Advertisment

ରାସ୍ତା ଅଣଓସାରିଆ, ବାଲେଶ୍ୱରରେ ଚାଲି ପାରିଲାନି ସିଟିବସ୍, ଖତ ଖାଉଛି ୬ କୋଟି ଟଙ୍କା

ଆଇଏଏସ୍ ଅଫିସରଙ୍କ ଅପରିମାଣଦର୍ଶୀ ନିଷ୍ପତ୍ତି ଯୋଗୁ ଖତ ଖାଉଛି ୬ କୋଟି ଟଙ୍କାର ୧୦ଟି ସିଟି ବସ୍। ବାବୁମାନେ ସରକାରୀ ଟଙ୍କାରେ ଲମ୍ବା ଲମ୍ବା ବଡ଼ ବସ୍ କିଣିଦେଲେ, କିନ୍ତୁ ଏଗୁଡ଼ିକ ବାଲେଶ୍ୱର ସହରରେ ଚାଲିପାରିଲା ନାହିଁ।

author-image
Sarbeswar
ଅଦ୍ୟତନ ହୋଇଛି

ଆଇଏଏସ୍ ଅଫିସରଙ୍କ ଅପରିମାଣଦର୍ଶୀ ନିଷ୍ପତ୍ତି ଯୋଗୁ ଖତ ଖାଉଛି ୬ କୋଟି ଟଙ୍କାର ୧୦ଟି ସିଟି ବସ୍। ବାବୁମାନେ ସରକାରୀ ଟଙ୍କାରେ ଲମ୍ବା ଲମ୍ବା ବଡ଼ ବସ୍ କିଣିଦେଲେ, କିନ୍ତୁ ଏଗୁଡ଼ିକ ବାଲେଶ୍ୱର ସହରରେ ଚାଲିପାରିଲା ନାହିଁ। ଫଳରେ ଏବେ ଏହି ନୂଆ ବସ୍ ଗୁଡ଼ିକରେ ଘାସ ଉଠିଗଲାଣି। ଲୋକ କହିଲେଣି, ନିଷ୍ପତ୍ତି ନେଇଥିବା ଅଫିସରକୁ ଧର।

Advertisment
Special Story City Bus
Advertisment
Advertisment