• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Youtube Village
ୟୁଟ୍ୟୁବ ଗାଁ ନାଁରେ ପ୍ରସିଦ୍ଧ ଇଣ୍ଡୋନେସିଆର ଛୋଟିଆ ଗାଁ କାସେଗେରାନ

ଆପଣ ୟୁଟ୍ୟୁବ ନାଁ ଶୁଣିଥିବେ । ହେଲେ ୟୁଟ୍ୟୁବ ଗାଁ ନାଁ କେବେ ହେଲେ ଶୁଣି ନଥିବେ । ଏବେ ଇଣ୍ଟରନେଟରେ ଟ୍ରେଣ୍ଡ କରୁଛି ୟୁଟ୍ୟୁବ ଭିଲେଜ୍‌ । ଇଣ୍ଡୋନେସିଆର ଏକ ଛୋଟିଆ ଗାଁ କାସେଗେରାନ ଏବେ ପାଲଟି ଯାଇଛି ୟୁଟ୍ୟୁବ ଭିଲେଜ୍‌

farmer problem
ସାର ପାଇଁ ଲଙ୍କାକାଣ୍ଡ: ପଥର ମାଡ଼ ହେଲା, ଭଙ୍ଗାରୁଜା ବି ହେଲା

ସାର ପାଇଁ ଠେଲା ପେଲା, ପଥର ମାଡ଼, ଭଙ୍ଗା ରୁଜା ହୋଇଛି। ଏପରିକି ଲ୍ୟାମ୍ପ ଗେଟ ଓ ଲ୍ୟାମ୍ପ ଆଜବେଷ୍ଟେଜ ବି ଭଙ୍ଗାରୁଜା ହୋଇଛି । ଏମିତି ଚିତ୍ର ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମା ସ୍ଥିତ ଲ୍ୟାମ୍ପରେ ଦେଖିବାକୁ ମିଳିଛି। ୟୁରିଆ ସାର ପାଇଁ ହାଉ...

Taliban
କେଉଁ ଦେଶ ଗ୍ରହଣ କରିବ କେତେ ସଂଖ୍ୟକ ଶରଣାର୍ଥୀ?

ଦିନକୁ ଦିନ ଆଫଗାନିସ୍ତାନର ସ୍ଥିତି ସଙ୍ଗୀନ ହେବାରେ ଲଗାଇଛି। ଖାଦ୍ୟ ନାହିଁ, ପାଣି ନାହିଁ, ସ୍ୱାସ୍ଥ୍ୟ ସେବା ବି ନାହିଁ। କୁଆଡେ ଯିବେ, କେମିତି ବଞ୍ଚିବେ? କଣ ହେବ ଏମାନଙ୍କ ଭବିଷ୍ୟତ? ତାଲିବାନର କାବୁଲ କବଜା ପରେ ସମଗ୍ର ବିଶ୍ୱ ଆଉ ଏକ ଶରଣାର୍ଥୀ ସଂକଟର ସାମ୍ନା କରିବାକୁ...

indian diplomats meet taliban leader
ତାଲିବାନ ସରକାରରେ ମହିଳାଙ୍କୁ ମିଳିବ କି ସ୍ଥାନ?

ଆମକୁ ସୁରକ୍ଷା ଦିଅ, ଅଧିକାର ଦିଅ। ଶିକ୍ଷା, ଚାକିରିର, ସରକାରରେ ସାମିଲ ହେବାର ଅଧିକାର ଦିଅ । ପୁରୁଷଙ୍କ ଭଳି ମହିଳାଙ୍କୁ ବି ସମାନ ଅଧିକାର ଦାବି ସହ ପୁଣି ରାସ୍ତାକୁ ଓହ୍ଲାଇଛନ୍ତି ଆଫଗାନୀ ମହିଳା। ତାଲିବାନୀ ବନ୍ଧୁକକୁ ଖାତିର ନକରି ନିଜ ହକ୍ ମାଗିଛନ୍ତି ସେମାନେ ।...

Taliban
ଆଜି ଘୋଷଣା ହୋଇପାରେ ଆଫଗାନ୍‌ର ନୂଆ ସରକାର

ଆଫଗାନିସ୍ତାନରେ ପୁଣି ତାଲିବାନୀ ଶାସନ। ଇରାନ ଶୈଳୀରେ ଚାଲିବ ଏଠିକାର ପ୍ରଶାସନିକ ବ୍ୟବସ୍ଥା। ସଂଗଠନର ସର୍ବୋଚ୍ଚ ଧାର୍ମିକ ନେତା ହିବାତୁଲ୍ଲା ଅଖୁନ୍ଦଜାଦା ନୀତି ନିର୍ଦ୍ଧାରକ ହେଲେ ବି, ପ୍ରକୃତ ଶାସନ କ୍ଷମତା ରହିବ ମୁଲ୍ଲା ବରାଦାରଙ୍କ ହାତରେ। ତାଙ୍କୁ ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ କରାଯାଇପାରେ।

ଶ୍ରୀମନ୍ଦିର ଢାଞ୍ଚାରେ ଲିଙ୍ଗରାଜ ମନ୍ଦିରରେ ଲାଗିବ ରୂପା କବାଟ

ଲିଙ୍ଗରାଜ ମନ୍ଦିର ସିଂହଦ୍ୱାରରେ ଲାଗିବ ରୂପା କବାଟ। ଦେଢ଼ ବର୍ଷ ଭିତରେ ଏ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି କହିଲା ଏଏସ୍ଆଇ।

Pratidin Live
ପ୍ରତିଦିନ : ଏହି ଭିଡ଼ିଓରେ ଦେଖନ୍ତୁ ଦିନ ତମାମ୍‌ର ଅନେକ ଗୁରୁତ୍ୱପୂର୍ଣ୍ଣ ଖବର

ପ୍ରତିଦିନ : ଏହି ଭିଡ଼ିଓରେ ଦେଖନ୍ତୁ ଦିନ ତମାମ୍‌ର ଅନେକ ଗୁରୁତ୍ୱପୂର୍ଣ୍ଣ ଖବର

Taliban
“ଆଫଗାନ୍‌ ଛାଡ଼ିବ ତ ଏୟାରପୋର୍ଟରେ ବିବାହ କର”

ଦିନକୁ ଦିନ ଆଫଗାନୀସ୍ତାନର ସ୍ଥିତି ବିଗିଡିବାରେ ଲାଗିଛି । ତାଲିବାନର ଆକ୍ରୋଶରୁ ବଞ୍ଚିବା ପାଇଁ ଅଧିକାଂଶ ଲୋକେ ଆଫଗାନିସ୍ତାନ ଛାଡି ପଳାଇବାକୁ ଇଚ୍ଛା କରୁଛନ୍ତି। ଏହାର କାରଣ ହେଉଛି ୨୦ ବର୍ଷ ପୂର୍ବ ତାଲିବାନର କ୍ରୁର ଶାସନ। ଏହି ସମୟରେ ମହିଳାଙ୍କୁ ତାଙ୍କର ଅଧିକାର ହରେଇବାକୁ ପଡିଥିଲା। ପୂର୍ବରୁ...

Delhi
ବିଧାନସଭା ମଧ୍ୟରୁ ଠାବ ହେଲା ସୁଡ଼ଙ୍ଗ

ଉତ୍କୃଷ୍ଟ ବ୍ରିଟିଶ ସ୍ଥାପତ୍ୟର ନିଦର୍ଶନ ସ୍ୱରୂପ ଦଣ୍ଡାମାନ ଦିଲ୍ଲୀର ବିଧାନସୌଧ। ତେବେ ଏହି ସୁରମ୍ୟ ଅଟ୍ଟାଳିକା ତଳେ ଲୁଚି ରହିଛି କି ବ୍ରିଟିଶ ଶାସନ ଅମଳର କଳା କାହାଣୀ? ବିଧାନସଭା ଅଟ୍ଟାଳିକା ତଳୁ ଠାବ ହୋଇଥିବା ଏହି ଗୁପ୍ତ ସୁଡଙ୍ଗ

Taliban Govt
ତାଲିବାନରେ ଗଠନ ହୋଇସାରିଲାଣି ନୂଆ ମନ୍ତ୍ରୀମଣ୍ଡଳ !

ଦୀର୍ଘ ୨୦ ବର୍ଷ ପରେ ପୁଣି ତାଲିବାନ ହାତରେ ଆଫଗାନର ଶାସନ ଡୋରୀ। ଆଫଗାନ ମାଟିରୁ ଆମେରିକା ସେନାର ଉପସ୍ଥିତି ହଟିବା ଓ ରାଷ୍ଟ୍ରପତି ଅସ୍ରଫ ଘନିଙ୍କ ପଳାୟନ ପରେ ଏବେ ଦେଶକୁ ଶାସନ କରିବେ ତାଲିବାନୀ ନେତା

Taliban
କାଶ୍ମୀରକୁ ନେଇ ବିବାଦୀୟ ବୟାନ୍‌ ଦେଲେ ତାଲିବାନ୍‌ ମୁଖ୍ୟ

ଭାରତ ଓ ପାକିସ୍ତାନ ସହ ଉତ୍ତମ ସଂପର୍କ ବଜାୟ ରଖିବାକୁ ତାଲିବାନ ନେତୃତ୍ୱ କହିବାର ଦିନକ ପରେ ଆଉ ଏକ ବିସ୍ଫୋରକ କଥା ସାମନାକୁ ଆସିଛି। କାଶ୍ମୀର ପ୍ରସଙ୍ଗରେ ତାଲିବାନ ମୁଖପାତ୍ର ଆଜି ବିବାଦୀୟ ବୟାନ ରଖିଛନ୍ତି।

Mullah Baradar
ମୁଲ୍ଲା ବରାଦର ହେବେ ଆଫଗାନ୍‌ ସରକାରର ମୁଖ୍ୟ

ତାଲିବାନର ସହ ପ୍ରତିଷ୍ଠାତା ମୁଲ୍ଲା ବରାଦର ଆଫଗାନରେ ଗଠନ ହେବାକୁ ଥିବା ଇସଲାମ୍ ଏମିରେଟ୍ସ ସରକାରର ମୁଖ୍ୟ ହେବେ ବୋଲି ସୂଚନା ମିଳିଛି। ତେବେ ଆଜି ଏନେଇ ସଂଗଠନ ପକ୍ଷରୁ ବିଧିବଦ୍ଧ ଭାବେ ଭାବେ ଘୋଷଣା କରାଯିବ। ବରାଦରଙ୍କ ସହଯୋଗୀ ଭାବେ କାମ କରିବେ ତାଲିବାନର ପ୍ରତିଷ୍ଠାତା ମୁଲ୍ଲା...

Lightning strike
କାଳ ହେଉଛି ବଜ୍ରପାତ: ୪ ବର୍ଷରେ ୧୬୨୧ ନେଲାଣି ପ୍ରାଣ

ରାଜ୍ୟରେ ଗତ ୪ ବର୍ଷରେ ବଜ୍ରପାତ ଯୋଗୁଁ ୧୬୨୧ ଜଣଙ୍କ ମୃତ୍ୟୁ ହୋଇଛି। ବଜ୍ରପାତଜନିତ ମୃତ୍ୟୁ ନେଇ ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ଏପରି ଉତ୍ତର ରଖିଛନ୍ତି। ୨୦୧୮ରୁ ଏଯାଏଁ ମୋଟ ୧୬୨୧ଟି ବଜ୍ରପାତ ଜନିତ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ।

surat-minor-killed-father
ମୋବାଇଲ ଦେଖିବାକୁ ମନା କଲେ ବାପା, ବେକ କାଟି ଦେଲା ପୁଅ

ପିଲାଙ୍କୁ ଦିନକୁ ଦିନ କୁ ଶିକ୍ଷା ଦେବାରେ ଲାଗିଛି ମୋବାଇଲ୍‌ ଫୋନ। ଅବଶ୍ୟ ସବୁ ପିଲା ଯେ, କେବଳ ମୋବାଇଲରୁ କୁ ଶିକ୍ଷା ପାଉଛନ୍ତି ତାହା ନୁହେଁ। କିନ୍ତୁ ଅଧିକାଂଶ ସମୟରେ ଏପରି ଘଟଣା ସାମ୍ନାକୁ ଆସୁଥିବାରୁ ଏବେ ଚିନ୍ତା ବଢିଛି। ମୋବାଇଲ୍ ଆମ ଜୀବନର ଏବେ ଏକ...

Maternity Leave
ବଢିଲା ମାତୃତ୍ୱକାଳୀନ ଛୁଟି। ଏଣିକି ୬ ମାସ ବଦଳରେ ବର୍ଷେ ପର୍ଯ୍ୟନ୍ତ ମିଳିବ ଛୁଟି

ଏଣିକି ୬ ମାସ ନୁହେଁ ବରଂ ୧ ବର୍ଷ ମିଳିବ ମାତୃତ୍ୱକାଳୀନ ଛୁଟି। ପୂର୍ବରୁ ୬ ମାସ ମିଳୁଥିବା ବେଳେ ଏବେଠୁ ୧ ବର୍ଷ ପର୍ଯ୍ୟନ୍ତ ଅଫିସ୍‌ରେ କାମ କରିବେ ନାହିଁ ମାଆ ହୋଇଥିବା ମହିଳା। ଏହି ନିୟମ ଜୁଲାଇ ମାସ ପହିଲାରୁ ଲାଗୁ ହୋଇସାରିଛି। ଯାହାକୁ...

 D Purandeswari
“ବିଜେପି କର୍ମୀଙ୍କ ଛେପରେ ଭାସିଯିବ କଂଗ୍ରେସ ସରକାର”

ନିଜର ବିବାଦୀୟ ବୟାନ ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି ଓଡ଼ିଶା ଓ ଛତିଶଗଡ଼ର ପ୍ରଭାରୀ ଦାୟିତ୍ୱରେ ଥିବା ଡ଼ି.ପୁରନ୍ଦେଶ୍ୱରୀ। ଛତିଶଗଡ଼ ଗସ୍ତରେ ଥିବା ବିଜେପି ନେତ୍ରୀ ସ୍ଥାନୀୟ ସରକାର ଅର୍ଥାତ୍‌ କଂଗ୍ରେସର ବାଘେଲ ସରକାରଙ୍କ ଉପରେ ଏପରି ମନ୍ତବ୍ୟ ଦେଇଛନ୍ତି ଯାହାକୁ ନେଇ ଏବେ ପୂରା ରାୟପୁରରେ ତେଜିଛି...

corona
ପୁଣି ବେକାବୁ ହେଲାଣି ସଂକ୍ରମଣ: ୨୪ ଘଂଟାରେ ୪୫ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ

ଗତକାଲି ୪୭,୦୯୨ ନୂଆ ମାମଲା ଚିହ୍ନଟ ହୋଇଥିଲା । ଶେଷ ଥର ପାଇଁ ୬୩ ଦିନ ପୂ‌ର୍ବେ ଗତ ଜୁଲାଇ ୧ ତାରିଖରେ ଦେଶରେ ସଂକ୍ରମଣ ମାମଲା ୪୮,୭୮୬ ଥିଲା।ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ସୁସ୍ଥତା ହାର ୯୭.୪୫ ପ୍ରତିଶତ ରହିଛି। ଦେଶରେ ଏବେ ସୁଦ୍ଧା ୪ ଲକ୍ଷ...

Mahanga Murder Case
ପ୍ରତାପ ପ୍ରସଙ୍ଗରେ ଉଠିଲା ପଡ଼ିଲା ଗୃହ

ମାହାଙ୍ଗା ଡବଲ୍ ମର୍ଡର ମାମଲାରେ କମ୍ପୁଛି ଗୃହ । ଦ୍ୱିତୀୟ ଦିନରେ ହୁଲସ୍ତୁଲ୍ ମୌସୁମୀ ଅଧିବେଶନ। ଗୃହ ଆରମ୍ଭ ହେବା କ୍ଷଣି ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ଗର୍ଜିଥିଲା ବିଜେପି। ବାଚସ୍ପତିଙ୍କ ପୋଡ଼ିୟମ୍ ଆଗରେ ପୋଷ୍ଟର ଧରି କରିଥିଲା ହୋହଲ୍ଲା ।ଏଣେ ଗୃହ ବାହାରେ ସାମ୍ବାଦିକ ସମ୍ମିଳନୀ କରି...

Panchayat election
ଆସୁଛି ପଞ୍ଚାୟତ ନିର୍ବାଚନ। କାହାକୁ ମିଳିବ କେତେ ସଂରକ୍ଷଣ?

ପଞ୍ଚାୟତ ଆଇନ ସଂଶୋଧନ ପ୍ରସ୍ତାବରେ କ୍ୟାବିନେଟ ମୋହର ପରେ ଫିଟିଲା ର୍ନିବାଚନ ଲାଗି ବାଟ। ଆଇନ କାର୍ଯ୍ୟକାରୀ ହେଲେ ୫୦ ପ୍ରତିଶତରେ ସୀମିତ ରହିବ ସବୁ ସଂରକ୍ଷଣ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ ଅନ୍ତର୍ଗତ ଏହା କରାଯିବ। ତେବେ କେଉଁ ବର୍ଗକୁ ମିଳିବ କେତେ ପ୍ରତିଶତ ସଂରକ୍ଷଣ?

covid19
ପର୍ବ ପାଳନକୁ ହଁ, ଘରୁ ବାହାରିବାକୁ ନା

କରୋନାକୁ ନେଇ ସାରା ବିଶ୍ୱ ଏବେ ଆତଙ୍କିତ ଅବସ୍ଥାରେ ରହିଛି। ଗତ ଦେଢ଼ ବର୍ଷ ହେବ ଲୋକେ ମରି ମରି ବଞ୍ଚୁଛନ୍ତି । ଘରୁ ବାହାରିଲେ ସମସ୍ତଙ୍କୁ ଘାରିଛି ମୃତ୍ୟୁର ଭୟ। ଆଉ ଏହାରି ମଧ୍ୟରେ ଘରର କବାଟ ଠକ୍‌ଠକ୍‌ କଲାଣି ମହାମାରୀ। ତେବେ ଏହା ଭିତରେ ପର୍ବପର୍ବାଣୀ...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି