• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Indian Army
Encounter: ସୁରକ୍ଷା ବାହିନୀର ବଡ଼ ପଦକ୍ଷେପ, ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ମୁସ୍ତାକ୍‌ ନିହତ

ଜାମ୍ମୁ-କାଶ୍ମୀରରେ ଦୁଇ ପୋଲିସ କନେଷ୍ଟବଳଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତ ଲସ୍କରର ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ମୁସ୍ତାକ୍‌ ଖାଣ୍ଡେ ଆଜି ଯବାନ ଗୁଳିରେ ନିହତ ହୋଇଛି ।

Rahul Dravid
ଟ୍ରେଣ୍ଡରେ ରାହୁଲ ଦ୍ରାବିଡ, ସବୁ ଦଳକୁ ସତର୍କବାଣୀ ଦେଲେ ବରିଷ୍ଟ ଇଂଲିସ କ୍ରିକେଟର

ପୂର୍ବତନ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ ଟିମ୍‌ ଇଣ୍ଡିଆର ନୂଆ କୋଚ୍‌ ହେବା ନେଇ ଖବର ପ୍ରକାଶ ପରେ ପୁରା କ୍ରିକେଟ୍‌ ଜଗତରେ ହଇଚଇ ସୃଷ୍ଟି ହୋଇଛି । ସୂଚନା ରହିଛି ଯେ, ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପରେ ଦ୍ରାବିଡ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ଗ୍ରହଣ...

Team India
T20 World Cup: BCCI ନିଜେ ଛିଡ଼ା କରିଛି ୭ ବଡ଼ ଶତ୍ରୁ !

ଆଉ ଦିନକ ପରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ବାଜିବ ବିଗୁଲ । ସାରା ବିଶ୍ୱର ୧୬ଟି ଟିମ୍‌ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଛନ୍ତି । ଓମାନ ଓ ୟୁଏଇ ଆୟୋଜିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ୧୪ ନଭେମ୍ବରରେ ଦୁବାଇରେ ଖେଳାଯିବ ।

Team India
୧୫ ବର୍ଷ ପରେ ଦିନିକିଆ ମ୍ୟାଚ୍‌ ଖେଳିବାକୁ ପାକିସ୍ତାନ ଯିବ ଭାରତୀୟ ଟିମ୍‌ !

ଭାରତୀୟ କ୍ରିକେଟ୍‌ ଟିମ୍‌ ୨୦୦୮ ପରେ ପାକିସ୍ତାନ ଗସ୍ତ କରିନାହିଁ । କିନ୍ତୁ ୨୦୨୩ରେ ଭାରତୀୟ କ୍ରିକେଟ୍‌ ଟିମ୍‌କୁ ପାକିସ୍ତାନ ଯିବାକୁ ପଡ଼ିପାରେ । ଶୁକ୍ରବାର ଏସିଆନ୍‌ କ୍ରିକେଟ୍‌ କାଉନ୍‌ସିଲ ବୈଠକରେ ୨୦୨୩ରେ ହେବାକୁ ଥିବା ଏସିଆ କପ୍‌ର ଆୟୋଜନ ଦାୟିତ୍ୱ ପାକିସ୍ତାନକୁ ଦିଆଯାଇଛି ।

Narendra Modi
ମୋଦିଙ୍କ ବଡ଼ ପଦକ୍ଷେପ, ଭାରତୀୟ ସେନା ହେବ ବିଶ୍ୱର ସବୁଠୁ ବଡ଼ ଶକ୍ତି !

ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ପୁରୁଣା ଢାଞ୍ଚାକୁ ବାୟ ବାୟ । ଆରମ୍ଭ ହେଲା ନୂଆ କର୍ପୋରେଟ ଯୁଗ । ଅର୍ଡିନାନ୍ସ ବୋର୍ଡକୁ ଭାଙ୍ଗି ୭ଟି ନୂଆ କଂପାନିର ଘୋଷଣା ।

Kapil Sibal
ସିବଲଙ୍କ କଟାକ୍ଷ ! ‘ଦାରିଦ୍ରତା-ଭୋକିଲା କ୍ଷେତ୍ରରେ ଭାରତ ବିଶ୍ୱଗୁରୁ’

ଦାରିଦ୍ର୍ୟ ତାଲିକାରେ ପୁଣି ତଳକୁ ଖସିଲା ଭାରତ । ଭାରତର ସ୍ଥାନ ତଳକୁ ଖସିବା ପରେ ଆରମ୍ଭ ହୋଇଛି ରାଜନୀତି । କେନ୍ଦ୍ରର ମୋଦି ସରକାରଙ୍କୁ ବିରୋଧୀ କଂଗ୍ରେସ ଟାର୍ଗେଟ୍‌ କରିଛି । 

Chattisgarh Car Accident
ଧୁମ୍‌ଧାମ୍‌ରେ ଚାଲିଥିଲା ଭସାଣ ଉତ୍ସବ; ହଠାତ ଲୋକଙ୍କ ଉପରେ ମାଡ଼ିଗଲା କାର, ଚାଲିଗଲା ନିରୀହ ଜୀବନ

ଦଶରା ଭସାଣ ଶୋଭାଯାତ୍ରା ବେଳେ ଲୋକଙ୍କୁ ଦଳିଦେଲା ଦୃତଗାମୀ କାର । ଛତିଶଗଡ଼ ଯଶପୁରରେ ଆଜି ଦୁର୍ଗା ଭସାଣ ଶୋଭାଯାତ୍ରା ବେଳେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

Singhu Border
ଚାଷୀଙ୍କ ଆନ୍ଦୋଳନ ସ୍ଥଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଧର୍ମୀୟ ଆଧାରରେ କରାଯାଇଛି ହତ୍ୟା !

ହରିଆଣା-ଦିଲ୍ଲୀ ସିଂଘୁ ସୀମାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର । ଯେଉଁ ସ୍ଥାନରେ କୃଷକମାନେ ଆନ୍ଦୋଳନ କରୁଛନ୍ତି ଠିକ୍‌ ସେହି ସ୍ଥାନରୁ ହିଁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ।

Narendra Modi
ସାମରିକ ଅସ୍ତ୍ରଶସ୍ତ୍ର ଉତ୍ପାଦନକୁ ଗୁରୁତ୍ୱ, ୭ ନୂଆ କମ୍ପାନୀର ଶୁଭାରମ୍ଭ କଲେ ମୋଦି

ଦେଶରେ ସାମରିକ ଅସ୍ତ୍ରଶସ୍ତ୍ର ଉତ୍ପାଦନ କ୍ଷେତ୍ରରେ ପେସାଦାର ମନୋବୃତ୍ତି ଆଣିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଦେଶର ଅର୍ଡିନାସ ଫ୍ୟାକ୍ଟ୍ରି ବୋର୍ଡକୁ ୭ଟି ନୂଆ କମ୍ପାନିରେ ପରିଣତ କରାଯାଇଛି ।

saharukhu
IPL 2021: ଫାଇନାଲରେ KKR, ଶାହରୁଖଙ୍କ ‘କଫି କପ୍‌’ ଟ୍ୱିଟ୍‌ ଭାଇରାଲ କଲେ ଫ୍ୟାନ୍ସ

ବଲିଉଡ୍ ଷ୍ଟାର ଶାହରୁଖ ଖାନ୍‌ଙ୍କ ମାଲିକାନାରେ ଥିବା କୋଲକତା ନାଇଟ୍‌ ରାଇଡର୍ସ ଆଇପିଏଲ୍‌ର ୧୪ତମ ସଂସ୍କରଣର ଫାଇନାଲରେ ନିଜ ସ୍ଥାନ ଅକ୍ତିଆର କରିନେଇଛି । କୋଲକତା ବିପକ୍ଷରେ ରହିଛି ତିନି ଥରର ଚାମ୍ପିଅନ୍‌ ଟିମ୍‌ ଚେନ୍ନାଇ ସୁପର କିଙ୍ଗ୍ସ ।

Grant Bradburn
ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତ ସହ ଲଢ଼ିବା ପୂର୍ବରୁ ପାକିସ୍ତାନକୁ ବଡ଼ ଝଟ୍‌କା

୨୪ ଅକ୍ଟୋବରରେ ଭାରତ ବିପକ୍ଷରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ମଇଦାନକୁ ଓହ୍ଲାଇବା ପୂର୍ବରୁ ପାକିସ୍ତାନ କ୍ରିକେଟ୍‌ ଦଳକୁ ବଡ଼ ଝଟ୍‌କା । ପାକିସ୍ତାନର ହାଇ ପରଫରମାନ୍ସ ମୁଖ୍ୟ କୋଚ ଗ୍ରାଣ୍ଟ ବ୍ରେଡ୍‌ବର୍ଣ୍ଣ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

Viratv Kohli
T-20 World Cup: ଋଷଭଙ୍କୁ କୋହଲିଙ୍କ ଚ୍ୟାଲେଞ୍ଜ, ପୁରଣ ନ କରିପାରିଲେ ଟିମ୍‌ରୁ ଆଉଟ୍‌

ଆସନ୍ତା ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ । ଆଉ ୨୪ ଅକ୍ଟୋବରରେ ପାକିସ୍ତାନ ବିରୋଧରେ ମଇଦାନକୁ ଓହ୍ଲାଇ ଭାରତ ଆରମ୍ଭ କରି ବିଶ୍ୱକପ୍‌ ଅଭିଯାନ ।

Kim Jong-un
କୋରିଆ ଯବାନଙ୍କ ଶକ୍ତି ପ୍ରଦର୍ଶନ, କିମ୍ ଜୋନ୍‌ ବି ଦେଖି ଛାନିଆ

ଯେତିକି କଠୋର, ସେତିକି କଷ୍ଟସାଧ୍ୟ । ଯନ୍ତ୍ରଣାକୁ ଲୁଚାଇ ସାହସିକତା ପ୍ରଦର୍ଶନ ଲାଗି ଦୁର୍ବାର ପ୍ରୟାସ କରିଥାନ୍ତି ଯବାନ ମାନେ । ସାମରିକ  ଅଭ୍ୟାସ ବେଳେ ଗୋଟିକ ପରେ ଗୋଟିଏ ଦୁଃସାହସିକ ସାମରିକ କଳା ପ୍ରଦର୍ଶନ କରୁଥାନ୍ତି ଉତ୍ତରକୋରିଆର ଯବାନ ।

Bisheswar Tudu
ସରକାରୀ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଆକ୍ଷେପ, ତେଜୁଛି ରାଜନୀତି

ମୟୂରଭଞ୍ଜ କଲେକ୍ଟର ଓ ଜିଲ୍ଲାର ଅନ୍ୟ ଓଏଏସ୍ ଅଧିକାରୀଙ୍କ ପ୍ରତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଏ ଆକ୍ଷେପ ସୃଷ୍ଟି କରିଛି ବଡ଼ ରାଜନୈତିକ ହଲଚଲ୍ । ଗତକାଲି ଟୁଡୁ ସାଂଘାତିକ ଅଭିଯୋଗ ଆଣିଥିଲେ ।

Mobile Game
ମୋବାଇଲ୍ ଖେଳ ହେଉଛି କାଳ

ମୋବାଇଲ୍ ଖେଳ ହେଉଛି କାଳ : ୧୫ ଦିନରେ ରାଜ୍ୟରେ ଦୁଇ ସ୍କୁଲ ପିଲାଙ୍କ ଜୀବନ ହାନୀ ପରେ ବଢୁଛି ବାପା-ମାଆଙ୍କ ଟେନସନ୍ । ଗଣଶିକ୍ଷାମନ୍ତ୍ରୀ କହିଲେ,ବିଦ୍ୟାଳୟ ଖୋଲିବା ପର୍ଯ୍ୟନ୍ତ ଅଭିଭାବକ ରଖନ୍ତୁ ନଜର ।

Manish Anurag Das
ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ନିଇତି ନୂଆ ନୂଆ ଖିଅ

ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ନିଇତି ନୂଆ ନୂଆ ଖିଅ: ହୋଟେଲ୍-ବିଲ୍-ବଚସାରୁ ହତ୍ୟା କରାଯାଇଥିବା ଘନୀଭୂତ ହେଉଛି ଶଙ୍କା, ମୃତ୍ୟୁର ଗୁମର ଖୋଲିବାକୁ ୫ ଜଣଙ୍କୁ ଘାଣ୍ଟୁଛି କମିଶନରେଟ୍ ପୋଲିସ ।

Bisheswar Tudu
ପ୍ରୋଟକଲରେ ତ୍ରୁଟି ନେଇ କେନ୍ଦ୍ରମନ୍ତ୍ରୀ ଟୁଡୁଙ୍କ ଅସନ୍ତୋଷ ପରେ ହଲଚଲ୍

ପ୍ରୋଟକଲରେ ତ୍ରୁଟି ନେଇ କେନ୍ଦ୍ରମନ୍ତ୍ରୀ ଟୁଡୁଙ୍କ ଅସନ୍ତୋଷ ପରେ ହଲଚଲ୍: ମୟୂରଭଞ୍ଜ କଲେକ୍ଟର, ଜିଲ୍ଲା ବିଜେଡି ସଭାପତି ଭଳି କାମ କରୁଥିବା ଅଭିଯୋଗ, ଜବାବ ରଖିଲେ ମୋରଡ଼ା ବିଧାୟକ ।

MahaNavami
ଆଜି ମହାମାୟାଙ୍କ ମହାନବମୀ: କୁନି ଝିଅଙ୍କୁ କୁମାରୀ ବେଶରେ ପୂଜାର୍ଚ୍ଚନା

ଆଜି ମହାମାୟାଙ୍କ ମହାନବମୀ: କୁନି ଝିଅଙ୍କୁ କୁମାରୀ ବେଶରେ ପୂଜାର୍ଚ୍ଚନା, ଏଣେ କରୋନା କଟକଣା ଯୋଗୁ କେମିତି ହାତବାନ୍ଧି ବସିଛନ୍ତି ମଣ୍ଡପ ପାଖରେ ବେପାର କରି ଚଳୁଥିବା ବ୍ୟବସାୟୀ, ଦେଖନ୍ତୁ ଏହି ରିପୋର୍ଟ ।

Nobel Painter
ଇଏ ସେହି ବ୍ୟକ୍ତି ଯିଏ ନିଜ ତୁଳିରେ ଆଙ୍କୁଛନ୍ତି ନୋବେଲ ବିଜେତାଙ୍କ ଚିତ୍ର..

କିଏ ବିଜ୍ଞାନ, କିଏ ସାହିତ୍ୟ, ତ ଆଉ କିଏ ଶାନ୍ତି ପାଇଁ ପାଇଛନ୍ତି ନୋବେଲ୍ ପୁରସ୍କାର । ହେଲେ ସବୁ ନୋବେଲ ପୁରସ୍କାର ବିଜେତାଙ୍କ ଫଟୋ ଜଣେ ଆଙ୍କିଛି । ଏହି ସବୁ ଚିତ୍ରରେ ଗୋଟିଏ ସାମଞ୍ଜସ୍ୟ ରହିଛି ।

Salary
CMଙ୍କ ଦରମା: ଯୋଗୀଙ୍କ ଦରମାଠୁ କେଜ୍ରିୱାଲଙ୍କ ଦରମା ଅଧିକ, ତେବେ ସବୁଠାରୁ ଅଧିକ କାହାର ?

ଆପଣ ଜାଣନ୍ତି କି, କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ସବୁଠାରୁ ଅଧିକ ଦରମା ପାଇଥାନ୍ତି ? ଆଉ କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ସବୁଠାରୁ କମ୍‌ ଦରମା ପାଇଥାନ୍ତି ? ତେବେ ଆସନ୍ତୁ ଜାଣିବା..

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।