ପାଳନ ହେବ ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି । ସେପ୍ଟେମ୍ବରରେ ମୋହନ ସରକାର କରିବେ ନିଯୁକ୍ତି ମେଳା । ରାଜ୍ୟ ସରକାର ଖୁବ୍ ଶୀଘ୍ର ପ୍ରାୟ ୩୫ ହଜାର ନିଯୁକ୍ତି ପତ୍ର ବାଣ୍ଟିବାକୁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି ।
Published By: Swadesi Megha Mallhar Prusty
Last updated: 27 August 2024, 01:26 PM IST
ଆଜି ସାରା ବିଶ୍ବ ପାଳୁଛି ଆତ୍ମହତ୍ୟା ନିରୋଧ ଦିବସ। ଆତ୍ମହତ୍ୟା ରୋକିବାକୁ ଓ ସଚେତନତା ପାଇଁ ରାଜ୍ୟ ସରକାର ବି ‘ଜୀବନ ଜିନ୍ଦାବାଦ’ ନାଁରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।