• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

China
ଚୀନରେ ବଢୁଛି ସଂକ୍ରମଣ, ଲକଡାଉନ୍‌ କରିବା ଦିଗରେ ସରକାର

ଚୀନରେ ବେକାକୁ ହେଲାଣି କରୋନା। ଦିନକୁ ଦିନ ଚାଇନାର ବିଭିନ୍ନ ସହରରେ ବଢିଚାଲିଛି ସଂକ୍ରମଣର ସଂଖ୍ୟା। ତେଣୁ କରୋନାକୁ ନିୟନ୍ତ୍ରଣ କରିବାରେ ବଡ଼ ପଦକ୍ଷେପ ନେଇପାରନ୍ତି ଜିନପିଙ୍ଗ୍‌ ସରକାର। ଏପରିକି, ପୁଣି ଥରେ ଚାଇନାକୁ ଲକଡାଉନ୍‌ ଫେରିପାରେ ବୋଲି ଚର୍ଚ୍ଚା ଚାଲିଛି।

SRK
ପୁଅ ଗିରଫ ହେବା ପରେ ଚିନ୍ତାରେ ଶାହାରୁଖ୍‌, ଦେଶ ଛାଡିବା ପାଇଁ ନ୍ୟୁଜ୍‌ ଆଙ୍କର ଦେଲେ ପରାମର୍ଶ

କିଙ୍ଗ୍‌ ଖାନ୍‌ଙ୍କ ପୁଅ ଗିରଫ ହେଲା, ପାକିସ୍ତାନରେ ଚର୍ଚ୍ଚା ବଢିଲା। ପାକ୍‌ରେ ଅନେକ କଳାକାର କିଙ୍ଗ୍‌ ଖାନ୍‌ଙ୍କୁ ସମର୍ଥନ କରୁଥିବା ସହ ଆର୍ୟନଙ୍କ ଗିରଫଦାରୀକୁ ନାପସନ୍ଦ କରିଛନ୍ତି। କେବଳ ଏତିକି ନୁହେଁ ବରଂ ଗଣମାଧ୍ୟମରେ ଏନସିବି ଉପରେ ମନ ଖୋଲା ବର୍ଷିଛନ୍ତି

Bhadrak
ସ୍କୁଲ ପିଲାଙ୍କ ଚାଉଳ ଖାଇଦେଲେ ପ୍ରଧାନ ଶିକ୍ଷୟିତ୍ରୀ !

ଧାମନଗର ବ୍ଲକ ରଇପୁର ପଞ୍ଚାୟତ ଅଧୀନ କାଠମୁଣ୍ଡା ନୋଡାଲ ଉପ୍ରା ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ଅଭିଯୋଗ କରିଛନ୍ତି ଯେ, ବିଦ୍ୟାଳୟରେ କାର୍ଯ୍ୟରତ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ରାଉତ ବିଦ୍ୟାଳୟ ଚାଉଳ ବଂଟନରେ ହେରଫେର କରିବା ସହ ବିଦ୍ୟାଳୟରେ ଶିକ୍ଷା ପରିଚାଳନା କମିଟି ଗଠନ ନକରି କାର୍ଯ୍ୟରତ...

Dhabaleswar Temple
କାର୍ତ୍ତିକ ମାସର ପ୍ରଥମ ସୋମବାର, ସନ୍ଧ୍ୟାରେ ଆୟୋଜନ ହେବ ଭଜନ କୀର୍ତ୍ତନ

ଆଜି ପବିତ୍ର ମାସ କାର୍ତ୍ତିକର ପ୍ରଥମ ସୋମବାର ରାଜ୍ୟର ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି ।ମହାଦେବଙ୍କ ଦର୍ଶନ କରି ଆଶିଷ ଲାଭ କରୁଛନ୍ତି ଶ୍ରଦ୍ଧାଳୁ। ସେହିପରି ଶ୍ରୀକ୍ଷେତ୍ର ପୁରୀରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।

ICU MARRIAGE
କଥା ଦେଇ କଥା ରଖିଲେ ପ୍ରେମିକ। ଆଇସିୟୁରେ ପ୍ରେମିକାଙ୍କୁ କଲେ ବିବାହ

ପ୍ରେମ। ଲୋକେ କହନ୍ତି ଏହି ଶବ୍ଦ ଅଢେଇ ଅକ୍ଷର। ପ୍ରେମ ହେଉଛି ଚିରନ୍ତନ ସତ୍ୟ। ଆଉ ପ୍ରେମ ଯିଏ କରିଛି ସିଏ ତାହାର ପରିଭାଷାକୁ ହିଁ ବୁଝିପାରିଛି। ବ୍ରିଟେନ୍‌ର ଜଣେ ପ୍ରେମିକ ଜଣକ ଏମିତି କରିଛନ୍ତି ଯାହାକୁ ନେଇ ଚାଲିଛି ଚର୍ଚ୍ଚା। କାରଣ ପ୍ରେମିକ ଜଣକ ପ୍ରେମିକାଙ୍କୁ ଯେଉଁ...

Malkangiri Athlete
ପେଟ ପାଇଁ ମୂଲ ଲାଗୁଛନ୍ତି ଜାତୀୟ ସ୍ତରୀୟ ଭାରୋତ୍ତଳକ

ବଣ ମଲ୍ଲୀ ବଣରେ ମଉଳି ଯାଉଛି । ପାଖରେ ଅନେକ ପ୍ରତିଭା ଅଛନ୍ତି, ହେଲେ କିଏ ଅର୍ଥାଭାବରୁ ହଜିଯାଉଛି ତ ଆଉ କିଏ ଆଗକୁ ବଢିପାରୁନି । ପ୍ରତିଭା ଥିବା ସତ୍ୱେ ଆଗକୁ ବଢିବାରେ ବାଧକ ସାଜିଛି ଅର୍ଥ।

Narendra Modi
ମହିଳା ପୋଲିସ କର୍ମୀ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶଂସା କଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ମହିଳା ପୋଲିସଙ୍କୁ ପ୍ରଶଂସା କରିଛନ୍ତି। ଦେଶର ବିକାଶରେ ସେମାନଙ୍କ ଭୂମିକା ଅନେକ ଓ ଦେଶର ଲକ୍ଷ ଲକ୍ଷ ଝିଅଙ୍କ ପାଇଁ ସେମାନେ ଆଦର୍ଶ ବୋଲି ମୋଦି କହିଛନ୍ତି। ମନ୍ କି ବାତ୍ କାର୍ଯ୍ୟକ୍ରମର ୮୨ତମ ସଂସ୍କରଣରେ...

Lungs Transplant
ଚେନ୍ନାଇରେ ଅମ୍ରିତଙ୍କର ହେଲା ଫୁସ୍‌ଫୁସ୍‌ ପ୍ରତିରୋପଣ

କରୋନାରେ ଆକ୍ରାନ୍ତ ହୋଇ ଚେନ୍ନାଇରେ ଇକମୋ ଚିକିତ୍ସା ନେଉଥିବା ବ୍ରହ୍ମପୁର ବାସୁଦେବନଗର ଅଞ୍ଚଳର ଅମ୍ରିତଙ୍କର ଫୁସଫୁସ୍ ପ୍ରତିରୋପଣ କରାଯାଇଛି। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଆଜି ଭୋର୍ ୩ଟା ୩୦ରୁ ପ୍ରତିରୋପଣ ସର୍ଜରୀ ଆରମ୍ଭ ହୋଇଥିଲା। ଦୀର୍ଘ ୮ରୁ ୯ ଘଣ୍ଟା ଧରି ଅପରେସନ ଚାଲିଥିଲା ବୋଲି ତାଙ୍କ...

Pradeep Kumar Majhi
“୮ ଥର ଆଲୋଚନା ପରେ ବିଜେଡ଼ିରେ ମିଶିବାକୁ ନିଷ୍ପତ୍ତି ନେଲି”

ବିଜେଡ଼ିରେ ମିଶିବା ପୂର୍ବରୁ ବିଜେଡି ଓ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ। କହିଲେ, ଏବେ ନୁହେଁ ବରଂ ଆଗାମୀ ୩୦ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାରେ ବିଜେଡ଼ି ହିଁ ଶାସନ କରିବ

Pohen Pay
ଏଣିକି ଫୋନ୍‌ ପେ’ରେ ରିଚାର୍ଜ କଲେ ଦେବାକୁ ପଡ଼ିବ ଅଧିକ ଟଙ୍କା, ଜାଣନ୍ତୁ କେତେ?

ଫୋନ୍‌ ପେ’ ବ୍ୟବହାର କାରୀଙ୍କ ପାଇଁ ବଡ଼ ଖବର। ଏଣିକି ଘରେ ବସି ସହଜରେ କରିହେବ ନାହିଁ ରିଚାର୍ଜ। କାରଣ ଏବେ ରିଚାର୍ଜ କଲେ ଦେବାକୁ ପଡ଼ିବ ଅଧିକ ଶୁଳ୍କ। ମୋଟ୍‌ ଉପରେ ଫୋନ୍‌ ପେ’ ବ୍ୟବସାୟୀଙ୍କୁ ଲାଗିବାକୁ ଯାଉଛି ବଡ଼ ଝଟ୍‌କା। ସୂଚନା ଅନୁସାରେ, ଅନଲାଇନ୍ ପେମେଣ୍ଟ...

BJP leader Bijoy Mohapatra
ମମିତା ହତ୍ୟା ଘଟଣା: ତୃତୀୟ ମହଲାକୁ ସିଲ୍‌ କଭରରେ ସବୁ ଦେଇସାରିଛି ପୋଲିସ୍‌: ବିଜୟ

ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ନାଁରେ ବିଜୟ ମହାପାତ୍ର ଆଣିଲେ ସାଂଘାତିକ ଅଭିଯୋଗ। କହିଲେ, ଗୋବିନ୍ଦ ଓ ମମିତାଙ୍କ ମଧ୍ୟରେ ବୁଝାମଣା ପାଇଁ ଜୋରସୋର ଉଦ୍ୟମ କରାଯାଇଥିଲା। ମନ୍ତ୍ରୀଙ୍କ ରାୟପୁର ବାସଭବନରେ ବୁଝାମଣା ଉଦ୍ୟମ କରାଯାଇଥିଲା ବୋଲି ବିଜୟ ଅଭିଯୋଗ କରିଛନ୍ତି

Ananya Pandey
ଅନନ୍ୟା ପାଣ୍ଡେଙ୍କ ଲାଇଫଷ୍ଟାଇଲ୍, ବିଳାସପୂର୍ଣ୍ଣ ଘର ସାଙ୍ଗକୁ ରହିଛି ଏ ସବୁ ଶାନଦାର କାର୍

ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ପଦାକୁ ଆସୁଛି ବଲିଉଡର ଭିତିରି କଥା। ଜଣକ ପରେ ଜଣେ ସେଲିବ୍ରିଟିଙ୍କୁ ଯାଞ୍ଚ କରୁଛି ଏନସିବି। ପ୍ରଥମେ ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଏନସିବି ଜାଲରେ ଫଶିବା ପରେ ଏବେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏନସିବି ରାଡାରକୁ...

Salmonella Outbreak
ପିଆଜ ଖାଇଲେ ରୋଗ, ଆମେରିକାରେ ପେଟ ରୋଗରେ ଶତାଧିକ ଆକ୍ରାନ୍ତ

ଆମେରିକାରେ ପିଆଜ ଦେଖିଲେ ଡର। ପିଆଜ ଖାଇଲେ ବ୍ୟାପୁଛି ଭୟଙ୍କର ରୋଗ। ପେଟ ରୋଗରେ ପଡି ଛଟପଟ ହେଉଛନ୍ତି ଶତାଧିକ। ଅନେକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହେଲେଣି।

TV
ଏହି ମାସରୁ ଟିଭି ଦେଖା ହେବ ମହଙ୍ଗା, ଜାଣନ୍ତୁ କେତେ?

ଆପଣ ଟିଭି ପ୍ରିୟ କି। ଯଦି ହଁ, ତେବେ ଆପଣଙ୍କ ପକେଟ ଉପରେ ପଡିବ ଚଡକ। ଆସନ୍ତା ଡିସେମ୍ବର ପହିଲାରୁ ଟିଭି ଚ୍ୟାନେଲ୍ସର ବିଲ୍ ବଢିବାକୁ ଯାଉଛି। ଦେଶର ପ୍ରମୁଖ ବ୍ରଡକାଷ୍ଟିଂ ନେଟୱର୍କ୍ସ ଜି, ଷ୍ଟାର୍, ସୋନି ଏବଂ ଭାଏକମ୍ ୧୮ ଭଳି କିଛି ଚ୍ୟାନେଲ୍ସ ନିଜର ରେଟ...

Post Office
ଦୈନିକ ୧୫୦ ଟଙ୍କା ସଞ୍ଚୟ କରି ହୋଇପାରିବେ ଲକ୍ଷପତି, ଏକାଥରକେ ମିଳିବ ୧୫ ଲକ୍ଷ

ମାତ୍ର ୧୫୦ ଟଙ୍କା ରଖନ୍ତୁ, ମିଳିବ ୧୫ ଲକ୍ଷ ଟଙ୍କା। ଏ କଥା ମିଛ ନୁହେଁ, ନିରାଟ ସତ କଥା। ଯଦି ଆପଣ ପ୍ରତିଦିନ ୧୫୦ ଟଙ୍କା ସଞ୍ଚୟ କରନ୍ତି ତାହେଲେ ୧୫ ଲକ୍ଷ ଟଙ୍କାର ମାଲିକ ହୋଇପାରିବେ। ପୋଷ୍ଟ ଅଫିସ ଦେଉଛି ଏମିତି ଅଫର। ପବ୍ଲିକ ପ୍ରୋଭିଡେଣ୍ଟ...

Police
ରଣକ୍ଷେତ୍ର ପାଲଟିଲା ଥାନା ପରିସର: ୪ ଆହତ

ନରସିଂହପୁର ଥାନା ପରିସର ରଣକ୍ଷେତ୍ର ପାଲଟିଲା। ପିଟାପିଟିରେ ୪ ଜଣ ଆହତ ମଧ୍ୟ ହୋଇଛନ୍ତି। ୩ ଜଣ ପୋଲିସ କର୍ମଚାରୀ ଏବଂ ଜଣେ ସାଧାରଣ ବ୍ୟକ୍ତି ଆହତ ହୋଇଥିବା ନେଇ ସୂଚନା ମିଳିଛି। ଧାରଣାକୁ ନେଇ ଉତ୍ତେଜନା ପରେ ପୋଲିସ-ଜନତା ଖଣ୍ଡଯୁଦ୍ଧ ହୋଇଥିଲା। ରତାପାଟର ୩ ଜଣଙ୍କୁ ଅଟକ...

Potato Farmers Lo osing Hope
ଚିନ୍ତାରେ କନ୍ଧମାଳ ଆଳୁଚାଷୀ, ଫସଲକୁ ନଷ୍ଟ କରିଦେଲେ ରୋଗ ପୋକ

ଆଳୁର ଅଭାବୀ ବିକ୍ରି ରୋକିବାକୁ ସରକାର କିଛି ମାସ ତଳେ ନିଷ୍ପତ୍ତି ନେଇଥିଲେ। ବର୍ଷା ଦିନିଆ ଆଳୁ ଚାଷ କରିବା ପାଇଁ ନିଷ୍ପତ୍ତି ମଧ୍ୟ ନେଇଥିଲେ। ଏବଂ ଓଡ଼ିଶାର ଶୀତଳ ଅଞ୍ଚଳ ଭାବେ ପରିଚିତ କନ୍ଧମାଳ ଏବଂ କୋରାପୁଟ ଜିଲ୍ଲାରେ ବର୍ଷା ଦିନିଆ ଆଳୁ ଚାଷ କରିବା ପାଇଁ...

kidney-transplant
ଅବିଶ୍ୱାସ ଲାଗିଲେ ବି ସତ, ମଣିଷ ଦେହରେ ଲାଗିଲା ଘୁଷୁରୀ କିଡ଼ନୀ

ଅଙ୍ଗ ପ୍ରତିରୋପଣ ଏକ ଜଟିଳ ଅସ୍ତ୍ରୋପଚାର। ଜଣଙ୍କର କୌଣସି ପ୍ରତିରୋପଣ ଯୋଗ୍ୟ ଅଙ୍ଗ ଅକାମୀ ହୋଇଗଲେ, ତାହାକୁ ତାଙ୍କ ନିଜ ଶରୀର ଅନ୍ୟ ସ୍ଥାନରୁ କିମ୍ବା ଆଉ ଜଣେ ମଣିଷଙ୍କ ଠାରୁ ମ୍ୟାଚ୍ କରି ଅଣାଯାଏ ଏବଂ ରୋଗୀଙ୍କ ଦେହରେ ଖଞ୍ଜି ଦିଆଯାଏ

Narendra Modi
୧୦୦ କୋଟି ଡୋଜ୍ କେବଳ ଏକ ସଂଖ୍ୟା ନୁହେଁ ଏହା ଆମ ଦେଶର ଦକ୍ଷତାକୁ ପ୍ରଦର୍ଶନ କରୁଛି: ମୋଦି

ଦେଶରେ ୧୦୦ କୋଟି ଡୋଜ୍ ଟିକାକରଣ ପୂରଣ ହେବା ପରେ ଦେଶବାସୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ସକାଳେ ଦେଶବାସୀଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି ଯେ, ୧୦୦ କୋଟି ଡୋଜ୍ କେବଳ ଏକ ସଂଖ୍ୟା ନୁହେଁ ଏହା ଆମ ଦେଶର ଦକ୍ଷତାକୁ ପ୍ରଦର୍ଶନ କରୁଛି।...

Tara Prasad Bahinipati
ସସ୍‌ପେଣ୍ଡ ପୂର୍ବରୁ ଦଳ ଛାଡ଼ିଲେ ପ୍ରଦୀପ ମାଝୀ : ତାରା

କଂଗ୍ରେସରୁ ପ୍ରଦୀପ ମାଝୀଙ୍କ ଇସ୍ତଫା ପରେ ସାଙ୍ଘାତିକ ବୟାନ ଦେଲେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। କହିଲେ, ପ୍ରଦୀପଙ୍କ ଇସ୍ତଫା କଂଗ୍ରେସର କିଛି କ୍ଷତି କରିବନି । କିଛି ସଦସ୍ୟଙ୍କୁ ଦଳ ସସପେଣ୍ଡ କରିବା ପୂର୍ବରୁ ସେମାନେ ଇସ୍ତଫା ଦେଉଛନ୍ତି। ଯଦି ସେମାନେ ଜନସେବା କରୁଥିଲେ ତେବେ ଦଳ...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି