ବଢ଼ିଲା ପ୍ରଦୀପଙ୍କ ଅଡ଼ୁଆ । ପୁଣି ଘରେ ପଶିଲା ଭିଜିଲାନ୍ସ । ବିବାଦୀୟ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ପୁଣି ଭିଜିଲାନ୍ସ ରେଡ୍ । କେବଳ ବିଧାୟକଙ୍କ ଘରେ ନୁହେଁ ବରଂ ତାଙ୍କ ବନ୍ଧୁ ବାନ୍ଧବଙ୍କ ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି ।
ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ତାଲିକାକୁ ନେଇ ବିବାଦ ଥମିବାର ନାଁ ଧରୁନି । ଆଜି ପୁଣି ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଉଠାଇଛନ୍ତି ପ୍ରଶ୍ନ ।
ବସ୍ ଭଡା ବୃଦ୍ଧି ପରେ ସାଧାରଣ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସାଧାରଣ ଓ ଏକ୍ସପ୍ରେସ ବସ ଭଡା ୩ ପଇସା ବୃଦ୍ଧି ପାଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ ଭଡା ୬ ପଇସା ଲେଖାଏଁ ବଢିଛି । ସାଧାରଣ ବସ ଭଡା କିଲୋମିଟର ପିଛା...
ଟିକାକରଣ ଆଥମ୍ ସଙ୍ଗ ରିଲିଜ୍ । ପ୍ରସିଦ୍ଧ ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ କୈଳାସ ଖେର୍ ଏହାକୁ ଗାଇଛନ୍ତି ଏବଂ ସଂଯୋଜନା ବି କରିଛନ୍ତି । ଦେଶରେ କରୋନା ଟିକାକରଣକୁ ଅଭୂତପୂର୍ବ ସଫଳତା ମିଳିବା ପରେ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କୈଳାସ ।
ରାଜଧାନୀରେ ବଡ଼ ଧରଣର ଚୋରି । ଘରେ ପଶି ୬୦ ଲକ୍ଷ ଟଙ୍କାର ସୁନା ଗହଣା ନେଇ ଯାଇଛନ୍ତି ଚୋର । ଏଭଳି ଅଭିଯୋଗ ଆସିଛି ଲକ୍ଷ୍ମୀସାଗର ବୈରାଗୀ ନଗର ଥାନା ଅଞ୍ଚଳରୁ ।
ଆସନ୍ତାମାସରେ ଭାରତ ପକ୍ଷରୁ ନୂଆଦିଲ୍ଲୀରେ ଆଫଗାନିସ୍ତାନ ସ୍ଥିତି ନେଇ ଏକ ଉଚ୍ଚସ୍ତରୀୟ ବୈଠକ ହେବାକୁଯାଉଛି । ଏହି ବୈଠକରେ ପାକିସ୍ତାନକୁ ମଧ୍ୟ ଆମନ୍ତ୍ରଣ କରାଯିବ । ଖାଲି ସେତିକି ନୁହେଁ ଏହି ବୈଠକରେ ଚୀନ୍ ଓ ଋଷ ଭଳି ଦେଶକୁ ଯୋଗଦେବା ପାଇଁ ମଧ୍ୟ କୁହାଯାଇଥିବା ଜଣାପଡ଼ିଛି ।...
ଆଦିବାସୀ ଇଲାକାରେ ଡିଜିଟାଲ୍ ଜୁଆ । ମାଲକାନଗିରି ସହରରେ ମୋବାଇଲ ଆପ ମାଧ୍ୟମରେ ଚାଲିଛି ଆଇପିଏଲ ବେଟିଂ । ସୁରାଗ୍ ପାଇବା ପରେ ମାଲକାନଗିରି ପୋଲିସ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ବିଶେଷ କରି ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ସଂଭାବନା ରହିଛି ।
ବିଷ ସ୍ପ୍ରେ ମେସିନ ବଣ୍ଟନରେ ଅନିୟମିତତା । ଆଦିବାସୀ ଅଧ୍ୟୁଷିତ ନୀଳଗିରି ଆଇଟିଡିଏ କାର୍ଯ୍ୟାଳୟରେ ଦୁର୍ନୀତିର ଗନ୍ଧ । ବିଷ ସ୍ପ୍ରେ ମେସିନ ଯୋଗାଣ ନେଇ କାଗଜପତ୍ରରେ ହୋଇଛି ବିଲ୍ । ମାତ୍ର ଚାଷୀଙ୍କୁ ଏଯାଏଁ ମେସିନ ମିଳିନଥିବା ଅଭିଯୋଗ ।
କେରଳରେ ପ୍ରବଳ ବର୍ଷା । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଥିବା ଜଣାପଡ଼ିଛି । ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ସହ କୋଟାୟମ ଏବଂ ଇଡୁକି ଜିଲ୍ଲାର ୪ଟି ସ୍ଥାନରେ ଭୂସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି ।
ବିବାହ, ପର୍ବପର୍ବାଣୀ କିମ୍ବା ଦୀପାବଳି ଆସିଲେ ସେମାନଙ୍କ ମୁହଁରେ ହସ ଫୁଟେ । ଲୋକେ ଖୁସିରେ ବାଣ ଫୁଟାଇଲେ ସେମାନଙ୍କ ପରିବାର ଚଳେ । ହେଲେ କରୋନା ଆସିବା ପରଠୁ ଉତ୍ସବ ଉପରେ ରୋକ୍ ।
ବିବାହ, ପର୍ବପର୍ବାଣୀ କିମ୍ବା ଦୀପାବଳି ଆସିଲେ ସେମାନଙ୍କ ମୁହଁରେ ହସ ଫୁଟେ । ଲୋକେ ଖୁସିରେ ବାଣ ଫୁଟାଇଲେ ସେମାନଙ୍କ ପରିବାର ଚଳେ । ହେଲେ କରୋନା ଆସିବା ପରଠୁ ଉତ୍ସବ ଉପରେ ରୋକ୍ । ଆଉ ପର୍ବ-ପର୍ବାଣୀରେ କଟକଣା ପରେ ସେମାନଙ୍କ ବ୍ୟବସାୟ ବି ଠପ୍ ।
ବାର୍, ବିଲ୍ ଓ ବଚସାରୁ ମନୀଷ ଅନୁରାଗଙ୍କୁ କରାଯାଇଛି ହତ୍ୟା। ହତ୍ୟାକାରୀ ଆଉ କିଏ ନୁହଁନ୍ତି, ମନୀଷଙ୍କ ବନ୍ଧୁଙ୍କ ସମେତ ୩ ଜଣ ହିଁ ମୁଖ୍ୟ ଅଭିଯୁକ୍ତ।
ପୂଜାଛୁଟି ପରେ ଅଷ୍ଟମ ଓ ଏକାଦଶ ଶ୍ରେଣୀ ଖୋଲିବାକୁ ଯାଉଥିବାରୁ ସ୍କୁଲରେ ବଢିବ ଗହଳି। ତେଣୁ କୋଭିଡରୁ ପିଲାଙ୍କ ସୁରକ୍ଷା ସରକାରଙ୍କ ପାଇଁ ବଡ଼ ଚାଲେଞ୍ଜ ହେବାକୁ ଯାଉଛି।
ମାଓ ଦମନ ନେଇ ଛତିଶଗଡ଼ ପୋଲିସର ନୂଆ ଷ୍ଟ୍ରାଟେଜି । ଘଞ୍ଚ ଜଙ୍ଗଲରେ ନକ୍ସଲଙ୍କ ସହ ଲଢିବେ ବସ୍ତର ଟାଇଗର ଫୋର୍ସ। ୟେ ଯେଉଁ ଦୃଶ୍ୟ ଦେଖୁଛନ୍ତି ଏ ହେଉଛି ଛତିଶଗଡ ଦନ୍ତେଓ୍ବାଡା ଜିଲ୍ଲା ପୁଲିସ କ୍ୟାମ୍ପର। ଦେଖନ୍ତୁ ଝଲକ୍
ବରଗଡ଼ରୁ ନବରଙ୍ଗପୁର, ଝାରସୁଗୁଡ଼ାରୁ କୋରାପୁଟ । ପଂଚାୟତ ନିର୍ବାଚନ ପାଇଁ ପ୍ରକାଶିତ ସଂରକ୍ଷଣ ଚିଠା ତାଲିକାକୁ ନେଇ ଜୋରଦାର ପ୍ରତିବାଦ । ସବୁ ଜିଲ୍ଲାରେ ଦାଖଲ ହୋଇଛି ପୁଳାପୁଳା ଅଭିଯୋଗ ।
ବରଗଡ଼ରୁ ନବରଙ୍ଗପୁର, ଝାରସୁଗୁଡ଼ାରୁ କୋରାପୁଟ । ପଂଚାୟତ ନିର୍ବାଚନ ପାଇଁ ପ୍ରକାଶିତ ସଂରକ୍ଷଣ ଚିଠା ତାଲିକାକୁ ନେଇ ଜୋରଦାର ପ୍ରତିବାଦ । ସବୁ ଜିଲ୍ଲାରେ ଦାଖଲ ହୋଇଛି ପୁଳାପୁଳା ଅଭିଯୋଗ ।
ଲୋକଙ୍କ ଉପରେ କାର ମାଡ଼ିଯିବା ଘଟଣାରେ ଛଡ଼ିଶଗଡ଼ରେ ବନ୍ଦ ଡାକରା । ଯଶପୁର ସହରରେ ସମସ୍ତ ଦୋକନ ବଜାର ଓ ଅଫିସ ଆଦି ବନ୍ଦ ରହିଥିଲା ।
ଚାଷୀ ଆନ୍ଦୋଳନ ସ୍ଥଳ ସିଂଘୁ ସୀମାରେ ଯୁବକଙ୍କୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସରବଜିତ ସିଂଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ । ଆଜି ତାକୁ ସୋନିପତର ଏକ କୋର୍ଟରେ ହାଜର କରାଯାଇଥିଲା ।
କରୋନା କାରଣରୁ, ଆଇପିଏଲ୍ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ୟୁଏଇରେ ଆୟୋଜନ କରାଯାଇଥିଲା । କିନ୍ତୁ ଆଇପିଏଲ୍ ୨୦୨୨ ଭାରତରେ ହିଁ ଆୟୋଜନ କରାଯିବ । ଏନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି ।