• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

high court
ବରିଷ୍ଠ ଆଇନଜୀବୀ ମାନ୍ୟତା ପ୍ରସଙ୍ଗରେ ହାଇକୋର୍ଟଙ୍କ ନିଷ୍ପତ୍ତି ହାଇକୋର୍ଟରେ ଖାରଜ

ବରିଷ୍ଠ ଆଇନଜୀବୀ ମାନ୍ୟତା ପ୍ରସଙ୍ଗରେ ହାଇକୋର୍ଟଙ୍କ ନିଷ୍ପତ୍ତି ହାଇକୋର୍ଟରେ ଖାରଜ ହୋଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଇନଜିବୀଙ୍କୁ ବରିଷ୍ଠତା ପ୍ରଦାନ ପାଇଁ ଦେଶର ସମସ୍ତ ହାଇକୋର୍ଟ ନିୟମାବଳୀ ପ୍ରସ୍ତୁତ କରିଥିଲେ।

Drive
ରାଜ୍ୟର ସହରାଞ୍ଚଳରେ ଚାଲିଛି ଡ୍ରାଇଭ୍ ଇନ୍ ଟିକା...

ଆଜିଠାରୁ ରାଜ୍ୟର ସହରାଞ୍ଚଳରେ ୧୮ରୁ ୪୪ ବର୍ଷ ବର୍ଗଙ୍କ ଲାଗି ଚାଲିଛି ଟିକାକରଣ। ରାଉରକେଲାରେ ଗୋଟିଏ ଦିନ ବ୍ୟବଧାନରେ ଟିକା ଦିଆଯିବ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

chandan-yatra
ଚନ୍ଦନ ଯାତ୍ରାକୁ ପ୍ରଶାସନର ଗ୍ରୀନ ସିଗନାଲ୍‌

ଶ୍ରୀମନ୍ଦିର ବାହାରେ ହେବ ଚନ୍ଦନ ଯାତ୍ରା। ଆଜି ବସିଥିବା ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ ଏନେଇ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ୧୪୪ ଧାରା ଲାଗୁ କରାଯାଇ ଚନ୍ଦନ ଯାତ୍ରା କରାଯିବ

Rain
କଟକରେ ତାଣ୍ଡବ କଲା କାଳବୈଶାଖୀ : ଲୋକଙ୍କ ଆକ୍ରୋଶର ଶିକାର ହେଲା ପୋଲିସ

କଟକରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। କାଳବୈଶାଖୀ ବର୍ଷା ଓ ପବନରେ ନୂଆପଡ଼ା ବାଲିସାହି ଅଞ୍ଚଳରେ ରହୁଥିବା ବସ୍ତି ବାସିନ୍ଦାଙ୍କ ଟେଣ୍ଟ ଘର ଭାଙ୍ଗି ଛାରଖାର ହୋଇଛି।

jail
ଜେଲ ଭିତରେ ପଶିଲାଣି କରୋନା

କାରାଗାରକୁ କରୋନା ଭୟ। ଜେଲର ଚାରିକାନ୍ଥ ଭିତରକୁ ଧସେଇ ପଶିଲାଣି କରୋନା ଭୂତାଣୁ। ସଂକ୍ରମଣର ଶିକାର ହେଲେଣି ଅନ୍ତେବାସୀ ଓ କର୍ମଚାରୀ। ସେଥିପାଇଁ କଏଦୀଙ୍କ ଲାଗି କଡା କଟକଣା। ଆଜୀବନ ସଜା କାଟୁଥିବା କଏଦୀ କୋଭିଡ କଟକଣା ଭିତରେ କରୁଛନ୍ତି ଶ୍ରମ

CORONA
ସୁପରସ୍ପ୍ରେଡର ପାଲଟିବ ନି ତ ଟିକାକରଣ ଅଭିଯାନ?

କରୋନା ବିରୋଧୀ ମହାଯୁଦ୍ଧରେ ସବୁଠାରୁ ବଡ଼ ଅସ୍ତ୍ର ହୋଇଥିବା ଟିକାକରଣ ଅଭିଯାନ ଏବେ ପାଲଟିଛି ମୁଣ୍ଡବ୍ୟଥାର କାରଣ। ଖାସ୍ କରି ପରିଚାଳନାଗତ ତ୍ରୁଟି ବଢ଼ାଇଛି ଚିନ୍ତା

Black Poungous
କରୋନା ପରେ ପୁଣି ଡ଼ରାଇଲାଣି ବ୍ଲାକ୍ ଫଙ୍ଗସ୍: ରାଜ୍ୟରୁ ଜଣେ ହେଲେଣି ସଂକ୍ରମିତ...

କରୋନା କାଳରେ ଚିନ୍ତା ବଢ଼ାଇଲାଣି ଆଉ ଏକ ନୂଆ ସଂକ୍ରମଣ- ବ୍ଲାକ୍ ଫଙ୍ଗସ୍। ପୂର୍ବରୁ ଖୁବ୍ କ୍ୱଚିତ୍ ଦେଖାଯାଉଥିବା ଏହି ଫଙ୍ଗାଲ୍ ଇନଫେକ୍‌ସନ୍‌, ଏବେ ଗୁଜୁରାଟ ସମେତ ଦେଶର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। କରୋନାରୁ ସୁସ୍ଥ ହୋଇଥିବା କିଛି ଲୋକଙ୍କ ପାଖରେ ଏହା ଦେଖାଦେଉଛି

Black fungus
ଭୁବନେଶ୍ୱରରୁ ଚିହ୍ନଟ ହେଲେ ରାଜ୍ୟର ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ରୋଗୀ ଏବେ ଭୁବନେଶ୍ୱରରେ ଚିକିତ୍ସାଧୀନ ଅଛନ୍ତି। ସେ  ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନଥିବା ସୂଚନା ମିଳିଛି। ରୋଗୀଙ୍କ ଶରୀରରେ ବିଭିନ୍ନ ବ୍ଲାକ୍ ଫଙ୍ଗସ୍ ଲକ୍ଷଣ ଚିହ୍ନଟ ହୋଇଛି।…

cabinet
ଟିକା ପାଇଁ ହେବ ଗ୍ଲୋବାଲ ଟେଣ୍ଡର: ଜାଣନ୍ତୁ ଜନତା କେମିତି ପାଇବେ ଫାଇଦା?

ଟିକା ପାଇଁ ହେବ ଗ୍ଲୋବାଲ ଟେଣ୍ଡର। ଟିକା ପାଇଁ ରାଜ୍ୟ ସରକାର ଆହ୍ୱାନ କରିବେ ଗ୍ଲୋବାଲ ଟେଣ୍ଡରା। ଗ୍ଲୋବାଲ ଟେଣ୍ଡର କରାଯିବା ନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ବିଭିନ୍ନ ଟିକା କଂପାନୀରୁ ଟିକା ସଂଗ୍ରହ ପାଇଁ ହେବ ଗ୍ଲୋବାଲ ଟେଣ୍ଡର।

kalasa jatra
ବିନା ମାସ୍କ ଓ ସାମାଜିକ ଦୂରତାରେ ହେଲା କଳସ ଯାତ୍ରା, ଶତାଧିକ ଲୋକେ ହେଲେ ସାମିଲ

କରୋନା ମହାମାରୀରେ ସ୍ଥିତିରେ କୋଭିଡ ନିୟମର ଉଲ୍ଲଂଘନ ହୋଇଛି। ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ସାମିଲ ହୋଇଛନ୍ତି କଳସ ଯାତ୍ରାରେ। ଗଂଜାମ ଜିଲ୍ଲା ଆସିକା ଅଂଚଳର ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ଶେରଗଡ଼ ଥାନା ଅନ୍ତର୍ଗତଦ କୃଷ୍ଣଛାଇ ଗାଁରେ ଚାଲିଛି କଳସ ଯାତ୍ରା

Corona
ଭ୍ୟାକ୍ସିନ୍‌ ନେବାକୁ ଆସି କରୋନା ନେଇ ଯିବେ ନାହିଁ ତ ଲୋକେ? ଜାଣନ୍ତୁ କାହିଁକି ଉଠିଲା ଏପରି ପ୍ରଶ୍ନ...

ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ମୋଟ ୩୫ଟି ସ୍ଥାନରେ ଟୀକାକରଣ ପାଇଁ ବ୍ୟବସ୍ଥା ହୋଇଛି। ହେଲେ ଟୀକାଗ୍ରହଣ କେନ୍ଦ୍ର ମାନଙ୍କରେ ଟୀକା ନେବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି।

vaccine
ଏସପ୍ଲାନେଡ୍ ପରେ ଏହି ସବୁ ଜାଗାରେ ବିଏମସି ଦେବ ଟିକା

ରାଜଧାନୀ ଭୁବନେଶ୍ୱରରେ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ନିଆଯାଉଛି ପଦକ୍ଷେପ। ଏସପ୍ଲାନେଡ୍ ମଲ୍ ପରି ଆଉ ୩ଟି ସ୍ଥାନ ବିଏମସି ନିର୍ଦ୍ଧାରଣ କରିଛି।

black fungus
କରୋନା ପରେ ଚିନ୍ତା ବଢାଇଲା ବ୍ଲାକ ଫଙ୍ଗସ: ଜାଣନ୍ତୁ ଏହା କେମିତି ଓ କାହାକୁ କରୁଛି ସଂକ୍ରମିତ

କରୋନା ପରେ ଡ଼ରାଇଲାଣି ବ୍ଲାକ ଫଙ୍ଗସ୍। ତେବେ ଏହି ରୋଗ କେମିତି ନବ୍ୟାପିବ ବା କେମିତି ଆପଣମାନେ ସାବଧାନ ରହିବେ ସେନେଇ ବଡ଼ ସୂଚନା ଦେଇଛନ୍ତି ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନୀରଜ ମିଶ୍ର। ସେ କହିଛନ୍ତି ଯେ,  ବ୍ଲାକ ଫଙ୍ଗସ ମାଟିରେ ଥାଏ, କରୋନାରୁ ସୁସ୍ଥ ସତର୍କ...

rahul-gandhi
ଜୁନ୍‌ ୨୬ରେ କଂଗ୍ରେସକୁ ମିଳିବ ନୂଆ ସଭାପତି: ଏଥର ରାହୁଲ ନା ଆଉ କିଏ?

କିଏ ହେବ କଂଗ୍ରେସ ଦଳର ନୂଆ ଅଧ୍ୟକ୍ଷ? କାହା କାନ୍ଧରେ ଭାର ଥୋଇବେ ଦଳର ବରିଷ୍ଠ ନେତ୍ରୀ ତଥା ବର୍ତ୍ତମାନର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ?

coronavirus
ଗୋଟିଏ ମେଡ଼ିକାଲରେ ୮୦ ରୁ ଅଧିକ ଡାକ୍ତର କରୋନା ସଂକ୍ରମିତ

ଭୟଙ୍କର ହେବାରେ ଲାଗିଛି କରୋନା। ଦିନକୁ ଦିନ ସାରା ଦେଶରେ ଭୟଙ୍କର ହେଉଛି ମହାମାରୀ। ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନଠୁ ଆରମ୍ଭ କରି ମେଡିକାଲର ଷ୍ଟାଫ୍‌ର କର୍ମଚାରୀଙ୍କୁ ନିଜ ପଞ୍ଝାକୁ ନେଲାଣି କରୋନା।

maa
ଅନ୍ତର୍ଜାତୀୟ ମାତୃ ଦିବସକୁ କିଏ କେମିତି ପାଳୁଛି?

ସେ ଜନ୍ମଦାତ୍ରୀ, ପାଳନ କର୍ତ୍ତୀ ଆଉ ସର୍ବଂସହା। ଜୀବନ ତାରିଠୁ ଆରମ୍ଭ, ଆଉ ତା ବିନା ଜୀବନର ମାନେ ନାହିଁ ବିକଳ୍ପ କି ତୁଳନା ନଥିବା ସେ ଶବ୍ଦର ନାଁ ମାଆ

Corona Virus
ଦାହ ପାଇଁ ଲାଇନ୍‌ ଲଗାଉଛନ୍ତି ଶବ....

ଭୟଙ୍କର ହେଉଛି ମେ। କରୋନା ସଂକ୍ରମଣ ସାଙ୍ଗକୁ ହୁ ହୁ ବଢୁଛି କରୋନା ମୃତକଙ୍କ ସଂଖ୍ୟା। ସ୍ଥିତି ଏମିତି ଯେ, ସରକାରୀ ତଥ୍ୟ ଅନୁଯାୟୀ ଦ୍ୱିତୀୟ ଲହର ତାର ଘାତକ ରୂପ ଦେଖାଇବା ପରଠୁ ଏପ୍ରିଲ୍ ମାସରେ ଯେଉଁଠି ୧୨୨ ଜଣଙ୍କ ମୃତ୍ୟୁ ହୋଇଥିଲା, ସେଠି ମେ ମାସର...

Corona
ସ୍ଥିତି ଗମ୍ଭୀର: ଭୟଙ୍କର ଭାବରେ ମାଡ଼ି ଚାଲିଛି କରୋନା, କେବେ ଲାଗିବ ମହାମାରୀରେ ବ୍ରେକ୍‌?

କରୋନାର ଦ୍ୱିତୀୟ ଲହରକୁ ନେଇ ଯେଉଁ ଆଶଙ୍କା କରାଯାଉଥିଲା ସେଇୟା ହିଁ ହେଉଛି । ସମସ୍ତ କଟକଣା ସତ୍ତ୍ୱେ ମାଡ଼ିଚାଲିଛି ମହାମାରୀ। ଜାରି ରହିଥିବା ଦୈନିକ ୧୦ ହଜାର ସଂକ୍ରମଣର ଟ୍ରେଣ୍ଡ ତଳକୁ ଖସିବାର ନାଁ ଧରୁନି।

RaghunathMohapatra
ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରଲୋକ

ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ପରଲୋକ ହୋଇଛି। ସାଂସଦ ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କର ଦେହାନ୍ତ ହୋଇଛି। ଆଜି ଅପରାହ୍ନ ୩ଟା ୪୯ରେ ୭୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଶ୍ରୀମହାପାତ୍ର। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି।

gold-jewellery (1)
ଦୀପାବଳୀ ସୁଦ୍ଧା ୬୦ ହଜାରରେ ପହଞ୍ଚିବ ୧୦ ଗ୍ରାମ ସୁନାର ଦର?

କିଛି ଦିନ କମିଲା, ଏବେ ପୁଣି ବଢିଲା। ମହାମାରୀ ସମୟରେ ପୁଣି ଥରେ ବଢିବାରେ ଲାଗିଲାଣି ସୁନା ଓ ରୂପାର ଦର। ଚଳିତ ସପ୍ତାହରେ  ସୁନା ୬୯୩ ଟଙ୍କା ମହଙ୍ଗା ହୋଇ ୪୭,୪୮୪ ଟଙ୍କାରେ ପହଞ୍ଚିଛି। ଅନ୍ୟପକ୍ଷରେ, ରୁପା ଦର ୩,୦୩୫ ଟଙ୍କା ମହଙ୍ଗା ହୋଇ ୭୦,୮୩୫ ଟଙ୍କାରେ ପହଞ୍ଚିଛି।

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି