/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ଶନିବାର। ଚନ୍ଦ୍ର- ମୀନ ରାତ୍ରି ୦୩.୩୮ ଗତେ ମେଷ। ତିଥି- ୧୩ଶୀ ଦିବା ୦୮.୨୭ ଗତେ ୧୪ଶୀ।ଘାତଚନ୍ଦ୍ର- ଧନୁ ରାଶିର, ରାତ୍ରି ୦୩.୩୮ ଗତେ ମେଷ ରାଶିର। ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ।
Advertisment
ଶୁଭସମୟ-
ଦିବା- ୧୦.୦୯ ରୁ ୦୧.୦୦
ରାତ୍ରି- ୦୮.୨୦ ରୁ ୧୦.୩୬
ରାତ୍ରି- ୧୨.୦୬ ରୁ ୦୧.୩୭
ରାତ୍ରି- ୦୨.୨୨ ରୁ ୦୩.୫୩
ଅଶୁଭସମୟ-
ରାହୁକାଳ- ଦିବା ୦୮.୩୪ ରୁ ୧୦.୦୯
କାଳବେଳା- ପ୍ରାତଃ ୦୫.୨୪ ରୁ ୦୬.୫୯
ଦିବା ୦୪.୨୯ ରୁ ୦୬.୦୪
ବାରବେଳା- ଦିବା ୦୧.୧୯ ରୁ ୦୨.୫୪
କାଳରାତ୍ରି- ସନ୍ଧ୍ୟା ୦୬.୦୪ ରୁ ୦୭.୨୯
ରାତ୍ରି ୦୩.୫୯ ରୁ ୦୫.୨୩
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)