• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

coronaviru7s
ସୀମାରେ କଡ଼ାକଡ଼ି ଚାଲିଛି ଯାଂଚ୍‌

ବାହାର ରାଜ୍ୟରୁ ଏବେ ଗାଁ ମୁହାଁ ପ୍ରବାସୀ ଓଡିଆ। ପ୍ରବାସୀ ଓଡିଆ ଫେରୁଥିବାରୁ ଗଜପତି -ଗଂଜାମ ସୀମାରେ ଯାଞ୍ଚ ପ୍ରକିୟାକୁ କଡାକଡି କରାଯାଇଛି। ସୀମାର ନାକା ଗେଟରେ ପ୍ରବାସୀଙ୍କ ଯାଞ୍ଚ କରାଯାଉଛି।

naveen patnaik
ବୁଲା କୁକୁର ଓ ଗାଇଗୋରୁଙ୍କ ପାଇଁ ୬୦ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଲକଡାଉନ୍‌ ଓ ସଟଡାଉନ୍‌ ବେଳେ ବନ୍ଦ ରହିଛି ସମସ୍ତ ଦୋକାନ ବଜାର। ଏଭଳି ସ୍ଥିତିରେ ବୁଲା ଗାଇଗୋରୁ ଓ ବୁଲା କୁକୁରମାନେ ଖାଦ୍ୟ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ସେମାନଙ୍କୁ ଖାଇବା ଯୋଗାଇବା ପାଇଁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର।

cenal Work
ଅଫିସର ପିସି ନେଇ ଚୁପ୍‌, ହିନସ୍ତା ହେଉଛନ୍ତି ଚାଷୀ

କ୍ଷୁଦ୍ର ଜଳସେଚନରେ ବିଭାଗରେ ପୁଣି ସାମ୍ନାକୁ ଆସିଲା ଦୁର୍ନୀତର ଗନ୍ଧ। ଚାଷୀଙ୍କ ପାଇଁ ହୋଇଥିବା କାମର ତଦାରଖ କରି ବିରକ୍ତି ପ୍ରକାଶ କଲେ ଖୋଦ୍‌ ବିଧାୟକ। ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜର ଖୁଂଟା ବ୍ଲକରେ।

coronavirus
ଟେନ୍‌ସେନ୍‌ ଦେଲା କରୋନା: ଏଥର ବାୟୁରେ ବ୍ୟାପୁଛି ସଂକ୍ରମଣ

ଭୟଙ୍କର ହେବାରେ ଲାଗିଛି କରୋନା। ଦିନକୁ ଦିନ ଅଧିକରୁ ଅଧିକ ଲୋକଙ୍କୁ ନିଜ କବଳକୁ ନେଉଛ ମହାମାରୀ। ଆଉ ଏହାରି ମଧ୍ୟରେ ମହାମାରୀ ସମ୍ପର୍କରେ ଯେଉଁ ତଥ୍ୟ ଆସିଛି ତାହା ସମସ୍ତଙ୍କୁ ଚକିତ କରିଦେଇଛି।

Corona
ଲୋକଙ୍କ ଢ଼ିଲାପଣ ଲାଗି ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ

: ଗ୍ରାମାଞ୍ଚଳରେ ଚିନ୍ତା ବଢ଼ାଇଛି କରୋନାର ଦ୍ୱିତୀୟ ଲହର। କାରଣ ଏଠି ନା ସହରାଞ୍ଚଳ ଭଳି ସଟଡାଉନ୍‌, ଲକଡାଉନ୍‌ ହେଉଛି ନା କୌଣସି ଧରପଗଡ଼ କରାଯାଉଛି। ଟେଷ୍ଟିଂ କି ଟିକାକରଣ ତ ଦୂରର କଥା, ପଡ଼ାଠୁ ଆରମ୍ଭ କରି ପଞ୍ଚାୟତ ଯାଏଁ କୋଭିଡ୍ ନିୟମ ଅନୁପାଳନର ନାଁ ଗନ୍ଧ...

Corona
କରୋନା କଟକଣା ସଠିକ୍‌ ଭାବରେ ମାନିଲେ ଆସିବ ନାହିଁ ତୃତୀୟ ଲହର?

ଦେଶର ଅଧିକାଂଶ ରାଜ୍ୟ ତାଲାବନ୍ଦ ସ୍ଥିତିରେ, ନହେଲେ ଅନ୍ୟ କଟକଣା ଭିତରେ। ତଥାପି ଦୁର୍ବଳ ହେବାର ନାଁ ଧରୁନି କରୋନା ସୁନାମୀ। ଜାରି ରହିଛି ୪ଲକ୍ଷ ପାର୍ ଦୈନିକ ସଂକ୍ରମଣର ଟ୍ରେଣ୍ଡ୍। ଏପଟେ ଦୈନିକ ମୃତ୍ୟୁ ସଂଖ୍ୟା ବି ୪ ହଜାର ମୁହାଁ ରହିଛି।

Corona
ସୁନାମୀ ପରି ମାଡ଼ିଚାଲିଛି ମହାମାରୀ

ରାଜ୍ୟରେ କରୋନା ଦ୍ୱିତୀୟ ଲହରିର ଭୟଙ୍କର ରୂପ ଦେଖିବାକୁ ମିଳିଛି। ବେକାବୁ ହେଲାଣି ମହାମାରୀ। ଆଜି ୧୯ ଜୀବନ ନେବା ସହ ଦୈନିକ ସଂକ୍ରମଣର ସବୁ ରେକର୍ଡ ଭାଙ୍ଗି ୧୨ ହଜାରରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିଛି। ସେ ଭିତରୁ ୩୧ ଭାଗ ଅର୍ଥାତ୍ ୩ ହଜାର ୯...

journalist
କରୋନାରେ ଚାଲିଗଲା ପୁଣି ଜଣେ ଯୁବ ସାମ୍ବାଦିକଙ୍କ ଜୀବନ

ବ୍ରହ୍ମପୁର: କରୋନା କାଳରେ ପୁଣି ଆସିଛି ଏକ ଦୁଃଖଦ ଖବର । କରୋନାରେ ଆଜି ପୁଣି ଜଣେ ଯୁବ ସାମ୍ବାଦିକ ଆଖି ବୁଜିଛନ୍ତି । ସେ ହେଉଛନ୍ତି ବ୍ରହ୍ମପୁରର ପ୍ରଦୀପ କିଶୋର ସାହୁ । ପ୍ରଦୀପ ଦୈନିକ ସମ୍ବାଦ ଖବର କାଗଜର ଗଞ୍ଜାମ ଜିଲ୍ଲା ପ୍ରତିନିଧି ଥିଲେ ।...

matric exam
ଏମିତି ହେବ ମାଟ୍ରିକ୍‌ ପରୀକ୍ଷାର ମୂଲ୍ୟାୟନ

ମାଟ୍ରିକ୍ ରେଜଲ୍ଟ ପାଇଁ ଚୂଡ଼ାନ୍ତ ମୂଲ୍ୟାୟନ ପଦ୍ଧତିକୁ ବୋର୍ଡ ଅନୁମୋଦନ କରିଛି। ନବମ ଓ ଦଶମ ଶ୍ରେଣୀର ମାର୍କ ଆଧାରରେ ହେବ ଛାତ୍ରଛାତ୍ରୀଙ୍କ ପରୀକ୍ଷା ମୂଲ୍ୟାୟନk

lockdown
କରୋନା ଚେନ୍‌ ଭାଙ୍ଗିବାକୁ ସାରା ଦେଶରେ ଲକଡାଉନ୍‌ ଜାରି କରିବ କେନ୍ଦ୍ର ?

ଦେଶରେ ଭୟଙ୍କର ହେବାର ଲାଗିଛି କରୋନା ସ୍ଥିତି। ଦିନକୁ ଦିନ ବଢିବାରେ ଲାଗିଛି ସଂକ୍ରମଣ। କହିବାକୁ ଗଲେ ଗୋଟିଏ ପ୍ରକାର ସ୍ଥିତି ହେଲାଣି ସଙ୍ଗୀନ। ଆଉ ଏହାରି ମଧ୍ୟରେ ପୂରା ଦେଶକୁ ଲକଡାଉନ୍‌ କରିବା  ପାଇଁ ଚିନ୍ତା କରୁଛନ୍ତି କି କେନ୍ଦ୍ର ସରକାର?

jayanta-panda
"ମନକୁ ଫାଭିପିରାଭିର୍ ଖାଇଲେ କ୍ଷତି ବେଶି"

କରୋନା ରୋଗୀଙ୍କ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ପ୍ରଫେସର ଜୟନ୍ତ ପଣ୍ଡା। କହିଲେ, ମନକୁ ଫାଭିପିରାଭିର୍ ଖାଇଲେ ବେଶି କ୍ଷତି ହେବ।  ହୋମ୍ ଆଇସୋଲେସନରେ ରହୁଥିବା ରୋଗୀଙ୍କ ପାଇଁ ବି ଦେଇଛନ୍ତି ପରାମର୍ଶ।

Oximeter
ଅକ୍ସିଜେନ୍‌ କମ ରହିଲେ ଜାଣିବେ କେମିତି? ବିଶେଷଜ୍ଞ ଦେଲେ ଟିପ୍ସ

ଭୁବନେଶ୍ୱର: କରୋନାକୁ ନେଇ ବଡ଼ ସୂଚନା ଦେଲେ ଡାକ୍ତର। କହିଲେ, ଡାହାଣ ହାତ ମଝି ଆଙ୍ଗୁଠିରେ ଲଗାନ୍ତୁ ଅକ୍ସିମିଟର। କରୋନା ରୋଗୀଙ୍କୁ ଅକ୍ସିଜେନ ଆବଶ୍ୟକତା ସଂପର୍କରେ ବଡ଼ ସୂଚନା ଦେଲେ ବିଶେଷଜ୍ଞ । ସବୁ କରୋନା ରୋଗୀଙ୍କୁ ଅକ୍ସିଜେନ ଆବଶ୍ୟକ ନଥାଏ…

Chota Rajan
କରୋନାରେ ଛୋଟା ରାଜନର ମୃତ୍ୟୁ ହୋଇଥିବା ସୂଚନା

ମୁମ୍ବାଇ: କରୋନାରେ ଛୋଟା ରାଜନର ମୃତ୍ୟୁ ହୋଇଥିବା ସୂଚନା। ମୁମ୍ବାଇ ଅଣ୍ଡରୱାର୍ଲଡ ଡନ୍ ଛୋଟା ରାଜନର ମୃତ୍ୟୁ ହୋଇଛି। କରୋନାରେ ଛୋଟା ରାଜନର ମୃତ୍ୟୁ ଘଟିଥିବା ନେଇ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି। ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା…

lockdown 1
ଲକଡାଉନ୍‌ କମାଇବ କରୋନା: ଅମାନିଆଙ୍କ ଉପରେ ପୋଲିସର ସ୍ୱତନ୍ତ୍ର ନଜର

କରୋନା ସଂକ୍ରମଣରେ ବ୍ରେକ୍ ଲଗାଇବା ପାଇଁ ରାଜ୍ୟରେ ଲାଗୁ ହୋଇଥିବା ୧୪ ଦିନିଆ ଲକଡାଉନ୍‌ର ଆଜି ତୃତୀୟ ଦିନ। କରୋନା ଭୂତାଣୁର ଦ୍ୱିତୀୟ ଲହର ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଲକଡାଉନ୍‌କୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି

pradipta nayak
ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଏମ୍ସ ଦେଲା ବଡ଼ ସୂଚନା

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ସୂଚନା ଦେଇଛନ୍ତି ଏମ୍ସ ନିର୍ଦ୍ଦେଶିକା ବି.ଗୀତାଞ୍ଜଳି। ସେ କହିଛନ୍ତି ଯେ, ୪ ଜଣିଆ ଡାକ୍ତରୀ ଟିମ୍ ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରୁଛନ୍ତି। ଏହାସହ ଏମ୍ସର ୨ ଓ ରାଜ୍ୟ ସରକାରଙ୍କ ୨ ଡାକ୍ତର...

marrage
କି ରୋଗ ହେଲା? ସକାଳୁ ଥିଲା ବାହାଘର ହେଲେ ପାଲିଙ୍କି ବଦଳରେ କୋକେଇରେ ଗଲା ପୁଅ

ରାତି ପାହିଥିଲେ ପାଲିଙ୍କିରେ ବସିଥାଆନ୍ତ ପୁଅ କିନ୍ତୁ କୋକେଇରେ ଶୋଇଲା ପୁଅ। କଥା ଅଛି ଦୈବ ଦେବ ଦୁଃଖ ତ କିଏ ବା କରିବ ଲାଘବ? ପୁଅର ବାହାଘର ପାଇଁ ପୂରା ଶେଷ ପର୍ଯ୍ୟାୟରେ ଥିଲା ପ୍ରସ୍ତୁତି। ଘର ସଜ୍ଜାଠାରୁ ଆରମ୍ଭ କରି ପାଲିଙ୍କି ସଜା ବି ସରିଥିଲା।

kerala moonsoon
ଜୁନ୍‌ ୧ରେ କେରଳ ଛୁଇଁବ ମୌସୁମୀ ବାୟୁ

ଆସନ୍ତା ମାସ ଅର୍ଥାତ୍‌ ଜୁନ୍ ୧ ତାରିଖରେ ମୌସୁମୀ କେରଳ ଛୁଇଁବା ଆକଳନ। ୧ରେ କେରଳ ଛୁଇଁବା ନେଇ ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନା। ତେବେ ପୂର୍ବରୁ ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ ବର୍ଷା ବୋଲି ଆକଳନ କରିଥିଲା ଆଇଏମଡ଼ି।

elephant
ମାତିଲେ ହାତୀପଲ: ୨ ଜଣଙ୍କୁ ମାରିଲେ,ନର୍ସରୀକୁ ଧ୍ୱଂସ କଲେ

ଅନୁଗୁଳ ଜିଲ୍ଲା ବନ୍ତଳା ଥାନାର ତାଳଗଡ଼ ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଆଜି ଭୋର ୫ଟା ବେଳେ ତାଳଗଡ଼ର ମମତା ସେଠୀ ଆମ୍ବ ଗୋଟାଇବାକୁ ତୋଟାକୁ ଯାଇଥିଲେ

Corona Vaccine Update
ସଠିକ୍‌ ସମୟରେ ଟିକା ମିଳୁନି : ଦ୍ୱନ୍ଦ୍ୱରେ ଲୋକେ

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିଛି ଟିକାକରଣ। ଭ୍ୟାକ୍ସିନେସନ କେନ୍ଦ୍ର ସାମ୍ନାରେ ଲୋକଙ୍କ ଭିଡ଼ ପ୍ରବଳ ଦେଖିବାକୁ ମିଳିଛି। କିନ୍ତୁ ଠିକରେ ବ୍ୟବସ୍ଥା କରାଯାଇଥିବାରୁ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି। ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

corona
ପୁଣି ୪ ଲକ୍ଷ ଟପିଲା ସଂକ୍ରମଣ ସଂଖ୍ୟା, ସେପଟେ ୨୪ ଘଣ୍ଟାରେ ୩୯୮୦ ମୃତ

ଦେଶରେ  ପୁଣି ୪ ଲକ୍ଷ ଟପିଲା ସଂକ୍ରମଣର ସଂଖ୍ୟା। ଏହାସହ ୨୪ ଘଂଟାରେ ୩,୯୮୦ ମୃତ ହୋଇଥିବା ନେଇ ମିଳିଛି ସୂଚନା। 

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି