/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702799898.jpg)
Solar Company, Blast
ନାଗପୁରରେ ବଡ ଧରଣର ବିସ୍ଫୋରଣ ହୋଇଛି । ଏଥିରେ ୯ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି । ନାଗପୁରର ଏକ ସୋଲାର କଂପାନୀରେ ଆଜି ସକାଳୁ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣର କାରଣ ସମ୍ପର୍କରେ ଜଣାପଡିନାହିଁ। ବିସ୍ଫୋରଣ ବେଳେ କଂପାନୀ ଭିତରେ ୧୨ଜଣ କର୍ମଚାରୀ ଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଗୁରୁତଙ୍କ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ମଧ୍ୟ ରହିଛି । ଦୁର୍ଘଟଣାସ୍ଥଳରେ ଏବେ ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀ ମାନେ ପହଞ୍ଚିଛନ୍ତି । ସମସ୍ତେ ସ୍ଥିତି ଉପରା ନଜର ରଖିଛନ୍ତି । ତେବେ ଏହି ଦୁର୍ଘଟଣା କେମିତି ହେଲା ସେନେଇ ତଦନ୍ତ ଚାଲିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)