• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Archana Nag
ଏତେ ସବୁ ସମ୍ପତ୍ତି କେମିତି କଲେ ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦ?

ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁର ଅର୍ଥକାରବାର ତଦନ୍ତ କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ଏନେଇ ଇଡି ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ମିଳିଛି । କେଉଁଠୁ ଏହି ଦଂପତିଙ୍କ ପାଖକୁ ଆସିଛି ଟଙ୍କା ତାହାର ତଦନ୍ତ ହେବ । ଏଥିପାଇଁ ଇଡି ପକ୍ଷରୁ...

Dhamnagar bypoll
ପ୍ରତି ପଞ୍ଚାୟତକୁ ଶାସକ ଦଳର କୋଟିଏ ଅଫର୍‌!

ଧାମନଗର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଲୋଭିତ କରିବାକୁ ବିଜେଡିର ଉଦ୍ୟମ ଅଭିଯୋଗ ଙୋଇଛି । ଭୋଟରଙ୍କୁ ଖୁଲମଖୁଲା ଟଙ୍କା ଲୋଭ ଦେଖାଇଲେ ବିଜେଡି କର୍ମୀ । କହିଲେ ବିଜେଡିକୁ ଅଧିକ ଭୋଟ ଦେଇଥିବା ପଂଚାୟତକୁ ମୁଖ୍ୟମନ୍ତ୍ରୀ ଦେବେ କୋଟିଏ ଟଙ୍କା ।

Special story
ଆସନ୍ତାକାଲି ଖଣ୍ଡଗ୍ରାସ ବା ଆଂଶିକ ସୂର୍ଯୋପରାଗ : ସନ୍ଧ୍ୟା ୬ଟା ୨୬ରେ ସର୍ବମୋକ୍ଷ

ଆସନ୍ତାକାଲି ଖଣ୍ଡଗ୍ରାସ ବା ଆଂଶିକ ସୂର୍ଯୋପରାଗ । ବିଜ୍ଞାନ ଏହାକୁ କେବଳ ଛାଇ ଆଲୁଅର ଖେଳ ବ୍ୟତୀତ ଆଉ କିଛି ନୁହେଁ ବୋଲି କହୁଥିବା ବେଳେ ସୂର୍ଯୋପରାଗ ମଣିଷ ଉପରେ ପ୍ରଭାବ ପକାଏ ବୋଲି ଦାବି କରନ୍ତି ଜ୍ୟୋତିର୍ବିଦ୍ । ତେବେ ଯିଏ ଯେଉଁ ଯୁକ୍ତିକୁ ବିଶ୍ୱାସ କରନ୍ତୁ...

Rishi Sunak
ରିଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ

ଭାରତକୁ ୟୁକେରୁ ଦିଓ୍ୱାଲି ଭେଟି। ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ ହେଲେ ଭାରତୀୟ ବଂଶୋଦ୍ଭବ ରିଷି ସୁନକ୍। ପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଏବଂ ଶେଷ ମୁହୂର୍ତ୍ତରେ ଅନ୍ତିମ ପ୍ରତିଦ୍ୱନ୍ଦ୍ୱୀ ପେନି ମରଡଣ୍ଟ ପିଏମ୍ ରେସ୍‌ରୁ ଓହରିବା ପରେ, ୪୨ ବର୍ଷୀୟ ରିଷି ସୁନକଙ୍କୁ ନେତା ବାଛିଛି କଞ୍ଜରଭେଟିଭ୍...

Modi
ଗୀତ ଗାଇଲେ, ସୀମାରେ ଯବାନଙ୍କ ସହ ଦୀପାବଳି ପାଳିଲେ ମୋଦି

ଭାରତର ସୀମାକୁ କେହି ନଜର ପକାଇଲେ ଆମ ସଶସ୍ତ୍ର ବାହିନୀ ସେମାନଙ୍କୁ ମୁହଁତୋଡ଼ ଯବାବ ଦେବେ । ଆମେ ଯୁଦ୍ଧର ବିରୋଧୀ ହୋଇଥିଲେ ବି ସାମର୍ଥ୍ୟ ବିନା ଶାନ୍ତି ସମ୍ଭବ ନୁହେଁ । ଆଜି ଜାମ୍ମୁ ଓ କାଶ୍ମୀରର କାର୍ଗିଲ ସୀମାରେ ଯବାନଙ୍କ ସହ ଦୀପାବଳି ମନାଇବା ବେଳେ...

Diwali
ବଡ଼ ବଡ଼ୁଆ ହୋ ଅନ୍ଧାରେ ଆସି ଆଲୁଅରେ ଯାଅ, ବାଇଶି ପାହାଚେ ମହାପ୍ରସାଦ ପାଇ ଗଡ଼ଗଡ଼ଉ ଥାଅ...

ବଡ଼ ବଡ଼ୁଆ ହୋ ଅନ୍ଧାରେ ଆସି ଆଲୁଅରେ ଯାଅ, ବାଇଶି ପାହାଚେ ମହାପ୍ରସାଦ ପାଇ ଗଡ଼ଗଡ଼ଉ ଥାଅ...

Dhanu Jatra
ରାଜେନ୍ଦ୍ରଙ୍କ ସମର୍ଥକଙ୍କ ବିସ୍ଫୋରକ ବୟାନକୁ ନେଇ ହଇଚଇ

ରାଜୁ ଦାସଙ୍କ ସମର୍ଥକଙ୍କ ବିସ୍ଫୋରକ ବୟାନ। ଅବନ୍ତୀ ଦାସ ବିଜେଡିର ପ୍ରାର୍ଥୀ ହେବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ପରେ ରାଜେନ୍ଦ୍ରଙ୍କ ଉପରେ ପଡିଥିବା ଚାପକୁ ନେଇ ଚାଂଚଲ୍ୟକର ଖୁଲାସା। କହିଛନ୍ତି, ଅବନ୍ତୀଙ୍କୁ ସେତେବେଳେ ସମର୍ଥନ କରିନଥିଲେ। ରାଜେନ୍ଦ୍ରଙ୍କୁ ହତ୍ୟା କରାଯାଇଥାନ୍ତା। ଓଟିଭିର ଜନମଂଚ କାର୍ଯ୍ୟକ୍ରମରେ ଶୈଳେନ୍ଦ୍ର ମହାପାତ୍ର ନାମକ...

Dhanu Jatra
ଏସନ କଂସ ହେବ କିଏ?

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଅଭିନୟ କରିବା ପାଇଁ ଚାହୁଁଛନ୍ତି କି? ଏଇ ସବୁ ନିୟମକୁ ମାନିବାକୁ ପଡିବ ଆପଣଙ୍କୁ...

Archana Nag
ଅର୍ଚ୍ଚନା ନାଗଫାଶକୁ ନେଇ ତେଜିଲା ରାଜନୀତି; ସିପି ଅଫିସ୍ ଆଗରେ ବିଜେପିର ଅହୋରାତ୍ର ଧାରଣା

ଅର୍ଚ୍ଚନା ନାଗଫାଶକୁ ନେଇ ତମ୍ବିତୋଫାନ ଯେତିକି, ତାକୁ ନେଇ ରାଜ୍ୟ ରାଜନୀତି ବି ସେତିକି ସରଗରମ । ମନ୍ତ୍ରୀ ଓ ବିଧାୟକଙ୍କ ବ୍ୟଭିଚାରକୁ ଘଣ୍ଟ ଘୋଡ଼ାଇବା ଅଭିଯୋଗରେ ଆଜି ପୋଲିସ କମିଶନର ଅଫିସ୍ ଆଗରେ ଗର୍ଜିଛି ବିଜେପି । ଦଳ ଦେଇଛି ୨୪ ଘଂଟିଆ ଅହୋରାତ୍ର ଧାରଣା ।...

Modi
ଦୀପାବଳିରେ ପ୍ରଧାନମନ୍ତ୍ରୀଙ୍କ ଉପହାର, ବାଣ୍ଟିଲେ ୭୫ ହଜାର ନିଯୁକ୍ତି ପତ୍ର

ଦୀପାବଳିରେ ଚାକିରି ଆଶାୟୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉପହାର, ନିଯୁକ୍ତି ମେଳା ଉଦଘାଟନ କରି ବାଣ୍ଟିଲେ ୭୫ ହଜାର ନିଯୁକ୍ତି ପତ୍ର....

