/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700798996.jpg)
Today Panchang
ସୌର ଧନୁମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୭ ତାରିଖ ରବିବାର । ଚନ୍ଦ୍ର- ମକର ଦିବା ୦୩.୪୪ ଗତେ କୁମ୍ଭ । ତିଥି- ୫ମୀ ସନ୍ଧ୍ୟା ୦୫.୩୩ ଗତେ ୬ଷ୍ଠୀ ।
Advertisment
ଘାତଚନ୍ଦ୍ର- ସିଂହ ରାଶିର, ଦିବା ୦୩.୪୪ ଗତେ ମିଥୁନ ଓ ମୀନ ରାଶିର
ଘାତବାର- ମେଷ ରାଶିର
ପୁଷ୍କର ଦୋଷ- ୧ପାଦ-କୃଷିହାନି-ଭୂମିଦାନ
ଶୁଭ ସମୟ
ପ୍ରାତଃ- ୦୭.୦୧ ରୁ ୦୯.୧୧
ଦିବା- ୦୧.୦୩ ରୁ ୦୨.୫୭
ଦିବା- ୦୩.୪୦ ରୁ ୦୩.୪୫
ରାତ୍ରି- ୦୭.୪୫ ରୁ ୦୯.୩୦
ରାତ୍ରି- ୧୨.୦୯ ରୁ ୦୧.୨୧
ରାତ୍ରି- ୦୩.୦୦ ରୁ ୦୬.୧୮
ଅଶୁଭ ସମୟ
ରାହୁକାଳ - ଦିବା ୦୩.୪୫ ରୁ ୦୫.୦୬
କାଳବେଳା- ଦିବା ୧୧.୪୨ ରୁ ୦୧.୦୩
ବାରବେଳା- ଦିବା ୧୦.୨୧ ରୁ ୧୧.୪୨
କାଳରାତ୍ରି- ରାତ୍ରି ୦୧.୨୧ ରୁ ୦୩.୦୦
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)