• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

cm naveen patnaik
କାହିଁକି ତତ୍କାଳ ସହାୟତା ମାଗିଲାନି ଓଡ଼ିଶା? ଟ୍ୱିଟ୍‌ କରି ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ

ବାତ୍ୟା ୟାସ ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ପାଇଁ ତତ୍କାଳ ସହାୟତା ମାଗିଲାନି ଓଡ଼ିଶା। ଦେଶ କରୋନା ମହାମାରୀରେ ଯୁଝି ହେଉଥିବାରୁ ବର୍ତ୍ତମାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ କୌଣସି ସହାୟତା ମଗା ଯାଇନି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‌ କରି ଜଣାଇଛନ୍ତି।

Bhadrak DM
ଭଦ୍ରକ ଜିଲ୍ଲାପାଳଙ୍କ ନାମରେ ଫେକ ଆଇଡି ଖୋଲି ଟଙ୍କା ମାଗୁଛନ୍ତି ଅଜଣା ବ୍ୟକ୍ତି

ଫେସବୁକରେ ନକଲି ଆଇଡି, କିନ୍ତୁ ଫଟୋ ଅସଲି । ପୁଣି ଫେକ ଆଇଡି ଖୋଲିଲା ଜିଲ୍ଲାପାଳଙ୍କ ନାମରେ । ଲୋକଙ୍କୁ ବନ୍ଧୁ ହେବା ପାଇଁ ଫ୍ରେଣ୍ଡସ Request ପଠାଉଛି ପୁଣି ଆବଶ୍ୟକ ଅଛି କହି ଟଙ୍କା ମାଗୁଛି । ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ।

corona
ଚୀନରୁ ବ୍ୟାପିଛି କି କରୋନା? ତଦନ୍ତ ନିର୍ଦ୍ଦେଶ ଦେଲେ ବାଇଡେନ୍‌

କରୋନା ଉତ୍ପତ୍ତି ପ୍ରସଙ୍ଗକୁ ନେଇ ପୁଣି ବଢିଲା ଚୀନର ଅଡୁଆ। ଭୂତାଣୁ ପଶୁଙ୍କ ଦେହରୁ ମଣିଷକୁ ଆସିଛି ନା ଚୀନ୍ ପ୍ରୟୋଗଶାଳାରୁ ଲିକ୍ ହୋଇଛି?

cyclone
କାହିଁକି ବାତ୍ୟାର ସଂଖ୍ୟା ବଢୁଛି?

ଅକ୍ଟୋବରରେ ଆସିଥିବା ୧୯୯୯ ମହାବାତ୍ୟା, ଫାଇଲିନ୍ ଓ ହୁଡହୁଡ୍ ହେଉ, କି ମେ ମାସରେ ଆସିଥିବା ଫନି, ଅଂପନ୍ ଓ ୟାସ୍ ।ଓଡ଼ିଶାକୁ ପ୍ରାୟ ପ୍ରତ୍ୟେକ ବର୍ଷ କାହିଁକି ପ୍ରଭାବିତ କରୁଛି ବଡ଼ ବଡ଼ ବାତ୍ୟା?

flood
ବିପଦ ସଙ୍କେତ ଉପରେ ବୈତରଣୀ: ମଲ୍ଲିକାପୁରରେ ଘାଇ

ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେବା ପରେ ଦେଖାଦେଇଛି ବନ୍ୟା ସ୍ଥିତି। ବୈତରଣୀ ଏବଂ ଶାଖା ନଦୀର ଜଳସ୍ତର ବଢ଼ିବା ଫଳରେ କୋରେଇ, ଯାଜପୁର, ଦଶରଥପୁର ସମେତ ୩ ଟି ବ୍ଲକରେ ବନ୍ୟା ଜଳ ପ୍ରବେଶ କରିଛି

pratap sarangi
ସନ୍ଧ୍ୟା ସୁଦ୍ଧା ବାତ୍ୟା ସହାୟତା ରାଶି ଘୋଷଣା କରିବ କେନ୍ଦ୍ର: ପ୍ରତାପ

ଭୁବନେଶ୍ୱରରେ ବାତ୍ୟା ସମୀକ୍ଷା ବୈଠକ ପରେ ଏରିଏଲ ସର୍ଭେରେ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ବୈଠକକୁ ନେଇ ବଡ଼ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

Naveen
ବାତ୍ୟାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପାଖରେ କୌଣସି ସହାୟତା ଦାବି କଲା ନାହିଁ ଓଡ଼ିଶା

ଭୁବନେଶ୍ୱରରେ ବାତ୍ୟା ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟପାଳ ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସହ ମୁଖ୍ୟ ଶାସନ ସଚିବ, SRC ଓ ବରିଷ୍ଠ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ।

india-corona
୪୩ ଦିନ ପରେ ଦେଶରେ ୨ ଲକ୍ଷ ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା

ଆଜି ପୁଣି ଥରେ ୨ ଲକ୍ଷ ତଳକୁ ଖସିଛି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୮୬ ହଜାର ୩୬୪ ଜଣ ଆକ୍ରାନ୍ତ

Modi
ବାତ୍ୟା କ୍ଷୟକ୍ଷତିର ସମୀକ୍ଷା ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାତ୍ୟା ସମୀକ୍ଷା କରିବାକୁ ଓଡ଼ିଶା ଗସ୍ତରେ ଆସିଛନ୍ତି ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ଏୟାରପୋର୍ଟରେ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଅଛନ୍ତି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଅଛନ୍ତି। ବାତ୍ୟାକୁ ନେଇ ଏରିଏଲ ସର୍ଭେ କରିବେ ମୋଦି।

naveen
"ପୁନରୁଦ୍ଧାର ଓ ପୁନର୍ଗଠନ କାର୍ଯ୍ୟ ଯୁଦ୍ଧ କାଳୀନ ଭିତ୍ତିରେ ଶେଷ କର"

ବାତ୍ୟା ୟାସ କ୍ଷୟକ୍ଷତିର ପୁନରୁଦ୍ଧାର ଓ ପୁନର୍ଗଠନ କାର୍ଯ୍ୟ ଯୁଦ୍ଧ କାଳୀନ ଭିତ୍ତିରେ ଶେଷ କର। ସପ୍ତାହକ ମଧ୍ୟରେ ଘରଭଙ୍ଗା କ୍ଷତିର ଆକଳନ କର। ଆଜି ରାଜ୍ୟର ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Waterlogging
ଗାଁ କୁ ମାଡ଼ି ଆସିଲା ଜୁଆର ପାଣି

ଅଣଚାଷ ପବନ ସହ ତୁହାକୁ ତୁହା ବର୍ଷା, ଆଉ ତାସାଙ୍ଗକୁ ପୁଣି ପୂର୍ଣ୍ଣିମା ତିଥି ଥିବାରୁ ସମୁଦ୍ରରେ ଉଠିଥିଲା ଉତ୍ତାଳ ଢେଉ, ଆଉ ବାତ୍ୟା ୟାସର ପ୍ରଭାବରେ ଜନବସତି ଆଡ଼କୁ ଧସେଇ ପଶିଥିଲା ଲୁଣି ପାଣିର ଜୁଆର। ଆଉ ତାର ଭୟଙ୍କର ପରିଣତି ଯିଏ ଦେଖିଛି ସିଏ ଜାଣିଛି

Cyclone-impact
ଆସିଲା, ଚାଲିଗଲା....ହେଲେ ସବୁ କିଛି ଛାରଖାର୍‌ କରିଦେଇଗଲା...

ବାତ୍ୟା ଚାଲିଯାଇଛି ସତ, ହେଲେ ଛାଡ଼ିଯାଇଛି ପ୍ରଳୟର ପଦଚିହ୍ନ। ମାଟିରେ ମିଶିଯାଇଛି ଗରିବଙ୍କ ଚୁଲି-ଚାଳ । ଉଜୁଡ଼ି ଯାଇଛି ଚାଷ ବାସ । ବାଲେଶ୍ୱର ହେଉ କି ଭଦ୍ରକ, ୟାସର ତାଣ୍ଡବରେ ଛିନଛତ୍ର ଗ୍ରାମୀଣ ଇଲାକା

Balasore
ପିଲାଙ୍କ ବହି ଓଦା, ମୋ ପିଲା ପାଠ ପଢିବେ କେମିତି?

ବାତ୍ୟା ଆସିଲା ସବୁ କିଛି ଭସାଇ ନେଇଗଲା। ବେକେ ପାଣିରେ ମୁଁ ପହଁରି ପହଁରି ଗଲି। ଚାହୁଁ ଚାହୁଁ ଘରେ ପାଣି ପଶିଗଲା, ଆମେ କିଛି ବି ବଂଚାଇ ପାରିଲୁନାହିଁ। ସବୁ କିଛି ଭାସିଗଲା।

Heavy Rain
ଶିମିଳିପାଳରେ ତାଣ୍ଡବ କଲା ବର୍ଷା

ଏପଟେ ଉଜୁଡ଼ା ବାସ ଆଉ ସେପଟେ ବୁଢ଼ାବଳଙ୍ଗର ଉଛୁଳା ରୂପ। ଏଣେ ଜଙ୍ଗଲ ଭିତର ରାସ୍ତାର ଧ୍ୱସ୍ତ ବିଧ୍ୱସ୍ତ ଚିତ୍ର ତେଣେ ରାସ୍ତା ଉପରେ ଟଳି ପଡ଼ିଥିବା ବଡ଼ ବଡ଼ ଗଛ ହିଁ ବୟାନ କରୁଛି କେତେ ପ୍ରଭାବଶାଳୀ ଥିଲା ସାମୁଦ୍ରିକ ଝଡ଼ ୟାସର କୋପ

dharmendra pradhan
ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍‌: କହିଲେ, ଦେଶ ଅପେକ୍ଷା ରାଜ୍ୟରେ କମ୍‌ ରହିଛି ଟେଷ୍ଟିଂ ହାର

କରୋନା ଟେଷ୍ଟ୍‌କୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଲେ, ଜାତୀୟ ହାର ତୁଳନାରେ ଓଡ଼ିଶାରେ ଟେଷ୍ଟିଂ ହାର କମ୍ ରହିଛି। ଓଡ଼ିଶାର ଜନସଂଖ୍ୟା ଯାହା କେରଳ ଜନସଂଖ୍ୟା ପ୍ରାୟ ସେତିକି । କେରଳରେ କିନ୍ତୁ ଟେଷ୍ଟିଂ ହାର ୧ ଲକ୍ଷରେ ୩୯୦ ରହିଛି...

corona
ପିକ୍‌ ଆଡ଼କୁ ମୁହାଁଉଛି ରାଜ୍ୟର ସଂକ୍ରମଣ

ପିକ୍ ସ୍ଥିତି ଆଡ଼କୁ ମୁହାଁଉଛି ଓଡ଼ିଶା। ଆଗାମୀ ୭ ରୁ ୧୦ ଦିନ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଯେହେତୁ ରାଜ୍ୟରେ ବର୍ତ୍ତମାନ ଲକଡ଼ାଉନ ସ୍ଥିତି ରହିଛି ତେଣୁ କରୋନା ସଂକ୍ରମଣ କ୍ଷେତ୍ରରେ ସମାନ୍ତରାଳ ସ୍ଥିତିରେ ରହିଛି ଓଡ଼ିଶା।

vimsar
ଜଣେ ନର୍ସ ଅନ୍ୟ ଜଣେ ନର୍ସଙ୍କୁ ଦେଇ ଦେଲେ ଭୁଲ ଇଞ୍ଜେକ୍‌ସନ୍‌

ନର୍ସଙ୍କ ବିରୋଧରେ ଆସିଛି ନର୍ସଙ୍କ ଅଭିଯୋଗ। ତାହା ପୁଣି ଭୁଲ ଇଞ୍ଜେକସନ ଦେଇଥିବାର ଅଭିଯୋଗ। ଏହାକୁ ନେଇ ସଂପର୍କୀୟମାନେ ହଙ୍ଗାମା କରିଛନ୍ତି।

marrage
ବାହାଘରରେ ୫୦ ନୁହେଁ ଏଣିକି ୨୫ ଜଣଙ୍କୁ ମିଳିବ ଅନୁମତି

ବାହାଘର ଆଉ ୫୦ ନୁହେଁ ବରଂ ୨୫ ଜଣଙ୍କୁ ଏଣିକି ମିଳିବ ଅନୁମତି। ଏହାସହ ସେଠାରେ କୌଣସି ବ୍ୟକ୍ତି ଭୋଜିଭାତ କରିବେ ନାହିଁ ବରଂ ପ୍ୟାକେଟ୍‌ରେ ଖାଦ୍ୟ ନେଇ ଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି

lockdown
ଲକଡାଉନ୍‌ରେ ବୁଲିବାକୁ ତିଆରି ଚାଲିଥିଲା ଫେକ୍‌ ପାସ୍‌

ଲକ୍ ଡାଉନ୍ ପାଇଁ ଜାଲ ପରିଚୟପତ୍ର ପ୍ରସ୍ତୁତ କରୁଥିବା ଅଭିଯୋଗରେ ଜଣେ ଗିରଫ। ଲକ୍ ଡାଉନରେ ବୁଲିବାକୁ ବ୍ୟକ୍ତି ଜଣକ ଜାଲିଆତି କରି କୋଭିଡ ପାସ୍ ତିଆରି କରୁଥିଲେ

lockdown
ଘଂଟାଏ ପରେ କରୋନାକୁ ନେଇ ବଡ଼ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ

ଆଜି ଦିନ ୧ଟା ୪୫ରେ ମୁଖ୍ୟ ଶାସନ ସଚିବ ପ୍ରେସମିଟ୍ କରିବେ। କରୋନା ସଂପର୍କରେ କିଛି ବଡ଼ ଘୋଷଣା କରିବା ସମ୍ଭାବନା ରହିଛି। ତେବେ ରାଜ୍ୟରେ ଲାଗୁ ହୋଇଥିବା ଲକଡାଉନ୍‌ ଆସନ୍ତାକାଲି ଶେଷ ହେଉଥିବାରୁ ଆଜିର ପ୍ରେସମିଟ୍‌କୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି