• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Taliban
ସ୍ଥିତି ଅସମ୍ଭାଳ, ହିଂସା ରୋକିବାକୁ ତାଲିବାନ ସହ କ୍ଷମତା ଭାଗ କରିବାକୁ ସରକାର ପ୍ରସ୍ତୁତ !

ଆଫ୍‌ଗାନିସ୍ତାନରେ ପରିସ୍ଥିତି ଅସମ୍ଭାଳ । ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ହିଂସାକାଣ୍ଡ ଥମିବାର ନାଁ ଧରୁନି । ଏହାରି ଭିତରେ ଆଫ୍‌ଗାନିସ୍ତାନ ସରକାର ଖେଳିଛନ୍ତି କ୍ଷମତା ଭାଗବଣ୍ଟା କାର୍ଡ । ଆତଙ୍କି ସଂଗଠନ ତାଲିବାନ ସହ କରିବାକୁ ଚାହୁଛନ୍ତି ଡିଲ୍‌ ।

Sanjay Rout
‘ବିରୋଧୀ ସାଂସଦମାନେ ସତେ ଯେମିତି ପାକିସ୍ତାନ ସୀମାରେ ଛିଡ଼ା ହୋଇଛନ୍ତି’

ସରକାରଙ୍କ ଉପରେ ବର୍ଷିଛନ୍ତି ଶିବସେନା ସାଂସଦ ସଂଜୟ ରାଉତ । ସଂସଦରେ କେନ୍ଦ୍ର ସରକାର ମନମାନି କରୁଥିବା କହି ବର୍ଷିଛନ୍ତି ସଞ୍ଜୟ ।ବିରୋଧୀମାନେ ସଂସଦରେ ସେମାନଙ୍କ ମତ ରଖିବାର ସୁଯୋଗ ପାଇଲେ ନାହିଁ ।

Rahul gandhi
ସାଂଘାତିକ ଅଭିଯୋଗ, ସଂସଦୀୟ ଗଣତନ୍ତ୍ର ପ୍ରତି କେନ୍ଦ୍ର ସରକାରଙ୍କର ସମ୍ମାନ ନାହିଁ

ଅବଧି ପୂର୍ବରୁ ସସଂଦର ମୌସୁମୀ ଅଧିବେଶନ ଶେଷ କରିବାକୁ ନେଇ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସରକାର ଜାଣିଶୁଣି ଅଧିବେଶନକୁ ଆଗୁଆ ସାରିବା ସହ ଲୋକସଭାକୁ ମୁଲତବି ଘୋଷଣା କରିଛନ୍ତି ।

afghanistan-army
ବିଗୁଡ଼ୁଛି ଆଫ୍‌ଗାନିସ୍ତାନ ସ୍ଥିତି, ହିନ୍ଦୁ-ଶିଖ୍‌ଙ୍କ ଯୋଗାଯୋଗରେ ରହିଛି MEA

ଆଫଗାନୀସ୍ତାନରେ ସ୍ଥିତି ବିଗୁଡ଼ୁଥିବାରୁ ବିଦେଶ ମନ୍ତ୍ରାଳୟ ପ୍ରତିକ୍ରିୟା ରଖିଛି । ଆଫଗାନୀସ୍ତାନରେ ସୁରକ୍ଷା ସ୍ଥିତି ବିଗୁଡ଼ିଥିବାରୁ ଆମେ ଚିନ୍ତିତ ବୋଲି କହିଛି MEA ।

Narendra Modi Anisha
କୁନି ଝିଅର ଅନୁରୋଧ ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କୁନି ଝିଅର ଅନୁରୋଧ ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସଂସଦରେ ୧୦ ବର୍ଷର ଝିଅ ଅନିଶାଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେବେ ଏହି ସାକ୍ଷାତକାର ଯେତିକି ରୋଚକ ତାଠୁ ଅଧିକ ରୋଚକ ଏହା ପଛର କାହାଣୀ ।

104
୧୦୪ କୁ କଲ୍‌ କରି କିଏ ପ୍ରେମଗୀତ ଶୁଣାଉଛି ତ ଆଉ କିଏ I Love You କହୁଛି

କରୋନା କାଳରେ କୋଭିଡ୍ ହେଲ୍ପଲାଇନ୍ ନମ୍ବରର ଧଜ୍ଜିଆ ଉଡାଉଛନ୍ତି ଲୋକେ । ଜରୁରୀକାଳୀନ ସେବା ସହ ଜଡ଼ିତ ୧୦୪ କୁ ଫୋନ୍ କରି କିଏ ପ୍ରେମଗୀତ ଶୁଣାଉଛନ୍ତି ତ ଆଉ କିଏ କହୁଛନ୍ତି ଆଇ ଲଭ୍ ୟୁ ।

Exam
ଏଣିକି CBSE ଢ଼ାଞ୍ଚାରେ ହେବ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା

ନବମ ଓ ଦଶମ ଶ୍ରେଣୀରେ ଲାଗୁ ହେଲା ସଂସ୍କାର ମୂଳକ ପଦକ୍ଷେପ । ଉଭୟ ଶ୍ରେଣୀରେ ୪ଟି ଲେଖାଏଁ ଫର୍ମେଟିଭ ଓ ୨ଟି ଟର୍ମ ଏଣ୍ଡ ପରୀକ୍ଷା ହେବ । ଅର୍ଥାତ ଚଳିତ ଶିକ୍ଷା ବର୍ଷରେ ମାଟ୍ରିକ୍‌ରେ ଅନୁଷ୍ଠିତ ହେବ ଦୁଇଟି ବୋର୍ଡ ପରୀକ୍ଷା ।

OBC
ପଛୁଆ ବର୍ଗଙ୍କୁ କେନ୍ଦ୍ରରୁ ମିଳିବ ସାମ୍ବିଧାନିକ ମାନ୍ୟତା, ଶ୍ରେୟ ନେବାକୁ ଚେଷ୍ଟା କରୁଛି ବିଜେଡି

ସ୍ୱାଧୀନତାର ୭୫ ବର୍ଷ ପରେ ସମ୍ବିଧାନ ସଂଶୋଧନ କରି ପଛୁଆ ବର୍ଗଙ୍କୁ ସାମ୍ବିଧାନିକ ମାନ୍ୟତା ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଯାହାଦ୍ୱାରା ରାଜ୍ୟମାନଙ୍କୁ ନିଜସ୍ୱ ଓବିସି ତାଲିକା ପ୍ରସ୍ତୁତ କରିବାର ମିଳିଛି ଅଧିକାର ।

KOTIA
କୋଟିଆରେ ନୂଆ ବିବାଦ, ଆନ୍ଧ୍ର ସ୍କୁଲରେ ସଂରକ୍ଷଣ ଦେଇ ପ୍ରଲୋଭିତ କରିବାକୁ ପ୍ଲାନ୍‌

କୋଟିଆରେ ସୀମାକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଥମିବାର ନାଁ ଧରୁନି । ଏବେ ଆଉ ଏକ ନୂଆ ବିବାଦ ମୁର୍ଡ ଟେକିଛି । ଶିକ୍ଷାରେ ସଂରକ୍ଷଣକୁ ନେଇ ଦେଖାଦେଇଛି ବିବାଦ ।

Mughal Gardens
JSW ଫାଉଣ୍ଡେସନ କରିବ ମୋଗଲ ଗାର୍ଡେନର ରକ୍ଷଣା ବେକ୍ଷଣ

କାଶ୍ମୀରରେ ଥିବା ଦୁଇଟି ମୋଗଲ ଗାର୍ଡେନର ରକ୍ଷଣା ବେକ୍ଷଣ କାମର ତଦାରଖ କରିବ ମୁମ୍ବାଇର JSW ଫାଉଣ୍ଡେସନ । ଏନେଇ ଜାମ୍ମୁ ଓ କାଶ୍ମୀର ପ୍ରଶାସନ ସହ JSW ଫାଉଣ୍ଡେସନ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ମୋଗଲ ଗାର୍ଡେନର ଇନଚାର୍ଜ ଥିବା ଜାଭେଦ୍ ଅହମ୍ମଦ ମସୋଦି ଏହି...

BIhar Flood
ବିହାର-ୟୁପିରେ ଭୟାନକ ହେଉଛି ବାତ୍ୟାର ଚିତ୍ର, ଦୁର୍ବିସହ ହେଲାଣି ସ୍ଥିତି

ବିହାରରେ ଭୟାନକ ହେଉଛି ବାତ୍ୟାର ଚିତ୍ର । ଦିନକୁ ଦିନ ନଦୀର ଜଳସ୍ତର ବଢୁଥିବା ବେଳେ ବିପଦ ମଧ୍ୟ ବଢୁଛି । ଲୋକେ ସୁରକ୍ଷିତ ସ୍ଥାନକୁ ଡଙ୍ଗା ସାହାଯ୍ୟରେ ଯାଉଥିବା ବେଳେ ଜୀବନ ଦୁର୍ବିସହ ହୋଇ ପଡ଼ିିଲାଣି ।

Modi -Shah
ଏଣିକି ରାଜ୍ୟ ସରକାର ଚିହ୍ନଟ କରିବେ ଓବିସି, ସଂସଦରେ ପାରିତ ହେଲା ବିଲ୍‌

ରାଜ୍ୟ ସରକାରଙ୍କୁ ମିଳିବ ଓବିସି ତାଲିକା ପ୍ରସ୍ତୁତି କ୍ଷମତା । କେଉଁ ବର୍ଗର ଲୋକ ଓବିସିରେ ଅନ୍ତର୍ଭୁକ୍ତ ହେବେ, ରାଜ୍ୟ ସରକାର ସେହି ନିଷ୍ପତ୍ତି ନେଇପାରିବେ । ଏ ସଂପର୍କିତ ଏକ ବିଲ୍ ଲୋକସଭାରେ ପାରିତ ହୋଇଛି । 

RTPR Test Lab
ଖବ୍‌ଶୀଘ୍ର ସବୁ ଜିଲ୍ଲାରେ RTPCR ଟେଷ୍ଟ ଲ୍ୟାବ୍

ଆସନ୍ତା ୧୫ରୁ ସବୁ ଜିଲ୍ଲାରେ ହେବ RTPCR ଟେଷ୍ଟ ଲ୍ୟାବ୍ । ରାଜ୍ୟରେ ବର୍ତ୍ତମାନ ୧୪ ଜିଲ୍ଲାରେ ଲ୍ୟାବ ଥିବା ବେଳେ ଆଉ ୧୬ଟି ଜିଲ୍ଲାରେ ଟେଷ୍ଟ ଲ୍ୟାବ କରାଯିବ । ଏନେଇ ଟେଣ୍ଡର ଦିଆସରିଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

Abhay Patnaik
ଅମିତ ରୋହିଦାସଙ୍କ କଥା କହି ଭାବବିହ୍ୱଳ ହୋଇପଡ଼ିଲେ ଅଭୟ..

ଅମିତ ରୋହିଦାସଙ୍କ ସଫଳତା ଦେଖି ଭାବବିହ୍ୱଳ ହେଲେ ଅଭୟ ପଟ୍ଟନାୟକ । ରୋହିଦାସଙ୍କ କଥା ଭାବି କାନ୍ଦି ପକାଇଲେ ଅଭୟ । କହିଲେ କ୍ରୀଡ଼ା ପ୍ରତି ତାର ଆଗ୍ରହ ଥିଲା । ଯାହାକୁ ଦେଖି ର୍ସ୍ପୋଟସ ହଷ୍ଟେଲରେ ରଖିଥିଲି । ଏହି ଅଭୟ ପଟ୍ଟନାୟକ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ପୂର୍ବତନ...

M Venkaiah Naidu
ସଂସଦରେ ଭାଷଣ ଦେବା ବେଳେ କାନ୍ଦି ପକାଇଲେ ଭେଙ୍କୟା

ସଂସଦରେ ବିରୋଧୀ ଦଳ ସଦସ୍ୟଙ୍କ ଆଚରଣରେ କ୍ଷୁୁବ୍ଧ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ । ଗୃହକୁ ଆଜି ସମ୍ବୋଧିତ କରୁଥିବା ବେଳେ ଭାବ ବିହ୍ୱଳ ହୋପଡ଼ିଲେ ଭେଙ୍କୟା ।

Vote
ବିରୋଧୀଙ୍କ ପ୍ରବଳ ଚାପ ପରେ ଆସନ୍ନ ହେଲାଣି କି ପୌର ନିର୍ବାଚନ ପ୍ରକ୍ରିୟା ?

ବିରୋଧୀଙ୍କ ପ୍ରବଳ ଚାପ ପରେ ଆସନ୍ନ ହେଲାଣି କି ପୌର ନିର୍ବାଚନ ପ୍ରକ୍ରିୟା ? ନିର୍ବାଚନ ହାଓ୍ୱାକୁ ନିଜ ସପକ୍ଷରେ ନେବାକୁ ବାଟ ତିଆରି କଲାଣି କି ବିଜେଡି ? ଗତକାଲି ରାଜ୍ୟ କ୍ୟାବିନେଟ୍‌ରେ ପୌରାଞ୍ଚଳରେ ୮୯ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ

kendrapada Protest
‘ଜୀବନ ଦେବୁ ପଛେ ଖରସ୍ରୋତା ପାଣି ଛାଡିବୁ ନାହିଁ’, ପ୍ରକଳ୍ପକୁ ଲୋକଙ୍କ ବିରୋଧ ଯୋଗୁଁ ଲାଗିଲା ୧୪୪ ଧାରା

ଜୀବନ ଦେବୁ ପଛେ ଖରସ୍ରୋତା ପାଣି ଛାଡିବୁ ନାହିଁ । କେନ୍ଦ୍ରାପଡା ଜିଲ୍ଲା ରାଜକନିକାରେ ମେଗା ପାନୀୟ ଜଳ ପ୍ରକଳ୍ପ ବିରୋଧରେ ତେଜିଛି ଆନ୍ଦୋଳନ । ସ୍ଥାନୀୟ ଅଂଚଳରେ ୧୪୪ ଧାରି ଜାରି କରି ଆଜି ଜିଲ୍ଲା ପ୍ରଶାସନ କାମ ଆରମ୍ଭ କରୁଥିବା ବେଳେ ବ୍ୟାପକ ବିରୋଧର ସାମ୍ନା...

Tata Power
ହିସାବ ମିଳୁନି ! ୩୭ ହଜାର କୋଟି ଖର୍ଚ୍ଚ ହେଲାଣି, ତଥାପି ଟାଟା କହୁଛି ନିମ୍ନମାନର କାମ

ଉତ୍ତମ ମାନର ବିଜୁଳି ପାଇଁ ପାଣି ଭଳି ଖର୍ଚ୍ଚ ହୋଇଛି ଟଙ୍କା । ବିଧାନସଭା ଷ୍ଟାଣ୍ଡିଂ କମିଟି ତଥ୍ୟ ଅନୁସାରେ ଏ ପର୍ଯ୍ୟନ୍ତ ବିଭିନ୍ନ ଯୋଜନାରେ ପ୍ରାୟ ୩୭ ହଜାର କୋଟି ଖର୍ଚ୍ଚ ହେଲାଣି ।

anubhav
ସୋସିଆଲ ମିଡିଆରେ ବଞ୍ଚିଥିବା ଲୋକଙ୍କ ଫଟୋ ଦେଇ ଶ୍ରଦ୍ଧାଞ୍ଜଳି ଦେଲେ ସାଂସଦ ଅନୁଭବ

ପୁଣି ବିବାଦରେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଓଡ଼ିଶୀ ନୃତ୍ୟଗୁରୁ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ଜୟନ୍ତୀ ଅବସରରେ ସୋସିଆଲ ମିଡିଆରେ ଭୁଲ୍ ଫଟୋ ପୋଷ୍ଟ କରି ବିବାଦରେ ଫସିଛନ୍ତି ଅନୁଭବ ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।