L&T
୨୦ କୋଟି ଦେଲେନି, ଏବେ ୧୦୦ କୋଟି ତଣ୍ଡ ଗଣିବେ ସରକାର

ସରକାରୀ ବାବୁଙ୍କ ବେପରୁଆ ମନୋଭାବ କି ଭୁଲ୍ ନିଷ୍ପତ୍ତି । କାରଣ ଯାହାବି ହେଉ, ଏଲ-ଏଣ୍ଡ-ଟି ଭଳି ଏକ ଘରୋଇ କଂପାନୀକୁ ସରକାର ଦେବେ ଶହେ କୋଟି ଟଙ୍କା । ୧୯ ବର୍ଷ ତଳର ଏଲ୍-ଆଣ୍ଡ-ଟି କଂପାନୀକୁ ଠିକା କାମ, ଚୁକ୍ତି ଅନୁସାରେ ୨୦ କୋଟି ଟଙ୍କା ପଇଠ...

firecracker
ଦୁଇବର୍ଷ ପରେ କଟକଣାମୁକ୍ତ ଦୀପାବଳି : ବର୍ଷା ଆଶଙ୍କା କରି ଗ୍ରାହକ ବି ବାଣ କିଣିବେ ନା ନାହିଁ ଦ୍ୱନ୍ଦ୍ୱରେ

ଦୀର୍ଘ ଦୁଇବର୍ଷର କଟକଣା ପରେ ଟିକେ ହସ ଫୁଟିଛି । ଏଥର ଦୀପାବଳିରେ ଭଲ ବ୍ୟବସାୟର ଆଶା ଥିଲା । ହେଲେ ବାଣ ବ୍ୟବସାୟୀଙ୍କ ମନରେ ଏବେ ନିରାଶାର ଭାବ କାହିଁକି ନା ବାତ୍ୟା ଓଡ଼ିଶା ମୁହାଁ ହେଉନଥିଲେ ମଧ୍ୟ ଏହାର ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ରହିଛି...

Cyclone
ଓଡ଼ିଶା ଉପରୁ ଟଳିଲା ବାତ୍ୟା ବିପଦ ! ରାଜ୍ୟକୁ ନଛୁଇଁ ବାତ୍ୟା ବାଂଲାଦେଶ ମୁହାଁ ସମ୍ଭାବନା

ଓଡ଼ିଶା ଉପରୁ ସାମାନ୍ୟ ଟଳିଛି ବାତ୍ୟା ବିପଦ । ଆଜି ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଆସନ୍ତା ୨୪ ତାରିଖରେ ଏହା ବାତ୍ୟାର ରୂପ ନେଇ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ । ଅର୍ଥାତ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ନଛୁଇଁ, ରାଜ୍ୟ ଉପକୂଳକୁ ସମାନ୍ତରଳ...

Jajpur BJD leaders\' campaign in Dhamnagar Bypolls creates political storm
ଧାମନଗର ଉପନିର୍ବାଚନରେ ଯାଜପୁର ବିଜେଡି ନେତାଙ୍କ ହାକିମାତି

ଭୋଟ୍ ଭଦ୍ରକ ଜିଲ୍ଲାରେ, ଦବଦବା କିନ୍ତୁ ଯାଜପୁର ବିଜେଡି ନେତାଙ୍କର। ଧାମନଗର ବାଇଇଲେକ୍ସନରେ ପଡ଼ୋଶୀ ଜିଲ୍ଲା ବିଜେଡି ନେତାଙ୍କ ମାମଲାତି। ପ୍ରାର୍ଥୀ ବାଛିବାଠାରୁ ପ୍ରଚାର ମୈଦାନ ସବୁଠି ଲିଡ୍ ରୋଲ୍। ଚତୁର୍ମୁଖୀ ଲଢେଇକୁ ନେଇ ସରଗରମ ଧାମନଗର ରାଜନୀତି ରାଜୁ ଦାସ ସ୍ବାଧୀନ ପ୍ରାର୍ଥୀ ହେବା ପରେ ରୋଚକ...

FAKE FARMER
ଏକାସଙ୍ଗେ ଗୋଟିଏ ବାଇକ୍‌ରେ ୧୨୫୦ କିଲୋମିଟର ବୁଲିଲେ ୨୫ ଚାଷୀ !

ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ, ଯେଉଁଠି କଲମ ଚାଷରେ ସବୁ ଅସମ୍ଭବ ସମ୍ଭବ କେମିତି ? ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ହାତଲେଖା ଏ ତଥ୍ୟ ଉପରେ ନଜର ପକାନ୍ତୁ: ୨୦୧୬ ଆର୍ଥିକ ବର୍ଷରେ କୃଷିକ୍ଷେତ୍ର ପରିଭ୍ରମଣ ପାଇଁ ଖୋର୍ଦ୍ଧା ଜିଲ୍ଲା ଆତ୍‌ମା...

Archana
ଦିନକୁ ଦିନ ଖୋଲୁଛି ଅର୍ଚ୍ଚନାଙ୍କ ଗୁମର

ଅର୍ଚ୍ଚନାର କେଳେଙ୍କାରୀର ଫର୍ଦ୍ଦ ସରିବାରେ ନା ନେଉନି। କାରଣ କେସିଙ୍ଗା ସ୍ଥିତ ଏହି ଗୋଲାପୀ କୋଠାଟି ବୁଢାଡଙ୍ଗର ପାଦଦେଶରେ ଅଛି। ଆଉ ଏହି କୋଠାରେ ରୁହନ୍ତି ଅର୍ଚ୍ଚନାର ବାପା, ମା । ହେଲେ ଅଭିଯୋଗ ହୋଇଛି, ଏହି ୨ ମହଲା ଘର ହୃଷିକେଶ ମହଲା ନାମକ ଜଣେ ଟେଲର...

Patnagarh
ସରିଥିଲା ଶୁଦ୍ଧିକ୍ରିୟା, ୨୫ ବର୍ଷ ପରେ ଘରକୁ ଫେରିଲେ ମାଆ

ସୋମବାରି ବିଶି। ବୟସ ୫୦ ଟପିଲାଣି। ଦୀର୍ଘ ୨ ଦଶନ୍ଧି ପରେ ଗାଁକୁ ଫେରିଛନ୍ତି। ଫେରିଛନ୍ତି ନିଜ ପୁଅ ମାନଙ୍କ ପାଖକୁ, ସ୍ୱାମୀଙ୍କ ପାଖକୁ,ପରିବାର ପାଖକୁ।ହାବଭାବ ଦେଖିଲେ ଲାଗୁଛି, ରକ୍ତ ସଂପର୍କୀୟମାନେ ତାଙ୍କୁ ଝାପ୍ସା ଝାପ୍ସା ମନେପଡୁଛନ୍ତି। କାହାକୁ ଚିହ୍ନି ପାରୁଛନ୍ତି ତ ଆଉ କାହାକୁ ଦେଖି ଦୋ...

Puri
ଅମୂଲ ମୂଲ ଅବଢା ଦର, ଆନନ୍ଦ ବଜାର ଭକ୍ତଙ୍କୁ ଡର

ଅମୂଲ ମୂଲ ଅବଢା ଦର, ଆନନ୍ଦ ବଜାର ଭକ୍ତଙ୍କୁ ଡର

Congress
୨୪ ବର୍ଷ ପରେ କଂଗ୍ରେସର ଅଣଗାନ୍ଧି ସଭାପତି

ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ର ନୂତନ ସଭାପତି ହୋଇଛନ୍ତି ମଲ୍ଲିକାର୍ଜୁନ ଖଡଗେ । ସୋନିଆଙ୍କ ପରେ ସେ ଏଆଇସିସିର ନୂଆ ମଙ୍ଗୁଆଳ ହୋଇଛନ୍ତି । ଏ ନେଇ ଆଜି ସକାଳ ୧୦ଟାରୁ ଆରମ୍ଭ ହୋଇଥିଲା ଭୋଟ୍ ଗଣତି । ୨୪ ବର୍ଷ...

Sitrang
ବଢୁଛି ବାତ୍ୟା ‘ସିତ୍ରାଙ୍ଗ’ ସସ୍‌ପେନ୍ସ; କାଲି ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ

କେଉଁଠି କରିବ ଲ୍ୟାଣ୍ଡଫଲ ? ଲ୍ୟାଣ୍ଡଫଲ ବେଳେ ବାତ୍ୟାର ତୀବ୍ରତା କେତେ ରହିବ? ପବନର ବେଗ କେତେ ହେବ ଆଉ କେତେ ପରିମାଣର ବର୍ଷା ହେବ? ଏହାକୁ ନେଇ ଆଇଏମ୍‌ଡିର କୌଣସି ସ୍ପଷ୍ଟ ସୂଚନା ଆସିନଥିବା ବେଳେ ବିଭିନ୍ନ ମଡେଲ୍ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି ।

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି