• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

corona-death-sundargarh
ସାଙ୍ଗ ହୋଇ ଚାଲିଗଲେ ବାପା, କକା ଓ ପୁଅ

କରୋନା ମହାମାରୀ ଯେ, କେତେ ଯେ ପରିବାରକୁ ନଷ୍ଟ ଦେଲାଣି ତାହାର ହିସାବ ନାହିଁ। କାହା ମଥାରୁ ସିନ୍ଦୂର ଆଉ ହାତରୁ ଶଙ୍ଖା ଭାଙ୍ଗିଲାଣି ତାହା ଗଣିବା ବି କଷ୍ଟ। ହଜାର ହଜାର ମାଆର କୋଳକୁ ଖାଲି କରିଦେଲାଣି କରୋନା। ପିତାଙ୍କୁ ହରାଇ ବାପା ଛେଉଣ୍ଡ ହୋଇଗଲେଣି ପିଲା।

corona
ବଣ୍ଡାଘାଟିରେ ପଜିଟିଭ୍‌ ଚିହ୍ନଟ ପରେ ତତ୍ପର ହେଲା ପ୍ରଶାସନ

ମାଲକାନଗିରିର ବଣ୍ଡାଘାଟିରେ ୧୨ ଜଣ କରୋନା ପଜିଟିଭ ବାହାରିବା ପରେ ତତ୍ପର ହୋଇଛି ପ୍ରଶାସନ। ଚିହ୍ନଟ ହୋଇଥିବା କିଛି ପଜିଟିଭଙ୍କ ମଧ୍ୟରୁ କିଛି ଭଲ ହୋଇ ସାରିଲେଣି, ଅନ୍ୟ କିଛି ଲୋକଙ୍କୁ ସଂଗରୋଧରେ ରଖାଯାଇଛି।

ratha
ବଡ଼ଦାଣ୍ଡରେ ଚାଲିଛି ରଥ ନିର୍ମାଣ, ସେପଟେ କରୋନା କଟକଣା ମଧ୍ୟରେ ଚାପ ଖେଳୁଛନ୍ତି ମହାପ୍ରଭୁ

ଚଳଚଞ୍ଚଳ ରଥଖଳା। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଗେଇ ଚାଲିଛି ରଥ ନିର୍ମାଣ କାମ। କରୋନା କଟକଣା ଭିତରେ ମହାରଣା ସେବାୟତ ମାନେ ରଥ ନର୍ମାଣ କାମରେ ଲାଗିଛନ୍ତି। ପ୍ରଥମେ ୩ ରଥର ତୁମ୍ବ ନର୍ମାଣ କରାଯାଉଛି। ସୋମବାର ସୁଦ୍ଧା ୩ଟି ତୁମ୍ବର ମର୍ଦଳ ଆକୃତିର ପ୍ରାଥମିକ କାର୍ଯ୍ୟ...

corona
୨୪ ଘଂଟାରେ ଦେଶରେ ସର୍ବାଧିକ ସଂକ୍ରମିତଙ୍କ ଗଲା ପ୍ରାଣ

ଦେଶରେ ଆଜି ସବୁ ରେକର୍ଡ ଭାଙ୍ଗିଛି କରୋନା ମୃତ୍ୟୁ ସଂଖ୍ୟା। ଦିନକରେ ଦେଶରେ ସର୍ବାଧିକ ମୃତ୍ୟୁ ରେକର୍ଡ ହୋଇଛି। ଦେଶରେ ଗତ ୨୪ ଘଣ୍ଟାରେ ୪୩୨୯ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲା ବେଳେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ଲାଗି ପାରୁନି ବ୍ରେକ୍‌

cbse exam
ଜୁନ୍‌ ୫ ରୁ ୧୦ମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଆରମ୍ଭ: ସୋସିଆଲ ମିଡ଼ିଆରେ ଗୁଜବ ହେଲା ପ୍ରଚାର

କରୋନା ପାଇଁ ସିବିଏସଇ ସମେତ ଅନେକ ରାଜ୍ୟ ନିଜ ନିଜ ବୋର୍ଡ଼ ପରୀକ୍ଷା ସହ ଦ୍ୱାଦଶ ଶ୍ରେଣୀର ପରୀକ୍ଷାକୁମଧ୍ୟ ସ୍ଥଗିତ ରଖିଛନ୍ତି। ଅନେକ ରାଜ୍ୟ ଦଶମ ଶ୍ରେଣୀର ପରୀକ୍ଷା ବାତିଲ ମଧ୍ୟ କରିଛନ୍ତି।

corona death
୨୪ ଘଂଟାରେ ୨୨ ଜଣଙ୍କ ମୁଣ୍ଡ ନେଲା କରୋନା

ରାଜ୍ୟରେ ଥମିବାରେ ନା ନେଉନାହିଁ କରୋନା ମୃତ୍ୟୁସଂଖ୍ୟା। ଗତ ୨୪ ଘଂଟାରେ ପୁଣି ଉପରମୁହାଁ ରହିଛି କରୋନା ମୃତ୍ୟୁଟ୍ରେଣ୍ଡ୍‌। ୨୪ ଘଂଟାରେ ୨୨ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ଯାହାକୁ ନେଇ ଏବେ ଚିନ୍ତା ବଢିଛି।

doctor111
ଗୋଟିଏ ଦିନରେ ୫୦ ଡାକ୍ତରଙ୍କ ପ୍ରାଣ ନେଲା କରୋନା

ଦେଶରେ ସଂକ୍ରମଣ କମିଛି ସତ କିନ୍ତୁ ଡ଼ର ଛାଡ଼ିନାହିଁ। ସଂକ୍ରମଣ କମିଥିଲେ ବି ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି ଯାହାକୁ ନେଇ ଏବେ ଚିନ୍ତା ବଢିଯାଇଛି।

mask-hecking-odisha
ନିୟମ ମାନୁନାହାନ୍ତି ଲୋକେ: ବଢୁଛି ସଂକ୍ରମଣ

ସହର ପରେ ଗାଁରେ ବଢିବାରେ ଲାଗିଛି କରୋନା ସଂକ୍ରମଣ। ତେବେ ଏ ନେଇ ଗ୍ରାମାଞ୍ଚଳରେ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳୁନି ସଚେତନତା।

coronavirus in odisha
କାମ ଦେଲା ଲକଡାଉନ୍‌: ରାଜଧାନୀରେ କମିଲା ସଂକ୍ରମଣ

ଲକଡାଉନ୍‌ କଟକଣା ଯୋଗୁଁ ରାଜଧାନୀ ଦିଲ୍ଲୀରେ ଖସୁଛି କରୋନା ସଂକ୍ରମଣ ଗ୍ରାଫ୍। ଦିଲ୍ଲୀରେ ଏବେ ଦୈନିକ ସଂକ୍ରମଣ ୫ ହଜାର ତଳକୁ ଖସିଆସିଛି।

Modi
ରାଜ୍ୟର ଅଧିକାରୀ ଓ ଫିଲ୍ଡ ଅଫିସରଙ୍କ ସହ ଆଜି କଥା ହେବେ ମୋଦି

କରୋନା ମୁକାବିଲା ନେଇ ଆଜି ପ୍ରଧାନମନ୍ତ୍ରୀ ସମୀକ୍ଷା କରିବେ। ବିଭିନ୍ନ ରାଜ୍ୟର ଅଧିକାରୀ ଓ ଫିଲ୍ଡ ଅଫିସରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

cyclone-tauktae
ବାତ୍ୟା ତାଉତେର ଲ୍ୟାଣ୍ଡଫଲ୍ ପରେ ଗୁଜରାଟରେ ବ୍ୟାପକ କ୍ଷୟକ୍ଷତି

ଅତିଭୀଷଣ ସାମୁଦ୍ରିକ ଝଡ଼ ତାଉତେର ଲ୍ୟାଣ୍ଡଫଲ୍ ପରେ ଗୁଜରାଟରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବା ସହ ବିଦ୍ୟୁତ୍‌ ଖୁଣ୍ଟ ମଧ୍ୟ ଉପୁଡ଼ି ପଡ଼ିଛି

corona
"ଆମେ ନିୟମ ରଜାଙ୍କୁ ପୂଜା କରୁଛୁ, ଆମର କିଛି ହେବ ନାହିଁ"

ରାୟଗଡ଼ା ଜିଲ୍ଲା ନିୟମଗିରି ଅଞ୍ଚଳରେ ବସବାସ କରୁଥିବା ଡଙ୍ଗରିଆ କନ୍ଧ ସମାଜର ଲୋକେ କରୋନା ଟେଷ୍ଟକୁ ବିରୋଧ କରୁଛନ୍ତି

cyclone
ଉତ୍ପାତ ହେଲାଣି ତାଉତେ: ସ୍ଥଳଭାଗ ଛୁଇଁବା ପୂର୍ବରୁ ନେଲାଣି ୪ ଜଣଙ୍କ ଜୀବନ

ଏକ୍ସଟ୍ରିମ୍ ସିଭିୟର ସାଇକ୍ଲୋନିକରେ ପରିଣତ ହୋଇ ସ୍ଥଳଭାଗ ଆଡ଼କୁ ମୁହାଁଉଛି ବାତ୍ୟା ତାଉତେ। ଆଇଏମଡିର ପୂର୍ବାନୁମାନ ଅନୁଯାୟୀ ତାଉତେ ଆଜି ରାତିରେ ଗୁଜରାଟ ପୋରବନ୍ଦର-ମହୁଆରେ ଲ୍ୟାଣ୍ଡଫଲ କରିବ।

basanta panda
"ଗାଁ ମୁହାଁ ମହାମାରୀ: ସ୍ୱାସ୍ଥ୍ୟ ସେବା ବି ଗ୍ରାମାଭିମୁଖି ହେଉ"

ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମଣ। ଲକଡାଉନ୍‌ ପରେ ବି କମିବାରେ ନା ନେଉନାହିଁ ମହାମାରୀ। ଆଉ ଏହାରି ମଧ୍ୟରେ କରୋନା ମୁକାବିଲା ନେଇ ବିଜେପି ସାଂସଦ ବସନ୍ତ ପଣ୍ଡା ରାଜ୍ୟ ସରକାରଙ୍କୁ ଅନେକ ପ୍ରସ୍ତାବ ଦେଇଛନ୍ତି।

Amrebdra Mohanty
ଆରପାରିରେ ବିଶିଷ୍ଟ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତି

ବିଶିଷ୍ଟ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ ହୋଇଛି। କୋଭିଡରେ ଆକ୍ରାନ୍ତ ହୋଇ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ଅମରେନ୍ଦ୍ର

mamata
ମମତାଙ୍କୁ ସିବିଆଇ ଝଟ୍‌କା: ସକାଳୁ ସକାଳୁ ସହଯୋଗୀଙ୍କୁ ଉଠାଇ ନେଲା କେନ୍ଦ୍ରୀୟ ସଂସ୍ଥା

ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ଭାବେ ତୃତୀୟ ଇନିଂସ ଆରମ୍ଭ କରୁ କରୁ ମମତା ବାନାର୍ଜୀଙ୍କୁ ବଡ଼ ଝଟକା ଲାଗିଛି। କିଛିଦିନ ପୂର୍ବରୁ ମନ୍ତ୍ରୀ ଭାବେ ଶପଥ ନେଇଥିବା ମମତାଙ୍କ କ୍ୟାବିନେଟର ଫିରହଦ ହାକିମଙ୍କୁ ସିବିଆଇ ଉଠାଇ ନେଇଛି

coronavirus
ଦେଶରେ କମିଲା ସଂକ୍ରମଣ: ଦୀର୍ଘଦିନ ପରେ ୩ ଲକ୍ଷ ତଳକୁ ଖସିଲା ସଂକ୍ରମଣର ଟ୍ରେଣ୍ଡ୍‌

ଦୀର୍ଘଦିନ ପରେ ଦେଶରେ କମିଛି ସଂକ୍ରମଣ। ଆଜି ୩ ଲକ୍ଷ ତଳେ ରହିଛି ସଂକ୍ରମିତଙ୍କ ସଂଖ୍ୟା।  ୨୪ ଘଂଟାରେ ଦେଶରେ ୨ ଲକ୍ଷ ୮୧ ହଜାର ୩୮୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

lockdown-1
ଲକଡାଉନ୍‌ରେ ଅମାନିଆଙ୍କ ଉପରେ ପୋଲିସର ସ୍ୱତନ୍ତ୍ର ନଜର

ସଟଡାଉନ୍‌ ପରେ ଆଜିଠୁ ଲକଡାଉନ୍‌ କଟକଣା ଆରମ୍ଭ ହୋଇଛି। ଶନି ଓ ରବିବାର ଦୁଇ ଦିନିଆ ସଟଡାଉନ୍‌ ପରେ ଆଜି ଖୋଲିଛି ବଜାର। ତେବେ ସକାଳ ୬ରୁ ଦିନ ୧୨ ଭିତରେ କେବଳ ଜରୁରୀ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ରହିଛି।

scb medical
SCB କୋଭିଡ୍ ହସ୍ପିଟାଲ ପରିସରରେ ଉତ୍ତେଜନା

କଟକର ଏସ୍ସିବି ମେଡିକାଲ କଲେଜ ପରିସରରେ ଥିବା କୋଭିଡ୍ ହସ୍ପିଟାଲ ବାହାରେ ଉତ୍ତେଜନା ଦେଖାଦେଇଛି। ହସ୍ପିଟାଲ ବାହାରେ ରୋଗୀଙ୍କ ସଂପର୍କୀୟମାନେ ହୋ ହଲ୍ଲା କରୁଥିବା ଦେଖିବାକୁ ମିଳିଛି।

corona
ଲକଡାଉନ୍‌ର ୧୨ ଦିନ ପରେ ବି କାହିଁକି କମୁନାହିଁ ସଂକ୍ରମଣ?

ଲକଡାଉନ୍‌ ଲାଗୁ ହେବାର ୧୨ ଦିନ ବିତି ଯାଇଥିଲେ ବି ରାଜ୍ୟରେ ତଳମୁହାଁ ହେଉନି କରୋନା ଗ୍ରାଫ୍। ମେ ଆରମ୍ଭରୁ ରାଜ୍ୟରେ ଯେଉଁ ଟ୍ରେଣ୍ଡ ଚାଲିଥିଲା ଏବେ ବି ଉଣାଅଧିକ ସେୟା ରହିଛି।

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି