• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

BlackFungus
ବ୍ଲାକ୍‌ ପଙ୍ଗସ୍‌ ପାଇଁ କମିଟି ଗଠନ କଲେ ରାଜ୍ୟ ସରକାର

କରୋନାରୁ ସୁସ୍ଥ ହେବା ପରେ ବ୍ଲାକ ଫଙ୍ଗସରେ ସଂକ୍ରମିତ ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି। ତେବେ ବ୍ଲାକ ଫଙ୍ଗସ ରୋଗୀଙ୍କ ପାଇଁ ଗାଇଡଲାଇନ କରିବାକୁ କମିଟି  ଗଠନ କରିଛନ୍ତି ସରକାର । ୭ ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ କମିଟି ଗଠନ କରିଛନ୍ତି...

kalia-money
ଚାଷୀଙ୍କ ଆକାଉଂଟ୍‌କୁ କାଳିଆ ଟଙ୍କା ଦେଲେ ରାଜ୍ୟ ସରକାର

ଚାଷୀଙ୍କ ଖାତାକୁ ଗଲା କାଳିଆ ଟଙ୍କା। ଚାଷୀଙ୍କ ଖାତାକୁ କାଳିଆ କିସ୍ତି ଟଙ୍କା ଦେଲେ ରାଜ୍ୟ ସରକାର। ମୋଟ ୯୨୦ କୋଟି ଟଙ୍କା ଚାଷୀଙ୍କ ଖାତାକୁ ଯାଇଥିବା ସୂଚନା। ୪୨ ଲକ୍ଷ ଚାଷୀଙ୍କ ଖାତାକୁ ଟଙ୍କା ଯାଇଥିବା କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

mask-111
ବାୟୁରେ ବ୍ୟାପୁଛି କରୋନା: ସଠିକ୍‌ ଭାବରେ ମାସ୍କ ପିନ୍ଧିବାକୁ ବିଶେଷଜ୍ଞ ଦେଲେ ପରାମର୍ଶ

ରାଜ୍ୟରେ ବଢିଚାଲିଛି ସଂକ୍ରମଣ। ଆଉ ଏହାରି ମଧ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ। କଟକ SCB ଆନାସ୍ଥେସିଆ ବିଭାଗ ପ୍ରଫେସର ନିବେଦିତା ପାଣି ଦେଇଛନ୍ତି ପରାମର୍ଶ। ସେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ କରୋନା ମହାମାରୀ ଭୟଙ୍କର ଭାବରେ ବଢିବାରେ ଲାଗିଛି

vaccination
ଟିକା କରଣ ପରେ ହିଁ କମିବ କରୋନା !

ଚଳିତ ବର୍ଷ ଆରମ୍ଭରେ ବ୍ରିଟେନ୍ ସମେତ ଅନ୍ୟ ୟୁରୋପୀୟ ଦେଶରେ କରୋନାର ଦ୍ୱିତୀୟ ଲହର ସାଂଘାତିକ ସ୍ଥିତି ସୃଷ୍ଟି କରିଥିଲା। ମାତ୍ର ଟିକାକରଣ ପରେ ପ୍ରାୟତଃ ସବୁ ଦେଶରେ ସଂକ୍ରମଣ ହାର କମିବାରେ ଲାଗିଛି। UK, ଜର୍ମାନୀ, ଇଟାଲୀ, ଫ୍ରାନ୍ସ ସମେତ ବହୁ ଦେଶରେ ଏବେ କରୋନା ସଂକ୍ରମଣ...

corona-peak
ଅକ୍ସିଜେନ୍‌ ଅଭାବରୁ ଆଖି ବୁଜିଲେ ୭୪ ଜଣ କରୋନା ସଂକ୍ରମିତ

ଅକ୍ସିଜେନ୍‌ ଅଭାବରୁ ଜଣଙ୍କ ପରେ ଜଣଙ୍କ ଜୀବନ ଯାଉଛି। ଯାହାକୁ ନେଇ ଏବେ ଚିନ୍ତା ବଢିଛି। ସୂଚନା ଅନୁସାର ଗୋଆର ଏକ ବଡ କୋଭିଡ ହସ୍ପିଟାଲରେ ଗତ ୪ ଦିନରେ ୭୪ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଜଣାପଡ଼ିଛି।

Market
କାଲିଠୁ ସପ୍ତାହନ୍ତ ସଟଡାଉନ୍‌, ଆଜି ମାର୍କେଟ୍‌ରେ ପ୍ରବଳ ଗହଳି କଲେ ଲୋକେ

ଆସନ୍ତାକାଲିଠୁ ସପ୍ତାହନ୍ତ ସଟଡାଉନ୍‌ ଆରମ୍ଭ ହେଉଥିବାରୁ ଆଜି ବିଭିନ୍ନ ମାର୍କେଟରେ ଦେଖିବାକୁ ମିଳିଛି ଗହଳି। ଜରୁରୀ ସାମଗ୍ରୀ ନେବା ପାଇଁ ଭିଡ଼ ଲଗାଇଥିଲେ ଲୋକେ। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ମାର୍କେଟରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି।

Bhubaneswar
ଟିକା ପାଇଁ ମାଆକୁ ଆଧାର କାର୍ଡ଼ ଦେଲା ନାହିଁ ପୁଅ, ଥାନାର ଦ୍ୱାରସ୍ଥ ହେଲେ ମାଆ

୭୦ ବର୍ଷର ମାଆକୁ ପଚାରିଲାନି ପୁଅ। କୋଭିଡ୍ ଟିକା ପାଇଁ ମାଆକୁ ଆଧାର କାର୍ଡ ଦେଲା ନାହିଁ ଓଲଟି ହିନସ୍ତା କଲା। ଶେଷରେ ପୁଅ ବିରୋଧରେ ଥାନାର ଦ୍ୱାରସ୍ଥ ହେଲେ ମାଆ। ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଚକେଇସିଆଣି ଅଞ୍ଚଳରେ

dharmendra
"ଓଡ଼ିଶାର ସବୁ ଚାଷୀ ପିଏମ୍ କିଷାନ ଯୋଜନାର ଲାଭ ପାଆନ୍ତୁ"

ଓଡ଼ିଶାର ସବୁ ଚାଷୀ ପିଏମ୍ କିଷାନ ଯୋଜନାର ଲାଭ ପାଆନ୍ତୁ। ଓଡିଶାର ଚାଷୀମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ପୁନର୍ବାର ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

shivraj chauhan
କରୋନାରେ ପ୍ରାଣ ହରାଇଲେ ପରିବାରକୁ ମାସକୁ ପେନସନ୍‌ ମିଳିବ ୫ ହଜାର ଟଙ୍କା

କେବଳ ଏତିକି ନୁହେଁ ପ୍ରାମଣ ହରାଇଥିବା ବ୍ୟକ୍ତିଙ୍କ ପିଲାମାନଙ୍କୁ ସରକାର ମାଗଣାରେ ପାଠ ପଢାଇବେ ବୋଲି ଶିବରାଜ ସିଂ ଚୌହ୍ୱାନ ଘୋଷଣା କରିଛନ୍ତି।

village-corona
ଗୁଆ ନଡ଼ିଆ ଦେଇ କରୋନାକୁ ଘରକୁ ଡ଼ାକୁଛନ୍ତି ଗାଁ ଲୋକେ

କେଉଁଠି ଗଡ଼ିଆ ଗୋଳେଇ ମାଛ ଧରା ଚାଲିଛି ତ ପୁଣି କେଉଁଠି ଗାଁ ଚଉତରାରେ କ୍ୟାରମ୍ ପିଟା କୁ ତାସ୍ ମାଡ଼ରେ ମସଗୁଲ ଲୋକେ। ମୁହଁରେ ମୁହଁ ଲଗେଇ ଖଟି କରୁଛନ୍ତି। ଟିକେ ବି ଡ଼ରିବାର ନାହିଁ। ମହାମାରୀ ମହାବିପତ୍ତି ବେଳେ ବି ଏମାନଙ୍କୁ ଗେଲ ଲାଗିଛି ଯେମିତି।

Corona Virus
ଏବେଠୁ ଏମାନେ ବି କରୋନା ସମ୍ମୁଖ ଯୋଦ୍ଧା: ସେପଟେ ଶିଶୁଙ୍କ ପାଇଁ ଆଡଭାଇଜରି ଜାରି କଲା ସ୍ୱାସ୍ଥ୍ୟ ବିଭାଗ

ସମ୍ମୁଖ ଯୋଦ୍ଧା ତାଲିକାରେ ବିଭିନ୍ନ ବର୍ଗର କର୍ମଚାରୀଙ୍କୁ ସାମିଲ୍ କଲେ ରାଜ୍ୟ ସରକାର। ଏନେଇ ସବୁ ଜିଲ୍ଲାପାଳ, ପୌରାଞ୍ଚଳ କମିଶନରଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ଚିଠି ଲେଖିଛନ୍ତି। ବନ ଅଧିକାରୀ, ଫରେଷ୍ଟ ଗାର୍ଡଙ୍କୁ ସମ୍ମୁଖ ଯୋଦ୍ଧା ମାନ୍ୟତା ଦେଲେ ରାଜ୍ୟ ସରକାର

covid-acre
ଭାଙ୍ଗ ନା ଗଞ୍ଜେଇ କଣ ଖାଇ କାମ କରୁଛନ୍ତି କର୍ମଚାରୀ? ମରିବା ପରେ ସମ୍ପର୍କୀୟଙ୍କୁ ଫୋନ୍‌ କରି ପଚାରୁଛନ୍ତି ରୋଗୀ କେମିତି ଅଛନ୍ତି?

କରୋନା ରୋଗୀଙ୍କର ମୃତ୍ୟୁ ହୋଇସାରିଥିଲେ ବି ଜୀବିତ ଥିବା ଓ ଚିକିତ୍ସା ଚାଲିଥିବା ନେଇ କୋଭିଡ୍ ହସ୍ପିଟାଲରୁ ସମ୍ପର୍କୀୟଙ୍କ ପାଖକୁ ଆସୁଛି ଫୋନ୍ କଲ। ଆତ୍ମୀୟଙ୍କୁ ହରାଇ ମାନସିକ ଯନ୍ତ୍ରଣା ଭୋଗୁଥିବା ପରିବାର ଲୋକଙ୍କୁ ଫୋନ୍ କରି ମୃତ୍ୟୁ ହୋଇସାରିଥିବା ରୋଗୀର ଭଲମନ୍ଦ ପଚାରି କଟା ଘାରେ ଚୂନ...

COVISHIELD
ଏଣିକି ପ୍ରଥମ ଡୋଜ୍‌ ଟିକା ନେବାର ଏତିକି ଦିନ ପରେ ମିଳିବ ଦ୍ୱିତୀୟ ଡୋଜ୍‌

କରୋନା ଟିକାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବଡ଼ ଘୋଷଣା। ଏଣିକି କୋଭିସିଲ୍ଡ ଟିକା ଡୋଜ୍ ମଧ୍ୟରେ ବ୍ୟବଧାନ ଅବଧି ବଢ଼ିଲା। ପ୍ରଥମ ଡୋଜର ୧୨ରୁ ୧୬ ସପ୍ତାହ ପରେ ୨ୟ ଡୋଜ୍ ଦିଆଯିବ ବୋଲି ସୂଚନା ମିଳିଛି । ୬ରୁ ୮ ସପ୍ତାହ ବଦଳରେ ଏଣିକି ୧୨ରୁ ୧୬...

lockdowm
କରୋନା ସ୍ଥିତି ସଙ୍ଗୀନ: ଆଉ କେତେଦିନ ଲକଡାଉନ୍‌ ବଢିବ?

ରାଜ୍ୟରେ ବଢ଼ିବ କି ଲକଡାଉନ୍ ଅବଧି? ମେ ମାସରେ ବେଲଗାମ୍ ସଂକ୍ରମଣ ଓ ଆକ୍ଟିଭ୍‌ କେଶ୍ ସଂଖ୍ୟା ଆଜି ୧ ଲକ୍ଷ ପାର୍ କରିବା ପରେ ଏହି ଆଶଙ୍କା ବଢ଼ିଯାଇଛି।

vimsar
୩ ମାସ ହେଲାଣି ଦରମା ପାଇନାହାନ୍ତି ନର୍ସ

ବୁର୍ଲା ଭିମସାରରେ ନର୍ସ ହାଲ୍ଲାବୋଲ କରିଛନ୍ତି। ତିନିମାସର ଦରମା ଦାବିରେ ହସପିଟାଲ ମ୍ୟାନେଜରଙ୍କୁ ଘେରାଉ କରିଛନ୍ତି ନର୍ସ। ଗତ ୨୦୧୪ ମସିହାରେ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ଜି.ଏନ.ଏମ ମାନେ ଗତ ଡିସେମ୍ବର ମାସରେ ରେଗୁଲାର ହୋଇଥିଲେ

corona vaccine
ଅଗଷ୍ଟରୁ ଦୂର ହେବ ଟିକା ସମସ୍ୟା: ଦେଶରେ ଉପଲବ୍ଧ ହେବ ୨୧୬ କୋଟି ଟିକା

ଟିକାକୁ ନେଇ ବଡ଼ ସୂଚନା ଦେଲେ ନୀତି ଆୟୋଗ ସଦସ୍ୟ ଭି.କେ ପଲ। ଆସନ୍ତା ଡିସେମ୍ବର ସୁଦ୍ଧା ୨୧୬ କୋଟି ଟିକା ନେଇ ଭି.କେ ପଲ କହିଛନ୍ତି। ଏହାସହ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଟିକା ଅଭାବ ସମସ୍ୟା ଦୂର ହେବ ବୋଲି ସେ କହିଛନ୍ତି।

Morning Work
ଲକ୍‌ଡାଉନ୍‌ ବେଳେ ସାଇକେଲିଂ ଓ ମର୍ଣ୍ଣିଂ ୱାର୍କ୍‌ ସମ୍ପୂର୍ଣ୍ଣ ମନା

ଲକଡାଉନ୍‌ରେ ମର୍ଣ୍ଣିଂ ୱାର୍କ ଓ ସାଇକେଲିଂକୁ ସଂପୂର୍ଣ୍ଣ ମନା। ଲକ୍ ଡାଉନ୍ କଟକଣା ନେଇ ବରିଷ୍ଠ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। କେବଳ ମର୍ଣ୍ଣିଂ ୱାର୍କ ନୁହେଁ ବରଂ ଇଭିନିଂ ୱାର୍କ, ସାଇକ୍ଲିଂକୁ ସଂପୂର୍ଣ୍ଣ ବାରଣ କରାଯାଇଛି।

lav-agarawal
ଏହି ସବୁ ରାଜ୍ୟରେ ବଢୁଛି ସଂକ୍ରମଣ : ପ୍ରେସମିଟ୍‌ କରି ସୂଚନା ଦେଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ଦେଶର କରୋନା ସ୍ଥିତିକୁ ନେଇ ପ୍ରେସମିଟ୍‌ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ୱତନ୍ତ୍ର ସଚିବ ଲବ୍‌ ଅଗ୍ରୱାଲ। ସୂଚନା ଅନୁସାରେ, ବର୍ତ୍ତମାନସମୟରେ ଓଡ଼ିଶା ସହ ପଶ୍ଚିମବଙ୍ଗ ଓ ଆସାମରେ ସଂକ୍ରମଣ ବଢୁଛି।

OXHEN TANKER
ପୋଲିସ ଦେଖାଇଲା ମହାନତା: ଦୁର୍ଘଟଣା ଗାଡ଼ିକୁ ସଜାଡିଲା, ଗନ୍ତବ୍ୟସ୍ଥଳକୁ ଅକ୍ସିଜେନ୍‌ ପଠାଇଲା...

ଭିନ୍ନ ରାଜ୍ୟକୁ ଅକ୍ସିଜେନ ପଠାଇ ଓଡିଶା ଦେଶର ସଙ୍କଟ ମୋଚକ ସାଜିଥିବାବେଳେ ଓଡିଶା ପୋଲିସ ମଧ୍ୟ ସକ୍ରିୟତାର ସହ ଏହି ଅଭିଯାନକୁ ସଫଳ ରୂପ ଦେବାରେ ଲାଗିଛି। ସୂଚନା ଅନୁସାରେ, ବିଜୟୱାଡ଼ାକୁ ଅକ୍ସିଜେନ ନେଇ ଯାଉଥିବା ଏକ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହେବାପରେ ଓଡିଶା ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

lockdown 1
୬ ଦିନ ମଧ୍ୟରେ ସ୍ଥିତି ନସୁଧୁରିଲେ ପୁଣି ରାଜ୍ୟରେ ବଢିବ ଲକଡାଉନ୍‌ !

ରାଜ୍ୟରେ କୋରନା ସଂକ୍ରମଣ ପୂର୍ବ ଅପେକ୍ଷା ସାମନ୍ୟ ହ୍ରାସ ପାଇ ଏବେ ଫ୍ଲାଟ ସ୍ଥିତିରେ ରହିଛି। ଦୈନିକ ସଂକ୍ରମଣ ଆଗରୁ ୧୨ ହଜାର ଥିବାବେଳେ ଏବେ ୧୦ହଜାର ଟ୍ରେଣ୍ଡ ଚାଲିଛି

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି