Advertisment

ଅଟୋ ଡ୍ରାଇଭର ପାଇଁ ଫାଇନ ଭରିଲେ ପୋଲିସ ବାବୁ

ମାନବିକତା ଦେଖାଇଲା ପୋଲିସ। ଅଟୋ ନାରେ ଥିଲା ଜୋରିମାନା...ଦେବା ଲାଗି ଅସମର୍ଥ ଥିଲେ ଡ୍ରାଇଭର୍‌।

author-image
Sarbeswar
ଅଦ୍ୟତନ ହୋଇଛି

ମାନବିକତା ଦେଖାଇଲା ପୋଲିସ। ଅଟୋ ନାରେ ଥିଲା ଜୋରିମାନା...ଦେବା ଲାଗି ଅସମର୍ଥ ଥିଲେ ଡ୍ରାଇଭର୍‌। ଘଟଣା ଜାଣିବା ପରେ ନିଜ ପକେଟ୍‌ରୁ ଜୋରିମାନା ଟଙ୍କା ଭରିଲେ ପୋଲିସ ଅଧିକାରୀ, ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଫଟୋ

Advertisment
Auto Driver Special Story
Advertisment
Advertisment