• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

GOLD Seized
ଏତେ ସୁନା ! ଏତେ ଟଙ୍କା ! ଏକାଠି ଦେଖିବା ସାଧାରଣ ଲୋକଙ୍କ ପାଇଁ ମୁସ୍କିଲ ନୁହେଁ ନାମୁମ୍‌କିନ୍‌

ପ୍ରାୟ ୮ କିଲୋଗ୍ରାମରୁ ଅଧିକ ସୁନା ଜବତ କରିଛି ପୋଲିସ । ଖୋଜ୍ଜାପଲ୍ଲୀ ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ ବେଳେ ଏହି ପରିମାଣର ସୁନା ଜବତ ହୋଇଛି ।

South City
ମନିଷ ଅନୁରାଗ ହତ୍ୟା ମାମଲା; IICଙ୍କ ବଦଳି, ବାର ଚଳାଉଥିବା କନେଷ୍ଟବଳ ନିଲମ୍ବିତ

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ହତ୍ୟା ମାମଲାରେ ଯୋଡ଼ି ହେଲା ଆଉ ଏକ ନୂଆ ଫର୍ଦ୍ଦ । ଭୁବନେଶ୍ୱର ସାଉଥ ସିଟି ବାର୍ ଚଳାଉଥିବା କମିଶନରେଟ୍ ପୋଲିସର କନେଷ୍ଟବଳ ପ୍ରସନ୍ନ ବେହେରାଙ୍କୁ ନିଲମ୍ବନ କଲେ ଡିସିପି । 

Aditya Prasad Padhi
ଏଣିକି ପଞ୍ଚାୟତ ନିର୍ବାଚନର ହେବ ସେଣ୍ଟ୍ରାଲ କାଉଣ୍ଟିଂ

ଏଥର ପଞ୍ଚାୟତ ନିର୍ବାଚନର ହେବ ସେଣ୍ଟ୍ରାଲ କାଉଣ୍ଟିଂ । ପୋଲିଂ ସରିବା ପରେ ଭୋଟ ବାକ୍ସ ଗୁଡ଼ିକୁ ଷ୍ଟ୍ରଙ୍ଗ ରୁମ୍‌ରେ ରଖାଯିବ । ଭୋଟ ବାକ୍ସ ପାଇଁ ବ୍ଲକ ସ୍ତରରେ ଷ୍ଟ୍ରଙ୍ଗ ରୁମ୍ ପ୍ରସ୍ତୁତ କରାଯିବ ।

Mamita Meher Murder Mystery
ମନ୍ତ୍ରୀ ପ୍ରତାପ କହିଥିଲେ ଗୋବିନ୍ଦ ଶିକ୍ଷା ବିକାଶର ବିନ୍ଧାଣୀ, ଆଉ କ୍ୟାପ୍ଟେନ୍‌ କହିଥିଲେ ୟଙ୍ଗ ଲାଗୁଛି

ମହାଲିଙ୍ଗ କଲେଜକୁ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର କରୁଥିଲେ ଭୂୟସୀ ପ୍ରଶଂସା । ଯେଉଁ କଲେଜକୁ ଆସିଲେ ସମସ୍ତେ ହୋଇଯାଆନ୍ତି ୟଙ୍ଗ୍, ସେହି କଲେଜରେ ରହିବାକୁ ଇଚ୍ଛା ହୁଏ ଘଣ୍ଟା ଘଣ୍ଟା ଧରି ।

Mamita Meher Death Row
କାଲି ଗୋବିନ୍ଦ, ଆଜି ରାଧେ ! ମମିତା ମର୍ଡର ଫର୍ଦ୍ଦର ମୂକସାକ୍ଷୀ.. ମୋବାଇଲ୍

କାଲି ଗୋବିନ୍ଦ, ଆଜି ରାଧେ । ମମିତା ମର୍ଡର ଫର୍ଦ୍ଦର ମୂକସାକ୍ଷୀ-ମୋବାଇଲ୍ । କୁଆଡ଼େ ଗଲା ମମିତାଙ୍କ ମୋବାଇଲ୍ ଫୋନ୍ ? ଯେଉଁଥିରେ ଲୁଚିଛି ଜହ୍ଲାଦ ଗୋବିନ୍ଦର ପାପ କାହାଣୀ ।

Crime
ଗୁଣି ଗାରେଡ଼ି ସନ୍ଦେହରେ ପରିବାରର ୩ ଜଣଙ୍କୁ ହତ୍ୟା ଘଟଣା, ଅଭିଯୁକ୍ତଙ୍କ ମୃତ୍ୟୁ ଦଣ୍ଡାଦେଶ କାଏମ୍‌

ଗୁଣି ଗାରେଡ଼ି ସନ୍ଦେହରୁ ପତି-ପତ୍ନୀ ଓ ଝିଅ, ୩ ଜଣଙ୍କୁ ବିଷ ଇଂଜେକ୍ସନ ଦେଇ ହତ୍ୟା ମାମଲାରେ ସମସ୍ତ ୯ ଦୋଷୀଙ୍କ ଫାଶି ଦଣ୍ଡାଦେଶ କାଏମ । ୨୦୧୬ରେ ରାୟଗଡ଼ାରେ ଘଟିଥିବା ଏ ଜଘନ୍ୟ ହତ୍ୟାକାଣ୍ଡରେ ପୂର୍ବରୁ ୯ ଦୋଷୀଙ୍କ ଫାଶି ଦଣ୍ଡାଦେଶ ଦେଇଥିଲେ ଗୁଣୁପୁର ଅତିରିକ୍ତ ଜିଲ୍ଲା...

Potato Farming
ଠକିଦେଲେ ସରକାର ! ଚାଷୀ ମୁଣ୍ଡରେ ଚଡ଼କ; ବର୍ଷା ଦିନେ ବି ଆଳୁ ଫଳିବ କହି ଦେଇଥିଲେ ବିହନ, ହେଲେ..

ଜମିରେ ଧାଡି ଧାଡି ହୋଇ ଲାଗିଛି ଆଳୁ ଗଛ । ହେଲେ ଗଛଗୁଡିକ ଛନଛନିଆ ବଦଳରେ କେଉଁଠି ପତ୍ର ପୋଡି ଯାଇଛି, କେଉଁଠି ମୁହଁ ମାଡି ପଡିଛି ଗଛ ତ ଆଉ କେଉଁଠି ମାଟି ତଳେ ବିହନ ଗୁଡ଼ିକ ଗଣ୍ଠି ଧରିବା ବଦଳରେ ନଷ୍ଟ ହୋଇଯାଇଛି ।

Spice jet
ଶହେ କୋଟି ଟିକାକରଣ ନେଇ ସ୍ପେଇସ୍‌ଜେଟ୍‌ର ସେଲିବ୍ରେସନ୍‌

ଦେଶରେ ୧୦୦ କୋଟି ଟିକାକରଣକୁ ନେଇ ସେଲିବ୍ରେସନ୍ କରିଛି ସ୍ପାଇସଜେଟ ଏୟାରଲାଇନ୍ସ । ବିମାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଫଟୋ ଲଗାଯାଇଛି ।

CBSE term 1 Exam
ଆରମ୍ଭ ହେବ ନବମ ଶ୍ରେଣୀର ପ୍ରଥମ ସମ୍ମେଟିଭ୍ ପରୀକ୍ଷା

ଆସନ୍ତା ନଭେମ୍ବର ୨୨ ତାରିଖରୁ ଆରମ୍ଭ ହେବ ନବମ ଶ୍ରେଣୀର ପ୍ରଥମ ସମ୍ମେଟିଭ୍ ପରୀକ୍ଷା । ଏହା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ ଆଜି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

BJP Mahila Morcha
ମମିତା ମେହେର ହତ୍ୟା ଘଟଣାକୁ ନେଇ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟିଲା ବିଜେପି

ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାକୁ ନେଇ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟିଲା ବିଜେପି । କମିଶନଙ୍କ ହସ୍ତକ୍ଷେପ ଦାବି କରି ବିଜେପି ମାନବାଧିକାର କମିଶନଙ୍କୁ ଭେଟି ଆଲୋଚନା କରିଛି ।

IIC Suspend
ମମିତା ମେହେର ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ

ମମିତା ମେହେର ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ । କେ.ଗାଁ ଥାନା ଅଧୀକାରୀ ଡମୁ ପରିଜା ସସ୍‌ପେଣ୍ଡ । ଦାୟିତ୍ୱରେ ଅବହେଳା ପାଇଁ ଥାନା ଅଧିକାରୀଙ୍କୁ ସସ୍‌ପେଣ୍ଡ କରିଦିଆଯାଇଛି । ଏନେଇ କଳାହାଣ୍ଡି ଏସ୍‌ପି ଶ୍ରବଣା ବିବେକଙ୍କ ସୂଚନା ଦେଇଛନ୍ତି ।

ମାଡ଼ ବେଳର ଭିଡିଓ ଭାଇରାଲ
କଙ୍ଗାରୁ କୋର୍ଟରେ ବାପ-ପୁଅଙ୍କୁ ମାଡ଼ ଘଟଣା, ୭ ଅଭିଯୁକ୍ତ ଜେଲ ଗଲେ

ବାପା, ପୁଅଙ୍କୁ ମାଡ଼ ଘଟଣାରେ ୭ ଅଭିଯୁକ୍ତ ଜେଲ୍ ଗଲେ । JMFC କୋର୍ଟରେ ଜାମିନ ଖାରଜ ହେବାରୁ ୭ ଜଣ ଅଭିଯୁକ୍ତ ଜେଲ୍ ଗଲେ । ପେଟ୍ରୋଲ ପମ୍ପରୁ ଲୁଟ ଘଟଣାରେ କଙ୍ଗାରୁ କୋର୍ଟ ବସାଇ, ସେଥିରେ ନ୍ୟାୟ ନିସାପ କରି ଏମାନେ ବାପା ପୁଅଙ୍କୁ ନିସ୍ତୁକ ମାଡ଼ ମାରିଥିଲେ...

Indian Currency
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ପୁଣି ବଢ଼ିଲା ମହଙ୍ଗା ଭତ୍ତା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ିଲା । ମହଙ୍ଗା ଭତ୍ତା ୨୮%ରୁ ୩୧%କୁ ବୃଦ୍ଧି କରିବାକୁ କ୍ୟାବିନେଟର ନିଷ୍ପତ୍ତି । ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ ହେବ । ୪୭.୧୪ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏହାଦ୍ୱାରା ଉପକୃତ ହେବେ ।

Encounter
ଦାଦାବଟିକୁ ନେଇ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ବିଜୁକୁ ଏନ୍‌କାଉଣ୍ଟର କଲା ପୋଲିସ

ଦାଦାବଟି ନ ଦେବାରୁ ବ୍ୟାଙ୍କ କର୍ମଚାରୀଙ୍କ ଉପରକୁ ଗୁଳିମାଡ଼ । ତେବେ ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ବ୍ୟାଙ୍କ କର୍ମଚାରୀଙ୍କ ସ୍ତ୍ରୀ ଗୁରୁତର । ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତ ରାତି ୧୧ଟା ୫୦ ସମୟରେ ପୁରୀ ନରେନ୍ଦ୍ରକୋଣ ଅଞ୍ଚଳରେ ଦାଦାବଟି ମାଗିବାକୁ ନେଇ...

Mamita Meher Case
ମମିତା ମେହେର ହତ୍ୟା ଘଟଣାକୁ ନେଇ ରାଜ୍ୟରେ ରାଜନୈତିକ ଝଡ଼, ବଢ଼ୁଛି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଅଡ଼ୁଆ

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାକୁ ନେଇ ରାଜ୍ୟରେ ରାଜନୈତିକ ଝଡ଼ । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବିଜେପି ଓ କଂଗ୍ରେସର ରାଜ୍ୟ ବ୍ୟାପୀ ବିକ୍ଷୋଭ, ରାସ୍ତାରୋକ ଓ କଳାପତାକା ପ୍ରଦର୍ଶନ ।

Mamita Meher Case
ଖାଲି ଗୋବିନ୍ଦ ସାହୁର ପରକୀୟା ପ୍ରୀତି କଥା ଜାଣିଥିଲେ ମମିତା ନା ଆଉ କିଛି ରହିଛି ରହସ୍ୟ ?

ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ଖୁଲାସା । ଉତ୍ତରାଞ୍ଚଳ ଡିଆଇଜି କହିଛନ୍ତି ଗିରଫ ଗୋବିନ୍ଦ ସାହୁ, ନିଜ ପରକୀୟା ପ୍ରୀତିର ପ୍ରଘଟ ହେବା ଶଙ୍କାରେ ମମିତାଙ୍କୁ କାର୍ ଭିତରେ ହତ୍ୟା କରିଛି ।

Rourkela Smart City
ନାଁ କୁ ମାତ୍ର ସ୍ମାର୍ଟ ସିଟି, ରାସ୍ତା ଘାଟ ଗାଁ ଗହଳିଠୁ ବି ହୀନ !

ସ୍ମାର୍ଟ ସିଟି ରାଉରକେଲାରେ ରାସ୍ତା ସମସ୍ୟା । ସହରର ମୁଖଶାଳା କୁହାଯାଉଥିବା ପାନପୋଷ ଛକରୁ ଆରମ୍ଭ କରି ହକି ଛକ, ହନୁମାନ ବାଟିକା ଛକ ସବୁଠି ଦୟନୀୟ ରାସ୍ତାଘାଟ ।

Dibyashankar Mishra
ମମିତା ହତ୍ୟା ମାମଲା: ମନ୍ତ୍ରୀଙ୍କ ବହିଷ୍କାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜାତୀୟ ମହିଳା କମିଶନଙ୍କ ଚିଠି

ମମିତା ହତ୍ୟା ମାମଲାରେ ନିଜ ଆଡୁ ହସ୍ତକ୍ଷେପ କଲେ ଜାତୀୟ ମହିଳା କମିଶନ । ଏମିତିକି ମାମଲାର ନିରପେକ୍ଷ ତଦନ୍ତ ପାଇଁ ସଂପୃକ୍ତି ଅଭିଯୋଗ ଆସୁଥିବା ମନ୍ତ୍ରୀଙ୍କୁ ବହିଷ୍କାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି NCW ଅଧ୍ୟକ୍ଷା ରେଖା ଶର୍ମା ।

Hyder Gangster
ହାଇଦରକୁ ପୋଲିସ ଏନ୍‌କାଉଣ୍ଟର ନୁହେଁ ହତ୍ୟା କରିଛି !

ପୋଲିସ ବିରୋଧରେ ହତ୍ୟା ଅଭିଯୋଗ । ଏହି ଅଭିଯୋଗ ଆଣିଛନ୍ତି ଗ୍ୟାଙ୍ଗଷ୍ଟର ହାଇଦରର ପତ୍ନୀ ହସିନା ବିବି । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନାରେ ସେ ଏତଲା ଦେଇଛନ୍ତି ।

Uttarakhand
ଦେବଭୂମିରେ ପୁଣି ବିଗିଡ଼ିଲା ସ୍ଥିତି, ବାଦଲଫଟା ବର୍ଷା ନେଲାଣି ୪୫ରୁ ଅଧିକ ଜୀବନ

ପୁଣି ଦେବଭୂମି ଉତ୍ତରାଖଣ୍ଡର ସ୍ଥିତି ବିଗାଡ଼ିଛି ବାଦଲଫଟା ବର୍ଷା । ୨୦ରୁ ୨୫ ଘର ଧୋଇଯାଇଥିବା ବେଳେ, ୪୬ ଜଣଙ୍କ ଜୀବନ ଯାଇଛି ଏବଂ ପ୍ରାୟ ୧୦ ଜଣ ଏବେବି ନିଖୋଜ ଅଛନ୍ତି ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।