Advertisment

ସୁନାବୋହୂ ରିଜବାନା ବାନୁ, ଜାତୀୟସ୍ତରରେ କଲେ ନାଁ

କୋରାପୁଟର ଝିଅ, ନବରଙ୍ଗପୁରର ବୋହୂ। ସୁନା ବୋହୂ ରିଜବାନା ବାନୁ। ମେକଅପ୍ ଆର୍ଟିଷ୍ଟ୍ ଭାବେ ଏବେ ଚର୍ଚ୍ଚାରେ।

author-image
Sarbeswar
ଅଦ୍ୟତନ ହୋଇଛି

କୋରାପୁଟର ଝିଅ, ନବରଙ୍ଗପୁରର ବୋହୂ। ସୁନା ବୋହୂ ରିଜବାନା ବାନୁ। ମେକଅପ୍ ଆର୍ଟିଷ୍ଟ୍ ଭାବେ ଏବେ ଚର୍ଚ୍ଚାରେ। ଜାତୀୟ ସ୍ତରର ଏକ ପ୍ରତିଯୋଗିତାରେ ଏକାଧିକ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ନାଁ କରିଛନ୍ତି। ନୂଆ ବୋହୂଙ୍କୁ ସୁନ୍ଦରୀ ବେଶରେ ସଜେଇ ଦେଉଛନ୍ତି। ଆଉ ତାଙ୍କର ଏହି କଳା ପାଇଁ ସେ ଆଜି ପ୍ରଶଂସିତ। ଦେଖନ୍ତୁ ନବରଙ୍ଗପୁରରୁ ଏ ଭିଡିଓ

Advertisment
Nabarangpur Bridal Contest
Advertisment
Advertisment