• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapaswini Nayak

Tapaswini Nayak

Editor

‘ସମ୍ବାଦ’ରୁ ସାମ୍ବାଦିକତା କ୍ୟାରିଅର ଆରମ୍ଭ କରିଥିଲେ। ପରେ ଖବରକାଗଜ ‘ସଞ୍ଚାର& ...more

‘ସମ୍ବାଦ’ରୁ ସାମ୍ବାଦିକତା କ୍ୟାରିଅର ଆରମ୍ଭ କରିଥିଲେ। ପରେ ଖବରକାଗଜ ‘ସଞ୍ଚାର’ରେ କିଛି ବର୍ଷ କାମ କରିବା ପରେ ୨୦୧୫ରେ ‘ଓଡ଼ିଶା ରିପୋର୍ଟର’ରେ ଯୋଗ ଦେଇଥିଲେ। କ୍ରାଇମ୍, ରାଜନୀତି, ସ୍ପେଶାଲ ଷ୍ଟୋରି, ଫିଚର ଓ ଡେଭଲପିଂ ବିଟ୍ ନ୍ୟୁଜରେ ତାଙ୍କର ସ୍ୱତନ୍ତ୍ର ରୁଚି ରହିଛି ।
 

less

Posts by Tapaswini Nayak

factory
Illegal Gun Factory: ଗୁହାଳ ପାଖରେ ବନ୍ଧୁକ କାରଖାନା; ଚେର ଖୋଜୁଛି କ୍ରାଇମବ୍ରାଞ୍ଚ STF

କଟକ ବୟାଳିଶି ମୌଜାରେ ବେଆଇନ ବନ୍ଧୁକ କାରଖାନା ଚାଲିଥିବା କ୍ରାଇମବ୍ରାଞ୍ଚ STF କୌଣସି ସୂତ୍ରରୁ ଖବର ପାଇଥିଲା। ଆଜି ଭୋରରୁ କ୍ରାଇମବ୍ରାଞ୍ଚ STF ଏହି କାରଖାନା ଉପରେ ଚଢ଼ାଉ କରିଥିଲା । ଏକ ଚାଳ ଘର ଭିତରେ ଚାଲିଥିଲା ବନ୍ଧୁକ ତିଆରି । ଘଟଣା ସ୍ଥଳରୁ ବନ୍ଧୁକ ତିଆରି...

Puri Temple
Puri Srimandir: ଶ୍ରୀମନ୍ଦିର ଉତ୍ତରଦ୍ୱାର ବାହାରେ ଖୋଲିବ ଅନ୍ନକ୍ଷେତ୍ର!

ଆଜି ସକାଳେ ପ୍ରଥମେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଶ୍ରୀଗୁଣ୍ଡିଚା ମନ୍ଦିର, ଶ୍ରୀଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନ ଓ ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ ସେଣ୍ଟର ବୁଲି ଦେଖିଥିଲେ ଗଜପତି ମହାରାଜ ।

Hostage Liberation:
Hostage Liberation: ପାକିସ୍ତାନ ଟ୍ରେନ ହାଇଜାକ: ସବୁ ଆତଙ୍କୀ ନିପାତ

କୋଏଟାରୁ ପେଶାୱାର ଯାଉଥିବା ଜାଫର ଏକ୍ସପ୍ରେସକୁ ନିଜ ଅକ୍ତିଆରକୁ ନେଇ ନିଜର କିଛି ରାଜନୈତିକ ବନ୍ଦୀଙ୍କୁ ମୁକୁଳାଇବାକୁ ଦାବି କରିଥିଲା ବଲୁଚ୍ ଲିବରେସନ୍ ଆର୍ମି। ବଲୁଚ୍ ଲିବରେସନ୍ ଆର୍ମିଠାରୁ ଲୋକଙ୍କୁ ମୁକୁଳାଇବାକୁ ପାକିସ୍ତାନ ସେନା ସ୍ଥଳ ଓ ଆକାଶମାର୍ଗରୁ ହମଲା କରିଥିଲା।

biju-babu
Biju Patnaik Politics: ବିଜୁଙ୍କ ଲିଭି ନଥିଲା ଜୁଇ, ହୋଟେଲରେ ନବୀନ ଖାଉଥିଲେ ମାଉଁସ

ଯେଉଁମାନେ ବିଜୁଙ୍କ ଦୟାଦ କହୁଛନ୍ତି ସେମାନେ ବାଘଛାଲ ପିନ୍ଧି ଦେଖେଇ ହେଉଛନ୍ତି। ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ମୁଲତବୀ ଆଲୋଚନା ବେଳେ ବିଜେଡିକୁ ଟାର୍ଗେଟ କରି ଏମିତି କହିଛନ୍ତି । ରାଜ୍ୟ ସରକାର ବିଜୁ ଜୟନ୍ତୀ ବନ୍ଦ କରିବା ନେଇ ନିଜେ ବିଜେଡି ଆଣିଥିଲା ମୁଲତବୀ ପ୍ରସ୍ତାବ । ହେଲେ ପ୍ରସ୍ତାବ...

Thakurani yatra
Budhi Thakurani Yatra: ଏପ୍ରିଲ ୩ରୁ ମା’ ବୁଢୀ ଠାକୁରାଣୀ ଯାତ୍ରା; ଆସିଲା ଶୁଭ ଖୁଣ୍ଟି

ମଧ୍ୟରାତ୍ରରେ ପାରମ୍ପାରିକ ବାଦ୍ୟ ତୂରୀ ଓ ମହୁରୀ ବାଜାରେ ପ୍ରକମ୍ପିତ ହୋଇଥିଲା ଅଞ୍ଚଳ। ପରେ ମା’ଙ୍କୁ ଆମନ୍ତ୍ରଣ ପାଇଁ ହଜାର ହଜାର ଭକ୍ତ ଶୁଭ ଖୁଣ୍ଟି ସହ ବୁଢୀ ଠାକୁରାଣୀ ମନ୍ଦିରକୁ ଯାଇ ମାଆଙ୍କୁ ନିମନ୍ତ୍ରଣ ଦେଇଥିଲେ। ଆଉ ରାତ୍ର ପ୍ରାୟ ଗୋଟାଏ ୩୦ ମିନିଟରେ ମା’ଙ୍କ ଶୁଭ...

pradeep-majhi
Pradeep Majhi Marriage: ମନ ଚୋରି କରିଥିଲେ ସାମ୍ବାଦିକା; ଏବେ ସରିଲା ବାହାଘର

କଥାରେ ଅଛି ପ୍ରେମ ମାନେନି ବନ୍ଧବାଡ଼, ମାନେନି ବୟସର ପରିସୀମା । ବର୍ତ୍ତମାନ ପ୍ରଦୀପଙ୍କୁ ୪୯ ବର୍ଷ ବୟସ ହୋଇଥିବାବେଳେ ତାଙ୍କର ଏହି ବିବାହ ଚର୍ଚ୍ଚାର ବିଷୟ ପାଲଟିଛି । ସବୁଠାରୁ ବଡ଼ କଥା ହେଉଛି, ଉଭୟ ସୁଶ୍ରୀ ଓ ପ୍ରଦୀପ ଗୋଆରେ ୱେଡିଂ ସୁଟ୍‌ ମଧ୍ୟ କରିଛନ୍ତି।

Weather
Heat Wave: ଜଳିବ ପଶ୍ଚିମ ଓଡ଼ିଶା; ୪ଦିନ ପାଇଁ ହିଟ୍ ୱେଭ୍ ୱାର୍ଣ୍ଣିଂ

ହୋଲିରେ ବି ଅନୁଭବ ହେବ ଟାଇଁ ଟାଇଁ ଖରା। ୧୩ରୁ ୧୬ ତାରିଖ ୪ ଦିନ ପାଇଁ ୟେଲୋ ସହ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ପାଇଁ ବଲାଙ୍ଗିର,ବୌଦ୍ଧ, ସମ୍ବଲପୁର ଓ ଝାରସୁଗୁଡା ସହ ଆଭ୍ୟନ୍ତରୀଣ ଓଡ଼ିଶାର ୪ ଜିଲ୍ଲା ପାଇଁ ୟେଲୋ ସତର୍କତା...

Mobile Ban
Mobile Restriction Lifted: ନିଷ୍ପତ୍ତି ବଦଳାଇଲେ ସରକାର; ସାମ୍ବାଦିକଙ୍କ ଉପରୁ ହଟିଲା ମୋବାଇଲ କଟକଣା

ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ସାମ୍ବାଦିକଙ୍କ ଉପରେ ଲଗାଯାଇଥିବା ମୋବାଇଲ କଟକଣା ହଟାଯାଇଛି। ସାମ୍ବାଦିକମାନେ ପ୍ରେସ୍ ଗ୍ୟାଲେରୀକୁ ମୋବାଇଲ ନେଇପାରିବେ। ହେଲେ ମିଡିଆ ଗ୍ୟାଲେରୀରେ ବସି ଫଟୋଗ୍ରାଫି ଓ ଭିଡିଓ ରେକର୍ଡିଂ କରିପାରିବେ ନାହିଁ।

 Babusan
Babushan Mohanty: କାହିଁକି ମୁଣ୍ଡନ ହେଲେନି ବାବୁସାନ୍‌; ମୁହଁ ଖୋଲିଲେ ରବି ମିଶ୍ର

ଗତ ୨୭ ତାରିଖ ରାତିରେ ଦିଲ୍ଲୀ ମେଦାନ୍ତ ହସ୍ପିଟାଲରେ ୬୭ବର୍ଷ ବୟସରେ ଉତ୍ତମ ମହାନ୍ତିଙ୍କ ପରଲୋକ ହୋଇଥିଲା । ଦୀର୍ଘ ୪ଦଶନ୍ଧୀ ଧରି ଅଭିନୟର ଯାଦୁରେ ଓଡ଼ିଶାର ଘରେ ଘରେ ପରିଚିତ ଥିଲେ ଉତ୍ତମ । ଓଡ଼ିଆ ସିନେମା ପ୍ରତି ତାଙ୍କ ଅବଦାନ ଚିର ସ୍ମରଣୀୟ ହୋଇ ରହିବ...

Weather
Heat Wave: ଅସମ୍ଭାଳ ତାତି; ସାଢ଼େ ୧୧ଟା ସୁଦ୍ଧା ୩୭ ଡିଗ୍ରୀ ଟପିଲା ପାରଦ

ସାଢ଼େ ୧୧ ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୩୭.୨ ଡିଗ୍ରୀ ରେକର୍ଡ କରାଯାଇଛି। ଗତକାଲି ଏହି ସମୟରେ ଝାରସୁଗୁଡ଼ା ୩୩.୬ ଡିଗ୍ରୀ ଥିଲା।

Odisha Assembly
Mobile Ban: ବିଧାନସଭାରେ ସାମ୍ବାଦିକଙ୍କୁ ମୋବାଇଲ୍ ମନା

ଗତକାଲିର ଘଟଣା ପରେ, ବୁଧବାର ସାମ୍ବାଦିକମାନେ ଯେତେବେଳେ ବିଧାନସଭା ପ୍ରଶ୍ନକାଳକୁ ପ୍ରସାରଣ କରିବାକୁ ବିଧାନସଭାରେ ପହଞ୍ଚିଥିଲେ, ସେହି ସମୟରେ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏକ ଲଫାପା ଦିଆଯାଇଥିଲା। ଏହି ଲଫାପାରେ ଫୋନ୍ ରଖି ପ୍ରେସ୍ ଗ୍ୟାଲେରୀକୁ ଯିବା ପାଇଁ କୁହାଯାଇଥିଲା

