ଦୀପାବଳିରେ ଅଘଟଣ ହୋଇଛି। ରାଜ୍ୟର ୨ଟି ସ୍ଥାନରେ ବାଣ ବିସ୍ଫୋରଣ ହେବାରୁ ୨ ଜଣ ପ୍ରାଣ ହରାଇଛନ୍ତି
ଗୁଡ୍ ଗର୍ଭନାନ୍ସ ବା ସୁଶାସନରେ ଓଡିଶା କେତେ ଦକ୍ଷ? କେତେ ହୋଇଛି ରାଜ୍ୟର ଆର୍ଥିକ ବିକା
ରାଜ୍ୟରେ ଜାଲ୍ ପ୍ରମାଣ ପତ୍ର ଦେଇ ଶିକ୍ଷକତା କରୁଛନ୍ତି ଅନେକ ଶିକ୍ଷକ। ଏହା ଜଣାପଡ଼ିବା ପରେ ଚିନ୍ତାରେ ରାଜ୍ୟବାସୀ, ବିପଦରେ ପିଲାଙ୍କ ଭବିଷ୍ୟତ
ମମିତା ମେହେର ହତ୍ୟାକାଣ୍ଡଙ୍କୁ ନେଇ ଥମିବାରେ ନା ନେଉନାହିଁ ବିବାଦ। ଗୋଟିଏ ପରେ ଗୋଟିଏ ମନ୍ତ୍ରୀଙ୍କ ବିରୋଧରେ ଆସୁଛି ଅଭିଯୋଗ
ଏଲପିଜି ଦରକୁ ନେଇ ପାଲଟା ଆକ୍ରମଣ କରିଛି ବିଜେଡି। କେନ୍ଦ୍ର ଗ୍ୟାସ ଉପରୁ ମଧ୍ୟ ଏକ୍ସାଇଜ୍ ଓ ଅନ୍ୟ ଟିକସ ହ୍ରାସ କରୁ ବୋଲି ଦଳ ଦାବି କରିଛି
"ମୋ ଝିଅକୁ ନିଖୋଜ ହେବାର ୧୪ ମାସ ବିତିଲାଣି, କେବେ ଫେରିବ ମୋ ଝିଅ? ରାଜ୍ୟ ସରକାରଙ୍କୁ ଝିଅକୁ ଫେରାଇ ଦେବା ଲାଗି ଆକୁଳ ନିବେଦନ କରୁଛନ୍ତି ପିହୁର ମାଆ"
ଭାଗ୍ୟ ବଦଳାଇ ଦେଲା ୧୯୮୬ ମସିହା। ରିକ୍ସା ଚଳାଉଥିବା ବେଳେ ଚାଷ ସମ୍ପର୍କରେ ଖବର ପାଇଲେ ଆଉ ଚାଷ କଲେ.....ଆଉ ଏବେ ସେହି ଚାଷରୁ କମାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା
ଯାଜପୁରର ଏମିତି ଏକ କ୍ଷେତ୍ର ଯେଉଁଠାରେ ମାଆ କାଳୀଙ୍କୁ କରାଯାଏ ସ୍ୱତନ୍ତ୍ର ପୂଜା। ଗୋଟିଏ ସହରର ତିନୋଟି ସ୍ଥାନରେ ମାଆଙ୍କର ଆଦ୍ୟରୂପକୁ କରାଯାଉଛି ପୂଜା
ବିନା ଭକ୍ତରେ ଏଥର ବିଭିନ୍ନ ମଣ୍ଡପରେ ପୂଜା ପାଉଛନ୍ତି ମାଆ ଶ୍ୟାମାକାଳୀ। ଭକ୍ତଙ୍କର ନାହିଁ କୋଳାହଳ, ପ୍ରଶାସନର ନିୟମ ଅନୁସାରେ ଚାଲିଛି ପୂଜାର୍ଚ୍ଚନା
ମମିତା ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମଝି ରାସ୍ତାରେ ଇସ୍ତଫା ଦାବି କଲେ। ଖୋଦ୍ ମନ୍ତ୍ରୀଙ୍କ ଘର ପାଖରେ ଭବାନୀପାଟଣାରେ ଘଟିଥିବା ଏ ଘଟଣାର ଦୃଶ୍ୟ ଏବେ ସୋସିଆଲ୍ ମି଼ଡିଆରେ ଭାଇରାଲ୍ ହେବାରେ ଲାଗିଛି
ଆଜିର ଦୁନିଆରେ ସରକାରୀ ହେଉ କିମ୍ବା ଘରୋଇ ହେଉ ସମସ୍ତେ ଚାକିରି ପଛରେ ବାୟା। ସ୍ଥିତି ଏମିତି ହେଲାଣି ଯେ, ଚାକିରିଟିଏ ମିଳିବା ଏବେ କଷ୍ଟକର ହେଲାଣି। ତେଣୁ ଏବେ ଚାକିରି ପଛରେ ନଗୋଡ଼େଇ ନିଜ ବାଡ଼ିରେ କିମ୍ବା ପାଳରେ କିଛି କରିବା ଲାଗି ଚେଷ୍ଟା କରୁଛନ୍ତି...
ଆସାମ ବିଧାନସଭା ଉପନିର୍ବାଚନରେ ବାଜି ମାରିଲା ବିଜେପି । ସମସ୍ତ ୫ ଆସନରେ ବାଜିମାତ କରିଛନ୍ତି ବିଜେପି ଏବଂ UPPL ମେଣ୍ଟ ପ୍ରାର୍ଥୀ । ଥୌରା ଆସନରୁ ବିଜେପିର ସୁଶାନ୍ତ ବୋରଗେନ ବିଜୟୀ ହୋଇଛନ୍ତି
ପେଟ ପୋଷ, ନାହିଁ ଦୋଷ। ଏଇ ହାତ ଜଗନ୍ନାଥ। ବାପା ମାଆ ସିନା ଜନ୍ମଦେଇ ଏ ଦୁନିଆକୁ ଆଣିଲେ, ହେଲେ କର୍ମ ତ ଦେଇ ନାହାନ୍ତି। ତେଣିକି ଯାହା ଭାଗ୍ୟରେ ଥିବ। ଏମିତି ଆମେ ସମସ୍ତେ ଭାବନ୍ତି
ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ବଢି ବଢି ଚାଲିଛି ଦୁର୍ଘଟଣାର ହାର । ସଡକ ଦୁର୍ଘଟଣାରେ ଅକାରଣେ ଜୀବନ ହରାଉଛନ୍ତି ଅନେକ ଲୋକ । ଭାଂଗି ଯାଉଛି ଅନେକ ପରିବାରର ହସ ଖୁସିର ସଂସାର
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଆପଣଙ୍କର ଆକାଉଣ୍ଟ ଥିଲେ ମିଳିବ ୨୦ ଲକ୍ଷ ଟଙ୍କା। ଏହି ଟଙ୍କାରେ ଆପଣ ବ୍ୟାଙ୍କ ପକ୍ଷରୁ ମିଳୁଥିବା ଅନେକ ସୁବିଧା ମଧ୍ୟ ପାଇବେ ବୋଲି ସୂଚନା ମିଳିଛି।
ରାଜଧାନୀରେ ଚାଂଚଲ୍ୟ। ତମାଣ୍ଡୋ ଅଂଚଳରେ ହୋଇଛି ଡବଲ ମର୍ଡର। ସୂଚନା ଅନୁସାରେ, ତମାଣ୍ଡୋ ତମାଣ୍ଡୋ ଥାନା ନାରଗଦା ଅଞ୍ଚଳରେ ଡବଲ ମର୍ଡର ହୋଇଛି। ୧୦ ବର୍ଷର ପୁଅ ଓ ସ୍ତ୍ରୀକୁ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି
ଅଳିଆ ଗଦାରେ ପରିଣତ ହୋଇଛି ଗାଁ ମଶାଣିକୁ ଯାଇଥିବା ରାସ୍ତା । ଏହାକୁ ବିରୋଧ କରି ଶବ ରଖି ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ। ଏମିତି ଘଟଣା ଘଟିଛି ନବରଙ୍ଗପୁର ସଦର ମୁହକୁମାସ୍ଥିତ ମାଝୀଗୁଡା ଗ୍ରାମରେ। ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ ମଶାଣି ରାସ୍ତାରେ ନବରଙ୍ଗପୁର ପୌରପାଳିକା...
ପରିଚାଳନା କମିଟି ମିଟିଂରେ ଶ୍ରୀମନ୍ଦିର ବଜେଟକୁ ଅନୁମୋଦନ ମିଳିଛି। ଶ୍ରୀମନ୍ଦିର ମୋଟ ବଜେଟ୍ ପରିମାଣ ଏଥର ୧୯୦.୨୬ କୋଟି ଟଙ୍କା ରଖାଯାଇଛି
ମୁଁ ଆଗ ନୁହେଁ, ଆମ୍ବୁଲାନ୍ସ ଆଗ ଯିବ। ଏହି ପଦିଏ କଥା ଶୁଣିବା ପରେ ଆପଣଙ୍କ ମନରେ ପ୍ରଶ୍ନ ଆସିବ କିଏ ଏହି କଥା କହିଛନ୍ତି? କେବଳ କାମରେ ନୁହେଁ କରିକି ମଧ୍ୟ ଦେଖାଇଛନ୍ତି
ପୁଣି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ବିଭିନ୍ନ ଗଣମାଧ୍ୟମରେ ନିଜର ପକ୍ଷ ରଖିବା ସହ ନିଜକୁ ସ୍ୱଚ୍ଛ ବୋଲି କହୁଥିବା କ୍ୟାପ୍ଟେନ୍ ଦିବ୍ୟଶଙ୍କରଙ୍କୁ ଅପରାଜିତା ପୁଣି ଥରେ ସମାଲୋଚନା କରିଛନ୍ତି