• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Mask
ଏଠି ମାସ୍କ ପିନ୍ଧିବ ତ ଫାଇନ୍‌ ଦେବ

କରୋନା ସଂକ୍ରମଣକୁ ନେଇ ସାରା ଦେଶରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଲୋକେ। ବାହାରକୁ ବାହାରିବା ମାତ୍ରେ ମୁହଁରେ ମାସ୍କ ପିନ୍ଧୁଛନ୍ତି ଲୋକେ। କେବଳ ଯେ, ବାହାରେ ତାହା ନୁହେଁ ବରଂ ଏବେ ଘରେ ବି ମାସ୍କ ପିନ୍ଧିବାକୁ ସରକାର ପରାମର୍ଶ ଦେଉଛନ୍ତି।

PDS
ହିତାଧିକାରୀଙ୍କ ଦାନା ଖାଇ ଦେଉଛନ୍ତି ଡ଼ିଲର

କରୋନା ଦାଉ ଏବଂ ଲକଡାଉନ୍‌ ଯୋଗୁଁ ଗରିବ ଖଟିଖିଆଙ୍କ ପରିବାର ପ୍ରତିପୋଷଣରେ ସମସ୍ୟା ହେଉଥିବା ବେଳେ ମାଗଣା ରାସନ ସାମଗ୍ରୀରେ ବାଟମାରଣା ଚିନ୍ତାକୁ ଦ୍ୱିଗୁଣିତ କରିଛି। ଝାଟି ମାଟି, ଚାଳ ଏବଂ ଜରି ଛପର ଘରେ ଚଳୁଥିବା ଟାଙ୍ଗିର ଏହି ଗରିବ ପରିବାର ଗୁଡିକ ଅନେକ ଅସୁବିଧାର ସମ୍ମୁଖୀନ...

lodha-tribals
କରୋନାକୁ ନେଇ କେତେ ସଚେତନ ଲୋଧା ସମ୍ପ୍ରଦାୟର ଆଦିବାସୀ?

ମୟୁରଭଞ୍ଜ: ଲୋଧା ସଂପ୍ରଦାୟର ଆଦିମ ଜନଜାତିଙ୍କ କଥା ଶୁଣିଲେ ଏବେବି ଅନେକ ଡରନ୍ତି। କାରଣ ସେମାନେ ହାତରେ ରହିଥାଏ ମାରଣସ୍ତ୍ର। ହେଲେ ସମୟ ଅନୁଯାୟୀ, ଏମାନଙ୍କ ଜୀବନ ଶୈଳୀ ବଦଳିଛି। କିଛି ଲୋଧା ଜନଜାତି ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଉପାନ୍ତ…

C CORONA
ଦେଶରେ କମୁଛି ସଂକ୍ରମଣ: ୨୪ ଘଂଟାରେ ୧ ଲକ୍ଷ ୧୪ ହଜାର ୪୬୦ ସଂକ୍ରମିତ ଚିହ୍ନଟ

ଲଗାତାର ଦେଶରେ କମୁଛି ସଂକ୍ରମଣ।  ଗତ ୨୪ ଘଂଟାରେ ଦେଶରେ ୧ଲକ୍ଷ ୧୪ ହଜାର ୪୬୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ୨ ହଜାର ୬୭୭ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଦୈନିକ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ...

vaccination
ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ ୨୨ ଜିଲ୍ଲାକୁ ସଂପ୍ରସାରିତ

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣକୁ ଅଧିକରୁ ଅଧିକ ଜିଲ୍ଲାକୁ ସଂପ୍ରସାରିତ କରାଯାଇଛି। ୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କୁ ଟିକାକରଣ ମେ ମାସରେ ଆରମ୍ଭ ହୋଇଥିଲେ ବି ଏହା ମାତ୍ର ୫ଟି ପୌରାଞ୍ଚଳ ଓ ୬ଟି ଜିଲ୍ଲାରେ ଚାଲିଥିଲା। ଏବେ ଏହାକୁ ବାକି ରହିଥିବା ଆଉ ୨୨ଟି ଜିଲ୍ଲା...

corona
୨୪ ଘଣ୍ଟାରେ ୭୦୦୨ ଆକ୍ରାନ୍ତ ଚିହ୍ନଟ, ୪୨ ରୋଗୀ ମୃତ

ରାଜ୍ୟରେ ଗତ ୨୪ ଘଂଟାରେ ୭୦୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ ସେଂଟରରୁ ୩୯୨୧ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୩୦୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଭାବରେ ଷ୍ଟେଟ୍‌ ପୁଲର ସଂଖ୍ୟା ୨୦୭ ରହିଛି

cyclone
ବାତ୍ୟା କ୍ଷୟକ୍ଷତିର ଆକଳନ ପାଇଁ ଆଜି ଆସୁଛି କେନ୍ଦ୍ରୀୟ ଟିମ୍‌

ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଆଜି ଆସିବେ କେନ୍ଦ୍ରୀୟ ଟିମ୍। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଜଣେ ଯୁଗ୍ମ ସଚିବଙ୍କ ଅଧ୍ୟକ୍ଷତାରେ ଆସିବ ଏହି ୭ ଜଣିଆ ଟିମ

VIMSAR-copy-720x430
ବ୍ଲାକ ଫଙ୍ଗସ ରୋଗୀଙ୍କ ଚିକିତ୍ସାରେ ବାଧକ ସାଜିଛି ଔଷଧ

ବୁର୍ଲା ଭୀମସାର ହସପିଟାଲରେ ବ୍ଲାକ ଫଙ୍ଗସ ରୋଗୀଙ୍କ ଚିକିତ୍ସାରେ ବାଧକ ସାଜିଛି ଔଷଧ। ଓଡ଼ିଶାରେ ଏହା ଉପଲବ୍ଧ ହେଉ ନଥିବାରୁ ରୋଗୀ ସେବାରେ ସମସ୍ୟା ଉପୁଜିଛି।

Pakistan
ପ୍ରେମିକାଙ୍କୁ ଦେଖା କରିବାକୁ ଯାଇ ୪ ବର୍ଷ ଜେଲରେ ରହିଲେ ପ୍ରେମିକ

ସଫ୍ଟୱେୟାର ଇଞ୍ଜିନିୟର ରୂପେ କାର୍ଯ୍ୟକରୁଥିବା ସମୟରେ ପ୍ରଥମେ ଫେସବୁକରେ ପ୍ରେମ ହେଲା ଏବଂ ପରେ ନିଜ ପ୍ରେମିକାକୁ ମିଶିବା ପାଇଁ ପ୍ରେମିକ ଜଣକ ପାକିସ୍ତାନରେ ପହଞ୍ଚିଗଲେ

murder
ବିଜେପି ନେତାଙ୍କୁ ବାଡ଼େଇ ବାଡ଼େଇ ମାରିଦେଲେ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ନୂଆସାହିରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ବିଜେପିର ବାଲେଶ୍ୱର ଜିଲ୍ଲା ଯୁବ ମୋର୍ଚ୍ଚା ପ୍ରଭାରୀ ରଞ୍ଜିତ ପ୍ରଧାନଙ୍କୁ ବାଡ଼େଇ ବାଡ଼େଇ ମାରିଦେଇଛନ୍ତି ଦୁର୍ବୃତ୍ତ

cbse exam
ଯୁକ୍ତ ଦୁଇ ମୂଲ୍ୟାୟନ ପାଇଁ ଏକ୍ସପର୍ଟ କମିଟି ଗଠନ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଯୁକ୍ତ ଦୁଇ ମୂଲ୍ୟାୟନ ପଦ୍ଧତି ଲାଗି ଗଠନ ହେଲା ଏକ୍ସପର୍ଟ କମିଟି। କମିଟିରେ ୧୪ଜଣ ଏକ୍ସପର୍ଟଙ୍କୁ ରଖାଯାଇଛି। କେଉଁ ପଦ୍ଧତିରେ ମୂଲ୍ୟାୟନ ହେଲେ ଛାତ୍ରଛାତ୍ରୀଙ୍କୁ ସୁଫଳ ମିଳିବ ସେ ନେଇ ତର୍ଜମା କରି ଆସନ୍ତା ୧୦ ଦିନ ଭିତରେ ଏକ୍ସପର୍ଟ…

DELHI-AIIMS
୨ ଡୋଜ୍‌ ଟିକା ନେଇ କରୋନାରେ ଆକ୍ରାନ୍ତ ହୋଇ ଦେଶରେ କାହାର ମୃତ୍ୟୁ ହୋଇନାହିଁ: ଏମ୍ସ

କୋଭିଡ୍ ଟିକାର ଦୁଇଟି ଯାକ ଡୋଜ୍ ନେଇ ବି ପରବର୍ତ୍ତୀ ସମୟରେ କରୋନାରେ ସଂକ୍ରମିତ ହୋଇଥିବା କୌଣସି ରୋଗୀଙ୍କର ଦେଶରେ ମୃତ୍ୟୁ ହୋଇନାହିଁ

vendors
ଲକଡାଉନ୍‌ରେ ବୁଲା ବ୍ୟବସାୟୀଙ୍କ ହାଲ୍‌ ବେହାଲ

ଲକଡାଉନ୍‌ର ମହାଯନ୍ତାରେ ପଡ଼ି କେମିତି ଅଛନ୍ତି ରାସ୍ତାକଡ଼ ଓ ବୁଲା ବ୍ୟବସାୟୀ? କେମିତି ଚଳୁଛି ସେମାନଙ୍କ ପରିବାର? ଜାଣିବାକୁ ଆମେ କଟକ, ଭୁବନେଶ୍ୱର ଓ ବାଲେଶ୍ୱରରେ ଯେଉଁ କେତୋଟି ମୁହଁ ଖୋଜି ପାଇଲୁ, ସମସ୍ତେ ବଖାଣିଥିଲେ ଯନ୍ତ୍ରଣାର ଲମ୍ବା କାହାଣୀ।

cbse
କେମିତି ହେବ ଯୁକ୍ତ ଦୁଇ ମୂଲ୍ୟାୟନ?

ଯୁକ୍ତ ଦୁଇ ମୂଲ୍ୟାୟନ ପଦ୍ଧତି ଲାଗି ଗଠନ ହେବ ଏକ୍ସପର୍ଟ କମିଟି। ୧୫ ଦିନ ଭିତରେ ଶିକ୍ଷାବିତଙ୍କୁ ନେଇ ଗଠନ ହେବ କମିଟି। ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ

doctors
କରୋନା ମେଡ଼ିକାଲରୁ ଆସିଲା କର୍ତ୍ତବ୍ୟର ନିଆରା ଚିତ୍ର ଓ ସେବାରେ ସମର୍ପଣ ଭାବ

ଚାଲିଛି ମହାମାରୀ ବିରୋଧୀ ମହାଯୁଦ୍ଧ। କରୋନାକୁ ମାତ୍ ଦେବାକୁ ସବୁଠି ଅହରହ ସଂଗ୍ରାମ କରୁଛନ୍ତି କରୋନା ଯୋଦ୍ଧା। ତାହାରି ଭିତରେ କେଉଁଠି, କେତେବେଳେ ବ୍ୟତିକ୍ରମ ଘଟୁଛି, ଅବ୍ୟବସ୍ଥାର ଚିତ୍ର ମଧ୍ୟ ସାମ୍ନାକୁ ଆସୁଛି। ହେଲେ କର୍ତ୍ତବ୍ୟ ଆଉ ସେବା କିନ୍ତୁ ଜାରି ରହିଛି ଅନବରତ।

Snake
୮ ଫୁଟ୍‌ର ଅହିରାଜ ସାପକୁ ଧରି ପକାଇଲେ ମହିଳା

ମହିଳା ଧରିଲେ ଅହିରାଜ। ୮ ଫୁଟ୍ ଲମ୍ବର ଏକ ଅହିରାଜ ସାପକୁ ସସ୍ମିତା ଗୋଚ୍ଛାୟତ ନାମକ ଜଣେ ମହିଳା ହାତରେ ଧରିଛନ୍ତି। ସସ୍ମିତା ଜଣେ ପ୍ରଫେସନାଲ ସାପ ଧରାଳି ନୁହଁନ୍ତି କିନ୍ତୁ ହାତରେ ଗ୍ଲୋବ୍ସ ପିନ୍ଧି ବିଷଧର ଅହିରାଜକୁ ଧରି ବ୍ୟାଗରେ ଭର୍ତ୍ତି କରିଥିଲେ।

corona
ଭାରତ ତୃତୀୟ ଲହରୀ ପାଇଁ ହେଲାଣି କି ପ୍ରସ୍ତୁତ?

ତୃତୀୟ ଲହର ପ୍ରସ୍ତୁତି ପାଇଁ ହାତରେ ଆଉ ନାହିଁ ବେଶୀ ସମୟ। ଆଉ କେଇମାସ ପରେ ଶୁଭିପାରେ ତୃତୀୟ ଲହରର ପଦଧ୍ୱନି। କରୋନାର ଦ୍ୱିତୀୟ ଲହର ଯୋଗୁଁ ଭାରତରେ ଜନଜୀବନ ଗୁରୁତର ପ୍ରଭାବିତ ହୋଇଥିବା ବେଳେ ତୃତୀୟ ଲହରୀ ପାଇଁ ଆଶଙ୍କା ଦେଖାଦେଇଛି

C CORONA
ଆଗାମୀ ଦିନରେ ଏହି ସବୁ ସ୍ଥାନ କରୋନାର ହେବ ହଟ୍‌ସ୍ପଟ୍‌

ଏବେ ସାରା ବିଶ୍ୱକୁ କରୋନାର ୨ଟି ଲହର ଘାଇଲା କରିସାରିଥିବା ବେଳେ, କିଛି ଗବେଷକ ପୃଥିବୀର ଏମିତି କିଛି ଦେଶ ବା ସ୍ଥାନକୁ ଚିହ୍ନଟ କରିଛନ୍ତି, ଯେଉଁଠି ଆଗାମୀ ଦିନରେ ପୁଣି ଭୂତାଣୁ ସଂକ୍ରମଣର ହଟସ୍ପଟ୍‌ ସୃଷ୍ଟି ହୋଇପାରେ

Modi
ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ଆଜି ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିନ ୧୧ଟା ବେଳେ ଭିଡିଓ କନ୍ଫରେନ୍ସିଂରେ ଯୋଗ ଦେଇ ପରିବେଶକୁ ସନ୍ତୁଳିତ ରଖିବା ପାଇଁ ଜୈବ ଇନ୍ଧନର ବ୍ୟବହାରକୁ ପ୍ରୋତ୍ସାହନ ଥିମ୍ ସମ୍ପର୍କରେ ଆଲୋଚନା କରିଥିଲେ

Balangir
ଖବର ବାଜିଲା, ପ୍ରଶାସନ ଚେତିଲା

ଓଟିଭିରେ ଖବର ପ୍ରସାରଣର ପ୍ରଭାବ। ଗୋଟିଏ ଜୁଇରେ ଏକାଧିକ ଶବ ସତ୍କାର କରାଯାଉଥିବା ଖବର ଓଟିଭିରେ ପ୍ରସାରଣ ହେବା ପରେ ତଦନ୍ତ ଆରମ୍ଭ ହୋଇଛି। ବଲାଙ୍ଗିର ବିଜାଖମନ ଠାରେ ଥିବା କୋଭିଡ ଶ୍ମଶାନକୁ ଯାଇ ତଦନ୍ତ ଆରମ୍ଭ କରିଛି DLSA ବା ଜିଲ୍ଲା ଆଇନ ସେବା ପ୍ରାଧିକରଣ

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି