍କା ହ୍ରାସ ପାଇଛି । ୨୪ କ୍ୟାରେଟ୍ ସୁନା ୨୧୮୦ ଟଙ୍କା କମିଛି । ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୭,୯୧୦ ଟଙ୍କା ରହିଥିଲା।

class Room
20-foot-long King Cobra Rescue: ଶ୍ରେଣୀଗୃହରେ ବୁଲିଲା ଅହିରାଜ; ତା’ପରେ...

କିଛି ଦିନ ହେବ ବିଦ୍ୟାଳୟ ପରିସରରେ ସାପଟି ବୁଲା ବୁଲି କରୁଥିବା ଲୋକେ ଦେଖିଥିଲେ। ଗତକାଲି ବିଦ୍ୟାଳୟ ପରିସରରେ ଥିବା ଶ୍ରେଣୀଗୃହ ଭିତରକୁ ପଶି ଆସିଥିଲା ଅହିରାଜ। ଅହିରାଜଟି ଶ୍ରେଣୀଗୃହରେ ବୁଲୁଥିବା ସ୍କୁଲ କର୍ମଚାରୀ ଦେଖିଥିଲେ।

film star
Pakistan Artists Blocked in India: ଭାରତର ଆଉ ଏକ ପ୍ରହାର; ପାକିସ୍ତାନୀ ଟପ୍ ଅଭିନେତା, ଅଭିନେତ୍ରୀ ବ୍ୟାନ୍

ପାକିସ୍ତାନ ଉପରେ ଭାରତର ଆଉ ଏକ ଆକ୍ସନ। ପାକିସ୍ତାନୀ ଟପ୍ ଅଭିନେତା, ଅଭିନେତ୍ରୀ ଭାରତରେ ବ୍ୟାନ୍। ହାନିଆ ଆମୀର, ଅଲ୍ଲୀ ଫୈଜଲ୍, ମାହିରା ଖାନଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ।

pakistan
Earthquake Hits Pakistan Amidst Tensions: ରାତିରେ ଥରିଲା ପାକିସ୍ତାନ; ଲୋକେ ଭୟଭୀତ

ଭାରତୀୟ ସମୟ ଗତକାଲି ରାତି ପ୍ରାୟ ୯ଟା ୫୮ ମିନିଟରେ ଏହି ଭୂକମ୍ପ ହୋଇଥିବା ସୂଚନା ଦେଇଛି ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି। ତେବେ ଏହି ଭୂକମ୍ପରେ କେତେ କ୍ଷୟକ୍ଷତି ହୋଇଛି, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ।

Bhitarkanika
Bhitarkanika National Park Closed for Tourists: ହିଂସ୍ର ହୋଇ ପଡ଼ୁଛନ୍ତି ବଉଳା କୁମ୍ଭୀର; ଆଜିଠୁ ଭିତରକନିକା ବନ୍ଦ

ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ। ଆଜିଠାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩ ମାସ ଧରି ପର୍ଯ୍ୟଟକଙ୍କ ପାଇଁ କେନ୍ଦ୍ରାପଡ଼ାର ଭିତରକନିକା ବନ୍ଦ ରହିବ।

supreme court
Supreme Court hearing on Pahalgam attack: ପହଲଗାମ ଆତଙ୍କୀ ହମଲା; ଆଜି ସୁପ୍ରିମକୋର୍ଟରେ ଶୁଣାଣି

କାଶ୍ମୀରର ନିବାସୀ ମହମ୍ମଦ ଜୁନୈଦ, ଫତେଶ କୁମାର ସାହୁ ଏବଂ ବିକି କୁମାରଙ୍କ ଦ୍ୱାରା ଆବେଦନ କରାଯାଇଛି। ପହଲଗାମ ଆକ୍ରମଣ ପରେ ସୀମାପାର ଆତଙ୍କବାଦକୁ ସମର୍ଥନ କରୁଥିବା ପାକିସ୍ତାନ ବିରୁଦ୍ଧରେ ଭାରତ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି।

ATM
ATM Charges in India Increased: ଲାଗୁ ହେଲା ନୂଆ ନିୟମ; ଆଜିଠୁ ମହଙ୍ଗା ହେବ ATMରୁ ଟଙ୍କା ଉଠାଣ

ବ୍ୟାଙ୍କ ନିଜର ଗ୍ରାହକଙ୍କୁ ମେଟ୍ରୋ ସହରରେ ମାସରେ ୫ ଥର ଫ୍ରି ଟ୍ରାଞ୍ଜାକ୍ସନ୍ ଲିମିଟ ଦିଆଯାଇଥିବାବେଳେ ନନ୍ ମେଟ୍ରୋ ସହରରେ ୩ ଥର ବିନା ଚାର୍ଜରେ ଟଙ୍କା ଉଠାଇହେବ । ଏହାଠାରୁ ଅଧିକ ଥର ଟ୍ରାଞ୍ଜାକସନ କଲେ ଅଧିକ ଚାର୍ଜ ଲାଗିବ।

‘ସମ୍ବାଦ’ରୁ ସାମ୍ବାଦିକତା କ୍ୟାରିଅର ଆରମ୍ଭ କରିଥିଲେ। ପରେ ଖବରକାଗଜ ‘ସଞ୍ଚାର’ରେ କିଛି ବର୍ଷ କାମ କରିବା ପରେ ୨୦୧୫ରେ ‘ଓଡ଼ିଶା ରିପୋର୍ଟର’ରେ ଯୋଗ ଦେଇଥିଲେ। କ୍ରାଇମ୍, ରାଜନୀତି, ସ୍ପେଶାଲ ଷ୍ଟୋରି, ଫିଚର ଓ ଡେଭଲପିଂ ବିଟ୍ ନ୍ୟୁଜରେ ତାଙ୍କର ସ୍ୱତନ୍ତ୍ର ରୁଚି ରହିଛି ।