• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Taliban
ଆଫଗାନିସ୍ତାନରେ ତାଲିବାନ ସରକାରର ନେତୃତ୍ୱ ନେବେ ମହମ୍ମଦ ହାସନ

ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ ହେବେ ତାଲିବାନ ସରକାରର ମୁଖ୍ୟ। ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି। ତାଲିବାନର ସବୁ ନିଷ୍ପତ୍ତି ନେଉଥିବା କମିଟି ରେବାରି ସୁରାର ମୁଖ୍ୟ ହେଉଛନ୍ତି ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ

Taliban
ତାଲିବାନୀ ନାଲିଆଖିକୁ ଡ଼ରୁନାହାନ୍ତି ଆଫଗାନୀ ମହିଳା?

ପାକିସ୍ତାନ ମୁର୍ଦ୍ଦାବାଦ୍, ISI ମୁର୍ଦ୍ଦାବାଦ୍, ଆମେ ଚାହୁଁ ସ୍ୱାଧୀନତା, ପାକିସ୍ତାନୀ ତୁରନ୍ତ ଆଫଗାନିସ୍ତାନ ଛାଡ଼, ଏଭଳି ପାକ୍ ବିରୋଧୀ ନାରାବାଜି ସହ କାବୁଲରେ ଥିବା ପାକିସ୍ତାନ ଦୂତାବାସ ଆଗରେ ଆଫଗାନିସ୍ତାନ୍ ନାଗରିକଙ୍କ ଜୋରଦାର ବିକ୍ଷୋଭ।

ganesh
ପ୍ରଭୁ ଗଣେଶଙ୍କର କେଉଁ ରୂପକୁ ପୂଜା କଲେ ଦୂର ହୁଏ ବାଧା ବିଘ୍ନ?

ବିଘ୍ନ ବିନାଶକ ପ୍ରଭୁ ଶ୍ରୀଗଣେଶ। ଶାସ୍ତ୍ରରେ କୁହାଯାଏ ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ପ୍ରଥମେ ଗଣେଷ ମହାପ୍ରଭୁଙ୍କୁ ଆବାହନ କରାଯାଏ। ତାଙ୍କୁ ପୂଜା କରିବା ପରେ ହିଁ ଅନ୍ୟ ଦେବା ଓ ଦେବୀଙ୍କୁ ଆବାହନ କରିବାର ପରମ୍ପରା ରହିଛି।

Mamata Banerjee
କାଲିଠୁ ନିର୍ବାଚନ ମୈଦାନକୁ ଓହ୍ଲାଇବେ ଦିଦି

ଉଠୁଛି ପଡ଼ୁଛି କଲିକତା। ଉପନିର୍ବାତନ ତାରିଖ ଘୋଷଣା ହେବା ପରେ ଜନମତ ସମର୍ଥନ କରିବାକୁ ଲାଗି ପଡ଼ିଛନ୍ତି ବିଜେପି-ଟିଏମ୍‌ସି ନେତା। ଆଉ ଏହାରି ମଧ୍ୟରେ ଭବାନୀପୁର ଆସନରେ ଆସନ୍ତାକାଲିଠାରୁ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ ପ୍ରଚାର ଆରମ୍ଭ କରିବେ ବୋଲି ଜଣାପଡ଼ିଛି। ଏଠାରେ ସ୍ପଷ୍ଟ କରୁଛୁ...

Fake
ସରକାରୀ ଯୋଜନା ନାଁରେ ମେସେଜ ଆସୁଥିଲେ ହୋଇଯାଆନ୍ତୁ ସତର୍କ

ସାବଧାନ। ସରକାରୀ ଯୋଜନା ନାଁରେ ଆପଣଙ୍କ ପାଖକୁ କୌଣସି ମେସେଜ ଆସୁଛି କି। ଯଦି ହଁ, ତାହେଲେ ବିଳମ୍ୱ ନ ହୋଇଯାଆନ୍ତୁ ସତର୍କ। ଦେଶରେ ଏମିତି ମାମଲା ବଢିବା ପରେ ଲୋକଙ୍କୁ ସଚେତନ କରିବାକୁ ଆଗେଇ ଆସିଛି ସରକାରୀ ଫ୍ୟାକ୍ଟ ଚେକ ଏଜେନ୍ସି

Jaggery
ଚିନି ଛାଡି ପ୍ରତିଦିନ ଖାଆନ୍ତୁ ଗୁଡ, ଜାଣନ୍ତୁ ଫାଇଦା

ଚିନିକୁ କରନ୍ତୁ ବାଏ ବାଏ। ଚିନି ଛାଡି ଖାଆନ୍ତୁ ଗୁଡ। ଆଉ ଖାଇଲା ପରେ ଜାଣି ପାରିବେ ଗୁଡର ଫାଇଦା। ଯେତେବେଳେ ବିଶୋଧିତ ଚିନି ସହ ଗୁଡକୁ ତୁଳନା କରାଯାଇଥାଏ, ସେତେବେଳେ ଗୁଡ ଏକ ସ୍ୱାସ୍ଥ୍ୟକର ବିକଳ୍ପ ବୋଲି କୁହାଯାଏ। କାରଣ ଚିନି ଅପେକ୍ଷା ଗୁଡ ଆପଣଙ୍କୁ ଅଧିକ...

Corona Vaccination
କରୋନା ଟିକା ଅସଲି ନା ନକଲି ଜାଣିବେ କେମିତି?

କରୋନାର ମୁକାବିଲା ପାଇଁ ସାରା ବିଶ୍ୱରେ ଟିକାକରଣ ଚାଲିଥିବା ବେଳେ ଏବେ ନକଲି ଟିକାକୁ ନେଇ ଲୋକମାନେ ଅଡୁଆରେ ପଡିଛନ୍ତି । ଦକ୍ଷିଣ-ପୂର୍ବ ଏସିଆ ଓ କେତେକ ଆଫ୍ରିକୀୟ ଦେଶରେ ଠାବ ହୋଇଛି ନକଲି କୋଭିସିଲ୍ଡ ଟିକା

Taliban
ସରକାର କରିବା ପୂର୍ବରୁ ନିଜର ପ୍ରକୃତ ଛବି ଦେଖାଉଛି କି ତାଲିବାନ?

ଆଫଗାନିସ୍ତାନର ଅଖଣ୍ଡ କ୍ଷମତା ହାସଲ ସହ ବର୍ବର ଆଚରଣ ବି ଜାରି ରଖିଛି ତାଲିବାନ୍ । ରାଜଧାନୀ କାବୁଲ୍ ସମେତ ଦେଶର ବିଭିନ୍ନ ସ୍ଥାନରେ ଉଠୁଥିବା ମହିଳାଙ୍କ ପ୍ରତିବାଦର ସ୍ୱରକୁ ପାଦତଳେ ମକଚି ଦେବାକୁ ବଳ ପ୍ରୟୋଗ କରିବାକୁ ପଛାଇନି ଏହି ସଂଗଠନ

Taliban
ଆଫଗାନ୍‌ରେ ସରକାର କରିବ ତାଲିବାନ: ଚୀନ ଓ ପାକିସ୍ତାନକୁ ଦିଆଗଲା ନିମନ୍ତ୍ରଣ

ପଞ୍ଜଶିର ଦଖଲ ପରେ ଯୁଦ୍ଧ ସମାପ୍ତି ଘୋଷଣା କରିଛି ତାଲିବାନ । କହିଲା ଏବେ ପୂରା ଆଫଗାନିସ୍ତାନ ଆମ କବଜାରେ ରହିଛି । ତାରିଖ ଧାର୍ଯ୍ୟ ହୋଇନଥିଲେ ବି, ଖୁବଶୀଘ୍ର ଆଫଗାନ୍‌ବାସୀଙ୍କୁ ଦେବୁ ଇସ୍ଲାମିକ୍, ଉତ୍ତରଦାୟୀ ଓ ସ୍ଥିର ସରକାର

Ganesh Puja 2021
କରୋନା ପାଇଁ ମୂର୍ତ୍ତି ବ୍ୟବସାୟ ମାନ୍ଦା

ଆଗକୁ ଆସୁଛି ବିଘ୍ନ ବିନାଶକଙ୍କ ପୂଜା। କରୋନା କଟକଣା ମଧ୍ୟରେ ଏଥର ପୂଜା ପାଇଁ ପୂର୍ବ ଭଳି ଉତ୍ସାହ ନାହିଁ । ଗତବର୍ଷ ବି କଟକଣା ପାଇଁ ପାର୍ବଣରେ ମୂର୍ତ୍ତି ବ୍ୟବସାୟ ମାନ୍ଦା ଥିଲା ଓ ଚଳିତବର୍ଷ ମଧ୍ୟ ବ୍ୟବସାୟକୁ ନେଇ ସନ୍ଦିହାନ ମୂର୍ତ୍ତି କାରିଗର । ସେପଟେ...

Red Ladyfinger That Costs
ଆଶ୍ଚର୍ଯ୍ୟ ହେଲେ ବି ସତ ! ଲାଲ୍‌ ଭେଣ୍ଡି କିଲୋକୁ ୮ ଶହ ଟଙ୍କାରେ ବିକ୍ରି କରୁଛନ୍ତି ଚାଷୀ

ବଜାରର ଚାହିଦାକୁ ଦେଖି ଚାଷ । ଯେଉଁ ଜମିରେ ଚାଷ କରି ପରିବାର ପୋଷିବା କଷ୍ଟକର ହୋଇପଡିଥିଲା ସେହି ଜମିରେ ଚାଷ କରି ଭଲ ରୋଜଗାର କରିଛନ୍ତି ଭୋପାଳର ଚାଷୀ । ଆଉ ଏହି ଚାଷ ହେଉଛି ନାଲି ଭେଣ୍ଡି

Kotia
ଓଡ଼ିଶାରେ ପଶି ଅଙ୍ଗନୱାଡ଼ି କେନ୍ଦ୍ର କରିଥିଲା ଆନ୍ଧ୍ର, ଘର ସିଲ୍‌ କଲା ଗଜପତି ପ୍ରଶାସନ

ଓଡିଶା ସୀମାରେ ଆନ୍ଧ୍ରର ଦାଦାଗିରିର ଆଉ ଏକ ନମୂନା ଦେଖିବାକୁ ମିଳିଛି। ଓଡିଶା ସୀମାରେ ପଶି ଆନ୍ଧ୍ର ଏକ ଅସ୍ଥାୟୀ ଅଙ୍ଗନବାଡି କେନ୍ଦ୍ର ର୍ନିମାଣ କରିବା ସହ ସେଠାରେ ପିଲାଙ୍କ ନାମ ମଧ୍ୟ ଲେଖାଇଥିବା ଖବର ମିଳିଛି

ACF Soumya Ranjan Death Case
ବିଧାନସଭାରେ ଉଠିଲା ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: DFOଙ୍କୁ ସରକାର ଘଂଟ ଘୋଡ଼ାଉଥିବା କହିଲେ ପାରଳା ବିଧାୟକ

ବିଧାନସଭାରେ ଉଠିଲା ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ପ୍ରସଙ୍ଗ। ମାସାଧିକ କାଳ ତଦନ୍ତ ପରେ ବି ଏଏସିଏଫଙ୍କ ମୃତ୍ୟୁ କିପରି ହେଲା ସେ ସମ୍ପର୍କରେ ସ୍ପଷ୍ଟ ହୋଇପାରିନି।

corona virus
ଦେଶରେ କମୁଛି ସଂକ୍ରମଣ। ୨୪ ଘଂଟାରେ ୩୧ ହଜାର ଆକ୍ରାନ୍ତ ଚିହ୍ନଟ

ଦେଶରେ ଆଜି ସାମାନ୍ୟ କମିଛି ସଂକ୍ରମଣ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଗତ ୨୪ ଘଂଟାରେ ଦେଶରେ ୩୧,୨୨୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କରୋନା ମହାମାରୀରେ ୨୯୦ ଜଣଙ୍କ ପ୍ରାଣ ଯାଇଛି

loan
ବଢିଲା ମୁଣ୍ଡ ପିଛା ଋଣ ଭାର

ବଢିଲା ମୁଣ୍ଡ ପିଛା ଋଣ ଭାର। ଏବେ ଦୁଇ ଗୁଣା ମୁଣ୍ଡ ପିଛା ଋଣଭାର । ଓଡିଶାରେ ଏପରି ଅବସ୍ଥା ରହିଛି ଯେ ଜଣକ ପିଛା ଋଣଭାର ୨୩ହଜାର ଟଙ୍କାରୁ ଅଧିକ। ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏ ନେଇ ସୂଚନା ଦେଇଛନ୍ତି।

corona
ଶିଶୁ ସଂକ୍ରମଣରେ ଲାଗୁନି ବ୍ରେକ୍

ଶିଶୁ ସଂକ୍ରମଣରେ ଲାଗୁନି ବ୍ରେକ୍। ରାଜ୍ୟରେ ବଢିଚାଲିଛି ଶିଶୁସଂକ୍ରମଣ,ଚିନ୍ତାରେ ରାଜ୍ୟସରକାର। ଆଜି ଗୋଟିଏ ଦିନରେ ୧୮ ବର୍ଷରୁ କମ୍ ୧୨୨ଜଣ ଆକ୍ରାନ୍ତ ଚିହ୍ନଟ।

water dispute
ଓଡିଶା ଜଳ ବିବାଦର ହେବ ସମାଧାନ !

ଖୁବ ଶୀଘ୍ର ଓଡିଶାର ସମସ୍ତ ଜଳବିବାଦର୍ ସମାଧାନ ହେବ। କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଓଡିଶାରେ ପହଞ୍ଚି ବିଭିନ୍ନ୍ ଜଳବିଭାଗ ସହ ଆଲୋଚନା କରିଛନ୍ତି।

aiims
ଏମସ୍ ରାଜନୀତି ଥମିବ କେବେ ?

ଏମସ୍ ରାଜନୀତି ଥମିବ କେବେ? ସୁନ୍ଦରଗଡରେ ପୁଣି ତେଜିଲା ଏମ୍‌ସ ରାଜନୀତି । କେନ୍ଦ୍ରସରକାରଙ୍କ ଉଦାସୀନତା ଉପରେ ଉଠିଲାଣି ପ୍ରଶ୍ନ। ୫ ମାସ ଧରି ସରକାର ପଦକ୍ଷେପ ନେଇ ନାହାନ୍ତି କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ।

Taliban
ସତ କିଏ କହୁଛି? ତାଲିବାନ ନା ନର୍ଦ୍ଦନ ଆଲାଏନ୍ସ

ତାଲିବାନୀ କବଜାକୁ ଚାଲିଗଲା କି ପଞ୍ଜଶିର? ପ୍ରତିରୋଧର ଏଇ ଶେଷଗଡ଼କୁ ସଂପୂର୍ଣ୍ଣ କବଜା କରିଥିବା ଦାବି କରି ଆଜି ପଞ୍ଜଶିର ଗଭର୍ଣ୍ଣର ହାଉସରେ ଝଣ୍ଡା ଉଡ଼ାଇଛି ତାଲିବାନ୍। ହେଲେ ତାଲିବାନର ଏହି ଦାବିକୁ ଅଗ୍ରାହ୍ୟ କରିଛି ନର୍ଦ୍ଦନ ଆଲାଏନ୍ସ ଟୁଇଟ୍ କରି ନ୍ୟାସନାଲ୍‌ ରେଜିଷ୍ଟାନ୍ସ ଫୋର୍ସ କହିଛି ଏହାର...

Tokyo 2020 Paralympic
ଆଉ କେତେ ସଫଳତା ପରେ ନିଯୁକ୍ତି କ୍ଷେତ୍ରରେ ମିଳିବ ସମାନ ସୁବିଧା ?

ଆଉ କେତେ ସଫଳତା ପାଇଲେ ପାରା ଆଥ୍‌ଲେଟ୍‌ଙ୍କୁ ଦାବିକୁ ବିଚାରକୁ ନେବେ ରାଜ୍ୟ ସରକାର? ସାଧାରଣ ଆଥ୍‌ଲେଟ୍‌ଙ୍କ ଭଳି ସେମାନଙ୍କୁ କେବେ ମିଳିବ ସମାନ ସୁବିଧା ସୁଯୋଗ? ଏଥର ଟୋକିଓ ପାରାଲିମ୍ପିକ୍ସରେ ଭାରତର ଐତିହାସିକ ସଫଳତା ଏବଂ ଓଡ଼ିଆ ଆଥଲେଟ୍ ପ୍ରମୋଦ ଭଗତଙ୍କ ଗୋଲ୍ଡ ମେଡାଲ ହାସଲ ପରେ...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି