• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Rahul Gandhi
“୭୦ ବର୍ଷରେ ଦେଶ ଯାହା ପାଇଥିଲା ୭ ବର୍ଷରେ ତାହା ଧ୍ୱଂସ ହୋଇଗଲା”

ଦେଶର ଅର୍ଥନିତୀକୁ ବିଭ୍ରାନ୍ତ କରିଛି ମୋଦୀ ସରକାର। ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି କଂଗ୍ରେସ ସାଂସଦ ତଥା ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧି। ଏହାସହ ସେ ଅଭିଯୋଗ କରିଛନ୍ତି ଯେ, ସରକାର ଜିଡିପି ନାମରେ ଏକ ନୂତନ ସଂକଳ୍ପ କରି ଗ୍ୟାସ, ଡିଜେଲ ଏବଂ ପେଟ୍ରୋଲର ଦର...

rain Alert For Odisha
୬ ଏବଂ ୭ ତାରିଖରେ ଓଡ଼ିଶାରେ ପ୍ରବଳ ବର୍ଷିବ

ତେବେ ଅଗଷ୍ଟ ୨୧ରେ ଆଉ ବଡ ବର୍ଷା ହେବାର ସମ୍ଭାବନା ନାହିଁ। କୌଣସି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ନଥିବାରୁ ବଡ଼ ବର୍ଷା ନାହିଁ ବୋଲି ପୂର୍ବରୁ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଅଗଷ୍ଟ ୨୪ରେ ସୂଚନା ଦେଇଥିଲେ

Manas Das
ଏତେ ଅତ୍ୟାଚାରୀ ଥିଲା ମାନବବାଦଙ୍କ ସଂଗଠନ?

ପ୍ରତିଦିନ ଫିଟୁଛି ମାନବବାଦ ସଂଗଠନର କଳା କାରନାମାର ଗୁମର । ଲୋକଙ୍କୁ ସଂଗଠନରେ ମିଶିବାକୁ ବାଧ୍ୟ କରୁଥିଲେ, ଆଉ ଯଦି ଏଥିରେ ଅରାଜି ହୁଅନ୍ତି ତେବେ ତାଙ୍କୁ ଦିଆଯାଉଥିବା ଅକଥନୀୟ ଅତ୍ୟାଚାର ଆଜି ବି ସେ ଦିନର ଘଟଣାକୁ ଭୁଲି ନାହାନ୍ତି ଖୋର୍ଦ୍ଧା ହଳଦିଆ ପଞ୍ଚାୟତ ଦଣ୍ଡେଇ ସାହିର...

ACF Soumya
ସୌମ୍ୟଙ୍କ ବାସଭବନରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ

ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଯୁବ ACF ସୌମ୍ୟରଂଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାର ତଦନ୍ତକୁ ପୁଣି ଜୋରଦାର କରଛି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ଟିମ୍‌ ବାଲେଶ୍ୱର ଖଇରା ସ୍ଥିତ ସୌମ୍ୟଙ୍କ ବାସଭବନରେ ପହଞ୍ଚିଛି ।

corona
ସ୍କୁଲ ଖୋଲିଲା ପରେ ବଢିଲା ସଂକ୍ରମଣ

କରୋନା ମହାମାରୀ ସମୟରେ ସ୍କୁଲ ଖୋଲିବା ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି। କାରଣ ଦେଶରେ ତୃତୀୟ ଲହର ଆସିବା ବହୁ ପୂର୍ବରୁ ଦ୍ୱିତୀୟ ଲହରରେ ପିଲାମାନେ ଘାଇଲା କଲାଣି। କାରଣ ଅନେକ ସ୍ଥାନରେ ପିଲାମାନେ କରୋନାରେ ଆକ୍ରାନ୍ତ ହେଲେଣି। ପୂର୍ବରୁ ମଧ୍ୟ ପିଲାମାନଙ୍କ କ୍ଷେତ୍ରରେ ସଂକ୍ରମଣ ଅଧିକ...

man bites snake
କରୋନା ଭଲ କରିଦେବ ସାପ ବିଷ?

କରୋନାକୁ ନେଇ ଏବେ ପୁଣି ଥରେ ବଢିଛି ଚିନ୍ତା। ଗତ କିଛି ଦିନ ସଂକ୍ରମଣ କମିବା ପରେ ଏବେ ପୁଣି ଥରେ ବଢିବାରେ ଲାଗିଛି ସଂକ୍ରମଣ। ସ୍ଥିତି ଏମିତି ହେଲାଣି ଯେ, କରୋନା ଭ୍ୟାକ୍ସିନ ନେବା ପରେ ବି ସଂକ୍ରମଣରେ ପ୍ରାଣ ହରାଉଛନ୍ତି ଲୋକେ। ତେବେ ଏହାରି ମଧ୍ୟରେ,...

railways
ଦଶମ ପାସ୍‌ କରିଥିଲେ ରେଳବାଇର ଏହି ପୋଷ୍ଟରେ ଆପଣ ବି ପାଇପାରିବେ ଚାକିରି

ସରକାରୀ ଚାକିରି ଆଶାୟୀର୍ଥୀଙ୍କ ପାଇଁ ବଡ଼ ଖବର। ଭାରତୀୟ ରେଳବାଇ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି। ଏହାରି ମଧ୍ୟରେ ଆବେଦନ ପ୍ରକ୍ରିୟା ମଧ୍ୟ ଚାଲିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ଆଜି ଅର୍ଥାତ୍ ୦୧ ସେପ୍ଟେମ୍ବର ହିଁ ରହିଛି

drone strikes in Afghanistan
ଆଫ୍‌ଗାନିସ୍ତାନ ଉପରେ ଆକ୍ରମଣ କରିବ ଆମେରିକା !

ଆଫଗାନିସ୍ତାନ ଉପରେ ଡ୍ରୋନ ଆକ୍ରମଣ କରିବ ଆମେରିକା। ଚୁକ୍ତି ଅନୁସାରେ, ଆମେରିକା ଆଫଗାନିସ୍ତାନରୁ ଓହରି ଯାଇଥିଲେ ମଧ୍ୟ ପୂରା କାବୁଲ ଉପରେ ନଜର ରଖିଛି। ତେବେ ଆବଶ୍ୟକ ହେଲେ ଭବିଷ୍ୟତରେ ‘ଇସ୍‌ଲାମିକ୍‌ ଷ୍ଟେଟ୍‌-ଖୋରସାନ୍‌ ପ୍ରଦେଶ’ ଏବଂ ଆଫଗାନିସ୍ତାନ ମଧ୍ୟରେ ଥିବା ଅନ୍ୟମାନଙ୍କ ଉପରେ ଡ୍ରୋନ୍‌ ଆକ୍ରମଣ କରାଯିବ ବୋଲି...

Dozens of dogs left at Kabul airport
କାବୁଲରେ ଆମେରିକା ଛାଡ଼ି ଦେଲା କୁକୁର?

ଏହି ଘଟଣା ଚର୍ଚ୍ଚା ହେବା ପରେ ପେଂଟାଗନ୍‌ ମଧ୍ୟ ଟ୍ୱିଟ୍‌ କରି ନିଜର ପ୍ରତିକ୍ରିୟା ରଖିଛି, କହିଛି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା କୁକୁର ଗୁଡ଼ିକ ଆମେରିକାର ନୁହେଁ। ଯୁକ୍ତ ରାଷ୍ଟ୍ରଆମେରିକା ଆଫଗାନିସ୍ତାନ ବିମାନ ବନ୍ଦରରେ କୌଣସି କୁକୁର ଛାଡ଼ିନାହିଁ। ତେଣୁ ସେହି କୁକୁରମାନଙ୍କୁ ଆଫଗାନିସ୍ତାନ କଣ କରିବ...

Mumbai High Court
ଦିନେ ଯୌନ ଶୋଷଣର ଶିକାର ହୋଇଥିଲେ ଏବେ କିନ୍ତୁ ଅପରାଧୀର ଦୋଷ କମାଇବାକୁ କୋର୍ଟରେ ଆବେଦନ କଲେ

ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚରେ ଏକ ଜିମ୍ ମାଲିକ ଯୌନ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଜିମ୍ ମାଲିକ ଜଣେ ମହିଳାଙ୍କୁ ଅଟକାଇବା, ତାଙ୍କ ଘରେ ଜୋର ଜବରଦସ୍ତ ପ୍ରବେଶ କରିବା, ପ୍ରେମ ନିବେଦନ କରିବା ସହ ଶାରୀରିକ ସମ୍ବନ୍ଧ ରଖିବାକୁ ବାଧ୍ୟ କରିବା ମାମଲାରେ ସମ୍ପୃକ୍ତ ବ୍ୟକ୍ତି...

corona virus
୨୪ ଘଂଟାରେ ରାଜ୍ୟରେ ୭୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୩ ଜଣଙ୍କ ପ୍ରାଣ ନେଲା ମହାମାରୀ

ଏହାସହ ଏହାରି ମଧ୍ୟରେ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮ ହଜାର ଟପିଛି। ରାଜ୍ୟରେ ଆଉ ୫୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇଛି। ତେବେ ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୮,୦୨୨କୁ ବୃଦ୍ଧି ପାଇଛି।

prashant-kishore
କଂଗ୍ରେସରେ ମିଶିବେ ପ୍ରଶାନ୍ତ କିଶୋର !

ସୋମବାର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା କପିଲ ସିବଲଙ୍କ ଘରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ପ୍ରଶାନ୍ତ କିଶୋରଙ୍କ କଂଗ୍ରେସରେ ଯୋଗଦେବା ନେଇ ଉଦବେଗ ପ୍ରକାଶ ପାଇଥିଲା।

Delhi Rain
ପ୍ରବଳ ବର୍ଷା: ବୁଡ଼ିଲା କାର୍‌, ଭାସିଗଲେ ଲୋକେ

ତେବେ ଦିଲ୍ଲୀ ପାଣିପାଗ ବିଭାଗ ଯେଉଁ ପୂର୍ବାନୁମାନ କରିଛି ତାହା ଆହୁରି ଚିନ୍ତା ବଢାଇଛି। କୁହାଯାଉଛି ବର୍ଷାର ଏହି ପରିମାଣ ଆଜି ମଧ୍ୟ ରାତ୍ରର ପର୍ଯ୍ୟନ୍ତ ଲାଗୁରହିବ। ତେଣୁ ଆଗାମୀ ସମୟରେ ସ୍ଥିତି ଆହୁରି ସଙ୍ଗୀନ ହୋଇପାରେ। ରାସ୍ତାରେ ପ୍ରବଳ ପାଣି ଜମୁଥିବା କାରଣରୁ ବିଭିନ୍ନ ସ୍ଥାନରେ ପୌରନିଗମ...

afghanistan-helicopter
କଠୋର ହେଉଛି କି ତାଲିବାନ? ଆମେରିକା ସେନାକୁ ସାହାଯ୍ୟ କରିବାରୁ ଜଣଙ୍କୁ ହେଲିକପ୍ଟରରେ ଝୁଲାଇ ବୁଲାଇଲା ପୂରା ସହର

ଉଗ୍ର ହେଉଛି ତାଲିବାନ। ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ଯିବା ପରେ ମନମାନି ଆରମ୍ଭ କରିଦେଇଛି ତାଲିବାନ। ଦୀର୍ଘ ୨୦ ବର୍ଷର ପରେ ଆମେରିକା ଆଫଗାନିସ୍ତାନ ଛାଡିଛି। ଡେଡ଼୍‌ଲାଇନ୍ ଅନୁସାରେ ଅଗଷ୍ଟ ୩୦ ରେ, ଆମେରିକାର ସୈନ୍ୟବାହିନୀ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରି ନେଇଛି। ଆଉ ଏହି ସମୟ ମଧ୍ୟରେ ଆମେରିକା...

Taliban
କେମିତି ସୁରକ୍ଷିତ ଫେରିବେ ଭାରତୀୟ? ତାଲିବାନ ସହ ଆରମ୍ଭ ହେଲା କଥାବାର୍ତ୍ତା

ଆଫଗାନିସ୍ତାନରେ ଫସିଥିବା ଭାରତୀୟଙ୍କ ଫେରିବା ନେଇ ଆରମ୍ଭ ହୋଇଛି କଥାବାର୍ତ୍ତା। ଦୋହା ତାଲିବାନ ଅଫିସ ମୁଖ୍ୟଙ୍କ ସହ କଥା ହୋଇଛନ୍ତି କାତାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଦୀପକ ମିତ୍ତଲ। ତାଲିବାନ ଦୋହା ଅଫିସ ମୁଖ୍ୟ ସେର୍ ମହମ୍ମଦଙ୍କ ସହ କଥାବାର୍ତ୍ତା ବେଳେ ଭାରତୀୟମାନଙ୍କ ଶୀଘ୍ର ଓ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ...

Taliban
ପଞ୍ଜିଶିରକୁ କବ୍‌ଜା କରି ନେବ କି ତାଲିବାନ?

ପଡିଲା ଆମେରିକା ଇତିହାସରେ ଦୀର୍ଘତମ ଯୁଦ୍ଧର ଯବନିକା। ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନ ମାଟି ଖାଲି କରି ସ୍ୱଦେଶ ଫେରିଲେ ସବୁ ସୈନ୍ୟ। ୨୦୨୦ ଫେବ୍ରୁଆରିରେ ପୂର୍ବତନ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ଓ ତାଲିବାନ୍ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ଅଗଷ୍ଟ ୩୧ ଡେଡଲାଇନ୍‌ ଦିନକ ପୂର୍ବରୁ...

NewGuideline
ଏଣିକି ସକାଳ ୫ଟା ରୁ ରାତି ୧୦ ପର୍ଯ୍ୟନ୍ତ ଖୋଲିବ ଦୋକାନ

ସୁଧୁରୁଥିବା କରୋନା ସ୍ଥିତିକୁ ଦେଖି କୋହଳ ହେଲା କରୋନା କଟକଣା। କହିବାକୁ ଗଲେ ସେପଟେମ୍ବରରେ ଅନଲକ୍‌ ପ୍ରକ୍ରିୟାକୁ ଯାଇଛନ୍ତି ସରକାର। ରାଜଧାନୀ ଭୁବନେଶ୍ୱର, କଟକ ଓ ପୁରୀରେ ଲାଗୁ ସପ୍ତାହନ୍ତ ସଟଡାଉନ୍‌ ଆଉ ରହିବ ନାହିଁ। ଦୋକାନବଜାର ଖୋଲିବା ସମୟକୁ ବି ବଢାଯାଇଛି । ଏଣିକି ସକାଳ ୫ଟାରୁ...

tokyo-paralympics
ପାରାଲିମ୍ପିକ୍ସରେ ଭାରତୀୟ ପାରା ଆଥଲେଟଙ୍କ ଜବରଦସ୍ତ ପ୍ରଦର୍ଶନ

ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ପାରା ଆଥଲେଟଙ୍କ ଜବରଦସ୍ତ ପ୍ରଦର୍ଶନ ଜାରି ରହିଛି । ମଙ୍ଗଳବାର ଭାରତକୁ ଶୁଟିଂରେ ବ୍ରୋଞ୍ଜ ପଦକ ଦେଇଛନ୍ତି ସିଂହରାଜ ଅଧାନା । ସିଂହରାଜ ପୁରୁଷ ୧୦ ମିଟର୍ ଏୟାର ପିସ୍ତଲ ଏସଏଫ୍-୧ ଇଭେଣ୍ଟରେ ଏହି ସଫଳତା ହାସଲ କରିଛନ୍ତି । ଫାଇନାଲରେ ସିଂହରାଜ ୨୧୬.୮...

ACF Murder
ଜେରା ହେବେ ACF ସୌମ୍ୟରଂଜନଙ୍କ ପତ୍ନୀ ବିଦ୍ୟାଭାରତୀ

ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ। ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ । ସୌମ୍ୟଙ୍କ ପରିବାର ସଦସ୍ୟଙ୍କ ବୟାନ ବି ରେକର୍ଡ କରାଯିବ । କାଲି ବୟାନ ରେକର୍ଡ କରାଯିବ କହିଲେ ଏଡିଜି ସଂଜୀବ ପଣ୍ଡା।

IAS Officer
IAS ଅଫିସରଙ୍କୁ ପରିବା ବାଲା କରିଦେଲେ ବୁଢ଼ୀ ମାଉସୀ

ବୁଢୀ ମାଉସୀର କଥା ରଖିଲେ, ରାସ୍ତା କଡ଼ରେ ପରିବା ବିକ୍ରି କଲେ ଆଇଏଏସ୍‌ ଅଧିକାରୀ। ହୁଏତ ଏହି ଘଟଣା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆଉ କହିବେ, ଜଣେ ଆଇଏଏସ ଅଫିସର ହୋଇ ରାସ୍ତା କଡ଼ରେ କେମିତି ପରିବା ବିକ୍ରି କଲେ? କିନ୍ତୁ ଘଟଣା ପୂରା ସତ।...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି