ଅଧିକ ସମୟ ଧରି ଉପାସ ରହିଲେ ବଢିବ ହୃଦରୋଗ । ଅନେକ ଲୋକ ପତଳା ହେବା ପାଇଁ ଅଧିକ ସମୟ ଉପାସ ରହୁଥିବା ଦେଖିବାକୁ ମିଳେ ।
ବିଜେପିରେ ମିଶିଲେ ଶିବୁ ସୋରନଙ୍କ ବଡ ବୋହୂ ସୀତା ସୋରେନ୍ ।ସୀତା ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ ଆଜି ସକାଳେ ସୀତା ଜେଏମଏମରୁ ଇସ୍ତଫା ଦେଇଥିଲେ ।
ଏପ୍ରିଲ ୧୮ରେ ଜର୍ମାନୀର ମହାନ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କ ମୃତ୍ୟୁ ଘଟିଥିଲା । ତାଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ମୃତଦେହରୁ ତାଙ୍କ ବ୍ରେନ୍ ଚୋରାଇ ନିଆଯାଇଥିଲା ।
ପୁଣି ଲଜ୍ୱା । ୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ । ଶିଶୁକନ୍ୟାକୁ ବାଥରୁମରେ ତାଲା ପକାଇ ଦୁଷ୍କର୍ମ କଲା ଘର ପାଖର ୧୪ ବର୍ଷର ନାବାଳକ ।
ଅପରାଧୀଙ୍କୁ ଧରିବା ପାଇଁ ପୋଲିସର ବଡ଼ ପଦେକ୍ଷପ । ଅପରାଧୀଙ୍କୁ ଆଉ ନିସ୍ତାର ନାହିଁ, ଏଣିକି ଧରିବ କ୍ରାଇମ୍ ଜିପିଟି ।
ଆପଣ ବାହାଘର ତ ଦେଖିଥିବେ..କିନ୍ତୁ ଏଠି ଟିକେ ଭିନ୍ନ ଏହି ବାହାଘର। ଭଦ୍ରକ ରାଣୀତାଲ ଅଂଚଳର ରତ୍ନାକର ଓ ବନଲତା ନିଜ ବିବାହ ଭୋଜିରେ ସମାଜକୁ ଦେଇଛନ୍ତି ଏକ ନିଆରା ସନ୍ଦେଶ। ଲୋକଙ୍କ ପାଇଁ ରକ୍ତଦାନ ଶିବିର ଆୟୋଜନ କରିବା ସହ ଭୋଜିକୁ ଆସିଥିବା ଅତିଥିଙ୍କୁ ଉପହାରରେ ଦେଇଛନ୍ତି...
Weather Update Odisha: ଆସନ୍ତା ୧୯ ଏବଂ ୨୦ ତାରିଖରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା । ୪୦ରୁ ୫୦ କିମି ବେଗରେ ବହିପାରେ ପବନ ।
ହୋମ ଯଜ୍ଞ ଚାଲିଛି...ମଙ୍ଗଳ ଧ୍ବନି ବାଜୁଛି,,, ବର କନ୍ୟା ମନ୍ତ୍ର ପାଠ ସହ ପରସ୍ପରକୁ ବାହା ହେଉଛନ୍ତି। ସାଧାରଣ ଭାବେ ଗଣ ବିବାହ ଏଇଭଳି ହିଁ ହୁଏ। ତେବେ ଏଠିକାର ବିଶେଷତ୍ବ ଏୟା ଯେ... ଏଠି କେବଳ ୬୦ ବର୍ଷରୁ ଉର୍ଦ୍ଧ୍ବ ଦଂପତି ହିଁ ପୁନର୍ବାର ବାହା ହେଉଛନ୍ତି...
ରାଜ୍ୟରେ ଆଗକୁ ଉତ୍କଟ ହେବ କି ଭୂତଳ ଜଳସ୍ତର ? ବାଙ୍ଗାଳୁରୁ ଭଳି ଭୁବନେଶ୍ବରବାସୀ ବି ଭୋଗିବେନି ତ ଜଳସଙ୍କଟ ସ୍ଥିତି ? କାରଣ ରାଜଧାନୀରୁ ରାଜ୍ୟବ୍ୟାପି ଦ୍ରୁତଗତିରେ ଭୂତଳ ଜଳସ୍ତର ଖସୁଛି। ମାଟି ଯେତିକି ଶୋଷୁଛି ତାର ୮୬ ପ୍ରତିଶତ ଜଳ ଉତ୍ତୋଳନ ହେଉଥିବାବେଳେ ରାଜ୍ୟର ୯ଟି...
ନିର୍ବାଚନ ତାରିଖ ଘୋଷଣା ସହ ଜୋର୍ ଧରିଲା ଟିକେଟ୍ କସରତ୍। ହାତରେ ସମୟ କମ୍, ଏଣେ ବିଦ୍ରୋହୀଙ୍କୁ ମ୍ୟାନେଜ୍ ଟେନ୍ସନ୍। ତାରି ଭିତରେ ବିଜେଡି, ବିଜେପି ଓ କଂଗ୍ରେସ ଆରମ୍ଭ କରିଛନ୍ତି ଯୋଦ୍ଧା ବଛା ପ୍ରକ୍ରିୟା। ଟିକେଟ ଅଙ୍କ ଛିଡାଇବାକୁ ଶୀର୍ଷ ନେତୃତ୍ବ ତନ୍ନ ତନ୍ନ କରି ଆଲୋଚନା...
ନିର୍ବାଚନ ତାରିଖ ଘୋଷଣା ହେବା ପରେ କାଉଣ୍ଟ ଡାଉନ୍ ଷ୍ଟାର୍ଟ ହେବା ସହ ଆରମ୍ଭ ହୋଇଯାଇଛି ପ୍ରଶାସନିକ ପ୍ରସ୍ତୁତି। ନିର୍ବାଚନ ସୁପରିଚାଳନା ପାଇଁ ଆଜି ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ଏବଂ SPମାନେ କରିଛନ୍ତି ପ୍ରସ୍ତୁତି ବୈଠକ। ଅନ୍ୟପଟେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ...
ଦ୍ରୁତ ଗତିରେ ଖସୁଛି ରାଜ୍ୟର ଭୂତଳ ଜଳସ୍ତର । ମାଟି ଯେତିକି ଶୋଷୁଛି ତାର ୮୬% ହେଉଛି ଉତ୍ତୋଳନ । ଭୂତଳ ଜଳ ସଂକଟମୁହାଁ ରାଜଧାନୀ ଭୁବନେଶ୍ବର !
ଶଙ୍ଖ ଧରିଛନ୍ତି କଂଗ୍ରେସ ନେତା ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ। ପୂର୍ବରୁ ବିଧାୟକ ସମ୍ବିତ ରାଉତରାୟ, ନଚେତ୍ ତାଙ୍କ ପତ୍ନୀ ଗୀତାଞ୍ଜଳି କିମ୍ବା ସମ୍ବିତଙ୍କ ଭଉଣୀ ପ୍ରୀତିନନ୍ଦାଙ୍କୁ ଦଳ ଟିକେଟ୍ ଦେଇପାରେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ମୋନିଦୀପାଙ୍କୁ ଶଙ୍ଖ ଧରାଇ, ଏଥର ନିର୍ବାଚନରେ ଦାମୋଦର...
ନକଲି ED ଅଧିକାରୀଙ୍କ ପାଖରେ ୩୪୦ ଜଣିଆ ସରକାରୀ ବାବୁଙ୍କ ତାଲିକା। ସେମାନଙ୍କ ମଧ୍ୟରୁ ୩୦ରୁ ୪୦ଜଣଙ୍କୁ ରେଡ୍ ଭୟ ଦେଖାଇ ଲକ୍ଷାଧିକ ଟଙ୍କା ଚୂନ ଲଗାଇଛନ୍ତି ଦୁଇ ଭାଇ। ତେବେ ଛତ୍ରପୁର ଉପଜିଲ୍ଲାପାଳଙ୍କୁ ଠକିବାକୁ ଉଦ୍ୟମ କରିବା ବେଳେ ଧରାପଡିଯାଇଛନ୍ତି ଅଭିଯୁକ୍ତ। ଦୁଇ ଭାଇ ତାରିଣୀସେନ ଓ...
ନକଲି ED ଅଧିକାରୀ ସାଜି ୨ ଭାଇଙ୍କ କଳାକାରନାମା । ରେଡ୍ ଭୟ ଦେଖାଇ ଲଗାଇଛନ୍ତି ଲକ୍ଷାଧିକ ଟଙ୍କାର ଚୂନା ।ଛତ୍ରପୁର ଏସଡିଏମଙ୍କ ଅଭିଯୋଗ ଆଧାରରେ ଦୁଇ ନକଲି ED ବାବୁ ଗିରଫ ।
କୁଆଡ଼େ ଗଲା ରତ୍ନଭଣ୍ଡାର ‘ଚାବି ହଜା’ ରିପୋର୍ଟ ? ତଦନ୍ତ କମିଶନଙ୍କ ରିପୋର୍ଟର ସ୍ଥିତି ଜାଣିବାକୁ ଚାହିଁଲେ ହାଇକୋର୍ଟ ।
ଏଟିଏମକୁ ଟଙ୍କା ଉଠାଇବାକୁ ଗଲା ବେଳେ ମେସିନ୍ କାମ କରୁନି କି ? ଏଟିଏମ୍ ଭିତରେ କାର୍ଡ ଲାଖି ଯାଉଛି କି ? ଯଦି ଏମିତି ହେଉଛି, ତାହେଲେ ସାବଧାନ ହୋଇଯାଆନ୍ତୁ ।
କାହା ଭୁଲ୍ ପାଇଁ ଘଟିଗଲା ଏତେବଡ଼ ଦୁର୍ଘଟଣା ? ଇନୋଭା ଡ୍ରାଇଭର ନା ଟ୍ୟାଙ୍କର ଡ୍ରାଇଭରଙ୍କ ଥିଲା ତ୍ରୁଟି ? ତାକୁ ନେଇ ତଦନ୍ତ ଜାରି ରହିଥିବାବେଳେ ସମ୍ବଲପୁର-କଟକ ୫୫ ନମ୍ବର NHର ସଂପ୍ରସାରଣ କାର୍ଯ୍ୟକୁ ବି ଦାୟୀ କରିଛନ୍ତି ଲୋକେ ।
ଆଜି ନାଗପୁରରେ ଆରଏସ୍ଏସ୍ ମୁଖ୍ୟ ମୋହନ ଭଗବତ ଅଖିଳ ଭାରତୀୟ ପ୍ରତିନିଥି ସଭାର ଉଦଘାଟନ କରିଛନ୍ତି । ଏହା ପୂର୍ବରୁ ବାର୍ଷିକ ‘ଶିକ୍ଷା ବର୍ଗ’ରେ ନାମ ଓ ଫର୍ମାଟ୍ ବଦଳାଇଲା RSS...
ବିଜେଡ଼ି ଛାଡ଼ି ବିଜେପିରେ ମିଶିଲେ ଅଭିନେତା ଅରିନ୍ଦମ ରାୟ । ଭୁବନେଶ୍ୱର ବିଜେପି ମୁଖ୍ୟାଳୟରେ ପହଞ୍ଚି ବିଜେପିରେ ମିଶିଛନ୍ତି ଅରିନ୍ଦମ ରାୟ ।