ବାର୍, ବିଲ୍ ଓ ବଚସାରୁ ମନୀଷ ଅନୁରାଗଙ୍କୁ କରାଯାଇଛି ହତ୍ୟା। ହତ୍ୟାକାରୀ ଆଉ କିଏ ନୁହଁନ୍ତି, ମନୀଷଙ୍କ ବନ୍ଧୁଙ୍କ ସମେତ ୩ ଜଣ ହିଁ ମୁଖ୍ୟ ଅଭିଯୁକ୍ତ।
Published: Satyendu Shekher Mishra
Last updated: 16 October 2021, 10:23 PM IST
ବାପା-ମାଆ ଓ ଭଉଣୀକୁ ହେମଦସ୍ତାରେ ଛେଚି ହତ୍ୟା କଲା ପୁଅ। ଏଭଳି ଏକ ଲୋମଟାଙ୍କୁରା ତଥା ଚାଞ୍ଚଲ୍ୟକର ଗଣ ହତ୍ୟାକାଣ୍ଡ ଘଟିଯାଇଛି ଜଗତସିଂହପୁର ଜିଲ୍ଲାରେ। ଅଭିଯୁକ୍ତ ପୁଅ କିଛି ଦିନ ହେଲା ଅନଲାଇନ ଗେମ୍ ଖେଳୁଥିବା ବେଳେ ମାନସିକ ଭାରସାମ୍ୟ ହରାଇ ଏହି ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି।