• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

pramod bhagat
ସଚିନଙ୍କୁ ଭେଟିଲେ ପ୍ରମୋଦ

ସଚିନଙ୍କୁ ଭେଟିଲେ ପ୍ରମୋଦ। କ୍ରିକେଟର ଭଗବାନ ସଚିନ୍ ତେନ୍ଦୁଲକରଙ୍କୁ ଭେଟିଲେ ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ। ଫାଇନାଲ ମ୍ୟାଚ୍ ଖେଳିଥିବା ବ୍ୟାଡମିଣ୍ଟନ୍ ରାକେଟ୍ ସଚିନଙ୍କୁ ଦେଲେ ଉପହାର। ସଚିନ ବି ଦେଲେ ଉପହାର।

IIT Madras
IIS ଶେଷ୍ଠ ୟୁନିଭର୍ସିଟି

IIS ଶେଷ୍ଠ ୟୁନିଭର୍ସିଟି। ପ୍ରକାଶ ପାଇଲା ଭାରତୀୟ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗ ୨୦୨୧। ବେଙ୍ଗଲୁରୁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଶ୍ରେଷ୍ଠ ୟୁନିଭର୍ସିଟି। ନୂଆଦିଲ୍ଲୀର ଜବାହରଲାଲ ନେହରୁ ୟୁନିଭର୍ସିଟି ଦ୍ୱିତୀୟ ଶ୍ରେଷ୍ଠ।

puri sea beach
ପୁରୀ ବେଳାଭୂମିର ରଙ୍ଗିନ୍ ଆକାଶ

ପୁରୀ ବେଳାଭୂମିର ରଙ୍ଗିନ୍ ଆକାଶ। ଆଖି ଖୋସି ହୋଇଯିବ। ଇଏ ଆମ ପୁରୀ ବେଳାଭୂମି । ଏତେ ସୁନ୍ଦର ଯେ ଆପଣ ବିଶ୍ୱାସ କରିପାରିବେ ନାହିଁ । ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କ୍ୟାମେରାରେ ଏହାକୁ କଏଦ୍ କରିଛନ୍ତି।

mi syndrome
ଚିନ୍ତା ବଢ଼ାଇଲା ପିଲାଙ୍କ ଏମ୍ଆଇ ସିଣ୍ଡ୍ରୋମ !

ଚିନ୍ତା ବଢ଼ାଇଲା ପିଲାଙ୍କ ଏମ୍ଆଇ ସିଣ୍ଡ୍ରୋମ! କୋଭିଡ୍ ସଂକ୍ରମଣର ମାସେ ଭିତରେ ଶିଶୁଙ୍କ ଏମଆଇ ସିଣ୍ଡ୍ରୋମ ବଢୁଛି। ଶିଶୁଙ୍କୁ ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ସୂଚନା।

Kandarpur PS
ଅଶାନ୍ତ କନ୍ଦରପୁର: ଫୁଟୁଛି ଗୁଳି, ଚାଲୁଛି କଟୁରୀ!

କମିଶନରେଟ ପୋଲିସ ଅଧିନରେ ରହିଛି କନ୍ଦରପୁର ଥାନା । କଟକ ସହର ଭିତରେ ଅପରାଧ କିଛିଟା କମିଥିଲେ ମଧ୍ୟ କନ୍ଦରପୁରରେ ଆପରାଧିକ କାର୍ଯ୍ୟକଳାପ ଦିନକୁ ଦିନ ବଢିବାରେ ଲାଗିଛି

Rair Child
ନିଜ ପିଲାକୁ ସୈତାନର ପିଲା କହିଲା ବାପା। ମାଆ ଓ ପୁଅଙ୍କୁ ଘରୁ ବାହାର କରିଦେଲା…

ଆଶ୍ଚର୍ଯ୍ୟ। ପିଲାଟିଏ ଜନ୍ମ ହେବା ପରେ ସୈତାନର ଛୁଆ କହି ଛାଡ଼ିଦେଲା ବାପା। ଆଉ ବାପା ଛାଡ଼ି ଦେବା ପରେ ଏବେ ପିଲାଟିର ଲାଳନପାଳନ ଏକାକୀ କରୁଛନ୍ତି ମାଆ। ଖବର ଅନୁଯାୟୀ, ଆଫ୍ରିକୀୟ ରୁୱାଣ୍ଡା ଦେଶରେ ଜଣେ ମହିଳା 'ବିରଳ' ସନ୍ତାନ ଜନ୍ମ ଦେଇଥିଲେ।

priyanka
ୟୁପି ବିଧାନସଭାରେ ଟିକେଟ୍‌ ମିଳିବ କାହାକୁ? କାଲି ଗୁପ୍ତ ବୈଠକ କରିବେ ପ୍ରିୟଙ୍କା

ପାଖେଇ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ। ନିଜ ଦଳକୁ କେମିତି ମଜବୁତ୍‌ କରାଯିବ ସେନେଇ ସବୁ ଦଳର ନେତା ଏବେ ବେଶ୍‌ ବ୍ୟସ୍ତ। ଆଉ ଏହାରି ମଧ୍ୟରେ ଆଦି ଲକ୍ଷ୍ନୌରେ ପହଞ୍ଚିଛନ୍ତି କଂଗ୍ରେସ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା

CPI MLA
୫୧ ଲିଟର୍‌ ତେଲ ପକାଇଲେ ବିଧାୟକ। ହେଲେ ଗାଡ଼ି ଗଲା ମାତ୍ର ୫୦୦ ମିଟର

ପ୍ରତିଦିନ ଦେଶରେ ପେଟ୍ରୋଲ ପମ୍ପରେ ଦୁର୍ନୀତି ଓ ଠକାମୀ ମାମଲାର ଚିତ୍ର ସାମ୍ନାକୁ ଆସୁଛି। ଆଉ ଏଭଳି ଅଭିଯୋଗ ଦେଶର ସମସ୍ତ ଅଞ୍ଚଳରେ ଦେଖିବାକୁ ମିଳୁଛି। ତେବେ ଏବେ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା ସାଧାରଣ କଥା ନୁହେଁ

Andhra Pradesh govt
ଓଡ଼ିଶା ସୀମାରେ ପ୍ରବେଶ କରି କୁନି ପିଲାଙ୍କୁ ଅଣ୍ଡା ବାଣ୍ଟିଲା ଆନ୍ଧ୍ର

ପୁଣି ଓଡ଼ିଶା ସୀମାରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ଦାଦାଗିରି। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ମାଣିକପାଟଣା ଠାରେ ଏକ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରିଥିଲେ ଆନ୍ଧ୍ର ସରକାର। ଯାହାକୁ ୨ ଦିନ ତଳେ ସିଲ୍ କରାଯାଇଥିଲା।

Prasant
ପ୍ରଶାନ୍ତଙ୍କ ପରେ ମନ୍ତ୍ରୀ ପ୍ରତାପଙ୍କ ଉପରେ ହେବ କି କାର୍ଯ୍ୟାନୁଷ୍ଠାନ?

ଦବଙ୍ଗଗିରି ଦେଖାଇ ବିଜେଡିରୁ ନିଲମ୍ବିତ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି। ପ୍ରଶାନ୍ତ ଜଗଦେବ ଗଲେ, ତେବେ ମାହାଙ୍ଗା ଡବଲ ମର୍ଡର କେସ୍ ପ୍ରସଙ୍ଗରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତି କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ପ୍ରଶ୍ନ...

Corona Vaccination
ପୁଣି ବଢିଲା ସଂକ୍ରମଣ: ୨୪ ଘଂଟାରେ ୪୩ ହଜାର ଚିହ୍ନଟ ହେଲେ ଆକ୍ରାନ୍ତ

ଦେଶରେ ପୁଣି ବଢିଲା ସଂକ୍ରମଣ। ଗତ ୨ ଘଂଟାରେ ଦେଶରେ ୪୩,୨୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଗତ ୨୪ ଘଂଟାରେ ଦେଶରେ ୩୩୮ ଜଣଙ୍କ କରୋନାରେ ପ୍ରାଣ ଯାଇଛି। ତେବେ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍‌ ୩,୩୧,୩୯,୯୮୧ ରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଥିବା ବେଳେ ଓ...

Nabarangpur Woman Wins Bridal Contest, Recieves Applause
ସୁନାବୋହୂ ରିଜବାନା ବାନୁ, ଜାତୀୟସ୍ତରରେ କଲେ ନାଁ

କୋରାପୁଟର ଝିଅ, ନବରଙ୍ଗପୁରର ବୋହୂ। ସୁନା ବୋହୂ ରିଜବାନା ବାନୁ। ମେକଅପ୍ ଆର୍ଟିଷ୍ଟ୍ ଭାବେ ଏବେ ଚର୍ଚ୍ଚାରେ।

BCCI Announces India’s 15-Member Squad For T20 World Cup
୧୫ ଜଣିଆ ଟି-ଟ୍ୱେଣ୍ଟି ଟିମ୍ ଘୋଷଣା

ଅକ୍ଟୋବରରେ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ୧୫ ଜଣିଆ ଟିମ୍ ଘୋଷଣା କଲା ଭାରତ। ଧୋନୀ ତୁଲାଇବେ ମେଣ୍ଟର ଦାୟିତ୍ୱ।

Police, Man Faceoff Over Helmet Checking In Kendrapara
ହେଲମେଟ ଚେକିଂ ବେଳେ ବାଇକ ଚାଳକ-ପୋଲିସ ଗଡ଼ାପଡ଼ା

ହେଲମେଟ ଚେକିଂ ବେଳେ ଉତ୍ତେଜନା। ପ୍ରଥମେ ପାଟିତୁଣ୍ଡ ତା’ପରେ ପୋଲିସ-ବାଇକ୍ ଚାଳକଙ୍କ ମଧ୍ୟରେ ଧସ୍ତାଧସ୍ତି।

Chilika Medical Centre\'s Boatman Alleges Non-Payment Of Salary Since 2007
୧୫ ବର୍ଷ ହେଲା ବନ୍ଧା ପଡ଼ିଛି ଦରମା

ଚିଲିକା ନୂଆପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବୋଟମ୍ୟାନ ଭାବେ କାମ କରୁଥିବା ସୁକାନ୍ତ ୧୫ ବର୍ଷ ହେଲା ବିନା ଦରମାରେ କାମ କରି ଆସୁଛନ୍ତି।

Suicide Death Outside Assembly : Administration Provides Rs 1 Lakh Aid To Kin Of Deceased
ଦୁଷ୍ମନ୍ତ ପତ୍ନୀଙ୍କୁ ଲକ୍ଷେ ଟଙ୍କା

ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରି ମୃତ୍ୟୁବରଣ କରିଥିବା ଦୁଷ୍ମନ୍ତ ଦାସଙ୍କ ପତ୍ନୀଙ୍କୁ ସହାୟତା। ବିଳମ୍ବିତ ରାତିରେ ଘରେ ପହଞ୍ଚି ଲକ୍ଷେ ଟଙ୍କାର ଚେକ୍ ଦେଲେ କୁଜଙ୍ଗ ବିଡିଓ

Special Story | Tips To Stay Safe From Petrol Pump Scam
ତେଲ ଦେବା ବେଳେ ଆପଣଙ୍କୁ ଏମିତି ଠକିଥାନ୍ତି ପେଟ୍ରୋଲ ପମ୍ପ କର୍ମଚାରୀ...

ନିତିଦିନ ଆପଣ ଗାଡ଼ିରେ ପେଟ୍ରୋଲ ପକାଉଛନ୍ତି କି? ସାବଧାନ! କାରଣ ଏମିତି ଉପାୟରେ ଆପଣଙ୍କୁ ଲୁଟୁଛନ୍ତି ପେଟ୍ରୋଲ ପମ୍ପ କର୍ମଚାରୀ।

Special Story|Nagpur Cop Pays Fine For Driver Who Brought Cash From Son\'s Piggy Bank To Release Auto
ଅଟୋ ଡ୍ରାଇଭର ପାଇଁ ଫାଇନ ଭରିଲେ ପୋଲିସ ବାବୁ

ମାନବିକତା ଦେଖାଇଲା ପୋଲିସ। ଅଟୋ ନାରେ ଥିଲା ଜୋରିମାନା...ଦେବା ଲାଗି ଅସମର୍ଥ ଥିଲେ ଡ୍ରାଇଭର୍‌।

Special Story | City Bus Service In Tatters In Balasore
ରାସ୍ତା ଅଣଓସାରିଆ, ବାଲେଶ୍ୱରରେ ଚାଲି ପାରିଲାନି ସିଟିବସ୍, ଖତ ଖାଉଛି ୬ କୋଟି ଟଙ୍କା

ଆଇଏଏସ୍ ଅଫିସରଙ୍କ ଅପରିମାଣଦର୍ଶୀ ନିଷ୍ପତ୍ତି ଯୋଗୁ ଖତ ଖାଉଛି ୬ କୋଟି ଟଙ୍କାର ୧୦ଟି ସିଟି ବସ୍। ବାବୁମାନେ ସରକାରୀ ଟଙ୍କାରେ ଲମ୍ବା ଲମ୍ବା ବଡ଼ ବସ୍ କିଣିଦେଲେ, କିନ୍ତୁ ଏଗୁଡ଼ିକ ବାଲେଶ୍ୱର ସହରରେ ଚାଲିପାରିଲା ନାହିଁ।

night dfd ctc
ଦୁଷ୍ମନ୍ତଙ୍କ ରାତି ଅଧିଆ ପୋଷ୍ଟମର୍ଟମ

ଏସସିବିରେ ଭୁଲ ଚିକିତ୍ସା ଅଭିଯୋଗ ଆଣି ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଷ୍ମନ୍ତ ଦାସଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିବା ପରେ ରାତି ଅଧିଆ ଶବ ବ୍ୟବଚ୍ଛେଦ କରାଯାଇଛି।

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି