ସ୍ତ୍ରୀକୁ 'ସେକେଣ୍ତ ହ୍ୟାଣ୍ତ’ ଡାକିବା ପଡ଼ିଲା ମହଙ୍ଗା । ସ୍ତ୍ରୀକୁ 'ସେକେଣ୍ତ ହ୍ୟାଣ୍ତ’ ଡାକି ଦେବେ ୩ କୋଟି ଟଙ୍କା । ଏଭଳି ରୋଚକ ଘଟଣା ଯାହା ସମସ୍ତଙ୍କୁ ଚକିତ କରିଛି ।
ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡିରେ ମିଶ୍ରଣ ପର୍ବରେ ଆଜି ସେ ସାମିଲ ହୋଇଥିଲେ ।
ରେଖା ପାତ୍ରଙ୍କ ସହ କଥା ହେଲେ ମୋଦି । ପଶ୍ଚିମବଙ୍ଗ ବଶିରହାଟର ବିଜେପି ଲୋକସଭା ପ୍ରାର୍ଥୀ ରେଖା । ସନ୍ଦେଶଖାଲି ଘଟଣାର ପୀଡିତ ରେଖା ପାତ୍ର ।
ବାଜା ବାଜାଇ । ତାଳେ ତାଳେ ଜମାଣିଆ ନାଚ ବି । କୌଣସି ବାହା କି ବ୍ରତଘର ହେଉନାହିଁ। ନିଜ ଅତି ପ୍ରିୟ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବା ଲାଗି ଏକ ଶୋଭାଯାତ୍ରା ବାହାର କରିଥିଲେ ପୁରାତନ ଛାତ୍ରଛାତ୍ରୀ ।
ରଙ୍ଗ ସଂପର୍କର, ଭାଇଚାରାର, ଆନନ୍ଦର ଓ ଉତ୍ସାହର। ଦେହରେ ରଙ୍ଗ, ମନରେ ରଙ୍ଗ। ରାସ୍ତାଘାଟ ଚାରିଆଡ଼ ଜୁଆଡ଼େ ଚାହିଁବ ବହଳ ବହଳ ରଙ୍ଗର ଆସ୍ତରଣ ।
ଆଜି ରଙ୍ଗର ପର୍ବ ହୋଲି । ହୋଲିର ରଙ୍ଗରେ ମସଗୁଲ ରାଜନେତା । ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ଏକ ମନରେ ଏକତ୍ରିତ ହୋଇ ଏହି ରଙ୍ଗର ପର୍ବକୁ ଉପଭୋଗ କରିଛନ୍ତି ।
ରିଲ୍ସ କରିବା ପାଇଁ ଆଜିକାଲିର ଯୁବପିଢି କିଛି ବି କରୁଛନ୍ତି । ସେମିତି ଏକ ଭିଡ଼ିଓ ଆଜି ଭାଇରାଲ ହେଉଛି । ୩ ଜଣ ହୋଲି ଖେଳି ଚଳନ୍ତା ସ୍କୁଟିରେ କରୁଛନ୍ତି ‘ଅଶ୍ଳୀଳ’ ଷ୍ଟଣ୍ଟ । ଦେଖନ୍ତୁ ଭିଡ଼ିଓ...
ହୋଲିରେ ଅଘଟଣ । ହୋଲି ଖେଳ ସାରି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ୩ ଜଣଙ୍କର ମୃତ୍ୟୁ ।
କେବଳ ଶ୍ରୀକ୍ଷେତ୍ର ନୁହେଁ, ଫଗୁର ଫୁଆରାରେ ଫଗୁଣ ହୋଇଛି ରଙ୍ଗୀନ । ବିମାନରେ ବସି ଗାଁକୁ ଗାଁ, ସାହିକୁ ସାହି ବୁଲିଛନ୍ତି ରାଧାକୃଷ୍ଣ ।
ବାଲେଶ୍ୱର ସହରରେ ଦିନକୁ ଦିନ ବୃଦ୍ଧି ପାଉଛି ନିଶା କାରବାର । ବ୍ରାଉନ ସୁଗାର ଠାରୁ ଆରମ୍ଭ କରି ଦେଶୀ ମଦ ଓ ଗଞ୍ଜେଇର ବେପାର ଯୋଗୁଁ ସହରର ଯୁବକ ପଥଭ୍ରଷ୍ଟ ହେଉଛନ୍ତି ।
ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଝିଅ ନିଜ ପ୍ରେମିକାର ଦୀର୍ଘ ଜୀବନ କାମନା ପାଇଁ ଭିଡ଼ିଓ କଲ୍ରେ ପୂଜା କରୁଥିବା ଦେଖିବାକୁ ମିଳୁଛି ।
ଫୋନ୍ ପେ’ରେ ଭିକ୍ଷା ବୃତ୍ତି । ଆଶ୍ଚର୍ଯ୍ୟ କଲେ ବି ସତ ! ଯାହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ଜଳ ନଷ୍ଟ କରି ଗଣିଲେ ଟଙ୍କା । ୧୦୦ କି ୨୦୦ ଟଙ୍କା ନୁହେଁ ୨୨ଟି ପରିବାର ଦେଇଛନ୍ତି ଘର ପିଛା ୫୦୦୦ ଟଙ୍କା ।
LIC Kanyadan Policy: LICର ଖାସ୍ ପଲିସିରେ ପ୍ରତିଦିନ ଆପଣ ଯଦି ୧୨୧ ଟଙ୍କା ଜମା କରନ୍ତି, ତେବେ ୨୫ ବର୍ଷରେ ଆପଣ ୨୭ ଲକ୍ଷ ଟଙ୍କା ପାଇ ପାରିବେ। ଏହି ପଲିସିର ନାଁ କନ୍ୟାଦାନ ଯୋଜନା ରଖାଯାଇଛି ।
ହୋଲିରେ ଚନ୍ଦ୍ରଗ୍ରହଣ । ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ । ୨୦୨୪ ମାର୍ଚ୍ଚ ୨୫ରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ପଡ଼ୁଛି । ଦୋଳ ପୂର୍ଣ୍ଣିମାରେ ଏହି ଚନ୍ଦ୍ରଗ୍ରହଣ ଲାଗୁଛି ।
ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି । ଆଜି ପ୍ରକାଶ ପାଇଥିବା ତାଲିକାରେ ବିଜେପି ୧୧୧ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି । ଓଡ଼ିଶାର ୧୮ ଜଣ ପ୍ରାର୍ଥୀଙ୍କ ନାଁ ମଧ୍ୟ ରହିଛି...
ପଶ୍ଚିମ ଓଡ଼ିଶାର ପ୍ରମୁଖ ଆସନ ସମ୍ବଲପୁର ହେଉ କି ବିଜେପିର ଅଭେଦ୍ୟ ଗଡ଼ ସୁନ୍ଦରଗଡ଼ । ଏ ଦୁଇ ଲୋକସଭା କ୍ଷେତ୍ରରେ ଶଙ୍ଖ ବଜାଇବାକୁ ନୂଆ ଗେମ ପ୍ଲାନରେ ଲାଗିଛି ବିଜେଡି ।
ରାଜନୈତିକ ଦଳଙ୍କ ଟାର୍ଗେଟରେ ଯୁବ ଭୋଟର୍ । ଆସନ୍ତା ନିର୍ବାଚନରେ ପ୍ରାୟ ୮ ଲକ୍ଷ ଯୁବ ଭୋଟର୍ ପ୍ରଥମ ଥର ଲାଗି ଭୋଟ୍ ଦେବେ। ଏହି ନୂଆ ଭୋଟରମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବା ଲାଗି ସବୁ ଦଳ ଚଳାଇଛନ୍ତି କସରତ ।
ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ପଞ୍ଚମ ପର୍ଯ୍ୟାୟ ତାଲିକାରେ ଓଡ଼ିଶା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ୧୮ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି ।
ଆମଦାନୀ ନେତାଙ୍କୁ ନେଇ ଏବେ ଅକଳରେ ବିଜେଡି । ଆଶାୟୀଙ୍କ ଲମ୍ବା ତାଲିକା ସତ୍ତ୍ୱେ ବି ଅନ୍ୟ ଦଳରୁ ନେତା ଟାଣୁଛି ବିଜେଡି । କିନ୍ତୁ ଗ୍ରହଣ କରି ପାରୁ ନାହାନ୍ତି ପୁରୁଣା ନେତା ।