• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapaswini Nayak

Tapaswini Nayak

Editor

‘ସମ୍ବାଦ’ରୁ ସାମ୍ବାଦିକତା କ୍ୟାରିଅର ଆରମ୍ଭ କରିଥିଲେ। ପରେ ଖବରକାଗଜ ‘ସଞ୍ଚାର& ...more

‘ସମ୍ବାଦ’ରୁ ସାମ୍ବାଦିକତା କ୍ୟାରିଅର ଆରମ୍ଭ କରିଥିଲେ। ପରେ ଖବରକାଗଜ ‘ସଞ୍ଚାର’ରେ କିଛି ବର୍ଷ କାମ କରିବା ପରେ ୨୦୧୫ରେ ‘ଓଡ଼ିଶା ରିପୋର୍ଟର’ରେ ଯୋଗ ଦେଇଥିଲେ। କ୍ରାଇମ୍, ରାଜନୀତି, ସ୍ପେଶାଲ ଷ୍ଟୋରି, ଫିଚର ଓ ଡେଭଲପିଂ ବିଟ୍ ନ୍ୟୁଜରେ ତାଙ୍କର ସ୍ୱତନ୍ତ୍ର ରୁଚି ରହିଛି ।
 

less

Posts by Tapaswini Nayak

congress
ବିଜେଡି କଥାରେ କଂଗ୍ରେସର ବାଦିପାଲା

ମହିଳାଙ୍କୁ ସୁରକ୍ଷା ଯୋଗାଇଦେବା କହି ବିରୋଧୀ କଂଗ୍ରେସ ଗୃହକୁ ଚଲାଇ ଦେଉନି । ମୁଲତବୀ ଆଲୋଚନା ହୋଇସାରିବା ପରେ କଂଗ୍ରେସ ଅଜବ ଯୁକ୍ତି କରୁଛି । ରାଜ୍ୟରେ ନାରୀ ଅସୁରକ୍ଷିତ କହି ତୁରନ୍ତ ହାଉସ କମିଟି କରିବାକୁ ଦାବି କରିଛି କଂଗ୍ରେସ । କାହା କଥାରେ ମାତୁଛି କଂଗ୍ରେସ...

crime
ସୁନ୍ଦରୀ ଚେହରା ଦେଖାଇ କୋଟି କୋଟି ଠକେଇ

ଏମାନେ ଖତରନାକ୍‌ ସୁନ୍ଦରୀ । ଆଖି ପିଛୁଳାକେ ଠକୁଥିଲେ କୋଟି କୋଟି । ପରିବହନ ନାଁରେ ବଡ଼ ବଡ଼ ଗାଡ଼ିକୁ କରୁଥିଲେ ହାଇଜାକ୍‌ । ଏମାନଙ୍କ ଚେହରା ଦେଖିବାକୁ ଯେତିକି ସାଧାସିଧା, ଏମାନଙ୍କ କାମ ତା’ଠୁ ବହୁତ ଭୟଙ୍କର ।

CMO
ଚିଠି ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ

ନବ ମୃତ୍ୟୁର ହେବ ପୋଷ୍ଟମର୍ଟମ । ଦୀପାଲିଙ୍କ ସହ ପରିବାର ଦେଲା ସବିଆଇ ଚିଠି । ମୁଖ୍ୟମନ୍ତ୍ରୀ ବି ଦେଲେ ନବଙ୍କ ପରିବାରକୁ ଭରସା । ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ ପ୍ରସଙ୍ଗରେ ପୂରା ପରିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଘଟଣାର...

Naba
କୁଆଡ଼େ ଗଲା ନବଙ୍କ ECG ରିପୋର୍ଟ?

ନବଙ୍କ ECG ରିପୋର୍ଟ ଉଭାନ ! ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ପରେ କରାଯାଇଥିଲା ECG । ଗୁଳି ବାଜିବା ପରେ ଭୁବନେଶ୍ବର ହସପିଟାଲକୁ ନେବା ବେଳକୁ ନବଙ୍କ ଅବସ୍ଥା କିଭଳି ଥିଲା ଜଣାପଡ଼ିଥା’ନ୍ତା ? କାହିଁକି ନବଙ୍କୁ ଘରୋଇ ହସପିଟାଲ ନିଆଯାଇଥିଲା ? କ୍ରାଇମବ୍ରାଞ୍ଚ ପ୍ରାଥମିକ...

bjd
କାହାକୁ ଡରୁଛନ୍ତି ଦୀପାଳି ?

କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ନିଜ ପରିବାର ଓ ନିଜର ସୁରକ୍ଷା ମାଗିଛନ୍ତି ଦୀପାଳି ? ସିବିଆଇ ତଦନ୍ତ ଦାବିକରି ଆଉ କି ତଥ୍ୟ ଦେଇଛନ୍ତି? ଭୟରେ କ’ଣ ସେତେବେଳେ କ୍ରାଇମବ୍ରାଞ୍ଚକୁ କିଛି କହିନଥିଲେ କି ? କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଦୀପାଳିଙ୍କର ବିଶ୍ୱାସ ଉଠିଯାଇଛି କି ?

Bihar
ବରକୁ ବୟସ ୪୦, କନ୍ୟାକୁ ୨୪...

ଗୀତର ତାଳେ ତାଳେ ଠୁମ୍‌କା ଲଗାଉଛନ୍ତି କନ୍ୟା । ବର ବି କନ୍ୟାର ସାଥ୍‌ ଦେଇ ଚାଲିଛନ୍ତି । ଗୀତ ବାଜୁଛି ଦୁହେଁ ବିବାହ ଖୁସିରେ ନାଚି ଚାଲିଛନ୍ତି । ଆପଣ ଭାବୁଥିବେ ଏଥିରେ କ’ଣ ଅଛି ଯେ’ ଆମେ ଆପଣଙ୍କୁ ଦେଖାଇ ଚାଲିଛୁ । ଆଉ ବର...

BJD
ବାପିଙ୍କୁ ନେଇ ବିଜେଡିରେ ବିସ୍ଫୋରଣ

ବାପିଙ୍କୁ ନେଇ ବିଜେଡିରେ ବିସ୍ଫୋରଣ । ପରାଦୀପ ବିଜେଡିରେ ଜଳୁଛି ବାପି ବିରୋଧୀ ନିଆଁ । ଅନ୍ଧାରରେ ତୁଙ୍ଗ ନେତା, ଦଳକୁ ହାଇଜାକ୍‌ କରିଛନ୍ତି ବାପି ସର୍ଖେଲ ! ବିଜୁ ଜନତା ଦଳ ଲେଖାଥିବା ଲେଟର ପ୍ୟାଡରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ବାପି ସର୍ଖେଲ, କିନ୍ତୁ ପାରାଦୀପ ବିଜେଡିର...

subhadra
Subhadra Yojana: କାହିଁକି ସୁଭଦ୍ରା ଦ୍ୱିତୀୟ କିସ୍ତିରୁ ହେଲେ ବଞ୍ଚିତ? କାରଣ କହିଲେ ପ୍ରଭାତୀ

ଦ୍ୱିତୀୟ କିସ୍ତିରୁ ବଞ୍ଚିତ ମହିଳାଙ୍କ ପାଇଁ ଆମେ ଚିନ୍ତିତ ଅଛୁ। ଯେଉଁମାନେ ପ୍ରଥମ କିସ୍ତି ପାଇଥିଲେ, ଦ୍ୱିତୀୟ କିସ୍ତି ଆସିବା ବେଳେ ତାଙ୍କ ପାଖରେ ଥିବା ରାସନ୍ କାର୍ଡକୁ ଆୟ ବର୍ଗ ଅଧିକ ଥିବାରୁ ରାସନ୍ କାର୍ଡ ଫେରାଇଛନ୍ତି।

Sunita Williams
Sunita Williams: ମହାଶୂନ୍ୟରୁ ଫେରୁଥିଲେ ସୁନୀତା; କାହିଁକି ପଢ଼ାଗଲା ହନୁମାନ ଚାଲିଶା

ସୁନୀତାଙ୍କ ଫେରିବା ପରେ ଭାରତରେ ସେଲିବ୍ରେସନ୍ କରାଯାଇଥିଲା। ସୁନୀତା ଫେରିବା ପରେ ବାଣ ଫୁଟାଇ, ମିଠା ଖାଇ ଖୁସି ମନାଇଛନ୍ତି ଗୁଜରାଟ ମେହସାନ୍ ବାସିନ୍ଦା। ସେହିପରି ଉଜୈନରେ ରାତିସାରା ଯଜ୍ଞ କରିଥିଲେ ଲୋକେ।

raja chakra
BJD leader Raja Chakra: ରାଜା ଖୋଲିବ ପେଡି; ରିମାଣ୍ଡରେ ନେବ EOW

ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ରାଜାକୁ ଗୁଡ଼ାଇ ତୁଡ଼ାଇ ଅନେକ ପ୍ରଶ୍ନ ପଚାରିବ। ରାଜା ସହ ଦୁର୍ନୀତିରେ କେଉଁମାନେ ସାମିଲ ଥିଲେ, ରାଜା ଯେଉଁ କଳା ସାମ୍ରାଜ୍ୟ ବିଛାଇଥିଲା, ସେଥିରେ ତାକୁ କେଉଁମାନେ ସହଯୋଗ କରିଥିଲେ ଏନେଇ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ। 

Matric Exam
Matric Result:ଆଜିଠୁ ମାଟ୍ରିକ ଖାତାଦେଖା,୧୨ ହଜାର ଶିକ୍ଷକ ଦେଖିବେ ଖାତା

ସମସ୍ତ ପରୀକ୍ଷା କେନ୍ଦ୍ରରେ ଜଣେ ସେଣ୍ଟର ଅବଜରଭର ନିୟୋଜିତ ହୋଇଛନ୍ତି। ଖାତା ଦେଖିବା ପରେ ନିରୀକ୍ଷକମାନେ ଅନଲାଇନ ମାଧ୍ୟମରେ ମାର୍କ ୱେବସାଇଟରେ ଅପଲୋଡ କରିବେ। ଆସନ୍ତା ମେ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ କରିବା ନେଇ ବୋର୍ଡ ଆଶା ରଖିଛି।

Naba Das
Naba Das Murder: ନବ ଦାସ ହତ୍ୟା ମାମଲା; ଝାରସୁଗୁଡ଼ା ବିମାନ ବନ୍ଦରରେ କ୍ରାଇମବ୍ରାଞ୍ଚର ଖୋଳତାଡ଼

କ୍ରାଇମବ୍ରାଞ୍ଚ ଝାରସୁଗୁଡ଼ା ବିମାନ ବନ୍ଦରର ଗେଟ୍‌ କିପରଠାରୁ ଆରମ୍ଭ କରି ଏୟାର ଲିଫ୍ଟ ସମୟରେ ଯେଉଁମାନେ ଥିଲେ ସେମାନଙ୍କୁ ପଚରାଉଚରା କରିଥିବା ଜଣାଯାଇଛି। ଆଜି ପୁଣି କ୍ରାଇମବ୍ରାଞ୍ଚ ନବଙ୍କ ଝାରସୁଗୁଡ଼ା ସ୍ଥିତ ବାସଭବନକୁ ଯାଇଛି।  

Accident
Road Accident: ପ୍ରଧାନ ଶିକ୍ଷକଙ୍କ ଉପରେ ଚଢ଼ିଗଲା ବସ୍

ପ୍ରଧାନ ଶିକ୍ଷକ ଆଜି ସକାଳେ ଏକ ବାଇକ୍ ଯୋଗେ ସ୍କୁଲ ଯାଉଥିଲେ ଦିଗପହଣ୍ଡି ଘୋଡ଼ାହାଡ଼ ମୁଖ୍ୟ ରାସ୍ତା କଇଠଖଣ୍ଡି ଛକ ନିକଟରେ ନୀଳକଣ୍ଠ ନାମକ ଏକ ଘରୋଇ ବସ୍‌ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ପ୍ରଧାନଶିକ୍ଷକ ବାଇକରୁଛିଟିକି ତଳେ ପଡ଼ି ଯାଇଥିଲେ।

Sunita Williams
Sunita Williams: ୮ ଦିନରୁ ୯ମାସ ; ମହାଶୂନ୍ୟରେ କ’ଣ ଖାଉଥିଲେ ସୁନୀତା

ସୁନୀତା ୮ ଦିନ ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ନେଇ ମହାକାଶକୁ ଯାଇଥିଲେ। ହେଲେ ତାଙ୍କୁ ମହାକାଶରେ ୯ ମାସ ରହିବାକୁ ପଡ଼ିଥିଲା। ମିଳିଥିବା ସୂଚନା ଅନୁସାରେ ସୁନୀତା ସେଠାରେ ବଭିନ୍ନ ପ୍ରକାରର ଖାଦ୍ୟ ଖାଉଥିଲେ।

CMO
Naba Das Murder: ଖୋଲିବ କି ଗୁମର; ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବଙ୍କ ପତ୍ନୀ

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରୁ ଇତିମଧ୍ୟରେ ୨ ବର୍ଷ ପୁରୁଛି । ୨୦୨୩ ମସିହା ଜାନୁଆରୀ ୨୯ ତାରିଖରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଗାନ୍ଧି ଛକରେ ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ନବ ଦାସଙ୍କ ଉପରକୁ ଗୁଳିମାଡ଼ କରାଯାଇଥିଲା। ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା...

