• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

lockdown
ଜୁନ୍‌ ୧୭ ପର୍ଯ୍ୟନ୍ତ ବଢିଲା ଲକଡାଉନ୍‌

ରାଜ୍ୟରେ ପୁଣି ୧୬ ଦିନ ପାଇଁ ଲକଡାଉନ୍ ବଢ଼ାଇଲେ ସରକାର। ଜୁନ୍ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଲକଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି

Black fungs
ରାଜ୍ୟରେ ୨୫ ବ୍ଲାକ୍‌ ପଙ୍ଗସ୍‌ ରୋଗୀ ଚିହ୍ନଟ, ୩ ମୃତ

କରୋନା ପରେ ଏବେ ବ୍ଲାକ୍‌ ପଙ୍ଗସ୍‌ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ତେବେ ଏହି ରୋଗକୁ ନେଇ ବଡ଼ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ACS ପ୍ରଦୀପ୍ତ ମହାପାତ୍ର। ସେ କହିଛନ୍ତି ଯେ,  ଆମ ରାଜ୍ୟରେ ୨୫ ବ୍ଲାକ୍ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି। 

ACS
ପ୍ରଥମ ପିକ୍ ତୁଳନାରେ ଦ୍ୱିତୀୟ ପିକ୍ ୪ ଗୁଣା ଅଧିକ

ପ୍ରଥମ ପିକ୍ ତୁଳନାରେ ଦ୍ୱିତୀୟ ପିକ୍ ୪ ଗୁଣା ରହିଛି ବୋଲି କହିଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ACS ପ୍ରଦୀପ୍ତ ମହାପାତ୍ର। ୨ ସପ୍ତାହ ତଳେ ବିଶ୍ୱର ମୋଟ ସଂକ୍ରମିତଙ୍କ ୫୪% ଆମ ଦେଶର ଥିଲେ। ବର୍ତ୍ତମାନ ବିଶ୍ୱର ମୋଟ ସଂକ୍ରମିତଙ୍କ ମଧ୍ୟରୁ ଭାରତର ସଂଖ୍ୟ ୩୪% ରହିଛି

Pradipta Mohapatra
ରାଜ୍ୟରେ କମୁଛି ସଂକ୍ରମଣ: ହେଲେ ବିପଦ ଏବେ ବି ରହିଛି

କରୋନା ସଂକ୍ରମଣକୁ ନେଇ ପ୍ରେସମିଟ୍‌ କଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ACS। ରାଜ୍ୟରେ ବର୍ତ୍ତମାନ ସମୟରେ ପଜିଟିଭିଟି କମୁଛି ବୋଲି କହିଲେ ACS।  ମେ ୨୨ରେ ସର୍ବାଧିକ ୧୨,୮୫୨ ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ବାତ୍ୟା ପାଇଁ ଟେଷ୍ଟ କମିବାରୁ ପଜିଟିଭ ସଂଖ୍ୟା କମିଥିଲା ବୋଲି ସେ କହିଛନ୍ତି

acs
ସାଢ଼େ ୪ଟାରେ ACS ଏବଂ ସାଢ଼େ ୬ଟାରେ ପ୍ରେସମିଟ୍‌ କରିବେ ମୁଖ୍ୟ ଶାସନ ସଚିବ

ଅପରାହ୍ନରେ କହିବେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ପ୍ରମୁଖ ଶାସନ ସଚିବ। ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ଆଜି ଅପରାହ୍ନ ୪ଟା ୩୦ରେ କହିବେ ସ୍ୱାସ୍ଥ୍ୟ ବିଭାଗ ACS ପ୍ରଦୀପ୍ତ ମହାପାତ୍ର।

Naveen
ରାଜ୍ୟର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାକୁ ବିଶ୍ୱସ୍ତରରେ ମିଳିଲା ପ୍ରଶଂସା

ଓଡ଼ିଶାର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ମଡେଲକୁ ବିଶ୍ୱସ୍ତରରେ ପ୍ରଶଂସା ମିଳିଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

cm naveen patnaik
ବିପର୍ଯ୍ୟୟ ମହାମାରୀ ମୁକାବିଲା ପାଠ ପଢ଼ିବେ ଛାତ୍ରଛାତ୍ରୀ

ସ୍କୁଲ କଲେଜ ପିଲା ପଢ଼ିବେ ବିପର୍ଯ୍ୟୟ ମହାମାରୀ ମୁକାବିଲା ପାଠ। ଏନେଇ ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ପାରିତ ହୋଇଛି ସଂକଳ୍ପ

Corona-Free-village
ରାଜ୍ୟର ଏହି ସବୁ ଗାଁକୁ ଏବେ ବି ପଶିନି କରୋନା ମହାମାରୀ.....

ଚାଇନାର ଉହାନରୁ ଉତ୍ପନ୍ନ ପରେ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିଛି ଭୟଙ୍କର କରୋନା ଭୂତାଣୁ। ଆମ ଦେଶରେ ବି ଲହର ପରେ ଲହର ଆସି ନାକେଦମ୍ କଲାଣି ଏ ଭାଇରସ।

cyclone-dpr
ବାତ୍ୟା ସମୟରେ ଜୁଆର ରୋକିବାକୁ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର

ରାଜ୍ୟର ଅନେକ ଅଞ୍ଚଳରେ ବନ୍ଧ ଡେଇଁ ମାଡିଯାଇଛି ଲୁଣାପାଣି। ଲଳିତାପାତିଆ ଓ ତାଳଚୁଆଁରେ ବି ସମାନ ସ୍ଥିତି। ହେଲେ ପେଣ୍ଠ ନିକଟରେ ସିନ୍ଥେଟିକ ବନ୍ଧକୁ ପାର କରି ପାରନି ଅଶାନ୍ତ ସମୁଦ୍ର।

Lockdown
କମିନି ସଂକ୍ରମଣ: ରାଜ୍ୟରେ ପୁଣି ଥରେ ଲକଡାଉନ୍‌ ବଢାଇବେ କି ସରକାର?

ରାଜ୍ୟରେ ପୁଣି ବଢ଼ିବ କି ଲକଡାଉନ୍‌ ଅବଧି ? ଆଗକୁ ରାଜ୍ୟର ଅନ୍ୟତମ ବଡ଼ପର୍ବ ରଜ ଓ ସାବିତ୍ରୀ ଆସୁଛି। ୟା ଭିତରେ କିନ୍ତୁ ସଂକ୍ରମଣ ଥମି ନଥିଲା ବେଳେ ମହାମାରୀ ମୃତ୍ୟୁସଂଖ୍ୟା ଉଦବେଗଜନକ ଭାବେ ବଢ଼ିଚାଲିଛି। ତେଣୁ ଏଭଳି ସ୍ଥଳେ ଆଗକୁ ଷ୍ଟ୍ରାଟେଜି ନେବେ ସରକାର?

pm modi
କରୋନା ଅନାଥଙ୍କ ପାଇଁ ବଡ଼ ଘୋଷଣା କଲେ ମୋଦି:୨୩ ବର୍ଷ ହେଲେ ମିଳିବ ୧୦ ଲକ୍ଷ ଟଙ୍କା

କରୋନା ମହାମାରୀରେ ବାପା ମାଆଙ୍କୁ ହରାଉଥିବା ଅନାଥଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା। ଏଭଳି ପିଲାଙ୍କ ଭବିଷ୍ୟତ ସୁରକ୍ଷା ଲାଗି ପିଏମ୍ କେୟାର୍ସ ଫଣ୍ଡରୁ ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Water problem
ମାଦିଗୁଡାରେ ଉତ୍କଟ ଜଳ ସମସ୍ୟା, ଗ୍ରାମାଞ୍ଚଳଠାରୁ ସହରାଞ୍ଚଳରେ ପାଣି ସମସ୍ୟା ବଳି ପଡୁଛି

ସରକାର ପାନୀୟ ଜଳ ଯୋଗାଣ କରି ଲୋକଙ୍କ ନିକଟରେ ପହଞ୍ଚାଇବା କଥା କହୁଛନ୍ତି । ହେଲେ କଳାହାଣ୍ଡି ଜିଲ୍ଲାର ମୁଖ୍ୟ ଭବାନୀପାଟଣା ବ୍ଲକରେ  ଏବେ  ପାନୀୟ ଜଳର ସମସ୍ୟା ଦେଖାଦେଇଛି। ନିକଟରେ ତେଲ ନଦୀ ରହିଥିଲେ ବି ପିଇବା ପାଇଁ ଖରା ଦିନେ ଡହଳ ବିକଳ ହେଉଛନ୍ତି ଲୋକେ।

ganjam lockdown
ସଂକ୍ରମଣକୁ ଦୃଷ୍ଟିରେ ରଖି ଆଉ ୨ ସପ୍ତାହ ଲକଡ଼ାଉନ୍‌ ବଢାଇବାକୁ ପରାମର୍ଶ ଦେଲେ ଡାକ୍ତର

ରାଜ୍ୟରେ ଧୀରେ ଧୀରେ କମୁଛି ସଂକ୍ରମଣ। ସଂକ୍ରମଣ ପିକ୍ ଅତିକ୍ରମ କରି ସାରିଲାଣି। ଆଜି ୧୪ ପ୍ରତିଶତ ଅଛି, ଯାହା ପିକ୍ ବେଳେ ୨୬ ପ୍ରତିଶତ ଥିଲା। ତେବେ ଯେତିକି କଟକଣା ଅଛି ତାହାକୁ ଆହୁରି କଡାକଡି କରିବାକୁ ପଡିବ ବୋଲି କହିଛନ୍ତି ବରିଷ୍ଠ ଡାକ୍ତର ନିରୋଜ ମିଶ୍ର।

cold drinks
ଖୁଲମଖୁଲା ଚାଲିଛି ବିଷାକ୍ତ ନକଲି ମଦ ବେପାର

ବ୍ରହ୍ମପୁରରେ ନକଲି ମଦର ବନ୍ୟା। ଗତ କିଛି ଦିନ ମଧ୍ୟରେ ୪ଟି ନକଲି ମଦ ଫ୍ୟାକ୍ଟ୍ରି ଜବତ ପରେ ଏବେ ଚିନ୍ତାର କାରଣ ପାଲଟିଛି ଉଭୟ ଅବକାରୀ ଓ ପୋଲିସ ପାଇଁ

Journalist
କରୋନା ଯୁଦ୍ଧରେ ହାରିଗଲେ ରାଜ୍ୟର ଆଉ ୩ ସାମ୍ବାଦିକ

କରୋନା ଲଢେଇରେ ହାରିଗଲେ କରୋନା ଯୋଦ୍ଧା। ମୟୂରଭଂଜ ଜିଲ୍ଲା କରଂଜିଆର କନକ ନ୍ୟୁଜ୍‌ ପ୍ରତିନିଧି ଅସିତ୍ ବେହେରାଙ୍କର କରୋନାରେ ମୃତ୍ୟୁ ହୋଇଛି। କିଛି ଦିନ ତଳେ ମାଙ୍କ ଦଶାହ କ୍ରିୟା ବେଳେ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ।

naveen patnaik
ରାଜ୍ୟରେ ଧୀରେ ଧୀରେ କମୁଛି ସଂକ୍ରମଣ

ଭିଡିଓ କନଫେରେନ୍ସିଂ ଜରଆରେ ହୋଇଛି ରାଜ୍ୟ କୋଭିଡ୍ ପରାମର୍ଶଦାତା କମିଟିର ପ୍ରଥମ ବୈଠକ। ବୈଠକରେ ବିଶେଷଜ୍ଞଙ୍କ ପରାମର୍ଶ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ। କୋଭିଡ୍ ମୁକାବିଲା ଓ ମଜଭୁତ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ମତାମତ ଲୋଡିବା ସହ ରାଜ୍ୟରେ କରୋନା ଦ୍ୱିତୀୟ ଲହରରେ ସଂକ୍ରମଣ କମୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।

Cyclone-Damage
ଉପୁଡା ଗଛ, ଉଜୁଡା ଚାଳ ଓ ଲୁଣାପାଣି ଭିତରେ ପ୍ରଭାବିତଙ୍କ ଜୀବନ ସଂଘର୍ଷ

ବାତ୍ୟା ୟାସର ତାଣ୍ଡବ ପରେ ସବୁଠି ଶ୍ରୀହୀନ ଅବସ୍ଥା। ଗାଁ ଦାଣ୍ଡ, ଧାନବିଲ, ରାସ୍ତାଘାଟ, ଘରଦ୍ୱାର ଯୁଆଡ଼େ ଚାହିଁବେ କେବଳ ଧ୍ୱଂସ୍ତ ବିଧ୍ୱସ୍ତର ଚିତ୍ର। ୩ ଦିନ ପରେ ବି ଉତ୍ତର ଓ ପୂର୍ବ ଉପକୂଳ ଓଡ଼ିଶାରେ ସ୍ପଷ୍ଟ ବାରି ହେଉଛି ସାମୁୂଦ୍ରିକ ଝଡ଼ର ପଦଚିହ୍ନ। ଅନେକ ଲୋକଙ୍କର...

Modi
ଆକାଶ ମାର୍ଗରୁ ସ୍ଥିତି ଦେଖିଲେ, ରାଜ୍ୟ ପାଇଁ ୫୦୦ କୋଟି ଘୋଷଣା କଲେ

ୟାସ ବାତ୍ୟା କ୍ଷୟକ୍ଷତି ବାବଦକୁ ଓଡ଼ିଶାକୁ ମିଳିବ ୫ଶହ କୋଟିର କେନ୍ଦ୍ରୀୟ ସହାୟତା। ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେହିପରି କେନ୍ଦ୍ରୀୟ ଆନ୍ତଃ ମନ୍ତ୍ରଣାଳୟ ଟିମ୍ ଆସି ସ୍ଥିତି ଅନୁଧ୍ୟାନ କରିବ

modi-mamata
ଜରୁରୀ କାମ ଥିବା ଦର୍ଶାଇ ମୋଦିଙ୍କ ବୈଠକରୁ ପଳାଇଲେ ମମତା ଦିଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୟାସ୍ ବାତ୍ୟା କ୍ଷୟକ୍ଷତିର ରିପୋର୍ଟ ଦେଇ ଚାଲିଗଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କଲେଇକୁଣ୍ଡା ଏୟାର ବେସ୍ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମମତା ବାନାର୍ଜୀଙ୍କ ମଧ୍ୟରେ ମାତ୍ର ୧୫ ମିନିଟ ପାଇଁ ବାତ୍ୟା କ୍ଷୟକ୍ଷତି ନେଇ ସମୀକ୍ଷା ବୈଠକ ଥିଲା।

Modi
ବାତ୍ୟା ପାଇଁ ଓଡ଼ିଶାକୁ ୫୦୦ କୋଟିର ପ୍ୟାକେଜ୍‌ ଘୋଷଣା କଲା କେନ୍ଦ୍ର

ଓଡ଼ିଶାକୁ ୫୦୦ କୋଟି ଟଙ୍କାର ବାତ୍ୟା ସହାୟତା ଘୋଷଣା। ବାତ୍ୟା ପାଇଁ ମୋଟ ହଜାରେ କୋଟିର ସହାୟତା ଘୋଷଣା କଲା କେନ୍ଦ୍ର। ବାକି ୫୦୦ କୋଟି ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ପାଇଁ ଘୋଷଣା ହୋଇଛି। ଏହାସହ ବାତ୍ୟାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ମିଳିବା ସହ ...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି