ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି କଂଗ୍ରେସ ନେତା ଶଶୀ ଥରୁର୍। କେତେବେଳେ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରନ୍ତି ତ ଆଉ କେତେବେଳେ ସମାଲୋଚନା। ନିଜର ରାଜନୈତିକ ଗୋଟି ଚାଳନା ପାଇଁ ସବୁବେଳେ କିନ୍ତୁ ଗଣମାଧ୍ୟମରେ ଚର୍ଚ୍ଚାରେ ରହନ୍ତି ଶଶୀ। ତେବେ ଏବେ ଶଶୀ ରାଜନୈତିକ ଆଲୋଚନା କି ସମାଲୋଚନା...
ଲକର ନିୟମରେ ବଡ଼ ଧରଣର ପରିବର୍ତ୍ତନ କଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ। RBI ଅଧୀନରେ ଥିବା ବ୍ୟାଙ୍କଗୁଡ଼ିକୁ ତିନି ବର୍ଷର ଭଡା ଏବଂ ଗ୍ରାହକଙ୍କଠାରୁ ଲକରର ଚାର୍ଜ ସହିତ ସମାନ ଟର୍ମ ଜମା ରାଶି ନେବାକୁ ଅନୁମତି ଦିଆଯାଇଛି
ହ୍ଵାଟସଆପ ୟୁଜରଙ୍କ ପାଇଁ ଖରାପ ଖବର। ହାତ ଗଣତି କେଇଟା ଦିନ ପରେ ମୋବାଇଲରେ ବନ୍ଦ ହୋଇଯିବ ହ୍ଵାଟସ୍ଆପ୍। ନଭେମ୍ଵର ପହିଲାରୁ ନାମୀଦାମୀ ଏହି ୪୩ଟି ସ୍ମାର୍ଟଫୋନରେ ଆଉ କାମ କରିବନି ହ୍ଵାଟସ୍ଆପ୍। ଏକଥା ଶୁଣିବା ପରେ ଚିନ୍ତାରେ ପଡିଛନ୍ତି ହ୍ଵାଟସଆପ ୟୁଜର୍ସ
ତାଲିବାନ ପାଇଁ ଯମ। ଯାହାଙ୍କ ନାଁ ଶୁଣିଲେ ଥରହର ତାଲିବାନୀ। କେହି ପଞ୍ଜଶିର ମାଟି ମାଡିଲେ ଲମ୍ଫ ଦେଇ ଜୀବନ ନେଇ ଯାଆନ୍ତି। ଆଫଗାନିସ୍ତାନର ପଞ୍ଜଶିର ଘାଟିରେ ତାଲିବାନ ସେନାଙ୍କୁ ନିପାତ କରି ଏ ବ୍ୟକ୍ତି ଜଣଙ୍କ ପାଲଟି ଯାଇଛନ୍ତି ମହା ନାୟକ। ନାଁ ଓ୍ବାହିଦ ଜଲନ୍ଧର। ‘ବାବା...
ଆଫଗାନିସ୍ତାନରେ ରାଜ୍ କରୁଛି ତାଲିବାନ। ମିଳିଥିବା ଗୁରୁତ୍ୱପୂର୍ଣ୍ଣ ସୂଚନା ଅନୁସାରେ, ତାଲିବାନର ମୁଖପାତ୍ର କହିଛନ୍ତି ଯେ, ତାଞ୍ଜଶିର ଉପତ୍ୟକାରେ ବିଦ୍ରୋହୀଙ୍କ ନେତୃତ୍ୱ ନେଉଥିବା ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଦେଶ ଛାଡି ପଳାଇଛନ୍ତି
ଚାଷୀ ନେଇ ପୁଣି ଆରମ୍ଭ ହୋଇଯାଇଛି ରାଜନୀତି। ଗୋଟିଏ ପଟେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ ତ ଅନ୍ୟପଟେ ରାହୁଲଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖ୍ୟପାତ୍ର ସମ୍ବିତ ପାତ୍ର। କିଛି ଦିନ ପୂର୍ବରୁ ରାହୁଲ ଏକ ଟ୍ୱିଟ୍ କରିଥିଲେ। ଆଉ କହିଥିଲେ କେନ୍ଦ୍ର ସରକାର...
ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ହସି ହସି ବେଦମ ହୋଇଯିବେ। ଦେଖିବାକୁ ମିଳୁଛି ଯେ, ଜଣେ ଡାକ୍ତର ପିପିଇ କିଟ୍ ପିନ୍ଧି ଜଣେ ରୋଗୀଙ୍କ ପାଖକୁ ଯାଉଛନ୍ତି। ଆଉ ରୋଗୀ ଜଣକ ଭୂତ ଭୂତ କହି ପାଟି କରୁଛନ୍ତି। ଆଉ ଏହି ଭିଡ଼ିଓ...
୧୯୯୬ରେ ପଞ୍ଜାବରେ ରହୁଥିବା ଦୁଇଭାଇ ପ୍ରଦୀପ ସୋନି ଓ ବିଜୟ ସୋନି ବ୍ରିଟିସର ଏକ ବିମାନର ଲ୍ୟାଣ୍ଡିଂ ଗିୟରରେ ଲୁଚି ଭାରତରୁ ଲଣ୍ଡନ ପହଞ୍ଚିଥିଲେ। ଆଉ ଏହା ଜାଣିବା ପରେ ପୂରା ବିଶ୍ୱ ଏବେ ଆଶ୍ଚର୍ଯ୍ୟ ହୋଇଯାଇଛି। କାରଣ ବିମାନର ଗିୟରରେ ଏମାନେ ଗଲେ କେମିତି? ସୂଚନା ଅନୁସାରେ,...
ଲଘୁଚାପ କ୍ଷେତ୍ର ପ୍ରଭାବରେ ଦୁଇ ଦିନ ଧରି ବର୍ଷା, ଭିଜିବ ରାଜ୍ୟର ଅଧିକାଂଶ ଅଞ୍ଚଳ।
ପରିବାର ଚଳାଇବା ଲାଗି ଇ-ରିକ୍ସା ଚଳାଉଛନ୍ତି ୮ ବର୍ଷର ନାବାଳକ ଗୋପାଳ। ପାଠ ପଢି ସାରିବା ପରେ ଅଟୋ ଧରି ଯାତ୍ରୀ ପରିବହନ କରନ୍ତି, ଘରକୁ ଟଙ୍କା ଦିଅନ୍ତି
ଶିକ୍ଷକଙ୍କଠୁ ୫୦ ହଜାର ବଟି ମାଗି ୨ ସାମ୍ବାଦିକ ଗିରଫ । ଆଉ ଜଣେ ଫେରାର ଥିବା ପୋଲିସର ସୂଚନା ।
ଓକାକ୍ ବିରୋଧରେ ବିଜେପିର ଦୁର୍ନୀତି ଅଭିଯୋଗ। ଥାନା ପାଇଁ ସିସିଟିଭି ଟେଣ୍ଡରରେ ଅନିୟମିତତା ।
ପାରାଲିମ୍ପିକ୍ସ ସ୍ୱର୍ଣ୍ଣପଦକ ଜିତିଥିବା ଗୋଲ୍ଡେନ ବୟ ପ୍ରମୋଦଙ୍କ ନାଁରେ ସ୍ୱତନ୍ତ୍ର ବ୍ୟାଡମିଣ୍ଟନ କୋର୍ଟ ।
ନାଁ ଶୁଣିଲେ ଥରହର ତାଲିବାନୀ। ପଞ୍ଜଶିର ମାଟି ମାଡିଲେ ଫେରିବା ମୁସ୍କିଲ୍। ତାଲିବାନ୍ ଆତଙ୍କବାଦୀଙ୍କ ପାଇଁ ସେ ପାଲଟି ଯାଇଛନ୍ତି ମହାକାଳ।
ହକି ଓଡ଼ିଶାକୁ ରାଜ୍ୟ ସରକାରଙ୍କ ଅଣଦେଖା ଅଭିଯୋଗ। ସରକାରଙ୍କ ଉପରେ ବର୍ଷିଲେ ହକି ଓଡ଼ିଶା ସାଧାରଣ ସମ୍ପାଦକ।
ପ୍ରମୋଦ ଭଗତଙ୍କ ସଫଳତାରେ ଏତେ ଖୁସି ଯେ, ନିଜକୁ ନିୟନ୍ତ୍ରଣ କରି ପାରୁ ନାହାନ୍ତି ତାଙ୍କ ବନ୍ଧୁ, ବଡ଼ଭାଇ ତଥା ପ୍ରମୋଦଙ୍କ ପିଲାଦିନର ବ୍ୟାଡମିଣ୍ଟନ୍ ସାଥୀ କୌସିକ୍ ମହାକୁର।
ଦେଶରେ ଆଜି ସାମାନ୍ୟ କମିଛି ମହାମାରୀ। ଗତ ୨୪ ଘଂଟାରେ ଦେଶରେ ମୋଟ୍ ୩୮,୯୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବଂ ୨୧୯ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ତେବେ ଭାରତରେ ଆଜି ମୃତକଙ୍କ ସଂଖ୍ୟା ମଧ୍ୟ କମ୍ ରହିଥିବା ସୂଚନା ମିଳିଛି
ପ୍ରତିଦିନ : ଏହି ଭିଡ଼ିଓରେ ଦେଖନ୍ତୁ ଦିନ ତମାମ୍ର ଅନେକ ଗୁରୁତ୍ୱପୂର୍ଣ୍ଣ ଖବର