• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

bjd-bjp
SDG ରିପୋର୍ଟକୁ ନେଇ ମୁହାଁମୁହିଁ ବିଜେପି-ବିଜେଡ଼ି

ଏସଡିଜି ଇଣ୍ଡିଆ ରାକିଂ ନେଇ ବିଜେପି-ବିଜେଡି ମୁହାଁମୁହିଁ। ଓଡିଶାର ସ୍ଥାନ ତଳକୁ ଖସିଥିବାରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ସମାଲୋଚନା କରିଛନ୍ତି। ରାଜ୍ୟରେ ଅପରାଧ ବଢ଼ୁଛି ଦେଶରେ ତଳଆଡୁ ପଂଚମ ସ୍ଥାନରେ ରହିଛି ଓଡିଶା। ରାଜ୍ୟର ନିମ୍ନ ପ୍ରଦର୍ଶନ ରାଜ୍ୟବାସୀଙ୍କ ପାଇଁ ଦୁଃଖର ବିଷୟ ବୋଲି ସେ ଅଭିଯୋଗ...

pfizer
ଭାରତରେ ସେତେଟା କାମ କରିନପାରେ ଫାଇଜର ଟିକା

ଆମେରିକୀୟ କରୋନା ଟିକା ଫାଇଜର ଯେଉଁମାନଙ୍କଠାରେ କରୋନାର ଡେଲଟା ଭାରିଆଣ୍ଟ ଠାବ ହୋଇଛି, ସେମାନେ ଫାଇଜର ଟିକା ନେବା ପରେ ବି ସେମାନଙ୍କଠାରେ ମୂଳ ଭାରିଆଣ୍ଟ ତୁଳନାରେ ୫ ଗୁଣା କମ୍ ଆଣ୍ଟିବଡି ତିଆରି ହେଉଥିବା ଗବେଷଣାମୂଳକ ପତ୍ରିକା ଲାନସେଟରେ ପ୍ରକାଶିତ ସର୍ଭେରୁ ଜଣାପଡ଼ିଛି

Juhi Chawla
ଜୁହି ଚାଓ୍ୱଲାଙ୍କୁ ମହଙ୍ଗା ପଡ଼ିଲା ଫାଇଭ୍ ଜି ବିରୋଧରେ ମାମଲା

ଅଭିନେତ୍ରୀ ଜୁହି ଚାଓ୍ୱଲାଙ୍କୁ ମହଙ୍ଗା ପଡ଼ିଲା ଫାଇଭ୍ ଜି ବିରୋଧରେ ମାମଲା। ଜୁହିଙ୍କ ଆବେଦନ କେବଳ ପ୍ରଚାର ସର୍ବସ୍ୱ ବୋଲି କହି କୋର୍ଟ ତାଙ୍କୁ ଭତ୍ସନା କରିବା ସହ ୨୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଜୁହିଙ୍କ ଆବେଦନକୁ ଭୁଲ ଦର୍ଶାଇ ଏହା ଦେଶର...

Corona-warrior
ସଠିକ୍ ସମୟରେ ଚିକିତ୍ସା କଲେ କିଛି କରିପାରିବ ନାହିଁ କରୋନା

କରୋନା କେଉଁଠି ପୁରା ପରିବାରକୁ ଉଜାଡ଼ି ଦେଉଛି, ତ ଆଉ କେଉଁଠି ଦୃଢ଼ ମନୋବଳ ନେଇ ପରିବାରର ସମସ୍ତେ ଆକ୍ରାନ୍ତ ହେଲା ପରେ ବି ହରାଇଛନ୍ତି ମହାମାରୀକୁ।

+2-exam
ସିବିଏସ୍ଇ ରାସ୍ତାରେ ଗଲା ସିଏଚ୍ଏସ୍ଇ

ସିବିଏସ୍ଇ ଦ୍ୱାଦଶ ବୋର୍ଡ ପରେ ଓଡ଼ିଶାରେ ବି ବାତିଲ ହେଲା ଯୁକ୍ତ ୨ ପରୀକ୍ଷା। CHSE ଦ୍ୱାରା ପରିଚାଳିତ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ସମସ୍ତ ବିଷୟର ପରୀକ୍ଷାକୁ ରଦ୍ଦ କରିଛନ୍ତି ରାଜ୍ୟ ସରକାର।

Raja-bepara
କରୋନା ପାଇଁ ମାଡ଼ ଖାଇଗଲା ରଜ ଓ ସାବିତ୍ରୀ

୧୦ ତାରିଖରେ ସାବିତ୍ରୀ, ତାର ଚାରି ଦିନ ପରେ ରଜ। ପ୍ରତିଟି ଓଡ଼ିଆ ଘର ପାଇଁ ଦୁଇଟି ଯାକ ବଡ଼ ପର୍ବ। ସାବିତ୍ରୀରେ ନିହାତି ସଧବା ମହିଳାଙ୍କ ପାଇଁ ନୂଆ ଶାଢ଼ି ଟିଏ ଲୋ଼ଡ଼ା। ହେଲେ କିଣା ହେବ କେଉଁଠୁ ? କରୋନା କଟକଣା ପାଇଁ ତ ସବୁ...

SUNDARGARH
ଭୂୟାଁ ଜନଜାତିଙ୍କ ମଧ୍ୟରେ କରୋନା ସଚେତନତା ବୃଦ୍ଧି ପାଇଁ ଉଦ୍ୟମ କରୁଛି ପ୍ରଶାସନ

ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକରେ ବସବାସ କରୁଥିବା ପାଉଡ଼ି ଭୂୟାଁ ଜନଜାତିଙ୍କ ମଧ୍ୟରେ କରୋନା ନେଇ ସଚେତନତା ବଢାଇବା ଲାଗି ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି। ସଂକ୍ରମଣ ଚେନ୍ ଭାଙ୍ଗିବା ଲାଗି ପ୍ରଶାସନ ଟ୍ରେସିଂ, ଟେଷ୍ଟିଂ ଏବଂ ଆଇସୋଲେସନକୁ ଗୁରୁତ୍ୱ ଦେଇଛି

auto
ଲକଡ଼ାଉନ୍‌ ପାଇଁ ଭୋକ ଉପାସରେ ଅଟୋ ଚାଳକ ପରିବାର

ଲକଡାଉନ୍‌ରେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଅଟୋଚାଳକ। ଗତ ବର୍ଷ କରୋନାର ପ୍ରଥମ ଲହରରେ ୬ମାସରୁ ଅଧିକ ସମୟ ଅଟୋ ନଚଳାଇ ବଡ଼ କଷ୍ଟରେ ପରିବାର ପ୍ରତିପୋଷଣ କରୁଥିଲେ ଏମିତିକି ଟଙ୍କା ଧାର ଉଧାର କରି, ଘରର ସୁନା ବନ୍ଧକ ରଖି ଚଳିଥିଲେ।

Lav agrawal
ଏବେ ଦେଶରେ ପଜିଟିଭିଟି ହାର ୭.୨୭ ପ୍ରତିଶତ ରହିଛି: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ସେପଟେ, ଦେଶରେ କରୋନାର ପ୍ରଭାବ ଧୀରେ ଧୀରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ଆଜି ମୃତ୍ୟୁ ସଂଖ୍ୟା ୩ ହଜାର ତଳକୁ ଖସିଥିବା ଦେଖିବାକୁ ମିଳିଛି ।  ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ହଜାର ୭୧୩ ଜଣଙ୍କ ଜୀବନ ନେଇଛି କରୋନା ।  ଏହାକୁ ମିଶାଇ...

zoya_agarwal
ଲଗାତାର ୧୭ ଘଂଟା ବିମାନ ଉଡ଼ାଇ ନୂଆ ରେକର୍ଡ଼ ସୃଷ୍ଟି କଲେ ଜୋୟା

ଆକାଶରେ ନୂଆ ରେକର୍ଡ଼ କଲେ ଜୋୟା ଲଗାତାର ୧୭ ଘଂଟା ଉଡ଼ାଇଲେ ବିମାନ ପୂରା ହେଲା ସ୍କୁଲ ବେଳର ସ୍ୱପ୍ନ ଚାକିରି କଲେ, ବାପାଙ୍କ ଋଣ ବି ଶୁଝିଲେ ଜୋୟା ଅଗ୍ରୱାଲଙ୍କୁ ଆପଣ ଜାଣିଛନ୍ତି କି? ଏ ହେଉଛନ୍ତି ଭାରତର ସବୁଠୁ…

Congress-flag-l-pti-1
ଟିକାକରଣକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ୍‌

ଟିକାକରଣ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କଂଗ୍ରେସ ଟର୍ଗେଟ୍ କରିଛି। ବରିଷ୍ଠ ନେତା ପ୍ରଦୀପ ମାଝୀ, ସପ୍ତଗିରି ଉଲାକା ଓ ସୁର ରାଉତରାୟ ସାମ୍ବାଦିକ ସମ୍ମିଳନୀ

colector
କୋଭିଡ୍ ହସ୍ପିଟାଲରେ ଦୟନୀୟ ସ୍ଥିତି ପ୍ରସଙ୍ଗ: ହସ୍ପିଟାଲ ଯାଇ ସ୍ଥିତି ଅନୁଧ୍ୟାନ ପରେ କ୍ଲିନଚିଟ୍ ଦେଲେ କଲେକ୍ଟର

ବାରିପଦାର ଏକ କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା ଅଭିଯୋଗ ପ୍ରସଙ୍ଗକୁ ନେଇ ଆଜି ଜିଲ୍ଲାପାଳଙ୍କୁ ଭେଟିଛି ବିଜେପି ପ୍ରତିନିଧୀ ଦଳ। ବିଜେପି ଜିଲ୍ଲା ସଭାପତି କାନ୍ଦରା ସୋରେନଙ୍କ ନେତୃତ୍ୱରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଭେଟିଛି ବିଜେପି ଟିମ୍।

Moonsoon-1pm
ଏଥର ସ୍ୱାଭାବିକ ରହିବ ମୌସୁମୀ ବର୍ଷା

ଚଳିତ ଥର ସ୍ୱାଭାବିକ ରହିବ ମୌସୁମୀ ବର୍ଷା। ଜୁନରୁ ସେମ୍ବେରରେ ଚଳିତ ଥର ଦେଶରେ ୯୬ରୁ ୧୦୪ ପ୍ରତିଶତ ବର୍ଷା ହୋଇପାରେ। ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ଆକଳନ କରାଯାଇଛି। ଦେଶର ଉତ୍ତର-ପଶ୍ଚିମ ଓ ଦକ୍ଷିଣ ଭାଗରେ ମୌସୁମୀ ସ୍ୱାଭାବିକ ରହିବ

Tokyo 2020 Olympic
ସବୁ ଅଲିମ୍ପିକ୍ସ ଖେଳାଳିଙ୍କୁ ଦିଆଯିବ କରୋନା ଟିକା

ଅଭୂତପୂର୍ବ ସତର୍କତା ଭିତରେ ଆୟୋଜିତ ହେବ ବିଶ୍ୱର ସର୍ବବୃହତ କ୍ରୀଡ଼ା ମହୋତ୍ସବ ଅଲିମ୍ପିକ୍ସ। ଏଥିରେ ଭାଗ ନେବାକୁ ଥିବା ସବୁ ଆଥଲେଟଙ୍କ ଟିକାକରଣ କରାଯିବ। ଏଥିପାଇଁ ଫାଇଜର ସହ ଚୁକ୍ତି ହୋଇଛି।

Tokyo 2020
ଏଥର ବାତିଲ୍‌ ହୋଇଯିବ କି ଟୋକିଓ ଅଲିମ୍ପିକ୍ସ?

ବାତିଲ ହେବ କି ଟୋକିଓ ଅଲିମ୍ପିକ୍ସ? ଜାପାନରେ କରୋନା ସଂକ୍ରମଣର ଚତୁର୍ଥ ଲହର ଉଗ୍ର ରୂପ ଧାରଣ କରିଥିବା ବେଳେ ଅଲିମ୍ପିକ୍ସ ବାତିଲ କିମ୍ବା ସ୍ଥଗିତ ରଖିବାକୁ ଦାବି ଜୋର ଧରିଛି ଦେଶର ୬୦ ପ୍ରତିଶତ ଲୋକ କ୍ରୀଡ଼ା ବାତିଲ ସପକ୍ଷରେ ମତ ଦେଇଥିବା ବେଳେ, ୮୦ ପ୍ରତିଶତ...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି