• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapaswini Nayak

Tapaswini Nayak

Editor

‘ସମ୍ବାଦ’ରୁ ସାମ୍ବାଦିକତା କ୍ୟାରିଅର ଆରମ୍ଭ କରିଥିଲେ। ପରେ ଖବରକାଗଜ ‘ସଞ୍ଚାର& ...more

‘ସମ୍ବାଦ’ରୁ ସାମ୍ବାଦିକତା କ୍ୟାରିଅର ଆରମ୍ଭ କରିଥିଲେ। ପରେ ଖବରକାଗଜ ‘ସଞ୍ଚାର’ରେ କିଛି ବର୍ଷ କାମ କରିବା ପରେ ୨୦୧୫ରେ ‘ଓଡ଼ିଶା ରିପୋର୍ଟର’ରେ ଯୋଗ ଦେଇଥିଲେ। କ୍ରାଇମ୍, ରାଜନୀତି, ସ୍ପେଶାଲ ଷ୍ଟୋରି, ଫିଚର ଓ ଡେଭଲପିଂ ବିଟ୍ ନ୍ୟୁଜରେ ତାଙ୍କର ସ୍ୱତନ୍ତ୍ର ରୁଚି ରହିଛି ।
 

less

Posts by Tapaswini Nayak

Holi
Holi safety Tip: ହୋଲି ଖେଳ ବେଳେ କ’ଣ କରିବା କ’ଣ ନାହିଁ

ଆଜି ରଙ୍ଗର ପର୍ବ ହୋଲି। ସାରା ରାଜ୍ୟରେ ତଥା ଦେଶର ବିଭିନ୍ନ ସ୍ଥାନରେ ଆଜି ଏହି ନିଆରା ପର୍ବକୁ ପାଳନ କରୁଛନ୍ତି ଲୋକେ। ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ଜଣେ ଅନ୍ୟ ଜଣକୁ ରଙ୍ଗ ଲଗାଇ ନିଜ ଭଲ ପାଇବା ପରିପ୍ରକାଶ କରୁଛନ୍ତି। ପରିବାର, ବନ୍ଧୁ, ପ୍ରିୟଜନଙ୍କୁ ନେଇ...

Accident in odisha
Road Accident: ଏମିତି ଆସେ ମୃତ୍ୟୁ; ଝିଅ ଘର ସାମ୍ନାରେ ଚାଲିଗଲା ବାପାମା’, ଭାଇର ଜୀବନ

ଆଜି ସକାଳେ ବାପାମା’ ଓ ପୁଅ ଏକ ବାଇକ୍‌ରେ ଝିଅ ଘରକୁ ବାହାରି ଥିଲେ। ଝିଅ ଘରେ ପହଞ୍ଚିଲେ ସମସ୍ତେ ହୋଲି ଖେଳିବେ। ଏଥିପାଇଁ ସମସ୍ତେ ଖୁସିରେ ଥିଲେ। ହେଲେ ସେମାନଙ୍କ ଖୁସି ବେଶୀ ସମୟ ରହିନଥିଲା। ଯେପରି ସେହି ଖୁସିରେ କାହାର ନଜର ଲାଗି ଯାଇଥିଲା।

Holi
Restrictions: ହୋଲିରେ କଟକଣା; ଦିନ ଗୋଟାଏ ସୁଦ୍ଧା ସାର ରଙ୍ଗ ଖେଳ

ହୋଲି ପାଇଁ କଟକ ସହରରେ ୨୨ ପ୍ଲାଟୁନ୍ ପୋଲିସ୍ ମୁତୟନ ହେବେ । ଏଥିସହ ସହରରେ ସମସ୍ତ ମଦ ଦୋକାନ ବନ୍ଦ ରହିବ ଏବଂ ବେଆଇନ ଭାବେ ବିକିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ଚେତାବନୀ ଦେଇଛନ୍ତି ।...

Deadbody
DeadBody: ରାଜଧାନୀରେ ଚାଞ୍ଚଲ୍ୟ; ବନ୍ଦ ଘରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଆଜି ସକାଳେ ଉଭୟଙ୍କ ମୃତଦେହ ଭଡ଼ା ଘରୁ ଉଦ୍ଧାର କରାଯାଇଥିଲା।  ତେବେ ଉଭୟଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ ସେନେଇ ସ୍ପଷ୍ଟ ହୋଇନାହିଁ। ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି। ପରିବାର ଲୋକେ ପହଞ୍ଚିଲେ ମୃତଦେହକୁ ଉଦ୍ଧାର କରି କ୍ୟାପିଟାଲ ହସପିଟାଲକୁ  ପଠାଯିବ ବୋଲି ଜଣାଯାଇଛି। 

Holi
Holi celebration: ଆଜି ରଙ୍ଗର ପର୍ବ ହୋଲି; କ’ଣ ରହିଛି ପୌରାଣିକ ଗାଥା

ପିଲାଠୁ ବୁଢା ଆଜି ସମସ୍ତେ ହୋଲି ରଙ୍ଗରେ ରଙ୍ଗୀନ ହେବେ। ପୂରା ଦେଶ ବିଭିନ୍ନ ରଙ୍ଗରେ ରଙ୍ଗୀନ ହେବ। ରଙ୍ଗ, ଅବିର ଓ ପିଚକାରୀ ସହ ଭଳି କି ଭଳି ଚଷମା ଓ ଟୋପି ଆଦି କିଣା ସରିଛି। ଶ୍ରୀମନ୍ଦିର ତଥା ବିଭିନ୍ନ ଦେବାଳୟ ମାନଙ୍କରେ ମଧ୍ୟ ହୋଲିକୁ...

 Raja Chakra
ରାଜାଙ୍କ ଟଙ୍କା ଲୁଟର ଟେକନିକ୍

ରାଜା ଚକ୍ରର କଳା ସାମ୍ରାଜ୍ୟର କାହାଣୀ। ଅଞ୍ଚଳ ବିକାଶ ନାଁରେ ୩୪ କୋଟି ହଡପ। ୩୩ କୋଟି ଟଙ୍କା ଦେଇ ଗାଁ ଲୋକଙ୍କ ମୁହଁ ବନ୍ଦ। ତେଲ ପକାଇବା ବାହାନାରେ ୯ କୋଟି ଚଳୁ। ବେଆଇନ ଭାବେ ମାଲ ଲୋଡିଂ କରି ୭୪ କୋଟି ଟଙ୍କା ଲୁଟ୍ ।

cuttack
ଉପରେ ଚାଳ, ଭିତରେ ବନ୍ଧୁକ ମାଳ ମାଳ

ନିଛାଟିଆ ଜଙ୍ଗଲ ଭିତରେ ଝାଟିମାଟିର ଘର। ବାହାରୁ ଚାଳ ଛପର ଆଉ ଭିତରେ ପୁଳା ପୁଳା ବନ୍ଧୁକ। ଚାଳ ଘରେ ଚାଳିଥିଲା ବନ୍ଧୁକ କାରଖାନା। ପୁଲିସ ଆଖିରେ ଧୂଳି ଦେଇ ବେଧଡ଼କ ବେଇଆନ ବନ୍ଧୁକ କାରଖାନା ଚଳାଇଥିଲେ ଅଭିଯୁକ୍ତ।

RohitSharma
ରୋହିତ ଶର୍ମାଙ୍କ ଦରମା କେତେ?

ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଦରମା କେତେ ? ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ କେତେ ? ହିଟମ୍ୟାନଙ୍କ ପାଖରେ କେତୋଟି ଘର ? କେତୋଟି ଗାଡ଼ି ଅଛି ?

Koraput
ସେବେ ଛାନିଆ ହେଉଥିଲେ, ଏବେ କିମିଆ ହେଉଛନ୍ତି

ଦିନେ ବନ୍ଧୁକ ଶବ୍ଦରେ ପ୍ରକମ୍ପିତ ହେଉଥିଲା ଏହି ଅଞ୍ଚଳ, ମାଓ ଗର୍ଜନରେ ଥରି ଉଠୁଥିଲା ଖଣ୍ଡମଣ୍ଡଳ। ଆଜି ସେହି ସ୍ଥାନ କି ସୁନ୍ଦର, ସବୁଜ, ଭରା ଭରା ପାଲଟି ଯାଇଛି... ଏହା ହିଁ ୧୦ ବର୍ଷ ତଳର କୋରାପୁଟ ଆଉ ଏବେର କୋରାପୁଟ ଭିତରେ ପାର୍ଥକ୍ୟ

Naveen patnaik
ଇଣ୍ଡି ମେଣ୍ଟରେ ମିଶିବେ କି ନବୀନ ?

ବିଜେଡିକୁ ବଞ୍ଚାଇବା ନେଇ ବିଜେଡି ମୁଖିଆ ନବୀନ ଦିଲ୍ଲୀ ଯାଇଛନ୍ତି କି? ଇଣ୍ଡିମେଣ୍ଟ ସାହାଯ୍ୟରେ ଦଳର ଅସ୍ତିତ୍ବ ବଞ୍ଚାଇବାକୁ ଚାହୁଁଛନ୍ତି କି ? ସମଦୂରତା କଥା କହି ବିଜେଡି ଭୁମିକା ନେଇ ପ୍ରଶ୍ନ ?

Special Story: Online Game Claims Life of Class 10 Student | Gunupur
ଅନଲାଇନ୍ ଗେମରୁ ୪ଲକ୍ଷ ଜିତିଲେ

ଦିନ ରାତି ଅନଲାଇ ଗେମ୍ ଖେଳୁଥିଲା ୧୫ ବର୍ଷର ଝିଅ। ଗେମ୍ ଖେଳି ଜିତିଥିଲା ୪ଲକ୍ଷ ଟଙ୍କା। ହେଲେ ହଠାତ ଶୌଚାଳୟରେ ଯାଇଁ ଜୀବନ ହାରିଲା

Home Guard
୩ ବର୍ଷୀୟା ଚାକିରିକୁ ୯ହଜାର ଆବେଦନ

ଅସ୍ଥାୟୀ ଚାକିରୀ କରିବା ପାଇଁ ଶିକ୍ଷିତଙ୍କ ଭିତରେ ରେସ୍। ହୋମଗାର୍ଡ ପାଇଁ ଆବେଦନ କରିବାକୁ ହାଉଜାଉ ଆଶାୟୀ। ୧୦୭ଟି ପଦବି ପାଇଁ ଆବେଦନ ଟପିଲାଣି ୯ ହଜାର। ବିଟେକ୍, ଏମଟେକ୍ ଓ ଏମସିଏ ଡିଗ୍ରୀଧାରୀ ପକାଇଛନ୍ତି ଫର୍ମ ।

Murder
ବାପା, ଜେଜେମା’ ମାରି ଝୁଲାଇଦେଲେ

ବାପାର ଦ୍ୱିତୀୟ ବିବାହରେ କଣ୍ଟା ସାଜିଥିଲେ ୨ ପୁଅ। କୁନି ପୁଅଙ୍କୁ ରାସ୍ତାରୁ ହଟାଇବାକୁ ସୈତାନ ବାପା ରଚିଥିଲା ପ୍ଲାନ। ନାତିଙ୍କ ମର୍ଡର ପ୍ଲାନରେ ନିଜ ମାଆକୁ ସାମିଲ କରିଥିଲା। ବାପା-ଜେଜେମା’ ମିଶି ଦୁଇ ଛୁଆଙ୍କୁ ଚିରନିଦ୍ରାର ଶୁଆଇଦେଲେ ।

Pakistan
ନିଶ୍ଚିହ୍ନ ହୋଇଯିବ ପାକିସ୍ତାନ!

ବଲୁଚ୍ ଲିବରେସନ୍ ଆର୍ମି ବି ବିଏଲ୍‌ଏ। ବଲୁଚିସ୍ତାନରେ ସକ୍ରିୟ ଥିବା ଚରମପନ୍ଥୀ ବା ଉଗ୍ରବାଦୀ ସଂଗଠନ। ଯାହାକୁ ପାକିସ୍ତାନ ଓ ଆମେରିକା କରିଛନ୍ତି ବ୍ୟାନ୍‌। ଏବେ ପାକିସ୍ତାନ ବେକରେ ଏମାନେ ସାଜିଛନ୍ତି କଣ୍ଟା। ଗରିଲା ଯୁଦ୍ଧ ଲଢୁଛି ବିଏଲ୍‌ଏ। ପାକିସ୍ତାନ ସେନା ଓ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ...

CMO
ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ରାଜାଙ୍କ ଉତ୍ପାତ

ମୁଖ୍ୟମନ୍ତ୍ରୀ ମୋହନଙ୍କ ଜିଲ୍ଲାରେ ରାଜାଙ୍କ ଉତ୍ପାତ। ୨୦୧୮ ମସିହାରୁ ଚଲାଇଥିଲା ତାର କଳା ସାମ୍ରାଜ୍ୟ। ଖଣି ଖାଦାନଠୁ ଆରମ୍ଭ କରି ମାଇନ୍ସ ରାକ ଲୋଡିଂ ହେଉ କି ସ୍ଲରି ପାଇପ ବିଛା କାମ ହେଉ କି ପବ୍ଲିକ ହିୟରିଂ, ସବୁ ଜାଗାରେ ରାଜାକୁ ପଡୁଥିଲା ଖୋଜା ।

Accident
Bus Accident: ୧୫ ଫୁଟ୍‌ ତଳକୁ ଖସିଲା ବସ୍; ଜଣେ ମୃତ, ୩୦ ଆହତ

ବସ୍‌ଟି ଯାତ୍ରୀମାନଙ୍କ ଚିଙ୍ଗିରିକେଲାରୁ ସୁନ୍ଦରଗଡ଼ ଅଭିମୁଖେ ଆସୁଥିଲା। ପ୍ରଥମେ ବସ୍‌ଟି ବାଇକଟି ଧକ୍କା ଦେଇଥିଲା। ପରେ ବସ୍‌ ଟି ଭାରସାମ୍ୟ ହରାଇ ୧୫ ଫୁଟ୍‌ ତଳକୁ ଖସି ପଡ଼ିଥିଲା।ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ବସ୍‌ରେ ଚାପି ହୋଇଯାଇଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିଛନ୍ତି।

pakistan
ଅନ୍ଧାରର ଉଠାଉଥିଲେ ଫାଇଦା

ଫିଲ୍ମ ଷ୍ଟାଇଲ୍‌ ରେ ଟ୍ରେନ୍‌ ହାଇଜାକ୍‌। ଅନ୍ଧାରର ଉଠାଇଲେ ଫାଇଦା। ବିସ୍ଫୋରଣ କରି ଟ୍ରାକ୍‌ ଉଡ଼ାଇଲେ। ଟନେଲ ଭିତରେ ଟ୍ରେନ୍‌ ଉପରେ କଲେ କବ୍‌ଜା। ଯାତ୍ରୀଙ୍କୁ ବନ୍ଧକ ବନାଇ ୪୮ ଘଣ୍ଟାର ଅଲ୍ଟିମେଟମ ଦେଲେ ଆତଙ୍କୀ। ଏହାପରେ ପଣବନ୍ଦୀଙ୍କୁ ମୁକୁଳାଇବା ପାଇଁ ଚାଳିଲା ରାତି ସାରା ଲଢ଼େଇ। ଜାଫର...

raja-chakra
Raja Chakra: ରାଜା ପରେ ଏବେ କାହାର ପାଳି? ଜିଲ୍ଲାପାଳ, ଏସପି ନା ନେତା

ରାଜା କାହା କାହା ସହ ଜଡ଼ିତ ଥିଲେ? ରାଜାଙ୍କୁ କିଏ କିଏ ସହଯୋଗ କରୁଥିଲେ? କୋଟିକୋଟି ଟଙ୍କା ଠକେଇ ପଛରେ ରାଜା ଚକ୍ର ଏକା ଥିଲେ ନା, ଆଉ କିଏ କିଏ ଥିଲେ? କାହା ବଳରେ ରାଜା ଏତେ କମ୍ ବୟସରେ ବଳିୟାନ ହୋଇଥିଲେ? ରାଜାଙ୍କୁ କେଉଁ କେଉଁମାନେ...

Nobel Book of World Record
Nobel Book of World Records: ନୋବେଲ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସରେ ସ୍ଥାନ ପାଇଲା ୬ ମାସର ଶିଶୁ।

କୁନିଝିଅର ଏ ବିରଳ ପ୍ରତିଭା ଦେଖି ସମସ୍ତେ ଆଶ୍ଚର୍ଯ୍ୟ। ଆଜିକାଲି ଛୋଟପିଲାଙ୍କ ଭିତରେ ମୋବାଇଲ୍ ଫୋନର ବହୁଳ ବ୍ୟବହାର ଚିନ୍ତାର ବିଷୟ ପାଲଟିଛି। ଏଭଳି ସ୍ଥିତିରେ ଅନୁଶ୍ରୀ ଓ ନିଶିକାନ୍ତଙ୍କ ପ୍ରୟାସକୁ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି।

Raja Chakra
Raja Chakra Arrested: ବିଜେଡି ନେତା ରାଜା ଚକ୍ର ଗିରଫ

ବିଜେଡି ଛତ୍ରଛାୟାରେ କଳା ସାମ୍ରାଜ୍ୟ ବିଛାଇଥିଲା ରାଜା ଚକ୍ର। ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ହେରଫେର ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲା ରାଜା। ହାଇକୋର୍ଟ ଏହି ଆଗୁଆ ଜାମିନକୁ ଖାରଜ କରିଦେଇଥିଲେ।

‘ସମ୍ବାଦ’ରୁ ସାମ୍ବାଦିକତା କ୍ୟାରିଅର ଆରମ୍ଭ କରିଥିଲେ। ପରେ ଖବରକାଗଜ ‘ସଞ୍ଚାର’ରେ କିଛି ବର୍ଷ କାମ କରିବା ପରେ ୨୦୧୫ରେ ‘ଓଡ଼ିଶା ରିପୋର୍ଟର’ରେ ଯୋଗ ଦେଇଥିଲେ। କ୍ରାଇମ୍, ରାଜନୀତି, ସ୍ପେଶାଲ ଷ୍ଟୋରି, ଫିଚର ଓ ଡେଭଲପିଂ ବିଟ୍ ନ୍ୟୁଜରେ ତାଙ୍କର ସ୍ୱତନ୍ତ୍ର ରୁଚି ରହିଛି ।