/sunita williams
Sunita Williams: ଫେରିଲେ ସୁନୀତା; ଖୁସିରେ ନାଚିଲେ ଡଲଫିନ୍

ସବୁ ପ୍ରତୀକ୍ଷାର ଘଟିଲା ଅବସାନ। ସଫଳତାର ସହ ପୃଥିବୀ ପୃଷ୍ଠକୁ ଫେରିଲେ ସୁନୀତା ୱିଲିୟମ୍ସ। ମହାକାଶ ପରୀ ସୁନୀତାଙ୍କ ସମେତ ସାଥୀ ବୁଚ୍ ୱିଲମୋର ଏବଂ ଅନ୍ୟ ୨ ମହାକାଶଚାରୀ ସଫଳତାର ସହ ପୃଥିବୀ ପୃଷ୍ଠରେ ଅବତରଣ କରିଛନ୍ତି

Anganwadi
Anganwadi: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ; ସକାଳ ୭ଟାରୁ ୯ଟା ଅଙ୍ଗନବାଡ଼ି ଖୋଲା

ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ସଂପର୍କରେ ଗତକାଲି ଲୋକସେବା ଭବନରେ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବୈଠକରେ ସମସ୍ତ ଜିଲ୍ଲାପାଳ ଓ ବିଭାଗସ୍ତରୀୟ ଅଧିକାରୀଙ୍କୁ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ SOP ଆଧାରରେ କାମ କରିବାକୁ କୁହାଯାଇଥିଲା।

metro
Metro train In Cuttack: ବଡ଼ ଅପଡେଟ୍‌; କଟକ ଯିବ ମେଟ୍ରୋ !

ରାଜ୍ୟରେ ମେଟ୍ରୋ ପ୍ରକଳ୍ପର ଆବଶ୍ୟକତା ରହିଛି। ପୂର୍ବ ସରକାର ଏୟାରପୋର୍ଟରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋର ପରିକଳ୍ପନା କରିଥିଲେ। ଏହା କେତେଦୂର ଯୁକ୍ତିଯୁକ୍ତ ବୋଲି ମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ଲୋକେ ତ୍ରିଶୁଳିଆ ପର୍ଯ୍ୟନ୍ତ ଯାଇ କ’ଣ କରିବେ, କଟକ ପର୍ଯ୍ୟନ୍ତ ଯିବାର ଆବଶ୍ୟକତା ରହିଛି।

Elephant
Elephant Attack: ମା’ ଛେଉଣ୍ଡ ହେଲେ ୨ ପୁଅ; ମାରିଦେଲା ଦନ୍ତା

ଗତକାଲି ରାତିରେ ପୂଜା, ତାଙ୍କ ସ୍ୱାମୀ ଓ ୨ ପୁଅ ଘରେ ଶୋଇଥିଲେ। ହଠାତ୍ ବିଳମ୍ବିତ ରାତିରେ ଏକ ଦନ୍ତା କାନ୍ଥ ଭାଙ୍ଗି ଘରେ ପଶିଥିଲା। ହାତୀକୁ ଦେଖି ପରିବାର ବର୍ଗ ଭୟଭୀତ ହୋଇଥିଲେ। ନିଜ ଜୀବନ ବଞ୍ଚାଇବାକୁ ଦୌଡ଼ିଥିଲେ।

Gold Price Hike
Gold Price Hike: ୯୦ ହଜାର ଛୁଇଁଲା ସୁନା

ଆଜି ୪୪୦ ଟଙ୍କା ବଢ଼ି ୨୪ କ୍ୟାରେଟ୍ ସୁନା ଦର ୯୦ ହଜାର ଛୁଇଁଛି । ସେହିପରି ୨୨ କ୍ୟାରେଟ୍ ସୁନା ମୂଲ୍ୟ ୪୦୦ ଟଙ୍କା ବଢ଼ି ୮୨,୫୦୦ରେ ପହଞ୍ଚିଛି ।

‘ସମ୍ବାଦ’ରୁ ସାମ୍ବାଦିକତା କ୍ୟାରିଅର ଆରମ୍ଭ କରିଥିଲେ। ପରେ ଖବରକାଗଜ ‘ସଞ୍ଚାର’ରେ କିଛି ବର୍ଷ କାମ କରିବା ପରେ ୨୦୧୫ରେ ‘ଓଡ଼ିଶା ରିପୋର୍ଟର’ରେ ଯୋଗ ଦେଇଥିଲେ। କ୍ରାଇମ୍, ରାଜନୀତି, ସ୍ପେଶାଲ ଷ୍ଟୋରି, ଫିଚର ଓ ଡେଭଲପିଂ ବିଟ୍ ନ୍ୟୁଜରେ ତାଙ୍କର ସ୍ୱତନ୍ତ୍ର ରୁଚି ରହିଛି ।