• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Dibya Shankar Mishra
ଓଟିଭି ନାଁରେ ମାନହାନୀ ମାମଲା ରୁଜୁ କଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର: କହିଲେ....

ଓଟିଭି ନାଁରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମାନହାନୀ ମାମଲା ରୁଜୁ କରିଛନ୍ତି। ଓଟିଭି, ଓଡ଼ିଶା ରିପୋର୍ଟର ଏବଂ ଅନ୍ୟ ଏକ ଚ୍ୟାନେଲ ନାଁରେ ମାମଲା ରୁଜୁ ହୋଇଛି। ମିଥ୍ୟା ଖବର ପ୍ରସାରଣ କରି ବଦନାମ କରିଥିବା ଅଭିଯୋଗ କରିଛନ୍ତି ଦିବ୍ୟଶଙ୍କର

OTV
ମନ୍ତ୍ରୀଙ୍କ ରାୟପୁର ଘରେ ପହଞ୍ଚିଲା ଓଟିଭି ଟିମ୍

ମମିତା ମେହେର ହତ୍ୟାକାଣ୍ଡର ପ୍ରମୁଖ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ରାୟପୁରସ୍ଥିତ ଘରେ ପହଞ୍ଚିଥିଲା ଓଟିଭି ଟିମ୍। ରାୟପୁରରେ ଥିବା ଘରେ ହିଁ ଦିବ୍ୟଶଙ୍କର ଗୋବିନ୍ଦ ସାହୁ ଏବଂ ମମିତାଙ୍କ ମଧ୍ୟରେ ବୁଝାମଣା କରାଇବା ଲାଗି ଉଦ୍ୟମ କରିଥିଲେ ବୋଲି ଅଭିଯୋଗ କରିଥିଲେ ଦୁଇ...

Bhakta Charan Das
ମୌନେ ସମ୍ମତିର ଲକ୍ଷଣ, ନିଜ ଦୋଷକୁ ମାନନ୍ତୁ ମନ୍ତ୍ରୀ: ଭକ୍ତ ଦାସ

ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ୩୦ ତାରିଖ ସୁଦ୍ଧା ଗିରଫ ନ କଲେ କଳାହାଣ୍ଡିରେ ହେବ ବ୍ୟାପକ ଆନ୍ଦୋଳନ। ଆଜି ଏଭଳି ଅଲ୍ଟିମେଟମ୍ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ।

Mamata
ଗୋଆରେ ଗର୍ଜିଲେ ଦିଦି: କହିଲେ, ଦିଲ୍ଲୀର ଦାଦାଗିରି ଚଳିବ ନାହିଁ

ବଙ୍ଗ ପରେ ଏବେ ଗୋଆରେ କେନ୍ଦ୍ର ଉପରେ ବର୍ଷିଲେ ଦିଦି। କହିଲେ, ମୁଁ ଏଠାକୁ ମୁଖ୍ୟମନ୍ତ୍ରୀ ହେବାକୁ ଆସିନାହିଁ। କିନ୍ତୁ ଏଠାରେ କେନ୍ଦ୍ରର ଦାଦାଗିରି ଚଳାଇ ଦେବି ନାହିଁ। ପାନାଜୀ ଗସ୍ତରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଅଛନ୍ତି। ଆଉ ସେଠାରେ ସ୍ଥାନୀୟ ଭାଷାରେ ଲୋକଙ୍କୁ ସମ୍ବୋଧନ କରିଥିଲେ। ଆଉ କହିଥିଲେ,...

Shah Rukh Khan
ଶାହାରୁଖ୍‌ଙ୍କ ସହ ଫିଲ୍ମ କରିବାକୁ ରାଜି ହେଉ ନାହାନ୍ତି ଅଭିନେତ୍ରୀ

ଶାହାରୁଖ୍‌ ଖାନ୍‌ଙ୍କ ଅଡ଼ୁଆ ବଢିବାରେ ଲାଗିଛି। ଏବେ ବଲିଉଡ଼୍‌ର ଏହି ଚର୍ଚ୍ଚିତ ଅଭିନେତାଙ୍କ ସହ ଫିଲ୍ମ କରିବାକୁ ଆଗ୍ରହୀ ହେଉନାହାନ୍ତି ହିରୋଇନ୍‌। ଯାହାକୁ ନେଇ ଚିନ୍ତାରେ ପ୍ରଡ୍ୟୁସର ଓ ଡାଇରେକ୍ଟର। କ୍ରୁଜ୍‌ରେ ଡ୍ରଗ୍ସ୍‌ ପାର୍ଟି ମାମଲାରେ ଶାହାରୁଖ ଖାନ୍‌ଙ୍କ ପୁଅ ଗିରଫ ହୋଇଥିଲେ, ଗତକାଲି ତାଙ୍କର ଜାମିନ ମଧ୍ୟ...

super cyclone
ମହାବାତ୍ୟାକୁ ପୂରିଲା ୨୨ ବର୍ଷ, ସେଦିନ ବି ଥିଲା ଶୁକ୍ରବାର ଆଉ ଆଜି ବି ଶୁକ୍ରବାର

ଆଜି ଅକ୍ଟୋବର ୨୯ ତାରିଖ, ଶୁକ୍ରବାର। ସେଦିନ ବି ଥିଲା ଶୁକ୍ରବାର....ସନ୍ଧ୍ୟା ବେଳକୁ ମାଡ଼ି ଆସିଲା ଅଣଚାଷ ପବନ ସାଙ୍ଗକୁ ମୁସଳ ବର୍ଷା। ଆକାଶରେ ଝଟକୁଥାଏ ବିଜୁଳି, ମାରୁଥାଏ ଘଡ଼ଘଡ଼ି।

Cyclone
ମନେପଡ଼େ ମହାବାତ୍ୟା: ଏମିତି ଥିଲା ସେଦିନର କିଛି ଲୋମଟାଙ୍କୁରା ଘଟଣା

ମହାବାତ୍ୟା ସମୟରେ ମୃତ୍ୟୁ ଲୋକଙ୍କ ପାଖେ ପାଖେ ବୁଲୁଥିଲା। ସମୁଦ୍ର ପାଣି ମାଡି ଆସିବା ପରେ ନଗରୀ ଗାଁର ଲୋକମାନେ କିଏ ଚାଳ ଉପରେ ତ କିଏ ଗଛରେ ଚଢି ଯାଇଥିଲେ। ବିଭାସ ଚନ୍ଦ୍ର ଫନ୍ଦକାର ନାମକ ଜଣେ ଯୁବକଙ୍କ ପରିବାରରୁ ୧୧ ଜଣ ଲୋକ ପ୍ରାଣ ହରାଇଥିଲେ।...

Aryan Khan
ଆର୍ୟନଙ୍କୁ ମିଳିଲା ଜାମିନ୍‌, ବୁଲେଟ୍‌ ପଏଣ୍ଟରେ ପଢନ୍ତୁ ପୂରା ଘଟଣା…

ଅକ୍ଟୋବର ୨: ଗାନ୍ଧି ଜୟନ୍ତୀରେ ମଝି ଦରିଆରେ ଥିବା କର୍ଡେଲିଆ କ୍ରୁଜରେ ଡ୍ରଗ୍ ପାର୍ଟି ହେଉଥିବା ସୂଚନା ପାଇ ରେଡ୍ କଲା ନାର୍କୋଟିକ୍ସ ବ୍ୟୁରୋ। ସେଠାରୁ ଆର୍ୟନଙ୍କ ସମେତ ପ୍ରାୟ ୧୪ ଜଣଙ୍କୁ ଆଣି ଅଟକ ରଖିଲା

Odisha sees 1107 new Covid19 positive cases
କରୋନା: କେନ୍ଦ୍ର ଜାରି କଲା ନୂଆ ଗାଇଡ୍‌ଲାଇନ

କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଛି ଗାଇଡ୍ଲାଇନ୍ସ ।ଏବେ ବି ଦେଶରେ ସଂକ୍ରମଣ ଲାଗିରହିଥିବାରୁ ସବୁ ଜନଗହଳି ସ୍ଥାନରେ ଯେପରି କୋଭିଡ୍ ନିୟମ କଡ଼ାକଡ଼ି ପାଳନ ହେବ, ସେନେଇ କଡ଼ା ନିର୍ଦ୍ଦେଶ ରହିଛି ଗାଇଡ୍ଲାଇନ୍ସରେ। ତାସହ ଦେଶବ୍ୟାପି ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଂଟ୍‌ ଏବଂ ଟିକାକରଣକୁ ଗୁରୁତ୍ୱ ଦେବାକୁ...

Naveen Patnaik
କ୍ୟାପ୍‌ଟେନଙ୍କୁ କାହିଁକି ବିଦା କରନାହାନ୍ତି ନବୀନ? କ'ଣ ରହିଛି କାରଣ ?

ମମିତା ମେହେର ଘଟଣାକୁ ନେଇ ପଲ୍ଲୀରୁ ଦିଲ୍ଲୀ ଯାଏଁ କଂପନ। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ହୁଲସ୍ତୁଲ ସାରା ରାଜ୍ୟ। ହେଲେ ସରକାର ନିଦା ବିଷ୍ଣୁ । ପୂର୍ବରୁ ମହିଳା ନିର୍ଯାତନା ପ୍ରସଙ୍ଗରେ କଥା କଥାକେ ମନ୍ତ୍ରିମଣ୍ଡଳରୁ ବିବାଦାୟୀ ନେତାଙ୍କୁ ବିଦା କରୁଥିଲେ ମୁଖ୍ୟମନ୍ତ୍ରୀ ନବୀନ...

Congress
"ଜଗନ୍ନାଥ ଧାମକୁ ଅପରାଧ ପ୍ରବଣ କରିସାରିଲେଣି ନବୀନ ସରକାର"

ମମିତା ମେହେର ହତ୍ୟା ମାମଲାରେ ଦୋଷୀଙ୍କୁ କଠୋର ଦଣ୍ଡ ଓ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦାବିରେ ବିରୋଧୀଙ୍କ ପକ୍ଷରୁ ଜାରି ରହିଛି ଘନ ଘନ ହୁଙ୍କାର। କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୂର୍ଯ୍ୟେଓ୍ୱାଲା ଓ ପିସିସି ପ୍ରଭାରୀ ଚେଲାକୁମାର ଆଜି ମମିତାଙ୍କ ପରିବାରକୁ ଭେଟିଥିଲେ

Pradeep Kumar Majhi
କଳ୍ପନାଜଳ୍ପନାର ଅନ୍ତ, ନଭେମ୍ବର ୬ରେ ବିଜେଡ଼ିରେ ମିଶିବେ ପ୍ରଦୀପ ମାଝୀ

ଅପେକ୍ଷାର ହେଲା ଅନ୍ତ। ଆସନ୍ତା ନଭେମ୍ବର ୬ ତାରିଖରେ ବିଜେଡ଼ିରେ ମିଶିବେ ପୂର୍ବଚନ କଂଗ୍ରେସର ନେତା ପ୍ରଦୀପ ମାଝି। ନବରଙ୍ଗପୁରରେ ଏକ ମିଶ୍ରଣ ପର୍ବରେ ସେ ବିଜେଡ଼ିରେ ସାମିଲ ହେବା ନେଇ ସ୍ପଷ୍ଟ ହୋଇଛି।

Narasingha Mishra
କେମିତି ଦଣ୍ଡ ପାଇବ ଦୋଷୀ? ପଦକ୍ଷେପ ନିଅନ୍ତୁ ମୁଖ୍ୟମନ୍ତ୍ରୀ

ମମିତା ମାମଲାରେ ନରସିଂହ ମିଶ୍ର ଖୋଲିଦେଲେ ଗୁମର । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ମୁହଁ ଖୋଲିଲେ ନରସିଂହ । ମମିତା-ଗୋବିନ୍ଦ ମଧ୍ୟରେ ବୁଝାମଣା ନେଇ ମନ୍ତ୍ରୀ ଉଦ୍ୟମ କରିଥିଲେ ବୋଲି ସଙ୍ଗୀନ ଅଭିଯୋଗ କଲେ ନରସିଂହ।

Lekha Samantsinghar
ନବୀନ ନିବାସ ଓ ଲୋକସେବା ଭବନ କେମିତି ଯାଉଥିଲେ ଗୋବିନ୍ଦ ସାହୁ?

ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଉଠୁଛୁ ପଡ଼ୁଛି ରାଜ୍ୟ। ଗୋବିନ୍ଦ ସାହୁଙ୍କ ଗିରଫ ହେବା ପରେ ଥମିନାହିଁ ରାଜନୀତି। ମୁଖ୍ୟ ଅଭିଯୁକ୍ତଙ୍କ ସହ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ଦାବିରେ ଅଟଳ ବିରୋଧୀ।

Randeep Surjewala
“୯୦ ଦିନ ମଧ୍ୟରେ ଦଣ୍ଡ ପାଉ ଦୋଷୀ, ନାଭିରେ ତେଲ ମାରି ଶୋଇଛନ୍ତି ରାଜ୍ୟ ସରକାର”

ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସ ପ୍ରେସମିଟ୍ କରିଛି । ପ୍ରେସମିଟ୍‌ରେ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ରଣଦୀପ ସୂର୍ଯେୱାଲା । ମୁଖ୍ୟମନ୍ତ୍ରୀ କାହିଁକି ନୀରବ ରହୁଛନ୍ତି ? ସରକାରଙ୍କୁ କିଭଳି ନିଦ ହେଉଛି ?

Sameer Wankhede
ମୁସଲିମ୍‌ ନା ହିନ୍ଦୁ? ୱାଙ୍ଖେଡେଙ୍କ ବଢୁଛି ଅଡ଼ୁଆ

ୱାଙ୍ଖେଡ଼େଙ୍କ ବଢିବାରେ ଲାଗିଛି ଅଡ଼ୁଆ। ଆର୍ୟନଙ୍କୁ ଛାଡ଼ିବା ପାଇଁ ସେ କାଳେ ୨୫ କୋଟି ଟଙ୍କା ଲାଂଚ ମାଗିଥିବା ନେଇ ଅଭିଯୋଗ ଆସିବା ପରେ ବଢିବାରେ ଲାଗିଛି ତାଙ୍କର ଅଡ଼ୁଆ। ତେବେ ମହାରାଷ୍ଟ୍ରର ମନ୍ତ୍ରୀ ନୱାବ୍‌ ମଲ୍ଲିକ ତାଙ୍କ ନାଁରେ ପ୍ରତିଦିନ ନୂଆ ନୂଆ ଅଭିଯୋଗର ଫର୍ଦ୍ଦ ଯୋଡୁଛନ୍ତି

Smart Watch
ସ୍ମାର୍ଟ ୱାଚ୍‌ ପିନ୍ଧିବେ ସରକାରୀ କର୍ମଚାରୀ, ଲାଗୁ ହେବ ନୂଆ ନିୟମ

ସରକାରୀ ଅଫିସରଙ୍କର ଆଉ ଚଳିବ ନାହିଁ ମନମାନି। ଏଣିକି ସବୁ କର୍ମଚାରୀମାନେ ସ୍ମାର୍ଟ ୱାଚ୍‌ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଏହାଦ୍ୱାରା ସରକାରୀ ବାବୁଙ୍କ ଉପରେ ନଜର ରଖାଯାଇପାରିବ ବୋଲି କୁହାଯାଇଛି

Katrina Kaif
ଡ଼ିସେମ୍ବରରେ ବିବାହ କରିବେ କ୍ୟାଟ୍ରିନା କୈଫ୍‌? ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଫଟୋ…

ବିବାହ କରିବେ ବଲିଉଡ଼୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌? କ୍ୟାଟ୍ରିନା କୈଫ୍‌ ଏବଂ ଭିକି କୌଶଲଙ୍କ ମଧ୍ୟରେ ବଢୁଥିବା ନିବିଡ଼ିତାକୁ ନେଇ ଏବେ ବଢୁଛି ଚର୍ଚ୍ଚା। ତେବେ ଉଭୟଙ୍କୁ ବାରମ୍ବାର ଏକାଠି ଦେଖିବା ପରେ ବଲିଉଡ଼୍‌ରେ ଗସିପ୍‌ ଆରମ୍ଭ ହୋଇଯାଇଛି।

Yogi Adityanath
ପାକିସ୍ତାନ ବିଜୟର ଖୁସି ମନାଇଲେ ରୁଜୁ ହେବ ଦେଶଦ୍ରୋହ ମାମଲା !

ପାକିସ୍ତାନ ବିଜୟର ଖୁସି ମନାଇଲେ ହେବ ଦେଶଦ୍ରୋହ ମାମଲା। ବଡ଼ ନିଷ୍ପତ୍ତି ନେଲେ ଯୋଗୀ ସରକାର। ଟି-୨୦ ମ୍ୟାଚ୍‌ ଭାରତ ହାରିବା ପରେ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି।ବ ବିଶେଷକରି ଉତ୍ତରପ୍ରଦେଶରେ ଏହି ଘଟଣା ବଢିବାରେ ଲାଗିଛି

ISRO
ISRO ପ୍ରକାଶ କଲା ବି‌ଜ୍ଞପ୍ତି, ବିନା ସାକ୍ଷାତ୍‌କାରରେ ଦେବ ଚାକିରି

ଇସ୍ରୋରେ ଚାକିରି କରିବାକୁ ଇଚ୍ଛା ରଖିଛନ୍ତି କି ? ତେବେ ଆପଣଙ୍କ ପାଇଁ ଏହା ବଡ଼ ଖବର। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ISRO) ରେ ଚାକିରି ପାଇବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ରହିଛି। ବିଶେଷ କଥା ହେଉଛି ଏହି ପରୀକ୍ଷା ପାଇଁ କୌଣସି ପ୍ରକାରର ପରୀକ୍ଷା...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି