• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

qurantine center
କ୍ୱାରେଣ୍ଟିନ୍ ସେଣ୍ଟରରୁ ଅନ୍ତେବାସୀ ନିଖୋଜ

ଗଜପତି ଜିଲ୍ଲା ମୋହନା ଲୁହାଗୁଡ଼ି କ୍ୱାରେଣ୍ଟିନ୍ ସେଣ୍ଟରରୁ ଜଣେ ଅନ୍ତେବାସୀ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ସଂପୃକ୍ତ ଅନ୍ତେବାସୀଜଣଙ୍କ ଦମାଦୁଆ ପଂଚାୟତ ଘାସପଦା ଗାଁର ନରେନ୍ଦ୍ର ବିଶୋଇ ବୋଲି ଜଣାପଡ଼ିଛି। ସେ ଗତ ୯ ତାରିଖରେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶରୁ ଆସିଥିଲେ।

Jail
ଜେଲ ଚାରିକାନ୍ଥ ଭିତରେ ଚାଲିଛି ମଉଜ ମସ୍ତୀ: ଭାଇରାଲ ହେଲା ଭିଡ଼ିଓ

ଜେଲ ଚାରିକାନ୍ଥ ଭିତରେ ଚାଲିଛି ମଉଜ ମସ୍ତୀ। କରୋନା କଟକଣା ଫୁ, ସାମାଜିକ ଦୂରତାର ଖୋଲାଖୋଲି ଧଜିଆ ଉଡ଼ିଛି। ଖୋଦ୍ ରାଜଧାନୀ ଭୁବନେଶ୍ୱର ଝାରପ଼ଡ଼ା ଜେଲରୁ ଆସିଛି ଏହି ଭାଇରାଲ ଭିଡିଓ

Corona Virus
କୌଣସି ପରିଚୟ ପତ୍ର ନଥିଲେ ବି ମିଳିବ କରୋନା ଟିକା

ଦ୍ୱିତୀୟ ଲହରରେ ବୟସ୍କଙ୍କ ସହ ଯୁବବର୍ଗ ବି ଅଧିକ ସଂକ୍ରମିତ ହେଉଥିବା ବେଳେ ଆଶଙ୍କା କରାଯାଉଛି ତୃତୀୟ ଲହର ପିଲାଙ୍କୁ ଟାର୍ଗେଟ୍ କରିବ ବୋଲି। ତେବେ ଆଶ୍ୱସ୍ତିର କଥା, ଶିଶୁ ଓ କିଶୋରଙ୍କ ପାଇଁ ବି ଖୁବଶୀଘ୍ର ଆସିପାରେ କରୋନା ଟିକା

Eid
୧୪ ତାରିଖରେ ପାଳନ ହେବ ପବିତ୍ର ଇଦ୍ ପର୍ବ

ଓଡ଼ିଶାରେ ଆସନ୍ତା ୧୪ ତାରିଖରେ ପାଳନ ହେବ ପବିତ୍ର ଇଦ୍ ପର୍ବ। ଅଂଜୁମାନ ଇସ୍ଲାମିଆ ଏହଲେ ସୁନ୍ନତଅଲ୍ ଜମାତ ଚାନ୍ଦ୍ କମିଟି ପକ୍ଷରୁ ଏହି ଘୋଷଣା କରାଯାଇଛି।

Corona Virus
ରାଜ୍ୟରେ ପ୍ରତି ୫ ଜଣଙ୍କରେ ଜଣେ ପଜିଟିଭ୍‌ !

ରାଜ୍ୟରେ କରୋନାର ବିସ୍ପୋରକ ସ୍ଥିତି। ୫ ଜଣଙ୍କୁ ପରୀକ୍ଷା କଲେ ଜଣେ ପଜିଟିଭ ଚିହ୍ନଟ ହେଉଛନ୍ତି। ଖୋର୍ଦ୍ଧା, ସୁନ୍ଦରଗଡ଼ ସମେତ ୮ଟି ଜିଲ୍ଲାରେ ତ ସ୍ଥିତି ଉଦବେଗଜନକ ରହିଛି।

Corona
ମରିବାର ୧୦ ଦିନ ପରେ ଘରକୁ ଫୋନ୍‌ କଲ ଯାଉଛି ଆପଣଙ୍କ ବାପା ଭଲ ଅଛନ୍ତି...ତାଙ୍କ ଅକ୍ସିଜେନ୍‌ ଲେବଲ ଠିକ୍‌ ଅଛି

ଏକ ଫୋନ୍ ବାର୍ତ୍ତାଳାପରୁ ଏମିତି ଖବର ସମ୍ପର୍କରେ ଜାଣିବାକୁ ମିଳିଛି। ଜଣେ ଚିକିତ୍ସାଧିନ କୋଭିଡ୍ ରୋଗୀ ସମ୍ପର୍କରେ କେମିତି ଓ କିଭଳି ଅପଡେଟ୍ ପାଉଥିବେ ତାଙ୍କ ପରିବାର ଲୋକେ?

mental patient
"ଭୟ କଲେ ବଢିବ କରୋନା"

ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛିଉ କରୋନା ସଂକ୍ରମଣ। ତେବେ ଏହାରି ମଧ୍ୟରେ କରୋନା ରୋଗୀଙ୍କ ସମ୍ପର୍କରେ ମାନସିକ ରୋଗ ବିଶେଷଜ୍ଞ ସାରଦା ସ୍ୱାଇଁ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ। ସେ କହିଛନ୍ତି ଯେ,  ଭୟ କଲେ କରୋନା ବଢ଼ିବ ବରଂ କମିବ ନାହିଁ।

Israel
ପୁଣି ଅଶାନ୍ତ ପବିତ୍ର ସହର ଜେରୁଜେଲମ୍: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଘମାଘୋଟ ସଂଘର୍ଷ

ଣି ଅଶାନ୍ତ ପବିତ୍ର ସହର ଜେରୁଜେଲମ୍ । ପୁଣି ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଘମାଘୋଟ ସଂଘର୍ଷ ହୋଇଛି। ସଂଘର୍ଷ ପରେ ଗଡ଼ିଛି ମୁଣ୍ଡ, ରକ୍ତରଂଜିତ ହୋଇଛି ଇହୁଦୀ, ଇସଲାମ ଓ ଖ୍ରୀଷ୍ଟିଆନ ସଂପ୍ରଦାୟର ପ୍ରମୁଖ ଧର୍ମୀପୀଠ ଥିବା ଐତିହାସିକ ସହର ପାଲେଷ୍ଟାଇନ୍

lockdown
କରୋନା ଚେନ୍‌ ଭାଙ୍ଗିବାକୁ ଲକଡାଉନ୍‌ ପାଇଁ କେନ୍ଦ୍ରକୁ ପରାମର୍ଶ ଦେଲେ ଡାକ୍ତର: ଜାଣନ୍ତୁ କେବେଠୁ ଓ କେମିତି ହେବ ତାଲାବନ୍ଦ?

କରୋନାରେ ଅଧିକ ପ୍ରଭାବିତ ଜିଲ୍ଲାରେ ଲକଡାଉନ୍‌ ଆବଶ୍ୟକ ରହିଛି। ଦେଶରେ ଯେଉଁ ଜିଲ୍ଲା ଗୁଡ଼ିକରେ ସଂକ୍ରମିତଙ୍କ ସଂଖ୍ୟା ୧୦ ପ୍ରତିଶତରୁ ଅଧିକ ସେଠି ୬ରୁ ୮ ସପ୍ତାହ ଲକଡାଉନ୍‌ ଦରକାର। ଆଜି ଏଭଳି କିଛି କହିଛନ୍ତି ICMR ଡିଜି ଡାକ୍ତର ବଳରାମ ଭାର୍ଗବ।

otv
ଏଣିକି ଏହି ସବୁ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କୁ ମାଗଣାରେ ଖାଦ୍ୟ ଯୋଗାଇବ ଓଟିଭି

କରୋନାର ଦ୍ୱିତୀୟ ଲହର ସହ ଲଢ଼ୁଛି ସାରା ଦେଶ। ହସ୍ପିଟାଲ୍ ଅପେକ୍ଷା ଘରେ ସଂଗରୋଧରେ ରହି ମହାମାରୀ ସହ ଯୁଝୁଛନ୍ତି ବହୁ ସଂକ୍ରମିତ। ହେଲେ ସଂଗରୋଧରେ ଥିବାରୁ ଖାଦ୍ୟ ପାଇଁ ଅସୁବିଧାରେ ପଡ଼ି, ଅନେକଙ୍କ ପାଇଁ ରୋଗର ପୀଡ଼ାଠୁ ବଳି ଯାଉଛି ପେଟର ଜ୍ୱାଳା

maoist
ଆତ୍ମ ସମର୍ପଣ କଲେ ମାଓବାଦୀଙ୍କୁ ମିଳିବ ମାଗଣା ଚିକିତ୍ସା

ଛତିଶଗଡ଼ରେ ମାଓବାଦୀଙ୍କୁ କରୋନା ବ୍ୟାପିବା ପରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କରୋନା କିମ୍ବା ଅନ୍ୟ ରୋଗରେ ପୀଡ଼ିତ ଥିଲେ ଆତ୍ମସମର୍ପଣ କରିବାକୁ ଅପିଲ୍ କରିଛନ୍ତି ମାଲକାନଗିରି ଏସ୍ପି ହୃଷିକେଶ ଖିଲାରୀ।

corona
କରୋନା ରୋକିବାକୁ ସୀମାରେ ଜୋରସୋରରେ ଚାଲିଛି ଚେକିଂ

ନୂଆପଡା ଜିଲ୍ଲା ସିନାପାଲି ଥାନା କୁସୁମଯୋର ସ୍ଥିତ ଓଡିଶା ଛତିଶଗଡ ସୀମାରେ ସୁରକ୍ଷା କଡାକଡି କରାଯାଇଛି। ଏହି ରାସ୍ତା ଓଡିଶାର ସିନାପାଲି ଓ ଛତିଶଗଡର ଦେଓଭୋଗକୁ ସଂଯୋଗ କରୁଥିବାରୁ ଅନେକ ଲୋକେ ଛତିଶଗଡ଼ରୁ ଓଡ଼ିଶାରେ ପ୍ରବେଶ କରୁଛନ୍ତି।

CORONA
ଟିକା ପାଇଁ ଇ-ଟେଣ୍ଡର

କୋଭିଡ୍ ଟିକାର ଅଭାବ ପୂରଣ ଲାଗି ବିଶ୍ୱ ବଜାରରୁ ଟିକା କିଣିବା ପାଇଁ ରାଜ୍ୟ କ୍ୟାବିନେଟ ମୋହର ମାରିବା ପରେ ଗ୍ଳୋବାଲ୍ ଇ-ଟେଣ୍ଡର ଲାଗି ଖୁବଶୀଘ୍ର ମୋଡାଲିଟି ସ୍ଥିର ହେବ। ପୁରା ପ୍ରକ୍ରିୟାର ତଦାରଖ ପାଇଁ ଦୁଇଟି ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି

Rain
ଆସିଲା, ଛେଚିଲା.....ବସ୍ତି ଲୋକଙ୍କୁ ସର୍ବଶାନ୍ତ କରିଦେଲା...

ଉଡ଼େଇଲା, ଭାଙ୍ଗିଲା, ଛିନଛତ୍ର କରି ପଳାଇଲା। ଉପାନ୍ତରୁ ଉପକୂଳ, ତାଣ୍ଡବ ରଚିଛି କାଳବୈଶାଖୀ। ଏହି ଆକସ୍ମିକ ଖଣ୍ଡ ପ୍ରଳୟରେ ସାଂଘାତିକ କ୍ଷତିଗ୍ରସ୍ତ ହୋଇଛନ୍ତି କଟକ ବାଲିସାହିର ଅସ୍ଥାୟୀ ଟେଣ୍ଟରେ ଥିବା ବସ୍ତିବାସିନ୍ଦା

Edible oil
ଲକଡାଉନ୍‌ରେ ଏକା ଥରକେ ୫ ଟଙ୍କା ବଢିଲା ତେଲ ଦର

ଲକଡାଉନ୍‌ ସମୟରେ ବ୍ୟବସାୟକୁ ନେଇ ଖୁଚୁରା ବେପାରୀଙ୍କ ଚିନ୍ତା ବଢିଛି। ଦୋକାନ ଖୋଲିବା ପାଇଁ ସରକାର ତ ସେମାନଙ୍କୁ ୬ ଘଣ୍ଟାର ସମୟ ଦେଇଛନ୍ତି

pangolin
ବଜ୍ରକାପ୍ତାର ହେଲା ସ୍ଵାବ୍ ଟେଷ୍ଟ, ଆଉ ରିପୋର୍ଟ....

ମୟୁରଭଞ୍ଜ ସ୍ପେଶାଲ ସ୍ୱ୍କାର୍ଡ଼ ପୋଲିସ ଗତ ସାତ ତାରିଖରେ ଏକ ବଜ୍ରକାପ୍ତା ଚାଲାଣ ବେଳେ ତାକୁ ଉଦ୍ଧାର କରିଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଗତକାଲି ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଗୋହିରାପାଳ ଗାଁରେ ଚଢାଉ କରିଥିଲେ।

cyclone
ସାବଧାନ ! ଆସୁଛି ବାତ୍ୟା ତଉକ୍‌ତେ

ମହାମାରୀ ବେଳେ ପୁଣି ସ୍ଥଳ ଭାବକୁ ମାଡ଼ି ଆସୁଛି କି ବାତ୍ୟା? ଚଳିତ ବର୍ଷର ପ୍ରଥମ ବାତ୍ୟାର ସମ୍ମୁଖୀନ ହୋଇପାରନ୍ତି ଦେଶବାସୀ। ଆସନ୍ତା ୧୬ ତାରିଖରେ ଆରବ ସାଗରରେ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ଥିବା ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯାହାକୁ ନେଇ ଚିନ୍ତା ବଢିଯାଇଛି

Lav agrawal
ଧ୍ୟାନ ଦିଅନ୍ତୁ, ଏହି ସବୁ ସ୍ଥାନରେ ଭୟଙ୍କର ଭାବରେ ବଢୁଛି କରୋନା

ଦେଶର ୧୩ ରାଜ୍ୟରେ ଲକ୍ଷେରୁ ଅଧିକ ଆକଟିଭ୍ କେସ୍ ରହିଛି । ୬ ରାଜ୍ୟରେ ୫୦ ହଜାରରୁ ୧ ଲକ୍ଷ ମଧ୍ୟରେ ଏବଂ ୧୭ ରାଜ୍ୟରେ ୫୦ ହଜାରରୁ କମ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା।

who
"ଆଇଭରମେକଟିନ ଔଷଧକୁ ବିନା ଟ୍ରାଏଲରେ ବ୍ୟବହାର କରନ୍ତୁ ନାହିଁ"

ଆଇଭରମେକଟିନ ଔଷଧକୁ ବିନା ଟ୍ରାଏଲରେ ବ୍ୟବହାର କରନ୍ତୁ ନାହିଁ। କୌଣସି ନୂଆ ରୋଗ ଉପରେ ପୁରୁଣା ଔଷଧକୁ ମନଇଚ୍ଛା ବ୍ୟବହାର କରିହେବନି। ଆଜି କିଛି ଏଭଳି ଭାବେ ଲୋକଙ୍କୁ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। WHOର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମିନାଥନ ଏନେଇ ଟ୍ୱିଟ୍‌ କରି ସଚେତନ...

Assam
କାହିଁକି ହିମନ୍ତଙ୍କୁ ମୁଖ୍ୟମନ୍ତ୍ରୀ କଲା ବିଜେପି?

ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ହିମନ୍ତ ବିଶ୍ୱଶର୍ମା। ଗୌହାଟୀରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ଜଗଦିଶ ମୁଖି ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ତେବେ ୫ ବର୍ଷର ସୁଶାସନସତ୍ତ୍ୱେ କାହିଁକି ସର୍ବାନନ୍ଦ ସୋନଓ୍ୱାଲଙ୍କ ସ୍ଥାନରେ ହିମନ୍ତଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇଲା ବିଜେପି?

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି