Advertisment

ଗାଦିମଡ଼ା ବାବୁଙ୍କ ସଂପର୍କରେ ଖବର ପରେ ୨ଦିନରେ ହଟିଲେଣି ୬ ଅଧିକାରୀ

ମୋହନ ସରକାରର କମ୍ବିଂ ଅପରେସନ। ଓଟିଭିରେ ଖବର ପ୍ରସାରଣ ପରେ ସ୍କାନରରେ ଗାଦିମଡା ଅଫିସର। ବିଦା ହେଉଛନ୍ତି ଜଣକ ପରେ ଜଣେ ବିଦାୟୀ ସରକାରର ଗେହ୍ଲାପୁଅ। ସରକାରଙ୍କ କାର୍ଯ୍ୟାନୁଷ୍ଠାନରେ ଗତ ଦୁଇ ଦିନରେ ବିଦା ହେଲେଣି 6 ଅଧିକାରୀ।

author-image
Sujit kumar Swain

ମୋହନ ସରକାରର କମ୍ବିଂ ଅପରେସନ। ଓଟିଭିରେ ଖବର ପ୍ରସାରଣ ପରେ ସ୍କାନରରେ ଗାଦିମଡା ଅଫିସର। ବିଦା ହେଉଛନ୍ତି ଜଣକ ପରେ ଜଣେ ବିଦାୟୀ ସରକାରର ଗେହ୍ଲାପୁଅ। ସରକାରଙ୍କ କାର୍ଯ୍ୟାନୁଷ୍ଠାନରେ ଗତ ଦୁଇ ଦିନରେ ବିଦା ହେଲେଣି 6 ଅଧିକାରୀ। 

Advertisment
OAS Officer OAS Officers In Odisha
Advertisment
Advertisment