marriage
Pradeep Majhi Marriage: ବାଜିବ ସାହାନାଇ; ଆଜି ସୁଶ୍ରୀଙ୍କ ହାତ ଧରିବେ ପ୍ରଦୀପ

ଗୋଆରେ ଡେଷ୍ଟିନେସନ ୱେଡିଂ କରିବେ ନବରଙ୍ଗପୁରର ପୂର୍ବତନ ସାଂସଦ। ଏହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ତାଙ୍କ ପ୍ରିୱେଡିଂ ଫଟୋ ସୁଟ୍‌ ବି ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Train Hijacked
Hostage Liberation: ପାକିସ୍ତାନରେ ଟ୍ରେନ ହାଇଜାକ୍: ମୁକ୍ତ ହେଲେ ୧୦୪ ପଣବନ୍ଦୀ

ଗତକାଲି ଜାଫର ଏକ୍ସପ୍ରେସ ଟ୍ରେନରୁ ଅପହରଣ କରିଥିଲେ ଆତଙ୍କବାଦୀ। ଟ୍ରେନଟି  କୋଏଟାରୁ ପେଶାୱର ଯାଉଥିବା ବେଳେ ବେଲୁଚି ଲିବରେସନ ଆର୍ମିର ଆତଙ୍କବାଦୀ ହାଇଜାକ୍ କରିଥିଲେ। ଟ୍ରେନକୁ ଟନେଲ ନମ୍ବର ୮ ପାଖରେ ବାଲୋଚ ଲିବରେସନ ଆର୍ମିର ଅସ୍ତ୍ରଶସ୍ତ୍ରଧାରୀ ଆତଙ୍କୀ ଅଟକାଇଥିଲେ।

 Anubhab Mohanty Marriage
Anubhab Mohanty Marriage: ପଡ଼ିଲା ହାତଗଣ୍ଠି: ଜାଗୃତିଙ୍କ ହାତ ଧରିଲେ ଅନୁଭବ

ଦିଲ୍ଳୀର ତ୍ୟାଗରାଜ ନିକଟରେ ଥିବା ଜଗନ୍ନାଥ ମନ୍ଦିରରେ ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତିଙ୍କ ବିବାହ ସମ୍ପନ୍ନ ହୋଇଛି । ପୂର୍ବରୁ ବାନ୍ଧବୀ କୁହାଯାଉଥିବା ଜାଗୃତି ଶୁକ୍ଳାଙ୍କ ହାତ ଧରିଛନ୍ତି ଅନୁଭବ ।

PMO
Mauritius’ highest honour: ମୋଦିଙ୍କୁ ମିଳିବ ମରିସସର ସର୍ବୋଚ୍ଚ ସମ୍ମାନ

ଆସନ୍ତାକାଲି ମରିସସ୍ ଜାତୀୟ ଦିବସରେ ମୋଦି ଦ୍ୱିତୀୟ ଥର ପାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏହା ପୂର୍ବରୁ ଗତକାଲି ଏକ ଭବ୍ୟ କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଯେଉଁମାନେ ମହାକୁମ୍ଭଙ୍କୁ ଯାଇ ପାରିନାହାନ୍ତି, ସେମାନଙ୍କ ପାଇଁ ସଙ୍ଗମ ଜଳ ଆଣିଛି ।

Weather
Heat Wave: ୨ଦିନ ନିଆଁ ବର୍ଷା; ସତର୍କ କରାଇଲା ପାଣିପାଗ କେନ୍ଦ୍ର

ଆଜି ବି ପ୍ରବଳ ଗ୍ରୀଷ୍ଣ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ହେବ। ଅଧା ଓଡ଼ିଶାରେ ପାରଦ ୪୦ ଡିଗ୍ରୀ ପାର କରିବା ସମ୍ଭାବନା ରହିଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ସାଢ଼େ ୩ଟା ଭିତରେ ଯେତେଦୂର ସମ୍ଭବ ଘରୁ ପଦାକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି।

Fire
Fire Breaks Out: ବଡ଼ ଅଘଟଣ; କାର୍‌ ସହ ଜଳିଗଲେ ଡ୍ରାଇଭର

ଆଜି ସକାଳେ କାର୍‌ଟି ପାରାଦୀପ ସହର ଉପକଣ୍ଠ ହାତୀଟାଙ୍କି ନିକଟରେ ହୁତୁହୁତୁ ଜଳୁଥିଲା। ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳେ ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା।

Encounter
Police Encounter: ବାୟାସକୁ ଏନକାଉଣ୍ଟର; ଗୋଡ଼ରେ ବାଜିଛି ଗୁଳି

ଆଜି ଭୋର ୪ଟା ସମୟରେ ବାୟାସ ବିଶ୍ରା ଥାନା ଅକ୍ଷୟଶିଳା ଜଳ ପ୍ରପାତ ଅଞ୍ଚଳରେ ଥିବା ରାଉରକେଲା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ପୋଲିସ ସେହି ସ୍ଥାନରେ ଛକି ରହିଥିଲା। ପୋଲିସକୁ ଦେଖି ପ୍ରଥମେ ବାୟାସ ଗୁଳି ଚାଳନା କରିଥିଲା।

 Uttam Mohanty
ବୁଲୁଛି ଅଟୋ ଜଳୁଛି ଉତ୍ତମଙ୍କ ଦୀପ

ସାହି ଗଳିରେ ବୁଲୁଛି ଅଟୋ। ଜଳୁଛି ଦୀପ। ଲାଗିଛି ଅଭିନେତା ଉତ୍ତମ ମହାନ୍ତିଙ୍କ ଭଳି କି ଭଳି ଫଟୋ। କେତେବେଳେ ତୋ ବିନା ଆଉ ଭଲ ଲାଗେନା କିଛି... ଗୀତ ବାଜୁଛି ତ ଆଉ କେତେବେଳେ ବାଜୁଛି ତୁ ମୋର ସ୍ୱପ୍ନର ସୁନେଲି ସନ୍ଧ୍ୟା...।

Nayagrah
ବାପା ନାଁ ସଇତାନ?

 ବାପା ଆମକୁ କାହିଁକି ମାରିଲ...ଆମେ କ’ଣ ଏତେ ଖରାପ ଥିଲୁ। ମା’ ମରିଯିବା ପରେ ତମେ ନୂଆ ମା’ ଆଣିବାକୁ କହିଲ, ଦ୍ୱିତୀୟ ବିବାହ ପାଇଁ ଜିଦ ଧରିଲ। ଆଉ ଆମେ ମନା କରିବାରୁ ଆମକୁ ସବୁଦିନ ପାଇଁ ଶୁଆଇଦେଲ

‘ସମ୍ବାଦ’ରୁ ସାମ୍ବାଦିକତା କ୍ୟାରିଅର ଆରମ୍ଭ କରିଥିଲେ। ପରେ ଖବରକାଗଜ ‘ସଞ୍ଚାର’ରେ କିଛି ବର୍ଷ କାମ କରିବା ପରେ ୨୦୧୫ରେ ‘ଓଡ଼ିଶା ରିପୋର୍ଟର’ରେ ଯୋଗ ଦେଇଥିଲେ। କ୍ରାଇମ୍, ରାଜନୀତି, ସ୍ପେଶାଲ ଷ୍ଟୋରି, ଫିଚର ଓ ଡେଭଲପିଂ ବିଟ୍ ନ୍ୟୁଜରେ ତାଙ୍କର ସ୍ୱତନ୍ତ୍ର ରୁଚି ରହିଛି ।